Browsing Category

ଦେଶ ବିଦେଶ

ଡାକ୍ତରଙ୍କ ବିରଳ ସଫଳତା, ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡ଼ନୀ

ନୂଆଦିଲ୍ଲୀ: କିଡ଼ନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ମିଳିଛି ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡ଼ନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ ପ୍ରତ୍ୟାରୋପଣ କରି ମାନବ ଜୀବନ ରକ୍ଷା ଉପରେ ରିସର୍ଚ୍ଚ କରିଆସୁଥିଲେ ।…

୯ମାସରେ ରେକର୍ଡ : ଆଜି ଦେଶରେ ୧୦୦କୋଟି ଟପିବ ଟିକାକରଣ

ନୂଆଦିଲ୍ଲୀ: ଆଜି ଦେଶରେ ୧୦୦କୋଟି ଟପିବକୁ ଯାଉଛି ଟିକାକରଣ। ଜାନୁଆରୀ ଆରମ୍ଭ ହୋଇଥିବା ଏହି କୋଭିଡ୍‌ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ। ଏହି ଅଭିଯାନ ଆରମ୍ଭ ହେବାର ୯ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦କୋଟି ଟିକାର ମାଇଲ ଖୁଣ୍ଟ ହାସଲ କରିବ। ଗତକାଲି ଅପରାହ୍ନ ସୁଦ୍ଧା ଦେଶରେ ପ୍ରାୟ…

ପ୍ରତିଦିନ ମୃତ ସ୍ୱାମୀର ଅସ୍ଥି ପାଉଁଶ ଚାଟୁଥିଲେ ଏହି ମହିଳା, ଏମିତି କହିଲେ ତାଙ୍କର ଅନୁଭୂତି

ଟେନେସ : ବେଳେ ବେଳେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଚିନ୍ତା କଳେ ମନ ବିଚଳିତ ହୋଇଯାଏ । ଏମିତି ଏକ ଘଟଣା ଘଟିଥିଲା ଆମେରିକାର ଟେନେସେରେ । ଜଣେ ୨୬ ବର୍ଷୀୟ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ଥି ପାଉଁଶ ଚାଟିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସ୍ୱାମୀଙ୍କ ଦୁଃଖରେ…

ସମୁଦ୍ର ଗର୍ଭରୁ ମିଳିଲା ୯୦୦ ବର୍ଷର ପୁରୁଣା ଭୟଙ୍କର ଖଣ୍ଡା, ଧର୍ମଯୁଦ୍ଧ ସମୟରେ ବ୍ୟବହାର କରିଥିଲେ ଯୋଦ୍ଧା

ବିଶ୍ୱ ଇତିହାସରେ ଅନେକ ଘଟଣା ଘଟି ଯାଇଛି। ଏହି ଘଟଣା ସବୁର ଅବଶେଷ କେଉଁଠି ନା କେଉଁଠି ଅଳ୍ପ କିଛି ମାତ୍ରାରେ ହେଉନା କାହିଁକି ସୁରକ୍ଷିତ ରହିଛି, ଯାହାକୁ ଦେଖିଲେ ସାଧାରଣତଃ ଆମ ମନ ଭିତରକୁ ସେହି ସମୟର ଘଟଣା ଛବି ହୋଇ ଚାଲି ଆସିଥାଏ। ଏବେ ଇସ୍ରାଏଲରେ ଅନେକ ପୁରୁଣା ଜିନିଷ ଉଦ୍ଧାର ହେବାରେ…

କୁମ୍ଭୀରପୂର୍ଣ୍ଣ ପୋଖରୀରେ ଖସିପଡ଼ିଲା ମହିଳାଙ୍କ ମୋବାଇଲ୍‌, ପାଣିରୁ ଏମିତି ଚାଲାକିରେ କାଢ଼ିଆଣି ମୋବାଇଲ ଦେଲା ଓଧ

ନୂଆଦିଲ୍ଲୀ : ବହୁତ ସହାୟମାଚୀନର ସାଂଘାଇ ସ୍ଥିତ ଏକ ବଣ୍ୟଜନ୍ତୁ ପାର୍କକୁ ବୁଲି ଆସିଥିବା ଜଣେ ମହିଳାଙ୍କ ମୋବାଇଲ ଖସିପଡ଼ିଲା ସେଠାରେ ଥିବା ଏକ ପୋଖରୀରେ । ଯେଉଁ ପୋଖରୀରେ ଥିଲେ ଶହ ଶହ କୁମ୍ଭୀର । ହେଲେ ଏକ ଓଧ ଅତି ଚାଲାକିର ସହ ଏହାକୁ ପାଣିରୁ କାଢ଼ି ଆଣିଥିଲା । ଖାଲି ସେତିକି ନୁହେଁ…

