Browsing Category

ଦେଶ ବିଦେଶ

ଦୁନିଆର ସବୁଠୁ ବଡ଼ ସାପ, ଏତେ ଓଜନ ଯେ ଉଠାଇବାକୁ ଆସିଲା କ୍ରେନ୍‌

ନୂଆଦିଲ୍ଲୀ : କାରବିୟା ଦେଶର ଡୋମନିକାରୁ ଏମିତି ଏକ ବିଶାଳକାୟ ସାପ ବାହାରିଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ । ସାପଟି ଏତେ ବଡ଼ ଯେ ଏହାକୁ ଉଠାଇବାକୁ ଆସିଲା ଏକ କ୍ରେନ୍‌ । ଏହି ସାପଟି ରେନ୍‌ ଫରେଷ୍ଟରେ ଦେଖିବାକୁ ମିଳିଥିଲା । ‘ଦି ସନ୍‌’ର ରିପୋର୍ଟ ଅନୁଯାୟୀ ଏହି ଜଙ୍ଗଲରୁ…

ପେଟ କାଟିବାରୁ ଅପରେସନ୍‌ କଲେ ଡାକ୍ତର, ସର୍ଜରୀ ପରେ ବାହାରିଲା ନୋକିଆ ମୋବାଇଲ

ବର୍ତ୍ତମାନ ଯୁଗ ଯେତିକି ଆଗକୁ ଆଗକୁ ଯାଉଛି ସେତିକି ଅଦ୍ଭୁତ ତଥା ଅବିଶ୍ୱସନୀୟ ମାମଲା ସାମ୍ନାକୁ ଆସୁଛି। ଏହି କିଛି ଦିନ ହେବ ଲୋକଙ୍କ ପେଟରୁ ସବୁ ଅଜବ ଜିନିଷ ବାହାରୁଥିବା ଦେଖିବାକୁ ମିଳୁଛି। କେତେବେଳେ କାହା ପେଟରୁ ତାର ବାହାରିଲାଣି ତ ପୁଣି କେତେବେଳେ ଚାମଚ। ତେବେ ବର୍ତ୍ତମାନ ପୁଣିଥରେ…

ଭାରତୀୟ ସେନାର ପ୍ଲାନ୍‌-୧୯୦ କ’ଣ? ଯାହା ଚୀନର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବେକାର କରିବା ପାଇଁ ଯଥେଷ୍ଟ

Line of Actual Control(ଏଲ୍‌ଏସି)ରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୁଇ ଦେଶ ଶୀତ ଆସିବା ପୂର୍ବରୁ ବର୍ଡରରେ ଅସ୍ତ୍ରଶସ୍ତ୍ର ଜମା କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଲ୍‌ଏସିରେ ଚୀନର ଅନୁପ୍ରବେଶ ବୃଦ୍ଧି ଏବଂ ମିଲିଟାରୀ ଡ୍ରିଲ୍‌କୁ ନଜରରେ ରଖି ଭାରତୀୟ…

ଡ୍ରାଗନ୍‌ ସେନାକୁ କାଉଣ୍ଟର କରିବାକୁ ଜୋରଦାର ପ୍ରସ୍ତୁତି: ବିପଦକୁ ମୁକାବିଲା ପାଇଁ ଶକ୍ତି ବୃଦ୍ଧି କରୁଛି ଭାରତ

କେନ୍ୟୁଜ୍(ବ୍ୟୁରୋ):  ଡ୍ରାଗନ୍‌କୁ କାଉଣ୍ଟର କରିବାକୁ ଜୋରଦାର ପ୍ରସ୍ତୁତି । ଏଲଏସିରେ ଶକ୍ତି ବୃଦ୍ଧି କରୁଛି ଭାରତ । ଚୀନ୍‌ର ଯେକୌଣସି ବିପଦକୁ ମୁକାବିଲା ପାଇଁ ତୟାରୀ । ଅରୁଣାଚଳ ପ୍ରଦେଶ ତାଓ୍ଵଙ୍ଗ ସେକ୍ଟର ଲଏଏସିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଛି ଭାରତ । ଆଣ୍ଟି ଟ୍ୟାଙ୍କ…

‘ପିଙ୍କି ପିରନୀ’ କିଏ? ଯାହାର ଇସାରାରେ ସବୁ କାମ କରୁଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ବିଗତ କିଛି ଦିନ ହେବ ପାକିସ୍ତାନରେ କିଛି ବି ଠିକ୍‌ ଚାଲିନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବେପରୁଆ ବୟାନ ଓ ନିଷ୍ପତ୍ତି ଯୋଗୁ କେବଳ ବିରୋଧୀ ଦଳ ନୁହେଁ, ବରଂ ନିଜ ଦଳର ନେତାମାନେ ବି ଅଡ଼ୁଆରେ ପଡ଼ିଛନ୍ତି। ପାକ୍‌ ସେନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ…

ରାଜସ୍ଥାନ : ହୋମ ଓ୍ଵାର୍କ କରି ନଥିବାରୁ ଶିକ୍ଷକଙ୍କ ଆଖିବୁଜା ମାଡ଼, ହସପିଟାଲରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଳୀ : ରାଜସ୍ଥାନର ଚୁରୁ ଜିଲ୍ଲାର ସାଲାସର ଗାଁରେ ଘଟିଛି ଏକ ଛାତି ଥରେଇ ଦେବା ଭଳି ଘଟଣା । ଏଠାରେ ଥିବା ଏକ ଘରୋଇ ସ୍କୁଲର ଜଣେ ୭ମ ଶ୍ରେଣୀର ଛାତ୍ରକୁ ତାଙ୍କ ଶିକ୍ଷକ ହୋମ ଓ୍ଵାର୍କ କରିନଥିବାରୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ୧୩ ବର୍ଷର ଏହି ଛାତ୍ରର ଏକମାତ୍ର ଭୁଲ…

ବାଥରୁମ୍‌ରେ ଲୁଚି ଲୁଚି କାନ୍ଦନ୍ତି ବ୍ରାଜିଲର ରାଷ୍ଟ୍ରପତି, କହିଲେ- ସ୍ତ୍ରୀ ବି ଜାଣନ୍ତିନି ଏକଥା

ବାଥରୁମ୍‌ରେ ଲୁଚି ଲୁଚି କାନ୍ଦନ୍ତି ବ୍ରାଜିଲର ରାଷ୍ଟ୍ରପତି। ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ କହିଛନ୍ତି, ସେ ସବୁ ବେଳେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବାଥ୍‌ରୁମ୍‌ରେ ଲୁଚି ଲୁଚି କାନ୍ଦିଥାନ୍ତି। ଏବେ ବ୍ରାଜିଲ କରୋନା ଭାଇଇସ୍‌ ସହ ଠିକ୍‌ ଭାବେ ଲଢ଼ିପାରୁନଥିବା ବେଳେ ଏଭଳି ବଡ଼…

ରୋଗୀଙ୍କୁ ନର୍ସ ନିଶାରେ ଲଗାଇଲେ ପବନ ମିଶା ଇଂଜେକସନ୍‌, ଛଟପଟ ହୋଇ ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ : ଜଣେ ମେଲ୍‌ ନର୍ସ ଜାଣି ଶୁଣି ରୋଗୀଙ୍କ ଧମନୀରେ ପବନ ମିଶା ଇଂଜେକସନ ଦେବାରୁ ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣେ ଓକିଲ କୋର୍ଟରେ ବୟାନ ଦେଇଛନ୍ତି । ଓକିଲ ଦାବି କରିଥିଲେ ଯେ ନର୍ସ ଡେଭିସଙ୍କୁ ଲୋକଙ୍କୁ ମାରିବା ପସନ୍ଦ ଥିଲା । ଏହାକୁ ନେଇ କୋର୍ଟ ଖୁବ୍‌ ଶୀଘ୍ର ନିଷ୍ପତ୍ତି…

ପ୍ରିୟଙ୍କା ଗାନ୍ଧି ଗାଡ଼ି ଅଟକାଇ ଦୁର୍ଘଟଣାଗ୍ରସ୍ତ ବାଳିକାଙ୍କ କଲେ ଚିକିତ୍ସା, ନିଜ ମୋବାଇଲ ନମ୍ବର ବି ଦେଲେ, ଭିଡ଼ିଓ…

ଲକ୍ଷ୍ନୌ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଇଛି ଯେ ପ୍ରିୟଙ୍କା ଦୁର୍ଘଟଣାରେ ଆହତ ଜଣେ ବାଳିକାଙ୍କ ଚିକିତ୍ସା କରୁଛନ୍ତି । ଖାଲି ସେତିକି ନୁହେଁ ଗଲାବେଳେ ବାଳିକାଙ୍କୁ ନିଜ ମୋବାଇଲ ନମ୍ବର ମଧ୍ୟ ଦେଇକରି ଯାଇଛନ୍ତି । ଏହି…

ମଧ୍ୟପ୍ରଦେଶରରେ ବଡ ଧରଣର ଦୁର୍ଘଟଣା : ମାଟି ଭିତରକୁ ଧସେଇ ପଶିଗଲା ବିମାନ, ପାଇଲଟ ସୁରକ୍ଷିତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଭୀଣ୍ଡ ଅଞ୍ଚଳରେ ଏକ ଭାରତୀୟ ବାୟୁସେନା (IAF) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି, କିନ୍ତୁ ଏହି ବଡ ଧରଣର ଦୁର୍ଘଟଣାରେ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ମାଟି…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ: ୫୦ ଟପିଛି ମୃତ୍ୟୁ ସଂଖ୍ୟା, ୫ ଏବେ ବି ନିଖୋଜ

ଉତ୍ତରାଖଣ୍ଡ: ଦେବଭୂମି ଉପରେ ପ୍ରକୃତିର କୋପ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ୫୦ ଟପିଛି ମୃତ୍ୟୁ ସଂଖ୍ୟା। ୫ଜଣ ଏବେ ବି ନିଖୋଜ ଅଛନ୍ତି। ହିମାଳୟ ତଳଭାଗରେ ବର୍ଷା ବିପର୍ଯୟ କାରଣରୁ ଉତ୍ତରାଖଣ୍ଡ ସମେତ ଉତ୍ତର ବଙ୍ଗ ବୁଡିରହିଛି।…

ତାଲିବାନୀ ବର୍ବରତା: କାଟିଲେ ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ

କାବୁଲ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ଆଫଗାନିସ୍ତାନ ଭଲିବଲ ମହିଳା ଜୁନିୟର ଖେଳାଳି ମହଜବୀନ ହାକିମିଙ୍କ ମୁଣ୍ଡ କାଟି…