Below header
Browsing Category

News

ଲକଡାଉନରେ ଭାରତୀୟ ଲୋକେ ଘରେ ବସି ଚୀନକୁ ଏମିତି ଯୋଗାଉଛନ୍ତି ଟଙ୍କା, Playstore ରୁ ୧୦୦ କୋଟିରୁ ଅଧିକ ଥର ଡାଉନଲୋଡ…

ଚୀନରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱ ଚିନ୍ତାରେ ରହିଛି । ସେଥିପାଇଁ ପ୍ରାୟତଃ ଦେଶରେ ଲକଡାଉନ ଚାଲିଛି କିନ୍ତୁ ଏହି ଲକଡାଉନ ସମୟରେ ଚୀନର ଭିଡ଼ିଓ ଆପ୍ ଟିକଟକ ଏକ ନୂଆ ରେକର୍ଡ କରିଛି । ଏହି ଆପ ଗୁଗଲ ପ୍ଲେ ଷ୍ଟୋରରୁ ୧୦୦ କୋଟିରୁ ଅଧିକ ଥର ଡାଉନଲୋଡ ହୋଇଛି । ଏବେ ଏହି ଆପ ଗୁଗଲ…

କିମ୍ସର କୋଭିଡ୍‌-19 ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର (କେ ନ୍ୟୁଜ୍‌) : କିମ୍ସର କୋଭିଡ୍‌-19 ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ପ୍ରୋତ୍ସାହିତ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି, କିମ୍‌ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ ଅନ୍ୟ ଉଚ୍ଚ ପଦାଧିକାରୀ । ଏଠାରେ କାର୍ଯ୍ୟରତ ଡାକ୍ତର ଓ ନର୍ସ ସ୍ୱତନ୍ତ୍ର ବସ୍‌…

‘ଷ୍ଟାଚ୍ୟୁ ଅଫ ୟୁନିଟି’କୁ ବିକ୍ରି କରିବା ପାଇଁ OLXରେ ଅନଲାଇନ ବିଜ୍ଞାପନ ! ମାମଲା ରୁଜୁ କଲା ପୋଲିସ

ଗୁଜରାଟର ନର୍ମଦା ଜିଲ୍ଲା କେଵଡ଼ିଆରେ ଥିବା 'ଷ୍ଟାଚ୍ୟୁ ଅଫ ୟୁନିଟି' କୁ ବିକ୍ରି କରିବା ପାଇଁ ଏକ ଅନଲାଇନ ବିଜ୍ଞାପନ ଜାରି କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ, କରୋନା ଭାଇରସ ସଙ୍କଟରୁ…

ରାତିର ଅନ୍ଧରରେ ଲୁଚି ଲୁଚି ନ୍ୟୁଟ୍ରେଲା ଚାଟୁଛନ୍ତି ଦୀପିକା, ଫଟୋ ପୋଷ୍ଟ କରି ରଣବୀର ଲେଖିଲେ ଏପରି

ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ ରଣବୀର-ଦୀପିକା ନିଜର କ୍ୱାରେନଟାଇନକୁ ଭିନ୍ନ ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି । ଏ ଦୁହେଁ ସୋସିଆଲ ମିଡ଼ିଆରେ ପ୍ରାୟତଃ ଆକ୍ଟିଭ ହୋଇ ରହିଥାନ୍ତି । ଦୀପିକା ଜଣେ ଭଲ ଅଭିନେତ୍ରୀ ହେବା ସହିତ ଖାଇବା ପିଇବାର ମଧ୍ଯ ସୌଖୀନ…

ଟଙ୍କାରେ ନାକ ପୋଛିବା ସହ ଛେପ୍‌ ମାରି ଟିକ୍‌ଟକ୍‌ ଭିଡିଓ ଛାଡ଼ିଲା ନାଶିକର ଲୋକ

ନାଶିକର ଜଣେ ଲୋକ ଟଙ୍କାରେ ଛେପ ମାରିବା ସହ ନାକ ପୋଛି ପୋଲିସ ହାତରେ ଗିରଫ ହୋଇଛି । ୪୦ ବର୍ଷିୟ ଏହି ବ୍ୟକ୍ତି ହେଲେ ମହାରାଷ୍ଟ୍ର ମେଲେଗାଁଓର । କରୋନା ଭାଇରସ୍‌ ମଣିଷର ଛେପ ଓ ଛିଙ୍କ ଦ୍ୱାରା ସଂକ୍ରମଣ ହେଉଥିବାରୁ ଏଥି ପ୍ରତି ସତର୍କ ରହିବାକୁ କୁହାଯାଇଛି । ହେଲେ ଉକ୍ତ ବ୍ୟକ୍ତି…

ଲକ୍‌ଡାଉନ୍‌ର ଅନୁକୂଳ ପ୍ରଭାବ : ପୁରୀ ବେଳାଭୂମିରେ ସମୁଦ୍ର ଜୁଆର ସହ ଖେଳୁଛି ହରିଣ, ଭିଡିଓ ହେଲା ଭାଇରାଲ

