Below header
Browsing Category

ଦେଶ ବିଦେଶ

‘କାବୁଲ ବିମାନବନ୍ଦରରେ ପିଞ୍ଜରାରେ କଏଦ କୁକୁର ଆମ ସର୍ଭିସ୍‌ ଡଗ୍ସ ନୁହଁନ୍ତି’…, ଭାରରାଲ ଫଟୋରେ ଏମିତି ସଫେଇ ଦେଲା…

ଆଫଗାନିସ୍ତାନରୁ ଆମେରିକୀୟ ସେନାର ପ୍ରତ୍ୟାବର୍ତ୍ତନ ପରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି କି, ଆମେରିକା ନିଜର ସର୍ଭିସ୍‌ ଡଗ୍ସଙ୍କୁ କାବୁଲରେ ହିଁ ଛାଡ଼ି ଦେଇଛି ଏବଂ ନିଜେ ଦେଶକୁ ଫେରି ଆସିଛି। ସୋସିଆଲ ମିଡିଆରେ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ…

ଅର୍ଡର ଦେବାରେ ଡେରି ହେବାରୁ ରେସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା କଲା ଡେଲିଭରି ବୟ

ଅର୍ଡର ଦେବାରେ ବିଳମ୍ବ ହେବାରୁ ରୋସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରି ବୟ। ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଘଟିଛି ଏଭଳି ଛାତିଥରା ଘଟଣା। ଖାଦ୍ୟ ପ୍ରସ୍ତୁତି ହେବାରେ ବିଳମ୍ବ ହେବାରୁ ରାଗରେ ହୋଟେଲ ମାଲିକକୁ ହିଁ ଗୁଳି କରିଛି ଅନ୍‌ଲାଇନ୍‌ ପ୍ଲାଟଫର୍ମ ସ୍ୱିଗିର ଜଣେ…

ଦ୍ରୁତ ଗତିରେ ଗାଡି ଚଳାଇବା ହେଲା କାଳ: ତାମିଲନାଡୁର ବିଧାୟକଙ୍କ ପୁଅ ଓ ସ୍ତ୍ରୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ତାମିଲନାଡୁର ଜଣେ ବିଧାୟକଙ୍କ ପୁଅ, ସ୍ତ୍ରୀଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଯେ ଗତ ସୋମବାର ବିଳମ୍ବିତ ରାତି ୨ଟା ୩୦ ମିନଟ୍ ସମୟରେ ତାମିଲନାଡୁର DMKର ବିଧାୟକ ଓ୍ୱାଇ ପ୍ରକାଶଙ୍କର ପୁଅ କରୁନା ସାଗର ଓ ସ୍ତ୍ରୀ ବିନ୍ଦୁ…

ଆସନ୍ତାକାଲିଠୁ ଆରମ୍ଭ ହେଉଛି GATE ୨୦୨୨ ପାଇଁ ରେଜିଷ୍ଟ୍ରେସନ୍‌

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଗ୍ରାଜୁଏଟ୍‌ ଆପ୍ଟିଚ୍ୟୁଟ୍‌ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ(GATE) ୨୦୨୨ ପରୀକ୍ଷା ପାଇଁ ପଞ୍ଜିକରଣ। ପୂର୍ବରୁ ଏହି ପରୀକ୍ଷା ପାଇଁ ଅଗଷ୍ଟ ୩୦ରୁ ଆବେଦନ ଆରମ୍ଭ ହେବାର ଥିଲା। କିନ୍ତୁ ପରେ ତାହାକୁ ବଢ଼ାଇ ସେପ୍ଟେମ୍ବର ୨ କରି ଦିଆଯାଇଛି। ଗେଟ୍‌ ପରୀକ୍ଷା ଦେବାକୁ…

ତାଲିବାନକୁ ଝଟକା : ଆଫଗାନ ଛାଡ଼ିବା ପୂର୍ବରୁ ୭୩ଟି ଏୟାରକ୍ରାଫ୍‌ଟକୁ ଅକାମୀ କରିଛି ଆମେରିକା

କାବୁଲ : ଆଫଗାନ ଛାଡ଼ିବା ପୂର୍ବରୁ ୭୩ଟି ଏୟାରକ୍ରାଫ୍‌ଟକୁ ଅକାମୀ କରିଛି ଆମେରିକା । ଏ ନେଇ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ସୂଚନା ଦେଇଛନ୍ତି । ଏଗୁଡ଼ିକ ଆଉ ଉଡ଼ି ପାରିବ ନାହିଁ । ଏହା ସହ ଓ୍ଵିପେନ ସିଷ୍ଟମ, ଚପରକୁ ମଧ୍ୟ ଅକାମୀ କରିଦିଆଯାଇଛି। ଏହା ଆଉ ତାଲିବାନର କାମରେ ଲାଗିପାରିବ…

ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା: ଜଣଙ୍କର ମୃତ୍ୟୁ, ଭାସିଗଲେ ୧୫ ଜଣ

ମହାରାଷ୍ଟ୍ର: ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା ସ୍ଥିତି । ପ୍ରବଳ ବର୍ଷାରେ ଆକସ୍ମିକ ବନ୍ୟା ଆସି ବିପର୍ଯ୍ୟାୟ ସୃଷ୍ଟି କରିଛି । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଲୋକ ଭାସି ଯାଇଛନ୍ତି । ସେମାନଙ୍କର କିଛି ଖୋଜ ଖବର ମିଳିନି । ସେହିପରି ୭୦୦ ରୁ ୮୦୦ ଗୃହପାଳିତ ପଶୁ…

ଭାରତୀୟଙ୍କ ଫେରିବା ନେଇ ଭାରତ-ତାଲିବାନ ଆଲୋଚନା ଜାରି

ନୂଆଦିଲ୍ଲୀ : ଆମେରିକୀୟ ସେନାଙ୍କ ପାଇଁ ଆଫଗାନିସ୍ତାନ ଛାଡ଼ିବାର ଆଜି ଥିଲା ଶେଷ ତାରିଖ । ତାଲିବାନର ନିର୍ଦ୍ଦେଶ ଅନୁଯାୟୀ ଆଜି ଆମେରିକାର ସେନାମାନେ କାବୁଲ ଏୟାରପୋର୍ଟ ଛାଡ଼ି ଚାଲିଯାଇଛନ୍ତି । ଏପଟେ ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ଫେରିବା ନେଇ ତାଲିବାନ ସହ ଭାରତ ଆଲୋଚନା…

ତାଲିବାନର କ୍ରୁରତା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ଆକାଶରେ ଉଡିଲା ଶବ ବନ୍ଧା ହେଲିକପ୍ଟର

ଆମେରିକା ସୈନିକ ଆଫଗାନିସ୍ତାନରୁ ଫେରିବା ପରେ ନିଜ ରଙ୍ଗ ଦେଖାଇବା ଆରମ୍ଭ କରିଦେଲା ତାଲିବାନ। ଦେଶର ଦ୍ୱିତୀୟ ସବୁଠାରୁ ବଡ ସହ କନ୍ଧାରରେ ତାଲିବାନ ହାତରେ ଲାଗିଥିବା ଆମେରିକା ହେଲିକପ୍ଟରକୁ ବ୍ଲାକ ହକ୍‌ ବକୁ ତାଲିବାନୀ ଉଡାଉଥିବାର ଦେଖିବାକୁ ମିଳୁଛି। ଏହାଛଡା ତାଲିବାନୀ ଜଣେ ବ୍ୟକ୍ତିଙ୍କୁ…

ମାସୁଦ ସେନା ଆକ୍ରମଣରେ ଘାଇଲାହେଲେ ତାଲିବାନ୍‌, ପଞ୍ଜଶିରରେ ଆଠ ତାଲିବାନୀ ମୃତ

କାବୁଲ : ପଞ୍ଜଶିରରେ ଆଠ ତାଲିବାନୀ ହୋଇଛନ୍ତି ମୃତ । ଗତକାଲି ଏକ ଆଉଟପୋଷ୍ଟରେ ତାଲିବାନୀ ଆକ୍ରମଣ କରିଥିଲେ । ଏହାର କଡା ଜବାବ ଦେଇଥିଲେ ମାସୁଦ ସେନା । ଏହି ସଂଘର୍ଷରେ ୭ରୁ ୮ ତାଲିବାନୀ ନିହତ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି । ମାସୁଦ ଫୋର୍ସର ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି…

ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ, ମନା କରିବାରୁ ମିଳିଲା…

ବିହାରର ଗୟାରୁ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ନିଜ ପତ୍ନୀଙ୍କ ଶରୀରକୁ ବ୍ଲେଡ୍‌ କାଟି ଲହୁଲୁହାଣ କରିପକାଇଲା ଡାକ୍ତର ସ୍ବାମୀ। ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ। ମନା କରିବାରୁ…

ସୁପ୍ରିମକୋର୍ଟରେ ଏକାଥରେ ଶପଥ ନେଲେ ୯ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନବନିଯୁକ୍ତ ୯ ଜଣ ବିଚାରପତି ଆଜି ଶପଥ ନେଉଛନ୍ତି। ରାଷ୍ଟ୍ରପତି ଏହି ୯ ଜଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମରେ ୯ ଜଣଙ୍କ ନାମ କେନ୍ଦ୍ର ସରକାରଙ୍କ…