Browsing Category

ଦେଶ ବିଦେଶ

ମହାକାଶରେ ହେଲା ଫିଲ୍ମ ଶୁଟିଂ, ଶୁଟିଂ ସାରି ଫେରିଲେ ଫିଲ୍ମ ନିର୍ମାତାକାରୀ ଦଳ

ନୂଆଦିଲ୍ଳୀ : ବଲିଉଡ଼୍‍ ହେଉ ବା ହଲିଉଡ଼୍‍,ଫିଲ୍ମ ସୁଟିଂ ପାଇଁ ବିଭିନ୍ନ ଦେଶକୁ ଫିଲ୍ମ ନିର୍ମାତା ଦଳ ଯାଉଥିବା କଥା ଆପଣ ଶୁଣିଥିବେ । ହେଲେ ଏବେ ଫିଲ୍ମ ଶୁଟିଂ ପାଇଁ ମହାକାଶକୁ ଯାଇଥିଲେ ଏକ ଫିଲ୍ମ ନିର୍ମାତା ଦଳ । ଅବଶ୍ୟ ଶୁଟିଂ ସାରି ସେମାନେ ନିରାପଦରେ ପୃଥିବୀ ପୃଷ୍ଟକୁ ଫେରି ଆସିଛନ୍ତି ।…

କ୍ୟାନ୍‌ସରରେ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ମହିପାଲ ମଦେରଣାଙ୍କ ପରଲୋକ, ନର୍ସଙ୍କ ହତ୍ୟାକାଣ୍ଡର ଥିଲେ ମୁଖ୍ୟ…

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଲ ମଦେରଣାଙ୍କର ରବିବାର ପରଲୋକ ହୋଇଛି। ମହିପାଲ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ବର୍ଷ ବର୍ଷ ଧରି ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ସେ ଚର୍ଚ୍ଚିତ ଭମ୍ବରୀ ଦେବୀ ହତ୍ୟାକାଣ୍ଡର ମୁଖ୍ୟ…

ପଚିଶ ମହଲାରୁ ପଡ଼ି ଦୁଇ ଯାଆଁଳା ଭାଇ ମୃତ, ପୋଲିସର ତଦନ୍ତ ଜାରି

ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ଶନିବାର ରାତିରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି ।  ଗାଜିଆବାଦର ବିଜୟ ନଗର ଅଂଚଳ ସ୍ଥିତ ଏକ ସୋସାଇଟିର ୨୫ତମ ଫ୍ଲାଟରୁ ପଡି ଦୁଇ ଯାଆଁଳା ଭାଇଙ୍କର ମୃତ୍ୟୁ ହୋଇଥବା ନେଇ ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଂଚି ଦୁହିଁଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ…

କେବଳ ପାଞ୍ଚଦିନ ମୋଲନୁପିରାଭିର ସେବନ କୋଭିଡ଼କୁ ଦେବ ମାତ୍, ଘରେ ରହି କରିହେବ ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):କୋଭିଡ୍‌ ମୁକାବିଲାରେ  ଗେମ୍‌ ଚେଞ୍ଜର ହେବ କୋଭିଡ୍‌ ବଟିକା, ମୋଲନୁପିରାଭିର। ଏସିଆ ମହାଦେଶର ବିଭିନ୍ନ ଦେଶ ଏହି ବଟିକା ପାଇବାକୁ ଅର୍ଡର ଦେବା ଆରମ୍ଭ କରି ସାରିଲେଣି। ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ ମୋଲନୁପିରାଭିର ନିର୍ମାଣ କରିଛି। ମୋଲ୍‌ନୁପିରାଭିରର…

ପୁଣି ଦୁର୍ଗା ଭସାଣି ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର: ଶିଶୁ ଗୁରୁତର, ଅନେକ ଆହତ

ଛତିଶଗଡର ଜଶପୁରରେ ଦୁର୍ଗାପୂଜା ଭସାଣି ବେଳେ ଯେଉଁ ଅଘଟଣା ଘଟିଥିଲା, ସେହିପରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦୁର୍ଗାପୂଜା ଭସାଣି ବେଳେ ସେମିତି ଦୁର୍ଘଟଣା ଘଟିଛି। ଶନିବାର ରାତିରେ ଦୁର୍ଗା ବିସର୍ଜନରେ ଯାଉଥିବା ଲୋକଙ୍କ ଉପରେ ଏକ ଦ୍ରୁତଗାମୀ କାର୍‌ ମାଡି ଯାଇଛି। ଏହି ଦୁର୍ଘଟଣାରେ…

କେରଳରେ ଜଳ ପ୍ରଳୟ: ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୮ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

କେରଳ: କେରଳରେ ଜଳ ପ୍ରଳୟ। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୧ଟି ଏନଡିଆରଏଫ୍‌ ଟିମ । ରାଜ୍ୟ ସରକାରଙ୍କ ଅନୁରୋଧରେ ଆର୍ମୀ,ନାଭି ଓ ବାୟୁସେନା ଉଦ୍ଧାର କାର୍ଯ୍ୟରେ…

ଟିକା ସେ ବଚା ହୈ ଦେଶ: ଭ୍ୟାକ୍ସିନେସନ ଡ୍ରାଇଭ ପାଇଁ ଏହି ସୁମଧୁର ସଙ୍ଗିତ ଲଞ୍ଚ କଲେ କେନ୍ଦ୍ର ସରକାର

କେନ୍ୟୁଜ୍(ବ୍ୟୁରୋ): କରୋନା ଟିକା ପାଇଁ ଗୀତ । ଭାକ୍ସିନେସନ୍‌ ଆନ୍ଥେମ୍‌ ଲଞ୍ଚ କଲେ କେନ୍ଦ୍ର ସରକାର । ଗୀତର ସ୍ୱର ସଂଯୋଜନା କରିବା ସହ ନିଜେ ଗାଇଛନ୍ତି ବଲିଉଡ୍‌ ସିଙ୍ଗର କୈଳାସ ଖେର। ଅନେକ ଲୋକ ଟିକା ନେବାକୁ କୁଣ୍ଠାବୋଧ କରୁଛନ୍ତି । ଟିକାକୁ ନେଇ ଗୁଜବରେ ବିଶ୍ୱାସ କରୁଥିବା ଲୋକଙ୍କ…

ଜମ୍ମୁ କଶ୍ମୀରର ସାଧାରଣ ଜନତାଙ୍କ ଉପରେ ଆତଙ୍କବାଦୀଙ୍କ ଟାର୍ଗେଟ, ରାସ୍ତା କଡ଼ରେ ଫଳ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା

କେନ୍ୟୁଜ୍(ବ୍ୟୁରୋ): ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ କଶ୍ମୀରର ସାଧାରଣ ନାଗରିକ । ଗତକାଲି ୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଜଣଙ୍କ ଘର ବିହାର ଓ ଅନ୍ୟ ଜଣଙ୍କ ଘର ଉତ୍ତର ପ୍ରଦେଶରେ । ବିହାରର ଅରବିନ୍ଦ କୁମାର ଶ୍ରୀନଗରରେ ରାସ୍ତା କଡ଼ରେ ଫଳ ବିକ୍ରି କରୁଥିଲେ।…

କେରଳର ୫ ଜିଲ୍ଲାରେ ବର୍ଷା ବିତ୍ପାତ: ରାସ୍ତା ଉପର ନଈ ଭଳି ପାଣି, ବୁଡିଗଲା ଯାତ୍ରୀବାହୀ ବସ୍‌

କେନ୍ୟୁଜ୍(ବ୍ୟୁରୋ): କେରଳରେ ବର୍ଷା ବିତ୍ପାତ । ୫ ଜିଲ୍ଲାରେ ଭୟଙ୍କର ବର୍ଷା । ରାସ୍ତା ଉପର ନଈ ଭଳି ପାଣି । ବୁଡ଼ି ଯାଇଛି ଯାତ୍ରୀବାହୀ ବସ୍‌ । ବାହାରକୁ ବାହାରିବା ପାଇଁ ସଂଘର୍ଷ କରୁଛନ୍ତି ଯାତ୍ରୀ । ଅନ୍ୟ ଏକ ସ୍ଥାନରେ ଲୋକେ ରସି ସାହାଯ୍ୟରେ ଫସି ଯାଇଥିବା ଗାଡ଼ିକୁ ଉଦ୍ଧାର କରୁଥିବା…

ଅଭିନୟ ହୋଇଗଲା ସତ: ରାମଙ୍କ ବିୟୋଗରେ ମଞ୍ଚରେ ହିଁ ସତସତିକା ପ୍ରାଣ ତ୍ୟାଗ କଲେ ଦଶରଥ, ଜୀବନ୍ତ ଅଭିନୟ ଭାବି ଲୋକେ…

ରାମଲୀଳାରେ ଦଶରଥ ଅଭିନୟ କରୁ କରୁ ମଞ୍ଚରେ ହିଁ ଚାଲିଗଲା ପ୍ରାଣ। ରାମ ବନବାସକୁ ଯିବା ବେଳେ ବାପା ଦଶରଥ ଦୁଃଖରେ କାନ୍ଦି କାନ୍ଦି ଅଚେତ ହୋଇଯାଇଥିଲେ। ଦର୍ଶକେ ଏହାକୁ ଦଶରଥଙ୍କ ଚମତ୍କାର ଅଭିନୟ କହି କରତାଳି ଦେଉଥିବା ବେଳେ ଦଶରଥ ଭୂମିକାରେ ଅଭିନୟ କରୁଥିବା କଳାକାର କିନ୍ତୁ ସତସତିକା ଶେଷ…

ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ନଦୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ

ମେଲାଣି ନେଲେ ମା’ ଦୁର୍ଗା। ଗତକାଲି ଦଶହରା ଆୟୋଜନ ପରେ ଆଜି ମା’ଙ୍କୁ ବିସର୍ଜନ କରାଯାଇଛି। ସାରା ଦେଶରେ ଆଜି ମା’ଙ୍କୁ ବିଦାୟ ଦିଆଯାଉଛି। ତେବେ ଇତି ମଧ୍ୟରେ ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଗ୍ରାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ ଘଟିଛି। ଏଠାରେ…

ଛତିଶଗଡ଼ର ରାୟପୁର ରେଳ ଷ୍ଟେସନରେ ଟ୍ରେନ୍‌ରେ ବିସ୍ଫୋରଣ, ୪ ସିଆର୍‌ପିଏଫ୍‌ ଯବାନ ଗୁରୁତର

ଛତିଶଗଡ଼ର ରାଜଧାନୀ ରାୟପୁରର ରେଳ ଷ୍ଟେସନରେ ବିସ୍ଫୋରଣ। ପ୍ଲାଟଫର୍ମ ନମ୍ବର ୨ରେ ଏକ ଟ୍ରେନ୍‌ରେ ଏହି ବିସ୍ଫୋରଣ ହୋଇଛି। ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(CRPF)ର ୪ ଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ବ୍ଲାଷ୍ଟ ବାଥରୁମ୍‌ ପାଖରେ ହୋଇଛି। ବିସ୍ଫୋରକ ପଦାର୍ଥକୁ ଗୋଟିଏ କୋଚ୍‌ରୁ ଅନ୍ୟ…