Below header
Browsing Category

ନିଯୁକ୍ତି

IGI ଏୟାରପୋର୍ଟରେ ୧୦୪୭ ପଦବୀ ଖାଲି, ଜାଣନ୍ତୁ କେମିତି ହେବ ଚୟନ

ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଭର୍ତ୍ତି ସୁଯୋଗ । ଏଠାରେ ୧ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଏହି ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ igiaviationdelhi.com କୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ : ୧୦୭୪…

UPSC ରେ ଆସିଷ୍ଟାଣ୍ଟ ମାଇନିଂ ଇଞ୍ଜିନିୟର ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

UPSC ରେ ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ :୭ ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ମଇ…

ଓଡିଶା ହାଇକୋର୍ଟରେ ଖାଲିପଡିଛି ଜୁନିଅର ଷ୍ଟେନୋଗ୍ରାଫର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ହାଇକୋର୍ଟରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ ପାଇଁ ଅଫିସିଆଲ ନୋଟିଫିକେସନ ଜାରି ହୋଇଛି । ଏଠାରେ ଜୁନିଅର ଷ୍ଟେନୋଗ୍ରାଫର ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ । ଏଠାରେ ମୋଟ ୩୫ ପଦବୀ ପାଇଁ ଭର୍ତ୍ତି ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ଆବେଦନ…

BECIL ରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡରେ ଅନେକ ପଦବୀ ପାଇଁ ଭର୍ତ୍ତି । ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଜଲଦି ଆବେଦନ କରନ୍ତୁ । ଏହି ଭର୍ତ୍ତି ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ : ୧୩ ଡାଟା ଏଣ୍ଟ୍ରି ଅପରେଟର: ୧୧…

HAL ରେ ଚାକିରି ସୁଯୋଗ, ଓ୍ଵାକ-ଇନ-ଇଣ୍ଟରଭ୍ୟୁରେ ହେବ ଚୟନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଏକ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ମାଧ୍ୟମରେ HAL ରେ ଆପରଣ୍ଟିସ୍ ପଦବୀ ପଦବୀ ପୂରଣ ହେବ । ଏହି ଚୟନ Walk-in-Interview ମାଧ୍ୟମରେ ହେବ । ଯୋଗ୍ୟ ଓ ଆଗ୍ରହୀ…

ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଜୁନିଅର ଫୁଡ ଏନାଲିଷ୍ଟ ପଦରେ ବମ୍ପର ଭର୍ତ୍ତି

ଉତ୍ତରପ୍ରଦେଶ ଅଧିନସ୍ତ ସେବା ଆୟୋଗରେ ଜୁନିଅର ଫୁଡ ଏନାଲିଷ୍ଟ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଆବେଦନ କରିବର ଶେଷ ତାରିଖ ୧୫ ମଇ ୨୦୨୪ ରହିଛି । ଏଠାରେ ୪୧୭ ପଦବୀ ଖାଲିପଡିଛି । ପଦବୀ ବିବରଣୀ : ୪୧୭ ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମଇ…

NVS ରେ ନନ୍‌ ଟିଚିଂ ଷ୍ଟାଫ ଭର୍ତ୍ତି : ଆବେଦନରେ ତ୍ରୁଟି କରିଥିଲେ ସୁଧାରିବା ପାଇଁ ସୁଯୋଗ

ନବୋଦୟ ବିଦ୍ୟାଳୟ ସମିତି ଦ୍ୱାରା ନନ୍‌ ଟିଚିଂ ଭର୍ତ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆବେଦନରେ କୌଣସି ତ୍ରୁଟି କରିଥିଲେ ଆବେଦନ କରିଥିବା ପ୍ରାର୍ଥୀ ତ୍ରୁଟି ସୁଧାରିପାରିବେ । ଏଥିପାଇଁ ଆବେଦନ ଲିଙ୍କ ଆସନ୍ତାକାଲି ଖୋଲିବ । ଆବେଦନ କରିଥିବା ପ୍ରାର୍ଥୀ ଅଫିସିଆଲ…

ଭାରତୀୟ ନୌସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି, ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ନୌସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୩ ମଇରୁ ଆରମ୍ଭ ହେବ । ସେହିପରି…

ଗୃହ ମନ୍ତ୍ରଣାଳୟରେ ଭର୍ତ୍ତି ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଡାଇରୋକ୍ଟରେଟ ଅଫ କୋଅର୍ଡିନେସନ ପୋଲିସ ୱେୟାଲେସରେ ଅନେକ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ mha.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୨ ଜୁନ୍‌ ରହିଛି । ପଦବୀ ବିବରଣୀ: ୪୩…

NBCC ରେ ଜୁନିଅର ଇଂଜିନିୟର ପଦବୀ ଖାଲି, ଇଣ୍ଟରଭ୍ୟୁ ଆଧାରରେ ହେବ ଚୟନ

ନ୍ୟାସନାଲ ବିଲିଡିଂ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ ଅନେକ ପଦବୀରେ ହେବ ଭର୍ତ୍ତି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ nbccindia.com କୁ ଯିବାକୁ ହେବ । ଏଠାରେ ୯୩ ପଦବୀ ପାଇଁ ଭର୍ତ୍ତି…

ରେଳ ମନ୍ତ୍ରଣାଳୟର ନବରତ୍ନ କମ୍ପାନୀ IRCON ରେ ଭର୍ତ୍ତି, ଦରମା ମାସକୁ ୬୦ ହଜାର

ରେଳ ମନ୍ତ୍ରଣାଳୟ ଅଧିନରେ ଥିବା କମ୍ପାନୀ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡରେ ଭର୍ତ୍ତି ପାଇଁ ସୁଯୋଗ । ଏହି ଭର୍ତ୍ତି ଚୁକ୍ତି ଭିତ୍ତିକ ବିଭିନ୍ନ ପ୍ରୋଜେକ୍ଟରେ ଇରକନ ଇଲେକ୍ଟ୍ରିକାଲ ପଦବୀରେ ଭର୍ତ୍ତି ହେବ । ଇଂଜିନିୟର, ମ୍ୟାନେଜର ଏବଂ ସାଇଟ ସୁପରଭାଇଜର ପଦବୀ ସାମିଲ । ଇଚ୍ଛୁକ ଏବଂ…

NCERT ରେ ଖାଲିପଡିଛି ପଦବୀ, ୬୦ ହଜାର ମିଳିବ ଦରମା

ଚାକିରି ଖୋଜୁଥିବା ଯୁବପିଢିଙ୍କୁ ସୁବର୍ଣ୍ଣ ସୁଯୋଗ । ରାଷ୍ଟ୍ରୀୟ ଶିକ୍ଷକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ(NCERT) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଅଫିସିଆଲ ସାଇଟ୍‌ ncert.nic.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ପ୍ରକ୍ରିୟା…