Browsing Category

ଦେଶ ବିଦେଶ

ଝାଡ଼ଖଣ୍ଡରେ ଗାଡ଼ି ଧକ୍କାରେ ବିଚାରପତିଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍‌ସ, ସିସିଟିଭି ଫୁଟେଜ୍‌ରୁ ବଢିଲା ହତ୍ୟା ସନ୍ଦେହ

ନୂଆଦିଲ୍ଲୀ : ଦୁର୍ଘଟଣା ନା ହତ୍ୟା। ଝାଡ଼ଖଣ୍ଡ ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସସପେନ୍ସ। ମର୍ଣ୍ଣିଂ ଓ୍ଵାକରେ ବାହାରିଥିଲେ ଧନବାଦ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଉତ୍ତମ ଆନନ୍ଦ । ପ୍ରଥମେ ଏହା ଦୁର୍ଘଟଣାଜନିତ ମୃତ୍ୟୁ କୁହାଯାଉଥିଲା। କିନ୍ତୁ ଘଟଣାର ସିସିଟିଭି ଫୁଟେଜ ଆସିବା…

ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ: ଚଳିତ ବର୍ଷ ଥିମ୍‌ ରହିଛି “Their Survival is in our hands”

ନୂଆଦିଲ୍ଲୀ: ବିଶ୍ୱରେ ଲୋକଙ୍କ ଭିତରେ ବାଘ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଅର୍ନ୍ତଜାତୀୟ ବ୍ୟାଘ୍ର ଦିବସ। ୨୦୧୦ ମସିହାରେ ସେଣ୍ଟପିଟରସବର୍ଗ ବ୍ୟାଘ୍ର ସମ୍ମିଳନୀରେ ବ୍ୟାଘ୍ର ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଆଜିର ଦିନର ମୁଖ୍ୟ…

ଦିଲ୍ଲୀ ଦରବାରରେ ଦିଦିଙ୍କ ଗର୍ଜନ, ପେଗାସସ୍‌ ବିବାଦରେ କେନ୍ଦ୍ର ଉପରେ ଝାଡିଲେ ଅସନ୍ତୋଷ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ଦିଦିଙ୍କ ଗର୍ଜନ । ପେଗାସସ୍‌ ବିବାଦରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ଏମର୍ଜେନ୍ସୀକୁ ବି ବଳି ଯାଇଛି ବର୍ତ୍ତମାନ ସ୍ଥିତି । ପେଗାସସ୍‌ ପ୍ରସଙ୍ଗ ବର୍ତ୍ତମାନ ଜୀବନ, ସମ୍ପତ୍ତି ଓ ସୁରକ୍ଷା ପ୍ରତି…

ଜମ୍ମୁ କିଶତୱାଡାରେ ବାଦଲ ଫଟା ବର୍ଷା, ୪ ମୃତ, ୪୦ରୁ ଊର୍ଦ୍ଧ୍ବ ନିଖୋଜ

ଜମ୍ମୁ କାଶ୍ମୀରର କିଶତଓ୍ୱାଡାରେ ବାଦଲ ଫଟା ବର୍ଷା ତାଣ୍ଡବ କରିଛି। ଫଳରେ ୪ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୪୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ଘର ନଷ୍ଟ ହେବା ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । SDRF ଏବଂ ସେନା ସହାୟତାରେ ଉଦ୍ଧାର…

ଫେରୁଛି କରୋନା, ଆମେରିକାରେ ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ମାମଲା ଚିହ୍ନଟ

ଆମେରିକାରେ କରୋନା ଭାଇରସର ବଢ଼ୁଛି ମାମଲା। ଆମେରିକାରେ ହାଇ ରିସ୍କ ଇଲାକାରେ ଭ୍ୟାକସିନ ରର ଦୁଇଟି ଡୋଜ ଦେଲାପରେ ସେଠାରେ ଲୋକଙ୍କୁ ମାସ୍କ ବ୍ୟହାରକୁ ନେଇ ଢ଼ିଲା ଦିଆଯାଇଥିଲା। କିନ୍ତୁ ଏବେ କରୋନା ମାମଲା ବଢ଼ିବା କାରଣରୁ ପୁଣି ଥରେ ମାସ୍କ ବ୍ୟବହାରକୁ ନେଇ ସଚେତନ ବଢ଼ିଛି। ଡେଲଟା ଭାରିଏଣ୍ଟ…

ମୁଖ୍ୟମନ୍ତ୍ରୀଙ୍କ ପୁଅ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କର୍ଣ୍ଣାଟକର ନୂଆ ସିଏମ୍‌ ବସବରାଜ୍‌ ବୋମ୍ମଇ କିଏ

