Browsing Category

ଦେଶ ବିଦେଶ

ସେନା ପ୍ରତ୍ୟାହାର ଲାଗି ରାଜି ହେଲେ ଭାରତ- ଚାଇନା

ନୂଆଦିଲ୍ଲୀ: ପୂର୍ବ ଲଦାଖସୀମାରେ ସୈନ୍ୟ ପ୍ରତ୍ୟାହାର ନେଇ ଗତକାଲି ଭାରତ-ଚୀନ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ବୈଠକ ହୋଇଥିଲା। ଚୁସୁଲ ମୋଲଡୋ ସୀମାର ଭାରତ ସାଇଟ୍‌ର ଏହି ବୈଠକ ହୋଇଥିୱଲା। ଏହି ଆଲୋଚନାର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଗୋଗ୍ରା ଏବଂ ହଟ୍ ସ୍ପ୍ରିଙ୍ଗ୍ସରୁ ସୈନ୍ୟ ପ୍ରତ୍ୟାହାର…

ଭାରତ-ବେଲ୍‌ଜିୟମ୍‌ ମୁକାବିଲାକୁ ଟିଭିରେ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ଵିଟ୍‌ କରି ଦେଲେ ସୂଚନା

ଖେଳର ମହାକୁମ୍ଭ ଅଲମ୍ପିକରେ ଭାରତ ଆଜି ସେମିଫାଇନାଲରେ ବେଲ୍‌ଜିୟମ୍‌ ବିପକ୍ଷରେ ଖେଳୁଛି। ପୂରା ଦେଶ ଏହି ରୋମାଞ୍ଚକ ମ୍ୟାଚ୍‌ ଦେଖୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମ୍ୟାଚ୍‌ ଦେଖୁଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ…

ଦେଶ ଖୁସି ଲୋକେ ଖୁସି, ୪୧ ବର୍ଷର ନିରାଶା ପରେ ଅଲିମ୍ପିକରେ ହକି ପଦକ ଆଶାରେ ସମସ୍ତେ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ଇତିହାସ ରଚି ଦେଶକୁ ଗର୍ବିତ କରିଛି। ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ହକି ଟିମର ଏହି ବିଜୟ ଦର୍ଶକ ଓ ହକି ଫ୍ୟାନସଙ୍କ ହୃଦୟ ତରଳାଇ ଦେଇଛି । ଅଗଷ୍ଟ ୧ରେ ଖେଳା ଯାଇଥିଲା କ୍ୱାର୍ଟର…

ଖୁସି ଖବର ଦେଲା ICMR: କରୋନା ଭାଇରସ୍‌ର ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟରୁ ରକ୍ଷା କରିବ କୋଭାକ୍ସିନ୍‌

ଭାରତରେ କରୋନାର ତୃତୀୟ ଲହରୀ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ କହିବାନୁସାରେ, ଅଗଷ୍ଟ ମାସରେ ହିଁ ତୃତୀୟ ଲହରୀ ଭାରତ ଛୁଇଁପାରେ। ଇତି ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ଏକ ରିସର୍ଚ୍ଚର ଷ୍ଟଡି ରିପୋର୍ଟରେ ଦାବି…

ଏମାସରେ ଆସିବ କରୋନା ସଂକ୍ରମଣ ତୃତୀୟ ଲହର, ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ମାସରେ ଆସିବ ଥାର୍ଡ ୱେଭ୍। ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ କରୋନା ସଂକ୍ରମଣ । ଦେଶରେ ଦ୍ୱିତୀୟ ଲହର ଶେଷ ହୋଇନଥିବା ବେଳେ କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଇଛନ୍ତି ବିଶେଷଜ୍ଞ। ତୃତୀୟ ଲହରରେ ଦିନକରେ ପ୍ରାୟ ୧ଲକ୍ଷ କରୋନା ସଂକ୍ରମଣ ହୋଇପାରେ। ଦୈନିକ…

ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ମହିଳା, କିନ୍ତୁ ଖସିଗଲା ପାଦ; ଭିଡିଓରେ ଦେଖନ୍ତୁ ତା’ପରେ କ’ଣ ହେଲା

କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଅର୍ଥାତ୍‌ ଭଗବାନ ଯାହାକୁ ବଞ୍ଚାଇବେ କେହି ତାହାର କିଛି ବି କ୍ଷତି କରିପାରିବ ନାହିଁ। ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରର ସିକନ୍ଦରାବାଦ ଷ୍ଟେସନ୍‌ରେ। ଏଠାରେ ଜଣେ ମହିଳା ଟ୍ରେନ୍‌ ଚକା ତଳେ…

କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଲେ ବିଶେଷଜ୍ଞ, ଅଗଷ୍ଟରେ ଆସିବ ଥାର୍ଡ ୱେଭ

