Below header
Browsing Category

ଦେଶ ବିଦେଶ

କାବୁଲରେ ଉଡ଼ନ୍ତା ବିମାନରୁ ଖସିଥିଲେ ଆଫ୍‌ଗାନୀ ଖେଳାଳି, ମୃତ୍ୟୁ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା

କାବୁଲରେ ଆମେରିକୀୟ ସୈନ୍ୟ ବିମାନରୁ ଖସି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆଫ୍‌ଗାନୀ ଫୁଟବଲର ଥିଲେ। ବିମାନ ଦୋହାରେ ଅବତରଣ କରିବା ପରେ ଫୁଟବଲରଙ୍କ ଅବଶେଷ ବିମାନର ହ୍ଵିଲ୍‌ େଓ୍ଵଲରେ ମିଳିଛି। ଏହି ଫୁଟବଲରଙ୍କ ନାଁ ଜକି ଅନଓ୍ଵାରୀ ବୋଲି କୁହାଯାଉଛି, ତାଙ୍କ ବୟସ ୧୯ ବର୍ଷ ଥିଲା।…

ନିଜେ ନିଜେ ଟ୍ରାଫିକ୍‌ ପୋଲିସ ବନିଗଲା ତାଲିବାନୀ ଆତଙ୍କବାଦୀ, ବର୍ଦ୍ଦି ନାଁରେ କେବଳ ଟୋପି ପିନ୍ଧି କରୁଛି ଡ୍ୟୁଟି;…

ଆଫଗାନିସ୍ତାନ ଉପରେ ତାଲିବାନ୍‌ କବ୍‌ଜା କରିବା ପରେ ସେଠାକାର ସ୍ଥିତି ସଙ୍ଗୀନ ରହିଛି। ଦେଶକୁ ତାଲିବାନ୍‌ମାନେ ନିଜ ହାତକୁ ନେବା ପରେ ସାଧାରଣ ଜନତା ବି ଭୟଭୀତ ହୋଇ ପଡ଼ିଛନ୍ତି। ଲୋକମାନେ ଯେକୌଣସି ମତେ ଦେଶ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ତାଲିବାନୀ…

ଏସ୍‌ବିଆଇ କ୍ଲର୍କ ପ୍ରିଲିମିନାରୀର ଆଡମିଟ୍‌ କାର୍ଡ ଜାରି, ଏମିତି କରନ୍ତୁ ଡାଉନ୍‌ଲୋଡ୍‌

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କ୍ଲର୍କ ପଦ ପାଇଁ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷାର ଆଡମିଟ୍‌ କାର୍ଡ ଜାରି କରାଯାଇଛି। ଏସ୍‌ବିଆଇ କ୍ଲର୍କ ପ୍ରିଲିମ୍ସ ୨୦୨୧ ଆଡମିଟ୍‌ କାର୍ଡର ଲିଙ୍କ ଅଫିସିଆଲ ୱେବ୍‌ସାଇଟ୍‌ sbi.co.in ରେ ଦିଆଯାଇଛି। ଯେଉଁ ପ୍ରାର୍ଥୀ ଏସ୍‌ବିଆଇ ଜୁନିୟର…

ଭାଇରାଲ୍ ହେଉଛି କାବୁଲ ଏୟାର ପୋର୍ଟରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ, ନିଜ ଛୁଆକୁ ବଞ୍ଚାଇବାକୁ କେମିତି ନେହୁରା ହେଉଛନ୍ତି…

କାବୁଲ: କାବୁଲ ଏୟାର ପୋର୍ଟରେ ଭୟାନକ ଦୃଶ୍ୟ । ତାଲିବାନୀ ଭୟରେ ଦେଶ ଛାଡୁଛନ୍ତି ହଜାର ହଜାର ଲୋକ । ଏସବୁ ଭିତରେ ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଦୃଶ୍ୟ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ସେନା ଆଗରେ ନେହୁରା ହେଉଛନ୍ତି । ଏୟାରପୋର୍ଟ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ

ନୁଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୀର ଭୂମିରେ ନିଜ ସ୍ୱର୍ଗୀୟ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ଗୁଲାମ ନବୀ ଆଜାଦ, ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ…

୨୬ ବର୍ଷ ଧରି ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି ଏହି ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ :  ଜଣେ ପାକିସ୍ତାନୀ ମହିଳା ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହା ସତ୍ୟ । ମହିଳାଙ୍କ ନାମ କମର ଜହାଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦୀର୍ଘ ୨୬ ବର୍ଷ ଧରି ହାତ ବାନ୍ଧୁଛନ୍ତି ଏହି ପାକିସ୍ତାନ ମହିଳା ।  ସେ…

ଆଫଗାନିସ୍ତାନରେ ପୁଣି ନୂଆ ସମୀକରଣ, ତାଲିବାନୀଙ୍କ ବିରୋଧ ପାଇଁ ହେଲାଣୀ ମେଳି

କାବୁଲ : ଆଫଗାନିସ୍ତାନରେ ତାଲିବାନୀ ସରକାର ନେଇ କସରତ ଚାଲିଥିବାବେଳେ ପୁଣି ଏକ ନୂଆ ସମୀକରଣ ଆରମ୍ଭ ହେଲାଣି ସେଠାରେ । ସରକାର ଗଠନ ନେଇ କୌଣସି ସ୍ପଷ୍ଟତା ନଥିବାରୁ ଆଇଏମଏଫ ସମ୍ବଳକୁ ବିନିଯୋଗ କରିପାରିବ ନାହିଁ ଆଫଗାନିସ୍ତାନ । ଏମିତି କଟକଣା ଲଗାଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ଫଳରେ…

ଆମେରିକା ସେନାକୁ ଗୁହାରୀ କଲେ ଆଫଗାନ ଯୁବତୀ, ‘ତାଲିବାନୀଙ୍କ ହାତରୁ ବଞ୍ଚାଇ ଦିଅ’

ନୂଆଦିଲ୍ଲୀ : ତାଲିବାନ ଯୋଦ୍ଧା ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହୋଇ ପଡ଼ିଛି । ଏବେ ସେଠାରୁ ଶହ ଶହ ସାଧାରଣ ଜନତା ବିଭିନ୍ନ ଦେଶକୁ ଯିବା ପାଇଁ କାବୁଲ ଏୟାରପୋର୍ଟରେ ଭିଡ ଜମାଇଛନ୍ତି । ଏହି ଭିତରେ କାବୁଲ ଏୟାରପୋର୍ଟରୁ ଏକ ଭିଡ଼ିଓ ଭାଇରାଲ ହୋଇଛି…

ଭାଙ୍ଗିଗଲା ଆଫଗାନିସ୍ତାନର ଆଥ୍‌ଲେଟ୍‌ଙ୍କ ସ୍ୱପ୍ନ, ପାରା ଅଲମ୍ପିକରେ ନେଇପାରିବେନି ଭାଗ

ଭାଙ୍ଗିଲା ଆଫଗାନିସ୍ତାନର ପାରା ଅଲମ୍ପିକ୍‌ ଆଥଲେଟ୍‌ଙ୍କ ସ୍ୱପ୍ନ। ଦେଶରେ ତାଲିବାନ୍‌ ରାଜ୍‌ ଆରମ୍ଭ ହୋଇଥିବାରୁ ଏହି ଖେଳାଳିମାନେ ଆଉ ୨୪ ଅଗଷ୍ଟରେ ଆରମ୍ଭ ହେଉଥିବା ପାରା ଅଲମ୍ପିକ୍‌ରେ ଭାଗ ନେଇପାରିବେ ନାହିଁ। ଏନେଇ ଇଣ୍ଟରନ୍ୟାସନାଲ ପାରାଅଲମ୍ପିକ କମିଟି(ଆଇପିସି)ର ଅଧ୍ୟକ୍ଷ କହିଛନ୍ତି,…

ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଆରା ବିକ୍ଷୋଭ: ଭୋପାଳ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ କାନ ଧରି ହେଲେ ବସଉଠ

ଭୋପାଳ: କାନ ଧରି ବସଉଠ । ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଆରା ବିକ୍ଷୋଭ। ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ହାତରେ ରାକ୍ଷୀ ଥାଳି ଧରି ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଏପରିକି ଶିକ୍ଷୟିତ୍ରୀମାନେ କାନ ଧରି ବସଉଠ ହେଉଥିବା ଦେଖିବାକୁ ମିଳିଛି।…

ହୃଦୟ ବିଦାରକ! ପୁତ୍ର ସନ୍ତାନ ଜନ୍ମ କଲାନି ବୋଲି ଫୁଟନ୍ତା ପାଣିରେ ସ୍ତ୍ରୀକୁ ଗାଧୋଇ ଦେଲା ସ୍ୱାମୀ, ଦିନ ଦିନ ଧରି ଦେଉ…

ଉତ୍ତର ପ୍ରଦେଶର ଶାହଜହାଁପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ମାନବିକତାର ସବୁ ସୀମା ପାର୍‌ କରି ଦେଇଛନ୍ତି। ଖବରରୁ ଜଣାପଡ଼ିଛି କି, ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଫୁଟନ୍ତା ତତଲା ପାଣିରେ ଗୋଧାଇ ଦେଇଛନ୍ତି। ଅଭିଯୁକ୍ତ ଜଣକ ସ୍ତ୍ରୀଙ୍କ ଉପରେ ଏଥିପାଇଁ…

ଭାରତରେ ମିଳିଲା ନକଲି କୋଭିସିଲ୍ଡ ଟିକା, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତରେ ଚିହ୍ନଟ ହୋଇଛି ନକଲି କରୋନା ଟିକା। ଭାରତର ପ୍ରାଥମିକ କୋଭିଡ୍‌ ଭ୍ୟାକ୍‌ସିନ୍‌ କୋଭିସିଲ୍ଡର ନକଲି ଟିକା ଭାରତରୁ ଧରାପଡ଼ିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବିବିସି ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ…