Browsing Category

ଲାଇଫ୍ ଷ୍ଟାଇଲ୍

ଭଲ ଏବଂ ମନମୂତାବକ ଚାକିରି ଚାହୁଁଛନ୍ତି ? ପାଳନ କରନ୍ତୁ ବାସ୍ତୁର ଏହି ଟିପ୍ସ

ସବୁ ମଣିଷ ନିଜର ଆବଶ୍ଯକତା ପୁରାକରିବା ପାଇଁ ଟଙ୍କାର ଆବଶ୍ଯକ ଲୋଡିଥାଏ । ଯାହା ପାଇଁ ଚାକିରି କରିବାକୁ ପଡିଥାଏ । ପାଠ ପଢା ସରିବା ପରେ କାହାକୁ ଭଲ ଏବଂ ଉଚ୍ଚ ଚାକିରି ମିଳିଯାଇଥାଏ  ତ କାହାକୁ ମିଳିନଥାଏ । ତ କାହାକୁ ବହୁତ ଗୁଡିଏ ସମୟ ଲାଗିଯାଇଥାଏ । ଏସବୁ ବାସ୍ତୁ କାରଣରୁ ମଧ୍ୟ ହୋଇଥାଏ…

ଏହି ସବୁ ରୋଗ ପାଇଁ ରାମବାଣ ଆଖୁରସ !

ଆମ ସ୍ବାସ୍ଥ୍ଯ ପାଇଁ ଆଖୁରସ ଅତ୍ଯନ୍ତ ଆବଶ୍ଯକ । ଖାସ୍ କରି ଖରା ଦିନ ପାଇଁ । ଏହା ସହ ଆମ ଦେହକୁ ଫ୍ରେସ୍ ମଧ୍ୟ ରଖିଥାଏ । ଆଖୁରସକୁ ସିଜିନ୍ ଅନୁସାରେ ଲୋକ ମାନେ ପସନ୍ଦ କରିଥାନ୍ତି । ଖରା ଦିନ ପାଇଁ ଆଖୁରସ ଦେହର ଜଳୀୟ ଅଂଶ ବଢାଇଥାଏ । ଆଖୁରସରେ ଅନେକ ପୋସକ ଜାତୀୟ ଭିଟାମିନସ୍ ରହିଥାଏ…

ଏଭଳି ତୈଳ ବ୍ୟବହାର କରି ପୂର୍ଣ୍ଣ କରନ୍ତୁ ଆପଣଙ୍କର ମନସ୍କାମନା!

ଆପଣମାନେ ତେଲକୁ ବହୁତ କାର୍ୟ୍ୟରେ ବ୍ୟବହାର କରିଥାନ୍ତି। ତେଲ ବିଭିନ୍ନ ପ୍ରକାରର ହୋଇଥାଏ ଯାହା ଅଲଗା ଅଲଗା କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ଅଳସୀ, କର୍ପୂର, ଅରଣ୍ଡି, ଚମେଲି, ଅଁଳା, ରାସି ଏବଂ ସୋରିଷ ତେଲ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଖାଦ୍ୟ ବସ୍ତୁ ଭିତରେ ଚିନା…

ଲମ୍ବା ଓ ମଜଭୁତ କେଶ ପାଇଁ ବ୍ଯବହାର କରନ୍ତୁ କଫିର ଏହି ମାସ୍କ

ଆମ ଭିତରୁ ଏମିତି ଅନେକ ଜଣ ଅଛନ୍ତି ଯେଉଁ ମାନଙ୍କର ସକାଳ ଆରମ୍ଭ ହୁଏ କେବଳ କଫିରୁ । ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ମଧ୍ୟ କଫିର ଆବଶ୍ଯକତା ଅନେକ୍ । ଆଜ୍ଞା ହଁ, ଏଥିରେ ଏମିତି କିଛି ଗୁଣ ଅଛି ଯାହା ତ୍ବଚା ଓ କେଶର ସୁନ୍ଦରତା ପାଇଁ ସାହାଯ୍ୟ କରିଥାଏ । କଫିରେ ଥିବା କାଫ୍ରେଇନ୍ କେଶର…

ଅଧିକ ମାତ୍ରାରେ ପେନ୍ କିଲର୍ ଖାଉଛନ୍ତି କି ? ସାବଧାନ୍ ହୋଇପାରେ ଏହି ସବୁ ରୋଗ

ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକତର ଲୋକଙ୍କୁ ମୁଣ୍ଡ ବ୍ୟଥା,ଶରୀର ବ୍ୟଥା ଏବଂ ଜ୍ବର ହୋଇଥାଏ। କେତେକ ଲୋକ ଏହି ସମମ୍ୟାରୁ ମୁକ୍ତି ପାଇବା ପାଇଁ ପେନ କିଲର ଖାଇଥାନ୍ତି। ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ସତ ହେଲେ ପରେ ଏହା ଆପଣଙ୍କ ଶରୀରକୁ ବହୁତ କ୍ଷତି ପହଁଚାଇ…

ଘରର ବାସ୍ତୁ ଦୋଷ ହୋଇପାରେ ଅକାଳ ମୃତ୍ୟୁର କାରଣ! ଏପରି ଅଘଟଣକୁ ଟାଳିବା ପାଇଁ ଆପଣାନ୍ତୁ ଏହି ଉପାୟ

ଦିଗର ମହତ୍ତ୍ବ ବିଷୟରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ଉଚିତ ଦିଗରେ ଉଚିତ ଜିନିଷ ରଖିବା ଦ୍ବାରା ଶୁଭ ଫଳ ମିଳିଥାଏ । ଯଦି ଘରର ବାସ୍ତୁରେ ଦୋଷ ଥାଏ, ତେବେ ଏହାର ଖରାପ ପ୍ରଭାବ ଘରେ ରହୁଥିବା ସଦସ୍ୟଙ୍କ ଉପରେ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ନୈରୁତ୍ୟ ଦିଗ ଯଥା ପଶ୍ଚିମ-ଦକ୍ଷିଣରେ…

ଗୋଟିଏ ନୁହେଁ ଅନେକ ରୋଗରୁ ମୁକ୍ତି ପାଇଁ ବରଦାନ କଳା ଲୁଣ: ଆଜିଠୁ ଡାଏଟରେ କରନ୍ତୁ ସାମିଲ୍

ଖାଇବା ସମୟରେ ସ୍ବାମୀଙ୍କଠୁ ଖାଇବାର ଟିକେ ତାରିଫ୍ କିଏବା ଚାହେଁନି। ଏହି ତାରିଫର ମୂଳ କାରଣ କଳା ଲୁଣ । କଳା ଲୁଣର ଯାଦୁରେ ଖାଦ୍ୟ ଯେମିତି ସ୍ବାଦିଷ୍ଟ୍ ହୁଏ, ଦେହର ଉପକାରରେ ମଧ୍ୟ ଖୁବ୍ ଆସେ । କଳା ଲୁଣର ପ୍ରୟୋଗ ଚାଟ୍,ଚଟନି,ରାଇତା ଓ ଅନେକ ଖାଇବାରେ ବ୍ୟବହାର କରାଯାଏ। ଭାରତୀୟ ଚାଟ୍…

ଜିନ୍ସ ପିନ୍ଧୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଭୋଗି ପାରନ୍ତି ଏହି ଅସୁବିଧା

ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତେ ଜିନ୍ସ ପେଣ୍ଟ୍ ପରିଧାନ କରିଥାନ୍ତି। ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଏମିତିକି ସମସ୍ତଙ୍କ ପାଖରେ ଏକରୁ ଅଧିକ ଜିନ୍ସ ରହିବା ଏବେ ଏକ ସାଧାରଣ କଥା। ତେବେ ଆପଣ ଦେଖିଥିବେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଟାଇଟ୍…

ଅନୁସନ୍ଧାନରୁ ପ୍ରମାଣିତ, ନେଲପଲିସ୍ ଲଗାଇଲେ ବଢ଼ିଥାଏ ଓଜନ !

ମହିଳା ନିଜର ସୌନ୍ଦର୍ୟ୍ୟ ବଢ଼ାଇବା ପାଇଁ ଅନେକ ପ୍ରକାରର ଉପଚାର କରିଥାନ୍ତି। ଆପଣ ଜାଣିଛନ୍ତି କି, ମହିଳା ମାନେ ଯେଉଁ ନେଲପଲିସ୍ ବ୍ୟବହାର କରିଥାନ୍ତି ତାହା ପ୍ରକୃତରେ ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ହାତର ସୁନ୍ଦରତା ବଢ଼ାଇଥାଏ ସତ, କିନ୍ତୁ ଓଜନ ବଢ଼ିବାର ମଧ୍ୟ କାରଣ ପାଲଟିଥାଏ। ନିକଟରେ…

ଆପଣ ଜାଣିଛନ୍ତି କି ଘୁଙ୍ଗୁଡ଼ି ମାରିବାର କାରଣ ?

ସାଧାରଣତଃ ଅନେକଙ୍କର ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ରହିଥାଏ। କିଛି ବ୍ୟକ୍ତି ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥିବା ବେଳେ କିଛି ବେଳେବେଳେ ମାରିଥାନ୍ତି। ଅନେକ ବ୍ୟକ୍ତିଙ୍କ ଘୁଙ୍ଗୁଡ଼ିରେ ଶବ୍ଦରେ ତାଙ୍କ ପାଖରେ ଶୋଇଥିବା ବ୍ୟକ୍ତିଙ୍କର ମଧ୍ୟ ନିଦ ଖରାପ ହୋଇଯାଇଥାଏ। ତେବେ ଘୁଙ୍ଗୁଡ଼ିର କାରଣ ଅନେକ…

ଜାଣିଛନ୍ତି କି, ଚାଉଳ ପାଣି ପିଇବାର ଚମତ୍କାରୀ ଉପକାରିତା ?

ସାଧାରଣତଃ ସମସ୍ତଙ୍କ ଘରେ ରୋଷେଇ କାର୍ୟ୍ୟରେ ଭାତକୁ ପ୍ରାଧାନ୍ୟ ଦିଆଯାଇଥାଏ। ରନ୍ଧା ହୋଇଥିବା ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ ଆପଣ ଚାଉଳର ପାଣି ପିଇଛନ୍ତି କି? ଏହା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ୟ୍ୟ ଲାଗୁଥିବ। କିନ୍ତୁ ରନ୍ଧା ହୋଇଥିବା ଚାଉଳର ପାଣି ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ…

ଚୁଟକିରେ ମାଢ଼ି ଏବଂ ଦାନ୍ତର ଯନ୍ତ୍ରଣା କମାଇବ ଏହି ଘରୋଇ ଉପଚାର !

ମାଢ଼ିରେ ଫୁଲିବା ବା ଯନ୍ତ୍ରଣା ଅନୁଭୁତ ହେବା ଏକ ସାଧାରଣ ସମସ୍ୟା। ଏହା ବହୁ ସାଧାରଣ ହେବା ସହ ବହୁ କଷ୍ଟଦାୟକ ମଧ୍ୟ ହୋଇଥାଏ। ଯନ୍ତ୍ରଣା କାରଣରୁ ଦାନ୍ତ ଘସିବା କଣ କିଛି ଖାଇବା ମଧ୍ୟ କଷ୍ଟଦାୟକ ହୋଇଥାଏ। ଅନେକ ସମୟରେ ମାଢ଼ି ଏପରି ଫୁଲି ଯାଇଥାଏ ଯେ, ଏଥିରୁ ରକ୍ତ ବାହାରିବା ମଧ୍ୟ ଆରମ୍ଭ…