କେନ୍ଯୁଜ (ବ୍ଯୁରୋ): ଅଗଷ୍ଟରେ ଆସିବ ଥାର୍ଡ ୱେଭ । ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ କରୋନା ସଂକ୍ରମଣ। ଦେଶରେ ଦ୍ୱିତୀୟ ଲହର ଶେଷ ହୋଇନଥିବାବେଳେ କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଇଛନ୍ତି ବିଶେଷଜ୍ଞ। ତୃତୀୟ ଲହରରେ ଦିନକରେ ପ୍ରାୟ ୧ଲକ୍ଷ କରୋନା ମାମଲା ଆସିପାରେ। ଏହା ବୃଦ୍ଧି ପାଇଁ…

କର୍ଣ୍ଣାଟକ: ୩୮ ଟି ମାଙ୍କଡ଼ଙ୍କୁ ବିଷ ଦେଇ ମାରିବା ଘଟଣାକୁ ନେଇ ହାଇକୋର୍ଟରେ ହେବ ଶୁଣାଣି

କର୍ଣ୍ଣାଟକ: କର୍ଣ୍ଣାଟକର ହାସନ ଜିଲ୍ଲାରେ ୩୮ ଟି ମାଙ୍କଡ଼ଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟରେ ହେବ ଶୁଣାଣି। ଗୁରୁବାର ସକାଳେ ହାସନ ଜିଲ୍ଲାର ବେଲୁର ତାଲୁକର ଚୌଧାନାହଲ୍ଲୀ ଗ୍ରାମରେ ପ୍ରାୟ ୩୮ ଟି ମୃତ ମାଙ୍କଡ ମିଳିଥିଲା। କୁହାଯାଉଛି ଯେ ମାଙ୍କଡ ମାନଙ୍କୁ ଅଖା ଭିତରେ ଭର୍ତ୍ତି କରି…

ଜାପାନ: କରୋନା ସଂକ୍ରମଣ ବୃଦ୍ଧି ନେଇ ଅଗଷ୍ଟ ୩୧ ଯାଏ ଜରୁରୀକାଳୀନ ଘୋଷଣା କଲେ ସରକାର

ଟୋକିଓ :  କରୋନା ସଂକ୍ରମଣ କିଛି ଦେଶରେ ହ୍ରାସ ପାଇଥିଲା ବେଳେ ଏବେ ପୁଣି ଥରେ ବଢ଼ିବାରେ ଲାଗିଛି । ଚୀନରେ କିଛି ଦିନ ତଳେ କରୋନା ସଂକ୍ରମଣ ବୃଦ୍ଧି ନେଇ ଖବର ଆସିଥିଲା । ଏବେ ପୁଣି ଥରେ ଜାପାନରେ ସଂକ୍ରମଣ ବୃଦ୍ଧି ପାଇଛି । ହଠାତ୍‌ ସଂକ୍ରମଣଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରୁ ଜାପାନ…

ପ୍ରଥମ ଥର ପାଇଁ ୟୁଏନ୍‌ଏସ୍‌ସି ର ଅଧ୍ୟକ୍ଷ ହେଲା ଭାରତ, ସୁରକ୍ଷା ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କରିବେ…

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦର(ୟୁଏନ୍‌ଏସ୍‌ସି) ସଭାପତି ଭାବେ ଦାୟିତ୍ୱ ତୁଲାଇବେ । ଆଜିଠାରୁ ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ୱ ନେବାକୁ ଯାଉଛି ଭାରତ । ଏଥିରେ ପ୍ରଧାନମନ୍ତ୍ରୀ…

ଆଫଗାନିସ୍ତାନ ବାୟୁସେନାର ଏୟାରଷ୍ଟ୍ରାଇକ, ଏକାଥରେ ସଫା ହେଲେ ୨୫୪ ତାଲିବାନ ଆତଙ୍କବାଦୀ

ତାଲିବାନ ଉପରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ । ଏକାଥରେ ସଫା ହେଲେ ୨୫୪ ଆତଙ୍କବାଦୀ । ଆଫଗାନିସ୍ତାନ ବାୟୁସେନାର ଏୟାରଷ୍ଟ୍ରାଇକରେ ୨୫୪ ତାଲିବାନି ଆତଙ୍କବାଦୀ ମୃତ । ଏହା ସହ ୯୭ରୁ ଅଧିକ ଆତଙ୍କବାଦୀ ଆହତ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ତାଲିବାନର ୧୩ ଆତଙ୍କବାଦୀ ଶିବିରରେ ଏୟାରଷ୍ଟ୍ରାଇକ୍‌…

ଅଭିନୟ ହେଲା ସତ, ଭଗତ ସିଂଙ୍କ ଭୂମିକା ରିହର୍ସଲ କରୁଥିବା ବେଳେ ଚାଲିଗଲା ୧୦ ବର୍ଷ ବାଳକର ଜୀବନ

ଲକ୍ଷ୍ନୌ: ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୧୦ ବର୍ଷର ବାଳକ । କିନ୍ତୁ ଏହି ନାଟକ ଯେ କାଳ ହେବ ତାହା ସେ ଜାଣିନଥିଲେ । ରିହର୍ସଲ ବେଳେ ଗଳାରେ ଫାସ ଲଗାଇ ଭଗତ ସିଂଙ୍କ ଭଳି ଫାଶି ଦେବା ପାଇଁ…