Browsing Category

ଦେଶ ବିଦେଶ

ନବଜ୍ୟୋତ୍ ସିଂହ ସିଧୁଙ୍କ ନାଁରେ ଅଡିଓ କ୍ଲିପ ଜାରି କରି ଆତ୍ମହତ୍ୟା କଲେ ଦଳୀୟ କର୍ମୀ

ପଞ୍ଜାବ କଂଗ୍ରେସ ଦଳର ଜଣେ ପୁରୁଣା କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଛି  । ଖାସ କଥା ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ୍ ସିଂହ ସିଧୁଙ୍କ ନାଁରେ ଏକ ଅଡିଓ ଟେପ ଜାରି କରି ସେଥିରେ ନିଜ ମୃତ୍ୟୁ ପାଇଁ ସିଧାସଳଖ ଭାବେ ତିନି…

ଜାଣନ୍ତୁ କ’ଣ ପାଇଁ ଫଟୋ ସାମ୍ବାଦିକ ଡେନିସ ସିଦ୍ଦିକ୍ୱିଙ୍କୁ ହତ୍ୟା କରିଥିଲେ ତାଲିବାନମାନେ

ଓ୍ଵାଶିଂଟନ : ଭାରତୀୟ ଫଟୋ ସାମ୍ବାଦିକ ଡେନିସ ସିଦ୍ଦିକ୍ୱିଙ୍କ ହତ୍ୟା କାରଣ ଏବେ ଜାଣିବାକୁ ମିଳିଛି । ଆଫଗାନିସ୍ତାନରେ କୌଣସି ଗୁଳିବିନିମୟ କି ଆକସ୍ମିକ ଭାବେ ‘ପୁଲିଜର୍ ପୁରସ୍କାର ବିଜୟୀ ଭାରତୀୟ ଫଟୋ-ସାମ୍ବାଦିକ ଡେନିସ୍ ସିଦ୍ଦିକ୍ବିଙ୍କର ମୃତ୍ୟୁ ଘଟିନଥିଲା ବରଂ ତାଙ୍କର ପରିଚୟ ଯାଞ୍ଚ…

ଦେଶରେ ୩ୟ ଲହରକୁ ନେଇ ବଢୁଛି ଚିନ୍ତା, ଶୀର୍ଷରେ କେରଳ ଓ ପୂର୍ବୋତ୍ତର ରାଜ୍ୟ

ଦେଶରେ କରୋନା ଭାଇରସ ସଂକ୍ରମଣ ମାତ୍ରାର ସଙ୍କେତ ଦେଉଥିବା R-Value ରେ ଲାଗାତାର ବୃଦ୍ଧିର ମାତ୍ରା ଏବେ ସମସ୍ତଙ୍କୁ  ଚକିତ କରିଛି । କେରଳ ଓ ପୂର୍ବ ଉତ୍ତର ରାଜ୍ୟରେ ଏହାର ସ୍ତର ଶୀର୍ଷରେ ରହିଛି। କେରଳରେ ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ ଥିଲା ବେଳେ R-Value ଲଗାତାର ଭାବେ ୧.୧୧ ପର୍ଯ୍ୟନ୍ତ…

ବିହାର: ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା

କଟିହାର: ବିହାରରେ ବଢି ଚାଲିଛି ଅପରାଧ। ଅପରାଧୀମାନେ ଲଗାତାର ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଯାହାକି ପୋଲିସର ନିଦ ହଜାଇ ଦେଇଛି । ଏହାରି ମଧ୍ୟରେ କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତିରେ କିଛି ବାଇକ୍ ଆରୋହୀ ଶିବରାଜଙ୍କ ଅତି…

ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା

ପଞ୍ଜାବ : ପ୍ରବଳ ବର୍ଷା ଯୋଗୁ ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ଆସିଛି । ପରିସ୍ଥିତି ଏପରି ଭୟଙ୍କର ହୋଇଛି ଯେ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜତ କରାଯାଇଛି । ବନ୍ୟା ବିଭୀଷିକାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେନା ତରଫରୁ କେହି ନିଜର ମୋବାଇଲ୍‌ ରେ ବନ୍ୟାର…

ଆଉ ଭୟ ନାହିଁ, ଆଲାସ୍କାରୁ ସୁନାମି ସତର୍କତା ପ୍ରତ୍ୟାହୃତ

ଓ୍ଵାଶିଂଟନ୍‌ : ଆମେରିକାର ଆଲାସ୍କାରେ ଭୟଙ୍କର ଭୂମିକମ୍ପ ପରେ ବି ସ୍ଥିତି ଅତ୍ୟଧିକ ବିପଜ୍ଜନକ ନାହିଁ । ତେଣୁ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦିଆଯାଇଥିବା ସୁନାମି ଆଲର୍ଟକୁ ପ୍ରତ୍ୟାହାର କରି ନିଆଯାଇଛି । ଆଜି ଆଲାସ୍କାରେ ୮.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ଏକ ଛୋଟିଆ ସୁନାମି…

