Browsing Category

ଦେଶ ବିଦେଶ

ପପୁଲାର ହେବାକୁ ୧୬୦ ଫୁଟ୍‌ ଉପରେ ଭିଡିଓ କରୁଥିଲେ ଟିକ୍‌ଟକ୍‌ ଷ୍ଟାର, ଗୋଡ଼ ଖସିଯିବାରୁ ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ତଥା ଫଲୋୟର୍ସ ବଢ଼ାଇବା ପାଇଁ ବର୍ତ୍ତମାନର ଯୁବପିଢ଼ି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ତେଣିକି ସେ ନିଜ ପ୍ରତି ବିପଦ ବି ସୃଷ୍ଟି କରୁନା କାହିଁକି, ସେମାନେ କିଛି ଶୁଣୁ ନାହାନ୍ତି। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୀନ୍‌ରେ। ଏଠାରେ…

BioNTech ଦ୍ୱାରା ପ୍ରସ୍ତୁତ ହେଉଛି ପ୍ରଥମ ମ୍ୟାଲେରିଆ ଭ୍ୟାକସିନ

BioNTech mRNA ଟେକ୍ନୋଲୋଜି ଦ୍ୱାରା କୋଭିଡ ମହାମାରୀ ପାଇଁ ଭ୍ୟାକସିନ ବାହାର କରିବା ପରେ ଏବେ ମ୍ୟାଲେରିଆ ପାଇଁ ନିଜର ପ୍ରଥମ ଭ୍ୟାକସିନ ବାହାର କରିବାକୁ ଯାଉଛି। ମ୍ୟାଲେରିଆ ପାଇଁ ଭ୍ୟାକସିନ ବାହାର କରିବାର ଯୋଜନା ବନାଉଛି BioNTech । ଯଦ୍ୱାରା ଲୋକଙ୍କ ସଂକ୍ରମଣ ତଥା ମୃତ୍ୟୁ ସଂଖ୍ୟାକୁ…

କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅରବିନ୍ଦ ଡେଲାଟ, ଉପମୁଖ୍ୟମନ୍ତ୍ରୀ ଅଶ୍ୱତ୍‌ଥ ନାରାୟଣ, ବିଏଲ ସନ୍ତୋଷ। ବିଜେପି ଏକ ଏପରି ଚେହେରାର ସନ୍ଧାନରେ ଅଛି, ଯିଏ ଆଗାମୀ ନିର୍ବାଚନରେ…

ଆସାମ-ମିଜୋରାମ ସୀମାରେ ହିଂସା, ବଳିପଡ଼ିଲେ ୬ ପୋଲିସ

ନୂଆଦିଲ୍ଲୀ: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଦୁଇ ଦିନ ପରେ ସୋମବାର ଆସାମ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପୁଣିଥରେ ସୀମା ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ୨ ରାଜ୍ୟର ପୁଲିସ ଏବଂ ନାଗରିକ ମହାଁମୁହିଁ ହୋଇଛନ୍ତି। ମାମଲା ବିଗିଡ଼ିବାରୁ ସୀମାରେ ଲାଠି ଚାଳନା, ଲୁହବୁହା ଗ୍ୟାସ୍‌,…

ମାଡି ଆସୁଛି ସାମୁଦ୍ରିକ ଝଡ଼: ଆଜି ଟୋକିଓରେ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ

ଟୋକିଓ: ଟୋକିଓ ଆଡେ ମାଡି ଆସୁଛି ସାମୁଦ୍ରିକ ଝଡ଼ । ଅଲିମ୍ପିକ୍ସ ପ୍ରତି ଘନେଇଛି ଟାଇଫୁନ୍‌ ଭୟ । ଆଜି ଟୋକିଓରେ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ । ବର୍ତ୍ତମାନର ମଡେଲ ଅନୁସାରେ ବିଭିନ୍ନ ପାଣିପାଗ ସଂସ୍ଥା ଓ ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି,…

ଟ୍ରାଫିକ ପୋଲିସଙ୍କ ଘରେ ସୁନାର ଟଏଲଟ୍‌, ଭିଡିଓ ଭାଇରାଲ୍‌

ଷ୍ଟାଭରପୋଲ : ଲୋକଙ୍କ ସୌକିନ ଜୀବନ ଯାପନ ଶୈଳି ବେଳେ ବେଳେ ବ୍ୟକ୍ତି ପାଇଁ ବହୁ ଅସୁବିଧା ସୃଷ୍ଟି କରିଥାଏ । ଏମିତି ଏକ ଖବର ଜଣାପଡ଼ିଛି ଦକ୍ଷିଣ ପଶ୍ଚିମ ଋଷିଆର ଷ୍ଟାଭରପୋଲ ଅଞ୍ଚଳରେ । ଏଠାରେ ଜଣେ ଟ୍ରାଫିକ ପୋଲିସଙ୍କ ବାଦସାହୀ ଚଳଣୀ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ…

