Below header
Browsing Category

ଦେଶ ବିଦେଶ

ସାମ୍ନାକୁ ଆସିଲା ତାଲିବାନର ବର୍ବରତାର ଆଉ ଏକ ଉଦାହରଣ, ପୋଲିସ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରିବାର ଭିଡିଓ ଭାଇରାଲ

ରକ୍ତମୁଖା ହୋଇପଡ଼ିଛନ୍ତି ତାଲିବାନ। ଘରକୁ ଘର ବୁଲି ଲୋକଙ୍କୁ ମାରୁଛନ୍ତି। ମୁହଁ ଉପରେ ଅହିଂସାର ବାର୍ତ୍ତା ଦେଉଥିବା ବେଳେ ଭିତରେ କିନ୍ତୁ ରକ୍ତର ନଦୀ ବୁହାଇବାକୁ ଚେଷ୍ଟା ଚଳାଇଛନ୍ତି। ସିଧାସଳଖ କହିବାକୁ ଗଲେ ଏବେ ଅବିଶ୍ୱାସର ଅନ୍ୟ ନାମ ପାଲଟିଯାଇଛି ତାଲିବାନ। ମୁହଁରେ ହିଂସା ଛାଡ଼ିବାର…

ତାଲିବାନକୁ ଜୋ ବାଇଡେନଙ୍କ ଚେତାବନୀ, ଆକ୍ରମଣ କଲେ ଦିଆଯିବ କଡ଼ା ଜବାବ

ଆମେରିକା: ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ଦ୍ୱିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆଫଗାନିସ୍ତାନରୁ ୧୮ ହଜାର ଆମେରିକୀୟଙ୍କୁ ଉଦ୍ଧାର କରାଯାଇଛି । କାବୁଲ୍‌ରେ ୬ ହଜାର ସୈନିକ ମହଜୁଦ୍‌ ଅଛନ୍ତି । କାବୁଲ୍‌ ଏୟାରପୋର୍ଟ ସମ୍ପୂର୍ଣ୍ଣ…

୧୨ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଆସିଗଲା ସ୍ୱଦେଶୀ କୋଭିଡ୍‌ ଟିକା, ଜିକୋଭ୍‌ ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି…

କେନ୍ୟୁଜ୍(ବ୍ୟୁରୋ):  ଭାରତକୁ ମିଳିଲା ଆଉ ଏକ ସ୍ୱଦେଶୀ କୋଭିଡ୍‌ ଟିକା । ଦେଶର ଟିକାକରଣ ଅଭିଯାନରେ ସାମିଲ ହେଲା ଜାଇଡସ୍‌ କାଡିଲା । ଜାଇଡସ୍‌ କାଡିଲାର କୋଭିଡ୍‌ ଟିକା ଜିକୋଭ୍‌ ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି DCGI । ଏହି ଟିକାର ୩ଟି ଡୋଜ୍‌ ନେବାକୁ ହେବ। ଏହା ବିଶ୍ୱର…

ବସରେ ମାଆଙ୍କ ପ୍ରତି ହୋଇଥିବା ଅପମାନର ବଦଲା ନେବାକୁ ଆପିଏସ୍‌ ଅଫିସର ବନିଗଲେ ଦବଙ୍ଗ ଅଫିସର ସାଲିନୀ

ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ନିଜ ଲକ୍ଷ୍ୟକୁ ସ୍ଥିର କରିବାକୁ ପଡିଥାଏ। ଧର୍ଯ୍ୟର ସହ ଅପେକ୍ଷା କଲେ ସଫଳତା ମିଳେ ଏଇଟା ନିଶ୍ଚିତ। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ହିମାଚଳ ପ୍ରଦେଶର ସାଲିନୀ ଅଗ୍ନିହୋତ୍ରୀ। ଜଣେ ବସ୍‌ କଣ୍ଡକ୍ଟରଙ୍କ ଝିଅ ଆଜି ନିଜ ଲକ୍ଷ୍ୟକୁ ସଫଳ କରି…

ଏବେ ରାତିରେ ତାଜମହଲ ଦେଖିବାର ମଜା ଉଠାଇପାରିବେ ପର୍ଯ୍ୟଟକ, ବର୍ଷେ ପରେ ଖୋଲୁଛି ଐତିହାସିକ ସ୍ମାରକ

କରୋନା ଯୋଗୁ ଦୀର୍ଘ ଦିନ ଧରି ରାତିରେ ତାଜମହଲ ଦର୍ଶନ ବନ୍ଦ ଥିବା ବେଳେ ଅଗଷ୍ଟ ୨୧ ବା ଆସନ୍ତାକାଲିଠୁ ତାହା ପୁଣିଥରେ ଖୋଲାଯାଉଛି। ଏନେଇ ଶୁକ୍ରବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୭, ୨୦୨୦ରେ ପ୍ରଥମ ଲକ୍‌ଡାଉନ୍‌ ବେଳେ ତାଜମହଲର ରାତି ଦର୍ଶନ ବନ୍ଦ କରାଯାଇଥିଲା। କିନ୍ତୁ…

କାବୁଲରେ ଉଡ଼ନ୍ତା ବିମାନରୁ ଖସିଥିଲେ ଆଫ୍‌ଗାନୀ ଖେଳାଳି, ମୃତ୍ୟୁ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା

କାବୁଲରେ ଆମେରିକୀୟ ସୈନ୍ୟ ବିମାନରୁ ଖସି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆଫ୍‌ଗାନୀ ଫୁଟବଲର ଥିଲେ। ବିମାନ ଦୋହାରେ ଅବତରଣ କରିବା ପରେ ଫୁଟବଲରଙ୍କ ଅବଶେଷ ବିମାନର ହ୍ଵିଲ୍‌ େଓ୍ଵଲରେ ମିଳିଛି। ଏହି ଫୁଟବଲରଙ୍କ ନାଁ ଜକି ଅନଓ୍ଵାରୀ ବୋଲି କୁହାଯାଉଛି, ତାଙ୍କ ବୟସ ୧୯ ବର୍ଷ ଥିଲା।…

ନିଜେ ନିଜେ ଟ୍ରାଫିକ୍‌ ପୋଲିସ ବନିଗଲା ତାଲିବାନୀ ଆତଙ୍କବାଦୀ, ବର୍ଦ୍ଦି ନାଁରେ କେବଳ ଟୋପି ପିନ୍ଧି କରୁଛି ଡ୍ୟୁଟି;…

ଆଫଗାନିସ୍ତାନ ଉପରେ ତାଲିବାନ୍‌ କବ୍‌ଜା କରିବା ପରେ ସେଠାକାର ସ୍ଥିତି ସଙ୍ଗୀନ ରହିଛି। ଦେଶକୁ ତାଲିବାନ୍‌ମାନେ ନିଜ ହାତକୁ ନେବା ପରେ ସାଧାରଣ ଜନତା ବି ଭୟଭୀତ ହୋଇ ପଡ଼ିଛନ୍ତି। ଲୋକମାନେ ଯେକୌଣସି ମତେ ଦେଶ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ତାଲିବାନୀ…

ଏସ୍‌ବିଆଇ କ୍ଲର୍କ ପ୍ରିଲିମିନାରୀର ଆଡମିଟ୍‌ କାର୍ଡ ଜାରି, ଏମିତି କରନ୍ତୁ ଡାଉନ୍‌ଲୋଡ୍‌

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କ୍ଲର୍କ ପଦ ପାଇଁ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷାର ଆଡମିଟ୍‌ କାର୍ଡ ଜାରି କରାଯାଇଛି। ଏସ୍‌ବିଆଇ କ୍ଲର୍କ ପ୍ରିଲିମ୍ସ ୨୦୨୧ ଆଡମିଟ୍‌ କାର୍ଡର ଲିଙ୍କ ଅଫିସିଆଲ ୱେବ୍‌ସାଇଟ୍‌ sbi.co.in ରେ ଦିଆଯାଇଛି। ଯେଉଁ ପ୍ରାର୍ଥୀ ଏସ୍‌ବିଆଇ ଜୁନିୟର…

ଭାଇରାଲ୍ ହେଉଛି କାବୁଲ ଏୟାର ପୋର୍ଟରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ, ନିଜ ଛୁଆକୁ ବଞ୍ଚାଇବାକୁ କେମିତି ନେହୁରା ହେଉଛନ୍ତି…

କାବୁଲ: କାବୁଲ ଏୟାର ପୋର୍ଟରେ ଭୟାନକ ଦୃଶ୍ୟ । ତାଲିବାନୀ ଭୟରେ ଦେଶ ଛାଡୁଛନ୍ତି ହଜାର ହଜାର ଲୋକ । ଏସବୁ ଭିତରେ ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଦୃଶ୍ୟ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ସେନା ଆଗରେ ନେହୁରା ହେଉଛନ୍ତି । ଏୟାରପୋର୍ଟ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ

ନୁଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୀର ଭୂମିରେ ନିଜ ସ୍ୱର୍ଗୀୟ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ଗୁଲାମ ନବୀ ଆଜାଦ, ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ…

୨୬ ବର୍ଷ ଧରି ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି ଏହି ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ :  ଜଣେ ପାକିସ୍ତାନୀ ମହିଳା ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହା ସତ୍ୟ । ମହିଳାଙ୍କ ନାମ କମର ଜହାଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦୀର୍ଘ ୨୬ ବର୍ଷ ଧରି ହାତ ବାନ୍ଧୁଛନ୍ତି ଏହି ପାକିସ୍ତାନ ମହିଳା ।  ସେ…

ଆଫଗାନିସ୍ତାନରେ ପୁଣି ନୂଆ ସମୀକରଣ, ତାଲିବାନୀଙ୍କ ବିରୋଧ ପାଇଁ ହେଲାଣୀ ମେଳି

କାବୁଲ : ଆଫଗାନିସ୍ତାନରେ ତାଲିବାନୀ ସରକାର ନେଇ କସରତ ଚାଲିଥିବାବେଳେ ପୁଣି ଏକ ନୂଆ ସମୀକରଣ ଆରମ୍ଭ ହେଲାଣି ସେଠାରେ । ସରକାର ଗଠନ ନେଇ କୌଣସି ସ୍ପଷ୍ଟତା ନଥିବାରୁ ଆଇଏମଏଫ ସମ୍ବଳକୁ ବିନିଯୋଗ କରିପାରିବ ନାହିଁ ଆଫଗାନିସ୍ତାନ । ଏମିତି କଟକଣା ଲଗାଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ଫଳରେ…