Browsing Category

ଦେଶ ବିଦେଶ

ଉତ୍ତରାଖଣ୍ଡରେ ଲଗାଣ ବର୍ଷା, ଭୂସ୍ଖଳନ ଯୋଗୁଁ ଛିନ୍ନ ହେଲା ନୈନିତାଲ ସହର

ଉତ୍ତରାଖଣ୍ଡରେ ଲଗାଣ ବର୍ଷା । ଭୂସ୍ଖଳନ ଯୋଗୁ ନୈନିତାଲ ସହର, ରାଜ୍ୟର ଅନ୍ୟ ସ୍ଥାନ ସହ ସମ୍ପର୍କ ଛିନ୍ନ ହୋଇଛି। ବହୁ ପର୍ଯ୍ୟଟକ ଓ ଯାତ୍ରୀ ସେଠାରେ ଅଟକି ରହିଛନ୍ତି। ସହରକୁ ସଂଯୋଗ କରୁଥିବା ତିନିଟି ରାଜପଥ ଅବରୋଧ ହୋଇ ରହିଛି । ଯେଉଁମାନେ ରାସ୍ତାରେ ଅଟକି ଯାଇଛନ୍ତି ସେମାନଙ୍କୁ ଖାଦ୍ୟ…

ଏନଆରଆଇଙ୍କ ଖାତାରୁ ଟଙ୍କା ବାହାର କରି ଗିରଫ ହେଲେ ୩ HDFC ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ତିନିଜଣ HDFC ବ୍ୟାଙ୍କ କର୍ମଚାରୀ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କହିଛି ଯେ ବହୁ ଉଚ୍ଚ ମୂଲ୍ୟର NRI ଆକାଉଣ୍ଟରୁ ଅନାଧିକୃତ ପ୍ରତ୍ୟାହାର କରିବାକୁ ଚେଷ୍ଟା କରି ତିନିଜଣ HDFC ବ୍ୟାଙ୍କ…

ଅଷ୍ଟ୍ରେଲିଆରେ ହୋଇଥିଲା ଦୁନିଆର ସବୁଠାରୁ ଲମ୍ବା ଲକ୍‌ଡାଉନ, ଏବେ ବି ମିଳିପାରି ନାହିଁ ମୁକ୍ତି; ସବୁକିଛି ରହିଛି ବନ୍ଦ

ବିଶ୍ୱ ମହାମାରୀ କରୋନା ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରି ରଖିଛି। ଏଥିରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ସବୁ ଦେଶ ନିଜ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଲକ୍‌ଡାଉନ ଭଳି ପ୍ରତିବନ୍ଧିକ ଲଗାଇଛନ୍ତି। ଯଦିଓ ଟିକାକରଣ ଆରମ୍ଭ ହେବା ପରଠାରୁ ବିଭିନ୍ନ ଦେଶରେ କରୋନା…

CBSE Date Sheet 2022: ୧୦ମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ପାଇଁ ତାରିଖ ଜାରି, ୩୦ ନଭେମ୍ବରରୁ ଆରମ୍ଭ ହେବ…

ସିବିଏସ୍‌ଇ ବୋର୍ଡ ପକ୍ଷରୁ ୧୦ମ ଓ ଦ୍ୱାଦଶର ଡେଟ୍‌ ସିଟ୍‌ ସୋମବାର ରାତିରେ ଜାରି କରାଯାଇଛି। ଡେଟ୍‌ ସିଟ୍‌ ଅନୁସାରେ, ଦଶମ ପରୀକ୍ଷା ୩୦ ନଭେମ୍ବରରୁ ଓ ଦ୍ୱାଦଶର ଟର୍ମ ୧ ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ। ଏହି ପରୀକ୍ଷା ତାରିଖକୁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇର ଅଫିସିଆଲ ୱେବ୍‌ସାଇଟ୍‌…

ରାମ୍‌ ରହିମ୍‌ଙ୍କୁ ଡବଲ ଆଜୀବନ: ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟଙ୍କୁ ପୁଣି ସାରା ଜୀବନ ପାଇଁ ଜେଲ…

ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍‌ଙ୍କୁ ଏକ ହତ୍ୟା ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ସୋମବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କୁ ମଧ୍ୟ ଆଜୀବନ ଜେଲ ଦଣ୍ଡ ମିଳିଛି। ରାମ ରହିମ୍‌ଙ୍କ ସମେତ ସମସ୍ତଙ୍କୁ ୨୦୦୨ ମସିହାରେ ପୂର୍ବ ଡେରା ପ୍ରବନ୍ଧକ…

ଫୋବର୍ସ ତାଲିକାରେ ୧ ନମ୍ବର ସ୍ଥାନରେ ଅଛନ୍ତି ରଶ୍ମିକା ମନ୍ଦାନା, ସାମନ୍ଥା ଓ ୟଶଙ୍କୁ ବି ପକାଇଲେ ପଛରେ

ରଶ୍ମିକା ମନ୍ଦାନା, ଦକ୍ଷିଣ ଭାରତୀୟ ଦର୍ଶକଙ୍କର ସବୁଠାରୁ ପ୍ରିୟ ଅଭିନେତ୍ରୀ। ଏହି କିଛି ଦିନ ମଧ୍ୟରେ ରଶ୍ମିକା ନିଜର ଏକ ବଡ଼ ଫ୍ୟାନ୍‌ ବେସ୍‌ ତିଆରି କରିସାରିଲେଣି। ନିଜ ଚମତ୍କାର ଅଭିନୟ ଯୋଗୁ ଏବେ ଧୀରେ ଧୀରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଏହି ସୁନ୍ଦରୀ। ବଲିଉଡ୍‌ରେ ଏଣ୍ଟ୍ରି…

ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ: ବିଭିନ୍ନ ଷ୍ଟେସନରେ ଅଟକି ରହିଛି ରେଳ

ନୂଆଦିଲ୍ଲୀ : ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ରେଳ ରୋକ। ଲଖିମପୁର ଖେରି ହିଂସାରେ ୪ ଜଣ କୃଷକଙ୍କ ସହ ୮ଜଣଙ୍କୁ ଗାଡ଼ି ମଡ଼ାଇ ହତ୍ୟା ମାମଲା ମୋର୍ଚ୍ଚା କରିଛି ରେଳ ରୋକ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ସକାଳ ୧୦ଟାରୁ ଦିନ ୪ଟା ପର୍ଯ୍ୟନ୍ତ ରେଳ ରୋକୋ କରିଛି କିଷାନ…

ପାକିସ୍ତାନ ସରକାରଙ୍କୁ ଶକ୍ତ ଝଟକା: ଋଣ ଯୋଗାଇବାକୁ ଆଇଏମଏଫର ପ୍ରତ୍ୟାଖାନ

ନୂଆଦିଲ୍ଲୀ : ପାକିସ୍ତାନ ସରକାରଙ୍କୁ ଶକ୍ତ ଝଟକା। ପାକିସ୍ତାନକୁ ଋଣ ଯୋଗାଇବାକୁ ଆଇଏମଏଫର ପ୍ରତ୍ୟାଖାନ। ଆତଙ୍କବାଦୀ ସଂଗଠନ ତାଲିବାନକୁ ସମର୍ଥନ ଜଣାଇବାର ଫଳ ଭୋଗିବାକୁ ପଡିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ। ୬ଶହ କୋଟି ଆମେରିକୀୟ ଡଲାର ଋଣ ଆକାରରେ ଯୋଗାଇ ଦେବାକୁ ଇମ୍ରାନ…

ହଟିଲା ପ୍ରତିବନ୍ଧକ, ଆଜିଠୁ ୧୦୦ ପ୍ରତିଶତ କ୍ଷମତାରେ ଯାତ୍ରୀଙ୍କୁ ନେଇ ଉଡିବ ବିମାନ

ନୂଆଦିଲ୍ଲୀ: ଆଜିଠୁ ପୂର୍ଣ୍ଣ କ୍ଷମତାରେ ଉଡିବ ଘରୋଇ ବିମାନ। ଦେଶରେ କରୋନା ସଂକ୍ରମଣ କମିଛି। ତେଣୁ ଶତ ପ୍ରତିଶତ କ୍ଷମତାରେ ବିମାନ ଉଡାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ବେସାମରିକ ଘରୋଇ ବିମାନ ଚଳାଚଳ ମନ୍ତ୍ରାଳୟ। ଯାତ୍ରୀଙ୍କୁ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବରରେ…

ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ମିଳିଲା ଜାମିନ; ଜାତିଆଣ ମନ୍ତବ୍ୟ ଅଭିଯୋଗରେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ : ଜାତିଆଣ ମନ୍ତବ୍ୟ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ବେଲ୍‌ । ଗତକାଲି ଯୁବରାଜଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା । ୩ ଘଣ୍ଟା ଧରି ହାଂସୀ ପୋଲିସ ଷ୍ଟେସନରେ ତାଙ୍କୁ ପଚରାଉଚରା କରାଯାଇଥିଲା । ପରେ ଜାମିନ୍‌ରେ ମୁକୁଳିଛନ୍ତି ଯୁବରାଜ ।…

କେରଳରେ ପ୍ରକୃତିର ତାଣ୍ଡବ: ୨୧ ମୃତ, ସେନା ଓ ଏନ୍‌ଡିଆର୍‌ଏଫ୍‌ର ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : କେରଳରେ ବର୍ଷା ବିପର୍ଯ୍ୟୟ । କୋଟାୟାମ ଓ ଇଡୁକିରେ ଭୁସ୍ଖଳନ ହୋଇ ୨୧ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏବେବି ଅନେକ ଲୋକ ନିଖୋଜ ଅଛନ୍ତି । ୫ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ହୋଇଥିବାର ଜଣାପଡିଛି । ଏବେ ବି ଆର୍ମୀ, ବାୟୁସେନା, ଏନଡିଆରଏଫ୍‌ଙ୍କ ସହାୟତାରେ ଉଦ୍ଧାର ଓ…

ହରିୟାଣାରେ ଗିରଫ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ଦେଇଥିଲେ ଜାତିଗତ ଟିପ୍ପଣୀ

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଥଟ୍ଟା ମଜା ପଡିଛି ମହଙ୍ଗା । ନିଜର ସାଥୀ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଜାତିଗତ ଟିପ୍ପଣୀ ଦେଇ ସେ ହୋଇଛନ୍ତି ଗିରଫ । ଜାତିଗତ ଟିପ୍ପଣୀ କରିବା ମାମଲାରେ ହରିୟାଣା ହିସାର ଜିଲ୍ଲାରେ ପୂର୍ବତନ କ୍ରିକେଟର ଯୁବରାଜ…