ଦୀର୍ଘ ୮ ବର୍ଷ ପରେ ସଂସଦରେ ପାଦ ଦେଲେ ଲାଲୁ, ଜାଣନ୍ତୁ ସାକ୍ଷାତକାର ସମୟରେ କଣ କହୁଛନ୍ତି

ଦୀର୍ଘ ୮ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସଂସଦରେ ପାଦ ଦେଇଛନ୍ତି । ସଂସଦରେ ପହଂଚିବା ପରେ ଲାଲୁ ସେଠି ବୁଲିବା ପରେ ପରିସରରେ ଥିବା ଲୋକମାନଙ୍କ ସହ କିଛି ସମୟ କଥାବାର୍ତ୍ତା କରିଥିଲେ । ପ୍ରକୃତରେ ବର୍ତ୍ତମାନ ସମୟରେ ଲାଲୁ ଚାରା ଘୋଟାଲା…

ପିଲାଙ୍କ ପାଇଁ ମୋବାଇଲ ଗେମ୍‌ ହୋଇଛି କାଳ, ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ : ଗେମ୍‌ ନିଶାରେ ଅଭ୍ୟସ୍ତ ହୋଇ ପିଲାମାନେ ପ୍ରାଣ ହରାଉଥିବା ବିଭିନ୍ନ ଖବର ଆସିବା ପରେ ଦିଲ୍ଲୀ ହାଇକୋର୍ଟ ଏବେ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି । ପିଲାଙ୍କୁ ଏପରି ଅନଲାଇନ୍‌ ଗେମ୍‌ ନିଶାରୁ ବଞ୍ଚାଇବା ପାଇଁ ଏକ ଜାତୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର…

ଓବିସିଙ୍କ ପାଇଁ ଖୁସି ଖବର, ମେଡିକାଲ ପାଠ୍ୟକ୍ରମରେ ପଛୁଆ ବର୍ଗଙ୍କ ସଂରକ୍ଷଣ ସଂଖ୍ୟା ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି

କେନ୍ୟୁଜ୍(ବ୍ୟୁରୋ): ଜାତୀୟ ଶିକ୍ଷା ନୀତି ପ୍ରଣୟନକୁ ବର୍ଷେ ପୂରିଛି। ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ ସତ୍ତ୍ୱେ ଦେଶରେ ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ ହୋଇଛି। ଯୁବପିଢିର ଶିକ୍ଷା ଉପରେ ଦେଶର ଭବିଷ୍ୟତ…

ଦେଶରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି, କେରଳ ଅବସ୍ଥା ଅଣାୟତ୍ତ

ନୂଆଦିଲ୍ଲୀ :  ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିଛି । ଗତ ଦୁଇଦିନ ତଳେ ୪୩ ହଜାରରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ପୂର୍ବ ଦିନର ସଂକ୍ରମଣକୁ ଅନୁଧ୍ୟାନ କଲେ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ରିପୋର୍ଟ କରାଯାଇଛି । ତେବେ ଏଥିରେ ୫ଟି ରାଜ୍ୟରେ ସର୍ବାଧିକ ମାମଲା…

ପ୍ରଶାନ୍ତ ମହାସାଗରେ ସୁନାମୀ ଆଲର୍ଟ, ମୁକାବିଲା ପାଇଁ ସେନା ପ୍ରସ୍ତୁତ

କେନ୍ଯୁଜ୍: ଆମେରିକା ଆଲାସ୍କା ପେନିନସୁଲାରେ ୮ ଦଶମିକ ୨ ତୀବ୍ରତାର ଭୂମିକମ୍ପ । ଆମେରିକା ସମୟ ସଂଧ୍ୟା ୬ଟା ୧୬ ମିନିଟରେ ଭୂମିକମ୍ପର ବଡ ଝଟକା ଅନୁଭୂତ ହୋଇଥିଲା । ସମୁଦ୍ରର ୧୭ କିଲୋମିଟର ଗଭୀର ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥିଲା । ଭୂମିକମ୍ପର ୩ ଘଣ୍ଟା ପର୍ଯ୍ୟନ୍ତ ବଡ ବଡ ଜୁଆର ଆସିବାର…

କେରଳରେ ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ପୁଣି ଶନିବାର ଓ ରବିବାର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

କେରଳ: ଚିନ୍ତା ବଢାଉଛି କେରଳ। କେରଳରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ ସଂକ୍ରମିତ ହୋଇଛି । ସଂକ୍ରମଣ ବଢୁଥିବାରୁ ଶନିବାର ଓ ରବିବାର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଦେଶର ମୋଟ ଆକ୍ରାନ୍ତର…