ଗଭୀର ସମୁଦ୍ରରୁ ଏଲିୟନ୍‌ ଭଳି ଦେଖାଯାଉଥିବା ମାଛ ଧରିଲେ ଧୀବର, ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ : ସୃଷ୍ଟି ବଡ଼ ବିଚିତ୍ର । ବେଳେ ବେଳେ ଏପରି ଜୀବଜନ୍ତୁ ସାମ୍ନାକୁ ଆସିଯାଆନ୍ତି ତାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ନିକଟରେ ଋଷିଆର ଜଣେ ଧୀବର ଏପରି ଏକ ମାଛ ଧରିଛନ୍ତି ଯାହା ଦେଖିବାକୁ ଠିକ୍‌ ଏଲିୟନ୍‌ ଭଳି । ଏହି ମାଛଟିର ଗୋଟିଏ ଆଖି ଠିକ୍‌ ଏଲିୟନ ଭଳି ।…

ବିଧାନସଭାକୁ ଆସିବାକୁ ଭୟ ଲାଗୁଛି, ହେଲ୍‌ମେଟ ପିନ୍ଧି ହାତରେ ଗିନି ଧରି ବିହାର ବିଧାନସଭାକୁ ଆସିଲେ ବିରୋଧୀ ବିଧାୟକ

ପାଟନା:  ହେଲ୍‌ମେଟ ପିନ୍ଧି ବିହାର ବିଧାନସଭାକୁ ଆସିଲେ ବିରୋଧୀ ବିଧାୟକ । ବିହାର ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଆରଜେଡି ବିଧାୟକଙ୍କ ମାନେ ମୁଣ୍ଡରେ ହେଲ୍‌ମେଟ, ମୁହଁରେ କଳା ମାସ୍କ ଓ ହାତରେ ଫାଷ୍ଟ ଏଡ ବକ୍ସ ଧରି ଗୃହକୁ ଆସିଥିଲେ।…

KBC ହେଉ ଅବା ଶାହିନବାଗ ସବୁଥିରେ ଚର୍ଚ୍ଚାରେ ଥିଲେ ଦୀପା, ସୋସିଆଲ ମିଡିଆରେ ପୋଷ୍ଟ କରିବାର କିଛି ସମୟ ପରେ ଚାଲିଗଲା…

ମୃତ୍ୟୁ କେତେବେଳେ ଆଉ କେମିତି ଆସିଥାଏ, ତାହା କାହାକୁ ଜଣାନଥାଏ। ପ୍ରତିଦିନ କାହା ସହିତ ଏମିତି ଘଟଣା ଘଟୁଥିବ, ଯାହା ସେ ବ୍ଯକ୍ତି ଜାଣିନଥିବ। ସୋସିଆଲ ମିଡିଆରେ ବୁଲିବା ବେଳର ଫଟୋ ଟ୍ଵିଟ୍ କରିବାର କିଛି ସମୟ ପରେ ଚାଲିଗଲା ମହିଳାଙ୍କ ଜୀବନ। ଜୟପୁରର ଆୟୁର୍ବେଦ ଡାକ୍ତର ଦୀପା ଶର୍ମା ହିମାଚଳ…

କାର୍ଗିଲ ବିଜୟ ଦିବସ; କାର୍ଗିଲ ୱାର ମେମୋରିଆଲରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ମନେପକାଉଛି ଦେଶ। ୧୯୯୯ରେ ଭାରତର ସଶସ୍ତ୍ର ବାହିନୀ କାର୍ଗିଲରେ ପାକିସ୍ତାନ ସେନା ସହ ଲଢି ବିଜୟ ହାସଲ କରିଥିଲା। ଅପରେସନ ବିଜୟରେ ଅଂଶ ଗ୍ରହଣ କରିଥିବା ଯବାନମାନଙ୍କ ଆତ୍ମସମ୍ମାନ ଓ ଶୌର୍ଯ୍ୟକୁ ମନେ ପକାଇବାକୁ ସେବେଠାରୁ ଏହି ଦିନକୁ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁୟୁରପ୍ପାଙ୍କ ଇସ୍ତଫା ଘୋଷଣା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା। ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ପାଳିରେ ତାଙ୍କର ଆଜି ୨ୟ ବର୍ଷ ପୂର୍ତ୍ତି ହୋଇଥିଲା। କିନ୍ତୁ ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବେ…

ଭଗବାନ ଶିବଙ୍କ ଅଲୌକିକ “ରାମପ୍ପା ମନ୍ଦିର”କୁ ବିଶ୍ୱସ୍ତରରେ କରାଗଲା ସ୍ଥାନିତ, ପ୍ରଧାନମନ୍ତ୍ରୀ ଦେଲେ…

ଭାରତ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଦେଶ। ଏଠାରେ ଅନେକ ମନ୍ଦିର ଏମିତି ରହିଛି ଯାହାର ନିର୍ମାଣରେ ଅନେକ ବର୍ଷ ଲାଗିଯାଇଛି। ପୂର୍ବ କାଳରେ ନିର୍ମିତ ହୋଇଥିବା ଅନେକ ମନ୍ଦିରରେ ହିନ୍ଦୁ ଧର୍ମର ସଂସ୍କୃତି ତଥା ପ୍ରଚୀନ କିର୍ତ୍ତୀରାଜି ରହିଥିବାର ଦେଖିବାକୁ ମିଳେ । ତେବେ ଏହି ସମସ୍ତ…