Browsing Category

ଦେଶ ବିଦେଶ

LICର ଏମଡି ଦାୟିତ୍ୱ ନେଲେ ବି.ସି ପଟ୍ଟନାୟକ

କେନ୍ଯୁଜ୍: LICର ଏମଡି ଦାୟିତ୍ୱ ନେଲେ ବି.ସି ପଟ୍ଟନାୟକ । ଭାରତୀୟ ଜୀବନ ବୀମା ନିଗମର ଏମଡି ପଦକୁ ଉନ୍ନୀତ ହୋଇଛନ୍ତି ବି.ସି ପଟ୍ଟନାୟକ । ୧୯୮୬ରେ ଏଲଆଇସିରେ ଡାଇରେକ୍ଟ ରିକ୍ରୁଟ ଅଫିସର ଭାବେ ଯୋଗ ଦେଇଥିଲେ । ଏଲଆସିର ଏମଡି ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ପଟ୍ଟନାୟକ କାଉନସିଲ ଫର…

WHO କର୍ମଚାରୀଙ୍କ ଅମାନୁଷିକ କାର୍ଯ୍ୟ, ସହାୟତା କରିବାକୁ ଯାଇ ଝିଅ ଓ ମହିଳାଙ୍କୁ କଲେ ଧର୍ଷଣ

ନୂଆଦିଲ୍ଲୀ : କଥାରେ ଅଛି ବାଡ଼ ଯେବେ ଘାସ ଖାଏ ଦୋଷ ଦେବେ କାହାକୁ । ଖୋଦ୍‌ ସହାୟତାକାରୀ ଯଦି ଧର୍ଷଣ କରେ ତେବେ କହିବେ କାହାକୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର କର୍ମଚାରୀଙ୍କ ନାମରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଇବୋଲା ମହାମାରୀରେ କଙ୍ଗୋକୁ ସହାୟତା କରିବାକୁ ଯାଇଥିବା WHO ର ୨୧…

ନୋଏଡ଼ାରେ ମାସେ ଯାଏଁ ଲାଗୁ ହେଲା ୧୪୪ ଧାରା, ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜନସମାଗମ ମନା

ଉତ୍ତର ପ୍ରଦେଶର ନୋଏଡ଼ାରେ ଅକ୍ଟୋବର ୩୧ ଯାଏଁ ଲାଗୁ ହେଲା ୧୪୪ ଧାରା। ଗୌତମବୁଦ୍ଧ ନଗରରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ ଯାଏଁ ୧୪୪ ଧାରା ଜାରି କରାଯାଇଛି। ଏନେଇ ସୂଚନା ଦେବା ଅବସରରେ କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି, ଅକ୍ଟୋବର ମାସରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ…

ବର୍ଷା ତାଣ୍ଡବ: ଭୂସ୍ଖଳନ ଯୋଗୁ ସିମ୍‌ଲାରେ ଭୁଶୁଡ଼ିଲା ୮ ତାଲା କୋଠା; ଦେଖନ୍ତୁ ଭିଡିଓ

ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଖାସ୍‌ କରି ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ଏକାଧିକ ବହୁତଳ ପ୍ରାସାଦ ମାଟିରେ…

ଟାଟା ସନ୍ସ ଜିତିନେଲା ଏୟାର ଇଣ୍ଡିଆ ନିଲାମ, କେବଳ ଔପଚାରିକ ଘୋଷଣା ବାକି

ନୂଆଦିଲ୍ଲୀ : ବିକ୍ରି ହୋଇଗଲା ଏୟାର ଇଣ୍ଡିଆ । ଘରୋଇ ସଂସ୍ଥା ହାତକୁ ଗଲା ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ । ସରକାର ଡାକିଥିବା ନିଲାମ ପ୍ରକୟିୟାରେ ଟାଟା ସନ୍ସ ନିଲାମ ଜିତିଛି । ଏବେ ଏୟାର ଇଣ୍ଡିଆ ଟାଟା ସନ୍ସ ଅଧୀନକୁ ଯିବ । କେବଳ ଔପଚାରିକ ଭାବେ ଘୋଷଣା ବାକି ରହିଛି । ସିଭିଲ ଏଭିଏସନ…

ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା, ଜଣେ ମହିଳାଙ୍କ ସମେତ ଚାଲିଗଲା ୭ ଜୀବନ

ମଧ୍ୟପ୍ରଦେଶ(କେ ନ୍ୟୁଜ): ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜଣେ ମହିଳାଙ୍କ ସମେତ ଚାଲିଗଲା ୭ ଯାତ୍ରୀଙ୍କ ଜୀବନ। ଏକ ବସ୍‌ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା। ଦୁର୍ଘଟଣାରେ ୭ଜଣ ପ୍ରାଣ ହରାଇଥିବାବେଳେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ମଧ୍ୟପ୍ରଦେଶ ଭିଣ୍ଡ ନିକଟ ଭିଖାଦି ଗାଁରେ ଘଟିଛି…

ତୁ ମୋର ନୁହେଁ ତ ଆଉ କାହାର ନୁହେଁ: ପ୍ରେମିକର ବାହାଘର ଅନ୍ୟ ଜାଗାରେ ଠିକ୍‌ ହେବାରୁ ରଡ୍‌ରେ ପିଟି ପିଟି ମାରି ଦେଲା…

ପ୍ରେମିକକୁ ମାରି ମାରି ମାରିଦେଲା ପ୍ରେମିକା। ଧରମ ଭାଇ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା। ଏଭଳି ଜଘନ୍ୟ ଲୋମଟାଙ୍କୁରା ଘଟଣା ଘଟିଛି ଗୁରୁଗାଓଁରେ। ଏଠାରେ ଜଣେ ୨୫ ବର୍ଷର ଯୁବକକୁ ରଡ଼ ଓ ପଥରରେ ଛେଚି ମାରି ଦେଇଛି ତା’ ୨୪ ବର୍ଷୀୟା ପ୍ରେମିକା ଓ ପ୍ରେମିକାର ଭାଇ। ମିଳିଥିବା…

ବଦଳିଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ନାମ, ଏବେ ‘ମଧ୍ୟାହ୍ନ ଭୋଜନ’ ସ୍ଥାନରେ କୁହାଯିବ ‘ପିଏମ୍‌-ପୋଷଣ ଯୋଜନା’

ସମ୍ପ୍ରତି ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ‘ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ’ ନାମକୁ ପରିବର୍ତ୍ତନ କରାଯାଇଛି। ସରକାରୀ ଏବଂ ସହାୟତା ପ୍ରାପ୍ତ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ଯକ୍ରମ ନାମ ଏବେ ବଦଳି ‘ପିଏମ୍‌-ପୋଷଣ ଯୋଜନା’ ନାମରେ ଜଣାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭବାନୀପୁର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କ ମଧ୍ୟରେ ହାଇଭୋଲଟେଜ୍‌…

କୋଲକତା: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଏଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ଵାଲଙ୍କ ମଧ୍ୟରେ ହାଇଭୋଲଟେଜ୍‌ ମୁକାବିଲା ହେଉଛି। ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ…

ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ନେବ ବାତ୍ୟାର ରୂପ, ପରବର୍ତ୍ତୀ ୨୪ ଘଣ୍ଟାରେ ପରିଣତ ହେବ ସାମୁଦ୍ରିକ ଝଡ଼ରେ

କେନ୍ଯୁଜ୍: ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ବାତ୍ୟାର ରୂପ ନେବ । ଉତ୍ତର ପୂର୍ବ ଆରବ ସାଗର ଉପରେ ରହିଛି ଗୁଲାବର ଅବଶିଷ୍ଟାଂଶ । ଏବେ ୱେଲ୍‌ ମାର୍କଡ୍‌ ଲୋ ପ୍ରେସର ହୋଇ ଅଛି । ଆଜି ଗୁଜରାଟ ଉପକୂଳରେ ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ।…

‘ସିଦ୍ଧୁଙ୍କ ଦ୍ୱାରା ରାଜନୀତି ହେବନି, ଭଲ ହେବ ସେ ପୁଣି କପିଲ ଶର୍ମାଙ୍କ ଶୋ’କୁ ଫେରିଯାଆନ୍ତୁ’: ମନୀଷ ତିଓ୍ଵାରୀ

ପଞ୍ଜାବରେ ଚାଲିଥିବା ରାଜନୈତିକ ହଟଚମଟକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ମନୀଷ ତିଓ୍ଵାରୀ। ମନୀଷ କହିଛନ୍ତି, ପଞ୍ଜାବ ସମସ୍ୟାକୁ ସମାଧାନ କରିବା ଦାୟିତ୍ୱ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଦିଆଯାଇଛି, ଯାହାର ପଞ୍ଜାବ ବିଷୟରେ କୌଣସି ଜ୍ଞାନ ନାହିଁ। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା…

ଅମିତ ଶାହାଙ୍କ ଘରେ ପହଞ୍ଚିଲେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ, ହାତ ଛାଡ଼ି ଧରିପାରନ୍ତି ପଦ୍ମ

ବିଜେପି ନେତା ଅମିତ ଶାହାଙ୍କ ଘରେ ପହଞ୍ଚିଲେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ। ଅମିତ ଶାହଙ୍କୁ ଭେଟିବା ପାଇଁ ସେ ତାଙ୍କ ବାସ ଭବନରେ ପହଞ୍ଚିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଗତ କାଲି ଚର୍ଚ୍ଚା ହେଉଥିଲା ଯେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ବିଜେପିରେ ମିଶି ପାରନ୍ତି। ଆଜି…