Browsing Category

ଦେଶ ବିଦେଶ

ଏସିଆରେ ବିନାଶ ଘଟିବ, ଚୀନକୁ ତାଇୱାନର ଚେତାବନୀ

ଚୀନ ଓ ତାଇୱାନ ମଧ୍ୟରେ ସମ୍ପର୍କ ଦିନ କୁ ଦିନ ଖରାପ ହେବାରେ ଲାଗିଛି । ଗତ ଅକ୍ଟୋବର ୧ ତାରିଖରେ ଚୀନ ନିଜ ରାଷ୍ଟ୍ରୀୟ ଦିବସ ପାଳନ କରିବା ଅବସରରେ ତା ସୈନ୍ୟ ଶକ୍ତି "ପିପୁଲ୍ସ ଲିବରେସନ ଆର୍ମି" ତାଇୱାନର ଵାୟୁସୀମାରେ ୩୮ଟି ଲଢୁଆ ବିମାନକୁ ଦୁଇ ଦୁଇ ଥର ଉଡାଇଥିଲେ । ଯାହାକୁ ଏପର୍ଯ୍ୟନ୍ତର…

ମଞ୍ଜୁର ହୋଇପାରେ ସିଦ୍ଧୁଙ୍କ ଇସ୍ତଫା, ବିଟ୍ଟୁ ନେଇପାରନ୍ତି ଦାୟିତ୍ୱ

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପତ୍ର ମଞ୍ଜୁର ହୋଇପାରେ । ତାଙ୍କ ସ୍ଥାନରେ ରବିନୀତ ବିଟ୍ଟୁ ଏହି ଦାୟିତ୍ୱ ସମ୍ଭାଳି ପାରନ୍ତି । ଦଳରେ ମତଭେଦକୁ ନେଇ ଗତ ସେପ୍ଟେମ୍ବର ୨୮ ତାରିଖରେ ସିଦ୍ଧୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ପତ୍ର ଦାଖଲ କରିଥିଲେ । ପର…

ଶିରିଡିରେ ୭ ଅକ୍ଟୋବରରୁ କରନ୍ତୁ ସାଇ ବାବାଙ୍କୁ ଦର୍ଶନ, କରିବାକୁ ହେବ ଏହି ନିୟମଗୁଡ଼ିକର ପାଳନ

ଦେଶରେ କରୋନା ସଂକ୍ରମଣର ସ୍ଥିତି କାବୁ ହେବା ପରେ କୋଭିଡ ଗାଇଡ୍‌ଲାଇନ ମଧ୍ୟରେ ଜନଜୀବନ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏଭଳି ପରିସ୍ଥିତିରେ ସାଇ ଭକ୍ତଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିବାକୁ ଯାଉଛି। ବାସ୍ତବରେ, ସାଇ ବାବାଙ୍କ ଭକ୍ତମାନେ ଆସନ୍ତା ଅକ୍ଟୋବର ୭ରୁ ମହାରାଷ୍ଟ୍ରର ବିଶ୍ୱ…

ପଶୁଙ୍କ ପ୍ରତି କ୍ରୁର ଆଚରଣ କଲେ ଅଧିକ ଜରିମାନା ଲଗାଇବାକୁ ଯୋଜନା କରିଛନ୍ତି ସରକାର, ଭୋଗିବାକୁ ପଡ଼ିବ ଜେଲ୍‌ ଦଣ୍ଡ

ପଶୁଙ୍କ ପ୍ରତି କ୍ରୁର ଆଚରଣ କରୁଥିବା ଲୋକଙ୍କ ପାଇଁ ସରକାର ଅଧିକ ଜରିମାନା ଏବଂ ଜେଲ ଦଣ୍ଡ ଭୋଗିବାର ଯୋଜନା କରିଛନ୍ତି। ଏଥି ନିମନ୍ତେ ସଂସଦର ପରବର୍ତ୍ତୀ ଅଧିବେଶନରେ ଆଇନରେ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଲ୍ ଅଣାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଏପରି କାର୍ଯ୍ୟ କରୁଥିବା…

ପରମାଣୁ ଶକ୍ତି ଚାଳିତ ଏବଂ ପାରମ୍ପରିକ ବୁଡ଼ାଜାହାଜ ସହ ଆଗକୁ ବଢ଼ିବ ନୌସେନା, ୬ ନ୍ୟୁକ୍ଲିୟର ବୁଡ଼ାଜାହାଜ ନିର୍ମାଣ ପାଇଁ…

ଭାରତୀୟ ନୌସେନା ପରମାଣୁ ଶକ୍ତି ଚାଳିତ ଏବଂ ଡିଜେଲ-ଇଲେକ୍ଟ୍ରିକ୍‌ ଶକ୍ତିରେ ଚାଲୁଥିବା ପାରମ୍ପରିକ ବୁଡ଼ାଜାହାଜର ବ୍ୟବହାର ଜାରି ରଖିବ। ରୁଷ ଏବଂ ଚୀନ୍ ନୌସେନା ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନା ୨୪ଟି ନୂଆ ବୁଡ଼ାଜାହାଜର ଆବଶ୍ୟକତା ଲୋଡ଼ିଛି। ସେଥିମଧ୍ୟରୁ ୬ଟି କଲଭାରୀ…

କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ, ସୂଚନା ଦେଲେ କଂଗ୍ରେସ ନେତା ପି. ଚିଦାମ୍ବରମ

କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ସୋମବାର ଭୋର ଅର୍ଥାତ୍ ମଙ୍ଗଳବାର ସକାଳ ୪.୩୦ ମିନିଟରେ ତାଙ୍କୁ ଗିରଫ କରାଯାଇଛି ବୋଲି କଂଗ୍ରେସ ନେତା ପି.ଚିଦାମ୍ବରମ ସୂଚନା ଦେଇଛନ୍ତି। ପ୍ରିୟଙ୍କା ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ…

ତାଲିବାନ ସରକାରଙ୍କ ନୂଆ ନିୟମ: ୨୦୦୦ରୁ ୨୦୨୦ ମଧ୍ୟରେ ପାଠ ପଢ଼ିଥିବା ସବୁ ଛାତ୍ରଛାତ୍ରୀଙ୍କ ଡିଗ୍ରୀ ବେକାର

ଆଫଗାନିସ୍ତାନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନୂଆ ନିୟମ। ୨୦୦୦ରୁ ୨୦୨୦ ମଧ୍ୟରେ ହାଇସ୍କୁଲ ଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ବେକାର। ଏହି ଡିଗ୍ରୀ କୌଣସି କାମକୁ ନୁହେଁ। ୨୦ବର୍ଷ ମଧ୍ୟରେ ଯେଉଁ ଛାତ୍ରଛାତ୍ରୀ ହାଇସ୍କୁଲରୁ ସ୍ନାତକ କରିଛନ୍ତି ସେମାନଙ୍କ ଡିଗ୍ରୀ ଆଉ କାମ…

କ୍ରୁଜରେ ରେଭ୍‌ ପାର୍ଟିରୁ ଡ୍ରଗ୍ସ ଜବତ ମାମଲା: ଗିରଫ ହେଲେ ଜଣେ ଓଡ଼ିଆ

ଭୁବନେଶ୍ବର(କେନ୍ଯୁଜ୍): ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଜଣେ ଓଡ଼ିଆ । କ୍ରୁଜରେ ରେଭ୍‌ ପାର୍ଟିରୁ ଡ୍ରଗ୍ସ ଜବତ ମାମଲାରେ ଗିରଫ ହେଲେ ଜଣେ ଓଡ଼ିଆ । ଓଡ଼ିଆ ବ୍ୟକ୍ତିଙ୍କୁ ମିଶାଇ ୧୧କୁ ବୃଦ୍ଧି ପାଇଛି । ୧୧ ଜଣଙ୍କ ମଧ୍ୟରେ ଜଣେ ଓଡ଼ିଶାର ଅଛନ୍ତି । ଓଡ଼ିଆ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ ।…

ଏବେ ଡ୍ରୋନ୍‌ ଦ୍ୱାରା ହେବ କରୋନା ଭ୍ୟାକ୍ସିନ୍‌ର ଡେଲିଭରି, ସ୍ୱାସ୍ଥ୍ୟ ମନ୍ତ୍ରୀ ଆରମ୍ଭ କଲେ ପ୍ରୋଜେକ୍ଟ

ଏଣିକି ଦେଶର ଦୁର୍ଗମ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ସହଜ ହେବ। କାହିଁକିନା, ଏହି ଅଞ୍ଚଳମାନଙ୍କରେ ଏବେ ଡ୍ରୋନ୍ ମାଧ୍ୟମରେ ଟିକା ବିତରଣ କରାଯାଇ ପାରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଉତ୍ତର-ପୂର୍ବ ଅଞ୍ଚଳ ପାଇଁ Indian Council of Research(ICMR)ର…

ଆବୁଧାବିରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ସଂଯୁକ୍ତ ଆରବ ଅମିରାତ(ୟୁଏଇ)ର ରାଜଧାନୀ ଆବୁଧାବିରେ ଶନିବାର ଏକ ପୋଲିସ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସହ ଜଣେ ବେସାମରିକ ଡାକ୍ତର ଓ ଜଣେ ନର୍ସ ପ୍ରାଣ ହରାଇଛନ୍ତି। ଖବର ଅନୁଯାୟୀ, ଆବୁଧାବି…

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ସାହାଯ୍ୟ କରିଥିବା ଲୋକକୁ ପୁରସ୍କାର ଦେବେ ସରକାର, ପ୍ରତିବର୍ଷ ଶ୍ରେଷ୍ଠ ନାଗରିକ…

ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେଇଥିବା ନାଗରିକମାନଙ୍କୁ କେନ୍ଦ୍ର ସରକାର ନଗଦ ପୁରସ୍କାର ରାଶି ସହ ପ୍ରଶଂସା ପତ୍ର ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ଜିଲ୍ଲା ପ୍ରଶାସନ ଜଣେ ଭଲ ନାଗରିକ(ପୁରୁଷ କିମ୍ବା ମହିଳା)ଙ୍କୁ ବର୍ଷକୁ ସର୍ବାଧିକ ପାଞ୍ଚ ଥର ୫୦୦୦ ଟଙ୍କା କରି…

୭୫ ବିବାହ, ୨୦୦ ଯୁବତୀ ଚାଲାଣ… ପୋଲିସ ପଞ୍ଝାରେ ସେକ୍ସ ର‍୍ୟାକେଟ୍‌ର ବଡ଼ ଦଲାଲ

ବାଂଲାଦେଶରୁ ଝିଅଙ୍କୁ ଆଣି ଯୌନଦାସୀ କରୁଥିବା ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ମଧ୍ୟ ପ୍ରଦେଶର ଇନ୍ଦୋର ପୋଲିସ। ଏହି ଅପରାଧୀର ନାଁ ମୁନୀର ଓରଫ୍‌ ମୁନିରୁଲ ବୋଲି ଜଣାପଡ଼ିଛି। ମୁନୀର ବାଂଲାଦେଶରୁ ୨୦୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଆଣି ଏଠାରେ ଯୌନ କର୍ମୀ ଭାବେ କାମ…