ବିଏସ୍‌ ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ଏବେ ବସବରାଜ୍‌ ବୋମ୍ମଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ। ମଙ୍ଗଳବାର ୟେଦିୟୁରପ୍ପା ଇସ୍ତଫା ଦେଇଥିବା ନେଇ ସୂଚନା ଦେଇ ସବୁ ସସ୍‌ପେନ୍ସ ଶେଷ କରିଛନ୍ତି। ଆଜି ବସବରାଜ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଆସନ୍ତୁ ଜାଣିବା…

ଉତ୍ତର ପ୍ରଦେଶ ବାରାବାଙ୍କିରେ ଯାତ୍ରୀବାହୀ ବସ୍ ପଛକୁ ଧକ୍କା ଦେଲା ଟ୍ରକ୍: ୧୮ ମୃତ ଏବଂ ୧୯ରୁ ଊର୍ଦ୍ଧ୍ୱ ଆହତ

ଉତ୍ତର ପ୍ରଦେଶ: ଛିଡା ହୋଇଥିଲା ବସ୍‌, ଧକ୍କା ଦେଲା ଟ୍ରକ। ଚାଲିଗଲା ୧୮ ଜୀବନ। ଉତ୍ତରପ୍ରଦେଶ ବାରବାଙ୍କିଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କଲ୍ୟାଣୀ ନଦୀ ବ୍ରିଜ ଉପରେ ବସ୍‌ଟି ଛିଡା ହୋଇଥିବାବେଳେ ହତାଠ୍‌ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା।…

‘ବଚପନ୍‌ କା ପ୍ୟାର ମେରା ଭୁଲ ନେହିଁ ଜାନା ରେ’ ଗାଇଥିବା ସହଦେବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସେୟାର କଲେ ଭିଡିଓ

ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ଥିବା ‘ବଚପନ୍‌ କା ପ୍ୟାର୍‌ ମେରା ଭୁଲ ନେହିଁ ଜାନା ରେ’ ଗୀତ ଗାଇଥିବା କୁନି ବାଳକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲ ଡ୍ରେସ୍‌ରେ ଏହି ଗୀତ ଗାଇଥିବା ବାଳକ ହେଉଛନ୍ତି ଛତିଶଗଡ଼ର ସହହେବ କୁମାର ଦିରଦେ। ସହଦେବଙ୍କୁ ସାକ୍ଷାତ କରିଛନ୍ତି ଛତିଶଗଡ଼ର…

ବାସବରାଜ ବୋମାଇ ହେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇଙ୍କୁ ଆଜି ଚୟନ କରାଯାଇଛି । ବିଜେପିର ନିଷ୍ପତ୍ତି କ୍ରମେ ବୋମାଇଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଆଜି ବେଙ୍ଗାଲୁର ଠାରେ ଅନୁଷ୍ଠିତ ଦଳିୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ବିଦାୟୀ…

ସୁଧୁରୁନି ପାକିସ୍ତାନ, ହିନ୍ଦୁ ଯୁବକଙ୍କୁ ଡରେଇ ଧମକେଇ କରୁଛି ଧର୍ମ ପରିବର୍ତ୍ତନ

ପାକିସ୍ତାନରେ ଅଳ୍ପ ସଂଖ୍ୟକଙ୍କ ଶୋଷଣ ହେବା କିଛି ନୂଆ କଥା ନୁହେଁ । ଏନେଇ ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଅନେକ ସାଙ୍ଘାତିକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏବେ ନିକଟରେ ଏକ ଘଟଣାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଜଣେ ହିନ୍ଦୁ…

ଦେଶରେ ୩୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୯ ହଜାର ୬୮୯ ଆକ୍ରାନ୍ତ ଚିହ୍ନଟ

(କେନ୍ଯୁଜ ବ୍ଯୁରୋ) : ଦେଶରେ ୩୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ । ୧୩୨ ଦିନ ପରେ କମିଛି ଦୈନିକ କେସ । ୨୪ ଘଣ୍ଟାରେ ୨୯ ହଜାର ୬୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୨ ହଜାର ୩୬୩ । ସେପଟେ ଦେଶରେ ୪ଲକ୍ଷ ତଳକୁ…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମମତା ବାନାର୍ଜୀ, ଯାହାକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା

ଦିଲ୍ଲୀ (କେନ୍ଯୁଜ ବ୍ଯୁରୋ):  ଦିଲ୍ଲୀରେ ଦିଦି । ଦିଦିଙ୍କ ଗସ୍ତକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା । ୪ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମମତା ବାନାର୍ଜୀ । ରାଜ୍ୟ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ…