Browsing Category

ଦେଶ ବିଦେଶ

ଲଣ୍ଡନରେ ସିରିୟଲ ସେକ୍ସ ଆକ୍ରମଣକାରୀର ଉତ୍ପାତ, ପଛେ ପଛେ ଆସି ମହିଳାଙ୍କୁ କରୁଛି ଶିକାର; ଗୋଟିଏ ମାସରେ ୭ ମହିଳା…

କିଛିଦିନ ହେବ ଲଣ୍ଡନରେ ସିରିୟଲ୍‌ ସେକ୍ସ ଆକ୍ରମଣକାରୀର ଉତ୍ପାତ ବଢ଼ି ଯାଇଛି। ସେ ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣକାରୀକୁ ଧରିବା ପାଇଁ ପୋଲିସ ସଜାଗ ରହିଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ କୌଣସି ବି ସୂଚନା ମିଳିପାରି ନାହିଁ। ଖବର ରହିଛି…

ଅବତରଣ କରିବା ପୂର୍ବରୁ କୋଠାରେ ଧକ୍କା ହେଲା ବିମାନ, ଜଣେ ପିଲା ସମେତ ୮ ମୃତ

ଇଟାଲୀର ମିଲନ ସହରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରନୱେରେ ଲ୍ଯାଣ୍ଡିଂ ପୂର୍ବରୁ ଲିନେଟ୍‌ ବିମାନବନ୍ଦରରୁ ଇଟାଲୀର ସର୍ଡ଼ିନିଆକୁ ଉଡ଼ାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ପ୍ରାଣହାନି ଘଟିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମିଲନରେ ଥିବା ଦୁଇମହଲା…

‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍‌, ବଢିପାରେ ୩୦୦ ଭାରତୀୟଙ୍କ ଅଡୁଆ

ନୂଆଦିଲ୍ଲୀ: ‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍‌ । ବଢିପାରେ ୩ଶହ ଭାରତୀୟଙ୍କ ଅଡୁଆ । ଭାରତର ବହୁ ନାମୀଦାମୀ ଲୋକଙ୍କ ନାଁ ଏହି ରିପୋର୍ଟରେ ରହିଛି। ଅନୀଲ ଅମ୍ବାନୀ, ଜ୍ୟାକି ଶ୍ରଫ୍‌, ଅଜିତ କେରକର, ପୁରବୀ ମୋଦି, ବିନୋଦ ଆଦାନି, ମୀରା ରାଦିଆ, ଇକବଲ ମିରଚିଙ୍କ…

NCB ଅଫିସରେ ଆର୍ଯ୍ୟନଙ୍କୁ ରାତି ତମାମ୍ ଜେରା, ସୁଟିଂ ବାତିଲ କରି ସ୍ପେନରୁ ଫେରିଲେ ଶାହରୁଖ ଖାନ୍

ମୁମ୍ବାଇ: NCB ଅଫିସରେ ରାତି କାଟିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ । ସୂଚନା ଅନୁସାରେ ଆର୍ଯ୍ୟନଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି NCB ଅଧିକାରୀ । ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପରେ ପଚରାଉଚରା କରାଯାଇଛି । ତାଙ୍କ ସହ ମୁନମୁନ ଧମେଚା, ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ…

ପତଞ୍ଜଳୀ ଗୁରୁକୁଳ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜବତ ହେଲା ସୁଇସାଇଡ ନୋଟ

ନୂଆଦିଲ୍ଲୀ : ରବିବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ବୈଦିକ କନ୍ୟା ଗୁରୁକୁଳ ଠାରେ ଏକ ଯୁବତୀ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ମଧ୍ୟପ୍ରଦେଶର ବାସିନ୍ଦା…

ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ମନ୍ତ୍ରୀଙ୍କ ପୁଅ ! ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ । ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇ ଦେବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ଗାଡ଼ି ଚଢ଼ାଇ ଦେବାରୁ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଭାରତୀୟ…

କୁକୁର ପରି ଭୁକି ଭୁକି ବର୍ଷକରେ ରୋଜଗାର କଲେ ୭ କୋଟି ଟଙ୍କା

ଏବେ ସୋସିଆଲ ମିଡ଼ିଆ ଲୋକଙ୍କୁ ଅର୍ଥ ରୋଜଗାରର ଏକ ବଡ଼ ମାଧ୍ୟମ ସାଜିଛି । ୟୁଟବ,ଫେସବୁକ ବା ଇନ୍‌ଷ୍ଟାଗ୍ରାମ ଜରିଆରେ ଲୋକେ ଘରେ ବସି ଭଲ ଟଙ୍କା ରୋଜଗାର କରୁଛନ୍ତି । ଏମିତି ଜଣେ ଝିଅ କେବଳ କୁକୁର ପରି ଭୁକି ଭୁକି ବର୍ଷକରେ ରୋଜଗାର କରିଛନ୍ତି ୭ କୋଟି ଟଙ୍କା । ବିଦେଶରେ ଓନଲି ଫ୍ୟାନ୍ସ…

ଡ୍ରଗସ୍‌ ଲିଙ୍କରେ ବଲିଉଡ ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଡ୍ରଗସ୍‌ ଲିଙ୍କରେ ବଲିଉଡ ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ । ତାଙ୍କୁ ଅଟକ ରଖି ଦୀର୍ଘ ସମୟ ଜେରା କରିବା ପରେ ଗିରଫ କରିଛି ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ୩ ଜଣ ଗିରଫ ହୋଇଛନ୍ତି । ତାଙ୍କ ମୋବାଇଲ ଫୋନ ପୂର୍ବରୁ ଜବତ କରିଛି NCB । ସେପଟେ ସୁଟିଂ ଛାଡି…

ବ୍ରିଟେନ: ଏବେ ସେନା ଡ୍ରାଇଭର ଚଲାଇବେ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର, ସଙ୍କଟରୁ ବାହାରିବା ପାଇଁ ଏମିତି ଘୋଷଣା କଲେ…

ବ୍ରିଟେନରେ ଡ୍ରାଇଭରମାନଙ୍କ ଅଭାବ ହେତୁ ପେଟ୍ରୋଲ ପମ୍ପରେ ସପ୍ଲାଏ ଲାଇନ୍‌ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏହି କାରଣରୁ ଦେଶର ଅବସ୍ଥା ବିଗିଡ଼ିବାରେ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ରିଟିଶ ସରକାର ବର୍ତ୍ତମାନ ସେନାକୁ ମଇଦାନକୁ ଆଣିବାକୁ ଘୋଷଣା କରିଛନ୍ତି। ସରକାର…

ବେରୋଜଗାରୀ ଆଣିଲା ତାଲିବାନ! କଲମ ଛାଡ଼ିବାକୁ ବାଧ୍ୟ ହେଲେ ସାମ୍ବାଦିକ, ଆର୍ଥିକ ସଙ୍କଟରେ ଯୁଝି ହେଉଥିବା ୧୫୦ ମିଡିଆ…

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ସାଧାରଣ ନାଗରିକମାନେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲାଗୁଛି ଯେମିତି ତାଲିବାନ ନିଜ ସହିତ ଆଫଗାନୀମାନଙ୍କ ପାଇଁ ବେରୋଜଗାରୀ ମଧ୍ୟ ନେଇକି ଆସିଛି। ଅବସ୍ଥା ଏପରି ହୋଇଛି ଯେ କଲମ ବ୍ୟବହାର କରୁଥିବା ହାତ ଏବେ ଇଟା ଧରି ଶ୍ରମିକ କାମ…

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ, ୫୮ ହଜାର ଖଣ୍ଡ ଭୋଟରେ ପ୍ରିୟଙ୍କାଙ୍କୁ ହରାଇଲେ

ବାଜି ମାରିଲେ ମମତା । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ । ଭବାନୀପୁର ଆସନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରିୟଙ୍କା ତ୍ରିବେଲାରଙ୍କୁ ୫୮ ହଜାର ଖଣ୍ଡ ଭୋଟରେ ହରାଇଲେ ଦିଦି । କହିରଖିବା ଉଚିତ ହେବକି ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ନନ୍ଦିଗ୍ରାମ…