Browsing Category

ଦେଶ ବିଦେଶ

ବ୍ରିଟେନ: ଏବେ ସେନା ଡ୍ରାଇଭର ଚଲାଇବେ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର, ସଙ୍କଟରୁ ବାହାରିବା ପାଇଁ ଏମିତି ଘୋଷଣା କଲେ…

ବ୍ରିଟେନରେ ଡ୍ରାଇଭରମାନଙ୍କ ଅଭାବ ହେତୁ ପେଟ୍ରୋଲ ପମ୍ପରେ ସପ୍ଲାଏ ଲାଇନ୍‌ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏହି କାରଣରୁ ଦେଶର ଅବସ୍ଥା ବିଗିଡ଼ିବାରେ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ରିଟିଶ ସରକାର ବର୍ତ୍ତମାନ ସେନାକୁ ମଇଦାନକୁ ଆଣିବାକୁ ଘୋଷଣା କରିଛନ୍ତି। ସରକାର…

ବେରୋଜଗାରୀ ଆଣିଲା ତାଲିବାନ! କଲମ ଛାଡ଼ିବାକୁ ବାଧ୍ୟ ହେଲେ ସାମ୍ବାଦିକ, ଆର୍ଥିକ ସଙ୍କଟରେ ଯୁଝି ହେଉଥିବା ୧୫୦ ମିଡିଆ…

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ସାଧାରଣ ନାଗରିକମାନେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲାଗୁଛି ଯେମିତି ତାଲିବାନ ନିଜ ସହିତ ଆଫଗାନୀମାନଙ୍କ ପାଇଁ ବେରୋଜଗାରୀ ମଧ୍ୟ ନେଇକି ଆସିଛି। ଅବସ୍ଥା ଏପରି ହୋଇଛି ଯେ କଲମ ବ୍ୟବହାର କରୁଥିବା ହାତ ଏବେ ଇଟା ଧରି ଶ୍ରମିକ କାମ…

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ, ୫୮ ହଜାର ଖଣ୍ଡ ଭୋଟରେ ପ୍ରିୟଙ୍କାଙ୍କୁ ହରାଇଲେ

ବାଜି ମାରିଲେ ମମତା । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ । ଭବାନୀପୁର ଆସନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରିୟଙ୍କା ତ୍ରିବେଲାରଙ୍କୁ ୫୮ ହଜାର ଖଣ୍ଡ ଭୋଟରେ ହରାଇଲେ ଦିଦି । କହିରଖିବା ଉଚିତ ହେବକି ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ନନ୍ଦିଗ୍ରାମ…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଅଫଲାଇନରେ ଏବେ ମିଳିବନି ନୂଆ ମୋବାଇଲ୍‌ ସିମ୍ କାର୍ଡ଼

ମୋବାଇଲ ସିମକୁ ନେଇ ଆସିଲା ସରକାରଙ୍କ ବଡ଼ ନିଷ୍ପତ୍ତି। ଜାଲ୍‌ ସିମ୍ କାର୍ଡ ଘଟଣାକୁ ଧ୍ୟାନରେ ରଖି ମୋଦି ସରକାର ଆଣିଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁଯାୟୀ ଏବେ ମିଳିବନି ଆଉ ନୂଆ ମୋବାଇଲ ସିମକାର୍ଡ। ଗ୍ରାହକ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ଖୁବ ଶୀଘ୍ର ଲାଗୁ ହେବ New Sim…

ବାହାଘରରେ ଖାଇବାକୁ ମନା କରିବାରୁ ରାଗରେ ବର ସାମ୍ନାରେ ହିଁ ସବୁ ଫଟୋ ଡିଲିଟ୍‌ କରି ଦେଲେ ଫଟୋଗ୍ରାଫର

ବାହାଘରର ଫଟୋ ଉଠାଇବାକୁ ଯାଇଥିବା ଫଟୋଗ୍ରାଫରକୁ ଖାଇବାକୁ ନ ଦେବାରୁ ବର ସାମ୍ନାରେ ହିଁ ସେ ସବୁ ଫଟୋ ଡିଲିଟ୍‌ କରିଦେଇଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି। ଖବର ସାମ୍ନାକୁ ଆସିବା ପରେ ଫଟୋଗ୍ରାଫର କାହିଁକି ଏମିତି କଲେ ବୋଲି ଲୋକେ ତାଙ୍କ ଠାରୁ ଜାଣିବାକୁ…

ଚାଓମିନ୍‌ ଦେଇ ଭାଇକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ସମ୍ପର୍କୀୟ ଭାଇ, ସଫଳ ନ ହେବାରୁ ନେଲା ଜୀବନ

ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଭାଇର ଜୀବନ ନେଲା ଭାଇ। ଉତ୍ତର ପ୍ରଦେଶର ମଥୁରାରୁ ଆସିଛି ଏଭଳି ଛାତିଥରା ମାମଲା। ଏଠାରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ତା’ ସମ୍ପର୍କୀୟ ଭାଇ ହତ୍ୟା କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ଯେ ସମ୍ପର୍କୀୟ ଭାଇ ଜଣକ ଏହି…

ଟ୍ଵିଟରକୁ ପୁଣି ଫେରିବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆକାଉଣ୍ଟ ପୁନଃସ୍ଥାପନ କରିବାକୁ କୋର୍ଟଙ୍କୁ କଲେ ଅନୁରୋଧ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଫ୍ଲୋରିଡାରେ ଜଣେ ସଂଘୀୟ ନ୍ୟାୟାଧୀଶଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃସ୍ଥାପନ କରିବାକୁ କହିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଫ୍ଲୋରିଡା ଜିଲ୍ଲା…

ବାପାଙ୍କ ଫଟୋରେ ମାଳା ଚଢ଼ାଉଥିବା ବେଳେ ହୃଦ୍‌ଘାତ, ନିଜ ଜନ୍ମଦିନରେ ହିଁ ଚାଲିଗଲେ ପୂର୍ବତନ ବିଧାୟକ

ନିଜର ୫୯ତମ ଜନ୍ମଦିନରେ ହିଁ ଡିଏମକେର ପୂର୍ବତନ ବିଧାୟକ ଭୀରାପାଣ୍ଡି ଏ ରାଜାଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ସେ ତାଙ୍କ ଦିବଂଗତ ବାପା ତଥା ପୂର୍ବତନ ମନ୍ତ୍ରୀ ଭୀରାପାଣ୍ଡି ଏ ଅରୁମୁଗମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏ ରାଜାଙ୍କର ପତ୍ନୀ…

ବର୍ଷେ ହେବ ମିଳୁ ନାହାନ୍ତି ଜେଏନୟୁ ଓ ବିଏଚୟୁର ନୂତନ କୁଳପତି, ଦ୍ୱିତୀୟ ଥର ପାଇଁ ଆବେଦନ ମାଗିଲା ମନ୍ତ୍ରାଳୟ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରବର୍ତ୍ତୀ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସରକାରଙ୍କ କହିବା ଅନୁସାରେ, ଏ ପର୍ଯ୍ୟନ୍ତ ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି…

କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଅଚାନକ ଚଢଉ କଲା NCB, ବଲିଉଡର ଆଗଧାଡିର ଅଭିନେତାଙ୍କ ପୁଅକୁ ଅଟକ ରଖିବା ସହିତ…

ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଅଚାନକ ଚଢଉ କରିଛି ଏନସିବି। ଏଥିରେ ୧୦ ଲୋକଙ୍କୁ ଗିରଫ କରାଯାଇଛି। ଏହି ପାର୍ଟିରେ ବଲିଉଡର ଜଣେ ଆଗଧାଡିର ଅଭିନେତାଙ୍କ ପୁଅ ସାମିଲ ରହିଥିବା ଖବର ମିଳିଛି। କ୍ରୁଜରେ ଏନସିବି ୮ ଘଣ୍ଟାରୁ ଅଧିକ ସମୟରେ ଛାପା ମରିଥିଲା।…

ଆଜି ଭବାନିପୁର ରେଜଲ୍ଟ , ପଶ୍ଚିମବଙ୍ଗର ଏହି ଆସନରେ ବାଜି ଲାଗିଛି ଦିଦିଙ୍କ ସମ୍ମାନ

କୋଲକତା: ଆଜି ଭବାନିପୁର ରେଜଲ୍ଟ। ପଶ୍ଚିମବଙ୍ଗର ଏହି ଆସନରେ ବାଜି ଲାଗିଛି ଦିଦିଙ୍କ ସମ୍ମାନ। କାରଣ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଦିଦିଙ୍କୁ ଭବାନୀପୁର ହାତେଇବାକୁ ପଡ଼ିବ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ଵାଲଙ୍କ ସହ ମମତାଙ୍କ…