ପୁରୀ (କେ ନ୍ୟୁଜ୍‌) : ଲକ୍‌ଡାଉନ୍‌ର ପ୍ରଭାବରେ ମଣିଷ ଓ ପଶୁପକ୍ଷୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ତେବେ ମଣିଷର କୋଳହଳ ଏବଂ ଗାଡ଼ି ମୋଟରର ଶବ୍ଦ ଏବେ ଚୁପ୍‌ ପଡ଼ି ଯାଇଥିବାରୁ ଅନେକ କିଛି ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି । ଯେମିତି ପୁରୀ ବେଳାଭୂମିର ଏକ କୌତୁହଳପୂର୍ଣ୍ଣ ଭିଡିଓ ଏବେ ସୋସିଆଲ…

ମୁସଲିମ୍‌ ସ୍କଲାରଙ୍କ ଅଭିଯୋଗ, ପାକିସ୍ତାନରେ ପ୍ରଶିକ୍ଷିତ ୬୦୦୦ ତବଲିଗ୍‌ ଭାରତରେ କରୋନା ଭାଇରସ୍‌ ସଂକ୍ରମଣ କରୁଛନ୍ତି

ଦିଲ୍ଲୀ ଜମାତର ଲୋକଙ୍କ ପାଇଁ ଭାରତରେ ଏବେ କରୋନା ଭାଇରସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସଂକ୍ରମଣ ପଛରେ ଏକ ଷଡ଼ଯନ୍ତ୍ର ରହିଥିବା ଜଣେ ମୁସଲିମ୍‌ ସ୍କଲାର ପ୍ରକାଶ କରିଛନ୍ତି । ଇମାମ ମହମ୍ମଦ ତୈାହିଦୀ ନାମକ ଏହି ସ୍କଲାର କହିଛନ୍ତି ଯେ ପାକିସ୍ତାନରୁ ପ୍ରଶିକ୍ଷିତ ହୋଇଥିବା…

ରାସ୍ତାକୁ ବାହାରିଲେ ଲୋକେ ପଢ଼ିବେ ସଚେତନତାର ବାର୍ତ୍ତା, କରୋନା ଠାରୁ ଦୂରେଇ ରୁହ

ବ୍ରହ୍ମପୁର (କେ ନ୍ୟୁଜ୍‌) : କରୋନାକୁ ନେଇ ସାରା ଦେଶରେଏବେ ଚାଲିଛି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ । ଭିନ୍ନ ଭିନ୍ନ ଉପାୟରେ ନୂଆ ଢଙ୍ଗରେ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଲୋକଙ୍କୁ ସଚେତନ କରୁଛନ୍ତି । ଏଭଳି ସ୍ଥିତିରେ ଗଞ୍ଜାମ…

ଦେଶରେ ଗତ ଚାରି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଛି, ୨୪ଘଣ୍ଟା ମଧ୍ୟରେ ୪୩୭ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ : ଗତ ଚାରି ଦିନ ଭିତରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ବୁଧବାର ଦିନ ୧୧.୪୫ ସୁଦ୍ଧା ଦେଶରେ କରୋନାରେ ୧୯୯୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । କୋଭିଡ୍‌-୧୯ରେ ଏପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୪୪ ଜଣ ସୁସ୍ଥ ହୋଇଛନ୍ତି ।…

କରୋନା ଲଢ଼େଇରେ କଥା ମାନିଲେନି, ବଦଳି ହେଲେ ଯାଜପୁର ସିଡିଏମ୍‌ଓ

ଯାଜପୁର ଟାଉନ (କେ ନ୍ୟୁଜ୍‌) : କରୋନା ମୁକାବିଲାରେ ଅସହଯୋଗ ପାଇଁ ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ବଦଳି । ତାଙ୍କ ସ୍ଥାନରେ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ…

ଅଶୋକଷ୍ଟମୀ, ଜାଣନ୍ତୁ ଏହି ଦିନଟି କେତେ ପବିତ୍ର

ହିନ୍ଦୁ ଧର୍ମରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ। ଏଥିମଧ୍ୟରୁ ଚଇତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପର୍ବ ପାଳିତ ହୁଏ ।ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ। ଏଥିସହ ଅଶୋକ ଗଛ ଚାରିପଟେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି…

ରୋଷେଇ ଘରେ ଦୁର୍ଘଟଣା, ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ବାଂଲାଦେଶ କ୍ରିକେଟ୍‌ ଖେଳାଳି ଲିଟନ୍‌ ଦାସଙ୍କ ପତ୍ନୀ ଗୁରୁତର…

ଢାକା : କରୋନା ଭୟ ଭିତରେ ବାଂଲାଦେଶର ଜଣେ ଜଣାଶୁଣା କ୍ରିକେଟ୍‌ ଖେଳାଳିଙ୍କ ଘରେ ବଡ଼ ଦୁର୍ଘଟଣା ଘଟିଛି । ଟିମ୍‌ର ଜଣେ ପ୍ରମୁଖ ଖେଳାଳି ହେଉଛନ୍ତି ଲିଟନ୍‌ ଦାସ । ତାଙ୍କ ପତ୍ନୀ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଆହତ ହୋଇଛନ୍ତି । ଲିଟନ୍‌ ଗତ ବର୍ଷ ବିଶ୍ୱକପ୍‌ ପରେ ବାହା…