Browsing Category

ନିଯୁକ୍ତି

SBI ରେ ଭର୍ତ୍ତି ସୁଯୋଗ, ଚୟନିତ ପ୍ରାର୍ଥୀଙ୍କୁ ମିଳିବ ବଢିଆ ଦରମା

ବ୍ୟାଙ୍କ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ଏସବିଆଇ ଆଣିଛି ବଢିଆ ସୁଯୋଗ । ଏଠାରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆବେଦନ ୧୩ ଫେବୃଆରୀରୁ ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ ଫର୍ମ ଭରିପାରିବେ ।…

UPSC ସିଭିଲି ସର୍ଭିସ ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ୧୦୫୬ ପଦବୀ ପାଇଁ ହେବ ପରୀକ୍ଷା

ୟୁପିଏସସି ସିଭିଲି ସର୍ଭିସ ପ୍ରିଲମ୍ସ ପରୀକ୍ଷା ୨୦୨୪ ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ସେପ୍ଟେମ୍ବର ୨୦ ତାରିଖରୁ ପରୀକ୍ଷା ହେବ । ଏହି ପରୀକ୍ଷା ଅଧିନରେ IAS, IPS, IFS , IRS…

ରେଲୱେରେ ୯୦୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେବେଠୁ କରିବେ ଆବେଦନ

ରେଳବାଇରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ରେଲୱେରେ ଟେକ୍ନିସିଆନ ପଦବୀରେ ଭର୍ତ୍ତି ପାଇଁ indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ମାର୍ଚ୍ଚ ୯, ୨୦୨୪ରୁ ଆରମ୍ଭ ହେବ । ଏଥିରେ ଆବେଦନ କରିବାର ଶେଷ ତାରିଖ ୮ ଏପ୍ରିଲ ୨୦୨୪ ରହିଛି ।…

UPSC ରେ ବମ୍ପର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ୟୁପିଏସସିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସହିତ ଅନ୍ୟ ପଦବୀ ପାଇଁ ଭର୍ତ୍ତି ହେଉଛି । ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ upsc.gov.in କୁ ଯାଇ ଆବେଦନ…

ଡାକ ବିଭାଗରେ ବମ୍ପର ଭର୍ତ୍ତି, ଦରମା ୬୩ ହଜାରରୁ ଅଧିକ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଡାକ ବିଭାଗରେ ଅନେକ ପଦବୀ ଖାଲିପଡିଛି । ୟୁପିର ଅନେକ ଜିଲ୍ଲାରେ ଡାକଘର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ୟୁପି ଡାକ ବିଭାଗର ଅଫିସିଆଲ ୱେବସାଇଟ ଯାଇ indiapost.gov.in କୁ ଯାଇ ଆବେଦନ କରିପାରିବେ । ଚୟନିତ ପ୍ରାର୍ଥୀଙ୍କୁ…

IIT ମାଡ୍ରାସରେ ଚାକିରି, ୧୦ମ ରୁ ଗ୍ରାଜୁଏସନ ଯାଏଁ କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ମାଡ୍ରାସ ଆଇଆଇଟିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଏଥିପାଇଁ ଆବେଦନ ୧୨ ଫେବୃଆରୀରୁ ଆରମ୍ଭ ହେବ । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ୧୦୨୫ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ୱେବସାଇଟକୁ  ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ୭ ଫେବୃଆରୀରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୪ ରହିଛି । ଏହି ପଦବୀରେ ଆବେଦନ କେବଳ ଅନଲାଇନ…

IDBI ବ୍ୟାଙ୍କରେ ୫୦୦ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ କରିପାରିବେ ଆବେଦନ

ବ୍ୟାଙକ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏଠାରେ ଜୁନିଅର ମ୍ୟାନେଜର ପଦବୀ ପାଇଁ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ ହେବ । ଏହା ବିଷୟରେ ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ…

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେବେଠୁ ହେବ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ସୁଯୋଗ । ଏଠାରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଅନୁସାରେ କୋଷ୍ଟ ଗାର୍ଡରେ ନାଭିକ ଜିଡି ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ଭର୍ତ୍ତି ହେବ । ଏହି ଭର୍ତ୍ତି ପାଇଁ ଅଭିଯାନ ଖୁବଶୀଘ୍ର ଆରମ୍ଭ ହେବ । ଏହି ଭର୍ତ୍ତି ପାଇଁ ଆବେଦନ…

ବିନା ପରୀକ୍ଷାରେ ମିଳିବ ରେଲୱେ ଚାକିରି, ବୋର୍ଡରେ ୫୦% ମାର୍କ ରଖିଥିବା ଜରୁରୀ

ରେଲୱେ ଚାକିରି ଖୋଜୁଛନ୍ତି ଆପଣଙ୍କ ପାଇଁ ଖୁସି ଖବର । ସାଉଦର୍ନ ରେଲୱେ ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୨୫୦୦ରୁ ଅଧିକ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବିଳମ୍ବ ନ କରି ତୁରନ୍ତ ଆବେଦନ କରିଦିଅନ୍ତୁ । ଇଚ୍ଛୁକ…

ୟୁନିଅନ ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲାଇଜ୍ଡ ସେଗମେଣ୍ଟରେ ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ଆବେଦନ କରିବା ପାଇଁ unionbankofindia.com.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ…

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OPSC ଖାଲିପଡିଛି ଆସିଷ୍ଟାଣ୍ଟ କେମେଷ୍ଟି ପଦବୀ

ସରକାରୀ ଚାକିରି ଖୋଜୁଥିବା ଓଡିଶା ଯୁବପିଢି ପାଇଁ ଖୁସି ଖବର । ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । କେମେଷ୍ଟି ପାଇଁ ୨୨ଟି ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ opsc.gov.in କୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ…