Browsing Category

ଦେଶ ବିଦେଶ

କୁକୁରର ଅଜବ କାର୍ଯ୍ୟ : ଲୋକଙ୍କୁ ଦେଖି ଚିଡ଼େଉଥିଲା କୁକୁର, ପଡ଼ୋଶୀ କଲେ ଅଭିଯୋଗ

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ଅନ୍ୟକୁ ଚିଡ଼େଇଥିବାର ଦେଖାଯାଏ । କେହି କେହି ମୁହଁରେ ବିକୃତ ଅଙ୍ଗଭଙ୍ଗୀ କରି ଅନ୍ୟକୁ ଚିଡ଼େଇଥାନ୍ତି । ହେଲେ ଏକ କୁକୁର ମଣିଷ ଭଳି ଅନ୍ୟକୁ ଚିଡ଼େଉଥିବା କେହି କେବେ ଦେଖି ନଥିବେ । ଏବେ ସୋସିଆଲ ମିଡ଼ିଆରେ ଏହି କୁକୁରର ଅଙ୍ଗଭଙ୍ଗୀ ବେଶ ଭାଇରାଲ ହେବାରେ ଲାଗିଛି…

ବିବାହ ପାଇଁ ଜେସିବିରେ ବାହାରିଲେ ବର-କନ୍ୟା, ଲୋକେ ଦେଖି ହେଲେ ତାଜୁବ୍‌

ଇସଲାମବାଦ : ପାକିସ୍ତାନରେ ବିବାହ ବେଳର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଇଛି ବର-କନ୍ୟା ଏକ ଜେସିବିରେ ଆସୁଛନ୍ତି । ଲୋକେ ଏହାକୁ ଦେଖି ତାଜୁବ ହେବା ସହ ଏହି ଦୃଶ୍ୟକୁ ବେଶ ଉପଭୋଗ କରୁଛନ୍ତି । ବିବାହକୁ କିଛି ନୂଆ କରି ଦେଖାଇବାକୁ ସମସ୍ତେ ଚାହାଁନ୍ତି । କେହି…

୫ କୋଟି ଲଟେରୀ ଜିତି ବି ରଖିଲେନି ଗୋଟିଏ ଟଙ୍କା, ସବୁ ବାଣ୍ଟିଦେଲେ ବନ୍ଧୁ ଓ ଦୁଃଖୀଙ୍କ ମଧ୍ୟରେ

ନୂଆଦିଲ୍ଲୀ : ଦୁନିଆରେ କ୍ୱଚିତ ଲୋକ ଥାଆନ୍ତି ଯେଉଁମାନେ ଅନ୍ୟ ପାଇଁ କାନ୍ଦନ୍ତି । ସୁବିଧା ପାଇଲେ ବହୁତ କିଛି କରିଥାନ୍ତି ଦୁଃଖୀ ଲୋକଙ୍କ ପାଇଁ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅଷ୍ଟ୍ରେଲିଆର ପିଟର ଚାର୍ଲଟନ ଯେ କି ଅନ୍ୟର ଖୁସୀ ପାଇଁ ଲଟେରୀରେ ପାଇଥିବା ୫ ଲକ୍ଷ ପାଉଣ୍ଡ ବା ପ୍ରାୟ ୫…

ଲେହରେ ଉଡ଼ିଲା ବିଶ୍ୱର ସବୁଠୁ ଦୀର୍ଘ ହଜାରେ କିଲୋ ଓଜନର ଭାରତୀୟ ଜାତୀୟ ପତାକା

ନୂଆଦିଲ୍ଲୀ : ଆଜି ଗାନ୍ଧି ଜୟନ୍ତୀରେ ଲଦାଖର ରାଜଧାନୀ ଲେହରେ ଉଡ଼ିଲା ସବୁଠୁ ବଡ଼ ଜାତୀୟ ପତାକା । ଖଦୀରେ ତିଆରି ଏହି ଭାରତୀୟ ଜାତୀୟ ପତାକାର ଦୀର୍ଘ ୨୨୫ ଫୁଟ ରେ ୧୫୦ ଫୁଟ ଥିବା ବେଳେ ଏହାର ଓଜନ ୧ ଟନ ବା ୧୦୦୦ କିଲୋଗ୍ରାମ ବୋଲି ଜଣାପଡ଼ିଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ ଦେଢ଼ ମାସ ସମୟ…

ଜର୍ମାନୀ ଅଦାଲତ ୯୬ ବର୍ଷୀୟା ନାଜି ମହିଳାଙ୍କ ବିରୋଧରେ ଜାରି କଲା ଗିରଫ ପରଓ୍ଵାନା, ୧୧,୪୧୨ ଲୋକଙ୍କ ହତ୍ୟାରେ ଥିଲେ…

ଜର୍ମାନର ଏକ ଜିଲ୍ଲା କୋର୍ଟ ଜଣେ ୯୬ ବର୍ଷୀୟା ମହିଳାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି, ଯାହା ପରଠାରୁ ଏହି ମାମଲା ଚର୍ଚ୍ଚାରେ ରହିଛି। ବାସ୍ତବରେ, ନାଜି ଯୁଦ୍ଧ ସମୟରେ ହୋଇଥିବା ହତ୍ୟାକାଣ୍ଡରେ ଏହି ମହିଳାଙ୍କ ଭୂମିକା ସନ୍ଦେହଜନକ ରହିଥିଲା ଏବଂ ଏବେ ମକଦ୍ଦମା ଆରମ୍ଭ ହେବା…

ଭାରତ-ପାକ ସୀମାରେ ବଢୁଛି ଅନୁପ୍ରବେଶ, ଘଟି ଚାଲିଛି ଅସ୍ତ୍ର ବିରତି ଉଲଂଘନ

କେନ୍ୟୁଜ୍(ବ୍ୟୁରୋ):  ଭାରତ-ପାକ ସୀମାରେ ବଢୁଛି ଅନୁପ୍ରବେଶ । ଗତ ଫେବୃଆରୀରୁ ଜୁନ ଶେଷ ପର୍ଯ୍ୟନ୍ତ ପାକ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲଂଘନ ହୋଇନଥିଲା । ତେବେ ଗତ କିଛି ଦିନ ହେଲା ଅନୁପ୍ରବେଶ ବଢିବା ସହ ଅସ୍ତ୍ର ବିରତି ଉଲଂଘନ ହେଉଛି । ଗତ ୧୦ ଦିନ ଭିତରେ ୨ଥର ଅସ୍ତ୍ର ବିରତି ଉଲଂଘନ…

ପ୍ରେମ ପାଇଁ ଛାଡ଼ି ଦେଲେ କୋଟି କୋଟି ଟଙ୍କା, ଏହି ସାଧାରଣ ଯୁବକଙ୍କୁ ବିବାହ କରିବାକୁ ଯାଉଛନ୍ତି ଜାପାନର ରାଜକୁମାରୀ

ଜାପାନର ରାଜକୁମାରୀ ମାକୋ ଆସନ୍ତା ମାସରେ ତାଙ୍କ ଭାବୀ ସ୍ୱାମୀଙ୍କୁ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ବିବାହ ଉତ୍ସବ ପାଇଁ ଏ ପର୍ଯ୍ୟନ୍ତ କୌଣସି ଯୋଜନା ହୋଇ ନାହିଁ। ତେବେ ଏହି ବିବାହ ଉପରେ ସାରା ବିଶ୍ୱର ନଜର ରହିଛି। କାରଣ ରାଜକୁମାରୀ ଯେଉଁ ବ୍ୟକ୍ତିଙ୍କୁ ବିବାହ କରୁଛନ୍ତି ସେ ଜଣେ…

ମହଙ୍ଗା ପଡ଼ିଲା ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା, ଅଫିସ ଭିତରେ ହିଁ ନିର୍ଦ୍ଧୁମ ଛେଚିଲେ କର୍ମଚାରୀ

ମହଙ୍ଗା ପଡ଼ିଲା ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା। ଅଫିସରେ ସବୁ ମହିଳା ମିଶି ଯୁବକଙ୍କୁ ଦେଲେ ପାନେ। ସବୁବେଳେ ଖରାପ ଭାଷା ବ୍ୟବହାର କରି ମହିଳାଙ୍କୁ ବେଇଜ୍ଜତ କରୁଥିବା ଜଣେ ଆଇଟି ସହାୟକଙ୍କୁ ଅଫିସରେ ହିଁ ପିଟିଲେ ମହିଳା। ଏଥିସହ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମଧ୍ୟ…

ଭାରତ ସହ ମୁକାବିଲା ପାଇଁ ପାକିସ୍ତାନୀ ଅଧିକାରୀଙ୍କୁ ନିଜ ସେନାରେ ନିୟୋଜିତ କଲା ଚୀନ, LAC ପାଖରେ ଦେଲା ଦାୟିତ୍ୱ:…

ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ପାକିସ୍ତାନ ଓ ଚୀନ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କରିଛନ୍ତି। ଗୁଇନ୍ଦା ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଚୀନ ଭାରତର ମୁକାବିଲା କରିବା ପାଇଁ ପାକିସ୍ତାନୀ ଅଧିକାରୀଙ୍କୁ ସେନାରେ ନିୟୋଜିତ କରିଛି ଏବଂ ଏହି ପାକିସ୍ତାନୀ ଅଧିକାରୀମାନଙ୍କୁ LAC…

ଭୋକ ଉପାସରେ ମରୁଛନ୍ତି ଆଫଗାନିସ୍ତାନର ୮୦ ପ୍ରତିଶତ ଲୋକ, ତଥାପି ତାଲିବାନର ଖସୁନି ଯୁଦ୍ଧ ନିଶା

ତାଲିବାନ କବ୍‌ଜାକୁ ଯିବା ପରେ ଆଫଗାନିସ୍ତାନରେ ଏବେ ହାହାକାର ସ୍ଥିତି। ଦେଶର ଅର୍ଥନୀତି ଏବେ ତଳ ମୁହାଁ। ଲୋକମାନଙ୍କର କାମ ଧନ୍ଦା ଠପ୍‌ ହୋଇଯାଇଥିବାରୁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଛି। ଏଥିସହ ଦେଶର ଟଙ୍କାକୁ ବିଦେଶୀ ସଂସ୍ଥା ଓ ଆମେରିକା ଫ୍ରିଜ୍‌ କରି ଦେଇଛନ୍ତି। ଏଭଳି…

ବିଶ୍ୱରେ ୫୦ ଲକ୍ଷ ଛୁଇଁଲା କରୋନା ମୃତ୍ୟୁ ସଂଖ୍ଯା, ସପ୍ତାହରେ ପ୍ରତିଦିନ ୮ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ(କେନ୍ଯୁଜ୍): ବିଶ୍ୱରେ ଘାତକ ସାଜିଛି କରୋନା । କରୋନା ମୃତ୍ୟୁ ୫୦ ଲକ୍ଷ ଛୁଇଁଛି । ପ୍ରଥମ ୨୫ ଲକ୍ଷ ମୃତ୍ୟୁ ପାଇଁ ୩୬୫ ଦିନ ଲାଗିଥିଲା । ପରବର୍ତ୍ତି ୨୫ ଲକ୍ଷ ମୃତ୍ୟୁ ପାଇଁ ଲାଗିଛି ମାତ୍ର ୨୩୬ ଦିନ। ୭ ଦିନର ହାରାହାରି ରିପୋର୍ଟରେ ବିଶ୍ୱର ମୃତ୍ୟୁ ସଂଖ୍ୟା ମଧ୍ୟରୁ…

LICର ଏମଡି ଦାୟିତ୍ୱ ନେଲେ ବି.ସି ପଟ୍ଟନାୟକ

କେନ୍ଯୁଜ୍: LICର ଏମଡି ଦାୟିତ୍ୱ ନେଲେ ବି.ସି ପଟ୍ଟନାୟକ । ଭାରତୀୟ ଜୀବନ ବୀମା ନିଗମର ଏମଡି ପଦକୁ ଉନ୍ନୀତ ହୋଇଛନ୍ତି ବି.ସି ପଟ୍ଟନାୟକ । ୧୯୮୬ରେ ଏଲଆଇସିରେ ଡାଇରେକ୍ଟ ରିକ୍ରୁଟ ଅଫିସର ଭାବେ ଯୋଗ ଦେଇଥିଲେ । ଏଲଆସିର ଏମଡି ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ପଟ୍ଟନାୟକ କାଉନସିଲ ଫର…