ଆସାରାମ୍‌ଙ୍କ ପୁଅ ନାରାୟଣ ସାଇକୁ ବଡ଼ ଝଟକା, ଗୁଜୁରାଟ ହାଇକୋର୍ଟଙ୍କ ଫର୍ଲୋ ନିଷ୍ପତ୍ତି ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସାରାମଙ୍କ ପୁଅ ନାରାୟଣ ସାଇକୁ ଦେଇଛନ୍ତି ବଡ଼ ଝଟକା । ଯୌନ ଉତ୍ପୀଡ଼ନ ମାମଲାରେ ଗୁଜୁରାଟ ହାଇକୋର୍ଟ ସାଇକୁ ଦେଇଥିବା ‘ଫର୍ଲୋ’(କିଛି ଦିନ ପାଇଁ ଛାଡ଼ କରିବା) ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଏବଂ…

ପ୍ରବଳ ବର୍ଷା ଯୋଗୁ ଦାର୍ଜିଲିଂର ଅଧିକାଂଶ ସ୍ଥାନରେ ଭୂସ୍ଖଳନ, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଉତ୍ତରାଖଣ୍ଡ ହେଉ କି ହିମାଚଳ, ସବୁ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ପାହାଡ଼ିଆ ଲୋକଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ଉତ୍ତର ବଙ୍ଗର କଲିମ୍‌ପୋଙ୍ଗ୍‌, ଦାର୍ଜିଲିଂ ଓ ସିକ୍କିମ୍‌ର କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁ ଯାତ୍ରୀମାନେ ଯେଉଁଠି ଥିଲେ ସେଠାରେ ହିଁ ଫସି ରହିଛନ୍ତି।…

ଜାମ୍ମୁ କାଶ୍ମୀର: ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ । ଜାମ୍ମୁ କାଶ୍ମୀରର ସୋପିଆନର ଡ୍ରାଗଡ ଅଞ୍ଚଳରେ ୨ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସିଆରପିଏଫ ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା । ପୋଲିସ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଭିତରୁ ଜଣେ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି । ସେ…

ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ, ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ । ରାଜ୍ୟରେ ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା । ବନ୍ୟା ଓ ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ଫସିଛନ୍ତି ଶତାଧିକ ଯାତ୍ରୀ । ନଦୀରେ ଅଚାନକ ବନ୍ୟା ଆସି ଧୋଇଯାଇଛି ରାସ୍ତା, ପୋଲ । ଭାସି ଯାଇଛି ଘରଦ୍ୱାର । ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି ନୈନିତାଲ ସହର ।…

ଅରୁଣାଚଳ ପ୍ରଦେଶ ସୀମା ଉପରେ ଚୀନର ଆଖି, ମୁହଁତୋଡ ଜବାବ ଲକ୍ଷ୍ୟରେ ଭାରତ

ଲଦାଖର ପୂର୍ବବର୍ତ୍ତୀ ସୀମାରେ ଦୀର୍ଘ ଦିନ ହେବ ବିବାଦୀୟ ପରିସ୍ଥିତି ଲାଗି ରହିବା ପରେ ଏବେ ଅରୁଣାଚଲ ପ୍ରଦେଶର ଅଂଚଳ ସୀମାରେ ସୈନ୍ୟ ଡ୍ରିଲ ଆରମ୍ଭ କରିଦେଇଛନ୍ତି ଚିନ ସୈନ୍ୟ । ଅନ୍ୟ ପକ୍ଷରେ ଏନେଇ ଭାରତ ବି ସତର୍କ ହୋଇଯାଇଛି । କୌଣସି ପରିସ୍ଥିତି ଦେଖାଦେଲେ ବି ଯେପରି ସାହାସିକତାର ସହ…

ସରକାରୀ ପଇସା ପାଇବା ଲୋଭରେ ସ୍ତ୍ରୀ ଆଗରେ ଶାଳୀକୁ ବାହା ହୋଇ ପଡ଼ିଲେ ଭିଣୋଇ

ଉତ୍ତର ପ୍ରଦେଶର ମହରାଜଗଞ୍ଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନାରେ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଗତ ୧୩ ସେପ୍ଟେମ୍ବରରେ ଜିଲା ମୁଖ୍ୟାଳୟର ମହାଲକ୍ଷ୍ମୀ ଲନ୍‌ରେ କେନ୍ଦ୍ରୀୟ ବିତ୍ତ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ…