Browsing Category

News

କରୋନା ଭାଇରସ ଯୋଗୁ କ୍ଷତିଗ୍ରସ୍ତ ଋଣଗ୍ରାହୀଙ୍କ ପାଇଁ ଖୁସି ଖବର, ଆବଶ୍ୟକ କଲେ ଏସ୍‌ବିଆଇ ଦେବ ସ୍ୱତନ୍ତ୍ର ଋଣ

କରୋନା ଯୋଗୁ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସବୁ ସେକ୍ଟରରେ କରୋନା ପ୍ରଭାବ ପକାଇଛି । କରୋନା ପ୍ରଭାବରେ ସାଧାରଣ ଲୋକଙ୍କ ଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶର ବୃହତ୍ତମ ବ୍ୟାଙ୍କ ଏସ୍‌ବିଆଇ ତାର ଋଣଗ୍ରାହୀଙ୍କ ପାଇଁ…

ମାଲକାନଗିରି ଗିରିକାନପାଲ୍ଲୀ ଗାଁ ପାଇଁ ଅଭିଶାପ, ଗାର୍ଡ଼ଓ୍ଵାଲ ନିର୍ମାଣ ନହେଲେ ଗାଁକୁ ଗିଳିଦେବ ପଟେରୁ ନଦୀ

କାଲିମେଳା (କେ ନ୍ୟୁଜ୍‌) : ଦୁଃଖ ଏମିତି ଯେ ଏବେ ଆଉ ପ୍ରାର୍ଥନା ବି କାମ କରୁନି । ସତେ ଯେମିତି ଭଗବାନ ବି ମୁହଁ ଫେରାଇ ନେଇଛନ୍ତି ଏହି ଗାଁରୁ । ପଟେରୁ ନଦୀ ଏହି ଗାଁ ପାଇଁ ପାଲଟିଛି ଅଭିଶାପ । ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଲେ ସୁଦ୍ଧା କେହି ମଧ୍ୟ…

 ସ୍କୁଲ୍‌ ଯାଉଥିବା ବେଳେ ଦଶମ ଶ୍ରେଣୀ ଝିଅଙ୍କୁ ଅପହରଣ କଲା ମୁଖାପିନ୍ଧା ବାଇକ୍‌ ଚାଳକ

ନବରଙ୍ଗପୁର: ଜଣେ ମୁଖାପିନ୍ଧା ବାଇକ୍‌ ଚାଳକ ଶୁକ୍ରବାର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଝିଅଙ୍କୁ ଅପହରଣ କରିଥିବା ଜଣାଯାଇଛି । ଝିଅଟି  ଏକ୍‌ଷ୍ଟ୍ରା କ୍ଲାସ୍‌ ପାଇଁ ସ୍କୁଲ୍‌କୁ ଯାଉଥିଲେ । ଅପହର୍ତ୍ତା ଜଣକ ଝିଅଟିକୁ ଭୟଭୀତ କରି ନିଜ ବାଇକ୍‌ରେ ଉଠାଇ ନେଇଛି । ଖବରରୁ ଜଣାପଡ଼ିଛି ଯେ ୧୫…

ମୋହନା : ଚାଲାଣ ପାଇଁ ରଖା ଯାଇଥିବା ୭୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢ଼ାଉ କାରି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଗଲା କିନ୍ତୁ ଏବେ ଯାଏ ମାଫିଆ ସକ୍ରିୟ ଅଛନ୍ତି ଏବଂ ବେଧଡକ ଜ଼ାରି ରହିଛି ନୀଳ ଜହର ଚୋରା ଚାଲାଣ । ଆଜି ପୁଣି ଗଞ୍ଜେଇ ଜବତ…

ମହଙ୍ଗା ପଡ଼ିଲା ଆଇସ୍‌କ୍ରିମ୍‌ ଚାଟିବା, ମିଳିଲା ଜେଲ ଦଣ୍ଡାଦେଶ

ଆଇସ୍‌କ୍ରିମ୍‌ ଚାଟିବା ବି ଅପରାଧ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ କଥାଟି ସତ। ଆମେରିକାରେ ଏଭଳି ଏକ ଘଟଣା ଘଟିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ବ୍ୟକ୍ତିକୁ ଆଇସ୍‌କ୍ରିମ୍‌ ଚାଟିବା ଉପରେ ଦଣ୍ଡାଦେଶ ହୋଇଛି। ଏହି ଅପରାଧ ଯୋଗୁ ବ୍ୟକ୍ତିଙ୍କୁ ୩୦ ଦିନ ପାଇଁ ଜେଲ ହୋଇଛି।…

କେନ୍ଦୁଝର: ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ସମୀକ୍ଷା ପାଇଁ ବିଡିଓ ନଆସିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା

ବାଂଶପାଳ(କେନ୍ୟୁଜ୍): ତାତିଲେ ଲୋକେ । ପଞ୍ଚାୟତ କାର୍ଯ୍ୟାଳୟରେ ପକାଇଲେ ତାଲା । କେନ୍ଦୁଝର ବାଂଶପାଳ ବ୍ଲକ୍‌ ବାୟାକୁମୁଟିଆ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ସମୀକ୍ଷା ପାଇଁ ବିଡିଓ ନଆସିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଉତ୍ତ୍ୟେକ୍ତ ଲୋକେ । ମନମୁଖୀ କାର୍ଯ୍ୟ…

ବେଙ୍ଗାଳୁରୁରେ ବଲାଙ୍ଗିର ଝିଅଙ୍କୁ ନିର୍ଯାତନା, ଭିଡିଓ ଭାଇରାଲ

ବେଙ୍ଗାଲୁରୁ(କେନ୍ୟୁଜ୍): ବେଙ୍ଗାଳୁରୁରେ ଓଡିଆ ଝିଅଙ୍କୁ ନିର୍ଯାତନା ଅଭିଯୋଗ। ବଲାଙ୍ଗିର ଜିଲ୍ଲାର ୮ଜଣ ଝିଅ ବେଙ୍ଗାଳୁରୁରେ କାମ କରୁଥିବା ବେଳେ ସେମାନେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ ହୋଇଛି। ସେମାନଙ୍କୁ ରାଜ୍ୟ ସରକାର ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ।…

ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭଙ୍ଗା ଯାଉଥିବାରୁ ସୁରକ୍ଷା ଉପରେ କଡା ଆଭିମୁଖ୍ୟ ଗ୍ରହଣ କଲା ମାଧ୍ୟମିକ…

ଭୁବନେଶ୍ବର: ବୋର୍ଡକୁ ମାଟ୍ରିକ୍‌ ପରୀକ୍ଷା ସୁପରିଚାଳନା ଚିନ୍ତା । ପରୀକ୍ଷା ବେଳେ କିପରି କପି ରୋକାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିବା ସିସିଟିଭି ଜାଣିଶୁଣି ଭଙ୍ଗା ଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଆଗକୁ ଅନ୍ୟ ପରୀକ୍ଷା…

ବେଙ୍ଗାଳୁରୁ: ଏନ.ଆର.ସି ଓ ସିଏଏ ବିରୋଧୀ ରାଲିର ଷ୍ଟେଜ୍ ଉପରୁ ଯୁବତୀ କହିଲେ ପାକିସ୍ତାନ ଜିନ୍ଦାବାଦ୍, ବୁଦ୍ଧିଜୀବୀ…

ବେଙ୍ଗାଲୁରୁ:  ବେଙ୍ଗାଲୁରୁରେ ଚାଲିଥିବା  ସିଏଏ ଓ ଏନଆରସି ବିରୋଧୀ ରାଲିରେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ।  AIMIM ମୁଖ୍ୟ ଆଶାଦୁଦ୍ଦୀନ ଓୱାସୀଙ୍କ ଉପସ୍ଥିତିରେ ଜଣେ ଯୁବତୀ ଷ୍ଟେଜକୁ ଚଢି ପକିସ୍ତାନ ଜିନ୍ଦାବଦ୍ ବୋଲି ନାରା ଦେଇଥିଲେ। ଅବଶ୍ୟ ତାଙ୍କଠାରୁ ମାଇକ ଛଡାଇ ନେବାକୁ ସେଠାରେ…

ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ, ସରକାରୀ ସେବା ପାଇଁ ଆଉ ଲୋକଙ୍କୁ ବିଭିନ୍ନ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ, ନଜର…

କେନ୍ୟୁଜ୍(ବ୍ୟୁରେ): ସରକାରଙ୍କ ବଳିଷ୍ଠ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଅଗଷ୍ଟ ୧୫ରୁ ଘରେ ପହଞ୍ଚିବେ ସରକାର । ସରକାରୀ ସେବା ପାଇଁ ଆଉ ଲୋକଙ୍କୁ ବିଭିନ୍ନ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ । ସମସ୍ତଙ୍କ ଘର ପାଖରେ ସେବା ଯୋଗାଇ ଦେବେ ସରକାର । ଅନଲାଇନରେ ଲୋକଙ୍କୁ ମିଳିବ ସମସ୍ତ…

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ଟ୍ଵିଷ୍ଟ, ବୟଫ୍ରେଣ୍ଡର ଚୋରା ବନ୍ଧୁକ ସହ ଖେଳୁ ଖେଳୁ ଫୁଟିଲା ଗୁଳି,…

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ଟ୍ଵିଷ୍ଟ । ଗୁଳିକାଣ୍ଡ ନୁହେଁ ବରଂ ଆକ୍ସିଡେଣ୍ଟାଲ । ଗିରଫ ହୋଇଛି ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଆଶିଷ ନାୟକ । ଏନେଇ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଅପରାଧୀ । ଛାତ୍ରୀ ଜଣଙ୍କ ଏକ ଘରୋଇ ହସ୍ପିଟାଲରେ…