Browsing Category

ରିଲେସନସିପ

ଶାରୀରିକ ସମ୍ପର୍କ ରଖୁନଥିବା ମହିଳାଙ୍କ ଶୀଘ୍ର ବନ୍ଦ ହୁଏ ମାସିକ ଧର୍ମ, ରିସର୍ଚ୍ଚରେ ହେଲା ଖୁଲାସା

ଯେଉଁ ମହିଳା ଅଧିକ ସମ୍ଭୋଗ କରିଥାନ୍ତି ସେମାନଙ୍କ ଠାରେ ମାସିକ ଧର୍ମ ବନ୍ଦ ହେବା ବା ମେନୋପଜ୍‌ର ସମ୍ଭାବନା କମ୍‌ ରହିଥାଏ। ସପ୍ତାହକୁ ଥରେ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କ ପିରିୟଡ୍‌ ସମ୍ଭାବନା ମାସକୁ ଥରେ ସମ୍ଭୋଗ କରୁଥିବା ମହିଳାଙ୍କ ତୁଳନାରେ ୨୮ ପ୍ରତିଶତ କମ୍‌ ହୋଇଥାଏ। ନିକଟରେ…

କିଶୋର ଅବସ୍ଥାରେ ପ୍ରେମରେ ପଡ଼ୁଥିଲେ ଏହି ୬ଟି ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ମଜଭୁତ ହେବ ସମ୍ପର୍କ

ଆଜିକାଲି ଖୁବ୍‌ କମ୍‌ ବୟସରୁ ପିଲାମାନେ ଡେଟିଂ କରୁଥିବା ଦେଖିବାକୁ ମିଳୁଛି। କିଛି ପିଲା ଜୀବନର ମାନେ ବୁଝିବା ପୂର୍ବରୁ ହିଁ ଗର୍ଲଫ୍ରେଣ୍ଡ ରଖିବା ଆରମ୍ଭ କରିଦେଲେଣି। ସମ୍ପର୍କର ମୂଲ୍ୟବୋଧ ବୁଝୁନଥିବାରୁ ଆଜିକାଲିର ପିଲାଙ୍କ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇପଡ଼ୁଛି। ଫଳରେ ବର୍ଷେ କି ଦୁଇ ବର୍ଷ…

ଶୁକ୍ରାଣୁର ପରିମାଣ ଦୁଇଗୁଣ କରିବାକୁ ଚାହୁଁଥିଲେ, କେବଳ ଥରେ ମାତ୍ର କରନ୍ତୁ ଏହି କାମ

ବେଳେବେଳେ ଅତ୍ୟଧିକ ମାନସିକ ଦୁଃଶ୍ଚିନ୍ତା ଓ ପରିବର୍ତ୍ତନଶୀଳ ଜୀବନଶୈଳୀର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ଖାସ୍‌ କରି ପୁରୁଷଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ। ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁ ପୁରୁଷଙ୍କ ଠାରେ ନପୁଂସକତା ଭଳି ସମସ୍ୟା ଦେଖିବାକୁ ମିଳୁଛି। ରାଉଟରରେ ପ୍ରକାଶିତ…

ପୁରୁଷଙ୍କ ଶରୀରରେ ସେକ୍ସ ହରମୋନ୍‌ର ପରିମାଣ କମିବା ଯୋଗୁ ବଢ଼େ ଡାଇବେଟିସ୍‌ ଓ ଏସବୁ ରୋଗ

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ କମ୍‌ ବୟସରୁ ହିଁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି। କେବଳ ସାଧାରଣ ଶାରୀରିକ ରୋଗ ନୁହେଁ ଲୋକମାନେ ଏବେ ଯୌନ ରୋଗରେ ବି ପୀଡ଼ିତ ହେଉଥିବା ଜଣାଯାଇଛି। ଏଣୁ ଅନେକ ଥର ନବ ବିବାହିତ ଯୋଡ଼ି ସହବାସ ବେଳେ ସମସ୍ୟା ଦେଖାଯାଉଥିବା…

ସହବାସ ବେଳେ ବି ହୋଇପାରନ୍ତି ହାର୍ଟ ଆଟାକ୍‌ର ଶିକାର, ଏକ୍ସାଇଟ୍‌ମେଣ୍ଟରେ ଆଦୌ କରନ୍ତୁନି ଏସବୁ ଭୁଲ

ଶାରୀରିକ ସମ୍ପର୍କ ବେଳେ ଯେ କେହି ବି ମତୁଆଲା ହେବା ସ୍ୱାଭାବିକ୍‌। ଏହି ସମୟରେ ଲୋକମାନେ ଏକ୍ସାଇଟ୍‌ମେଣ୍ଟରେ ସବୁ ପ୍ରକାର ଶାରୀରିକ କଷ୍ଟ ଭୁଲି ଯାଇଥାନ୍ତି। ସମ୍ଭୋଗର ସମ୍ପର୍କ ସ୍ୱାସ୍ଥ୍ୟ ସହ ମଧ୍ୟ ଯୋଡ଼ି ହୋଇ ରହିଛି। ସହବାସ ଦ୍ୱାରା ଶରୀରକୁ ଅନେକ ସୁଫଳ ମିଳିଥାଏ। ଉଭୟ ପୁରୁଷ ଓ ମହିଳା…

କୁମ୍ଭୀର ମଳଠାରୁ ଆରମ୍ଭ କରି ଲେମ୍ବୁ ପର୍ଯ୍ୟନ୍ତ, ଗର୍ଭନିରୋଧକ ଭାବେ ଶହେ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଥିଲା ଏସବୁ…

ଗର୍ଭନିରୋଧକ ଭାବେ ବର୍ତ୍ତମାନ ଉଭୟ ମହିଳା ଓ ପୁରୁଷ ବିଭିନ୍ନ ପ୍ରକାରର ଉପାୟ ତଥା ଔଷଧ ବ୍ୟବହାର କରୁଛନ୍ତି। କିଏ କଣ୍ଡୋମ୍‌ ବ୍ୟବହାର କରି ଅବାଞ୍ଛିତ ଗର୍ଭଧାରଣ ରୋକୁଛି ତ ଆଉ କିଏ ପ୍ରି-କସନ୍‌ ଖାଉଛି। ତେବେ କେବଳ ବର୍ତ୍ତମାନ ନୁହେଁ ପୂର୍ବକାଳରେ ମଧ୍ୟ ଲୋକମାନେ ଗର୍ଭନିରୋଧକ ବ୍ୟବହାର…

ସାବଧାନ ! ଆପଣ ହେଉନାହାନ୍ତି ତ ଏଭଳି ଫେକ୍‌ ଡେଟିଂର ଶିକାର

ଆଜିକାଲି ଡେଟିଂ ଆପ୍‌ ଯୁବପିଢୀଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇପାରିଛି। କାରଣ ଯୁବପିଢୀ ଏହା ମାଧ୍ୟମରେ ନିଜ ପାଇଁ ସାଥୀ ବାଛିଥାନ୍ତି। କିନ୍ତୁ ଏହି ଡେଟିଂ ଆପ୍‌ ରେ ଏଭଳି ଅନେକ ଫେକ୍‌ ପ୍ରୋଫାଇଲ୍‌ ରହିଛି, ଯାହାର ସିକାର ଅନେକ ପୁଅମାନେ ହୋଇଥାନ୍ତି। କେବଳ ଏତିକି ନୁହେଁ ବର୍ତ୍ତମାନ…

ସ୍ୱାମୀ ଆଉ କାହା ସହ ରୋମାନ୍ସ କରୁଥିଲେ କ’ଣ କରିବେ ପତ୍ନୀ, ଜାଣନ୍ତୁ ଏକ୍ସପର୍ଟଙ୍କ ମତାମତ

ବର୍ତ୍ତମାନ ପରିବାର ଭିତରେ ଆଉ ଆଗ ଭଳି ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଦେଖିବାକୁ ମିଳୁନାହିଁ। ଖାସ୍‌ କରି ଦମ୍ପତିଙ୍କ ମଧ୍ୟରେ ପରସ୍ପର ପ୍ରତି ବିଶ୍ୱାସ ନଥିବା ଦେଖାଯାଉଛି। ଏଣୁ ସମ୍ପର୍କ ବାହାରକୁ ମଜଭୁତ ଦିଶୁଥିଲେ ମଧ୍ୟ ଭିତରେ ପୂରା ଫମ୍ପା ହୋଇପଡ଼ିଛି। କେବଳ ଏହି କାରଣରୁ…

ଜୀବନ ନେଇପାରେ ଶାରୀରିକ ସମ୍ପର୍କ ରଖିବାର ଏହି ନୂଆ ଟ୍ରେଣ୍ଡ, ଜାଣନ୍ତୁ ଏ ଭୟଙ୍କର ଟେକ୍ନିକ୍‌ ବିଷୟରେ

ଲୋକମାନେ ନିଜ ସେକ୍ସ ଲାଇଫ୍‌କୁ ଅଧିକ ରୋମାଞ୍ଚକ ଓ ମଜାଦାର କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। କିଏ ସମ୍ଭୋଗ ବେଳେ ପୋଜିସନ୍‌କୁ ବଦଳାଉଛି ତ ଆଉ କିଏ ଅଧିକ ସମୟ ଧରି ଭଲ ପାଇବାର ଏହି ନିଆରା ଅନୁଭୂତିକୁ ଅନୁଭବ କରିବା ପାଇଁ ବିଭିନ୍ନ ପ୍ରକାରର ମେଡସିନ୍‌…

ପୁରୁଷଙ୍କ ତୁଳନାରେ ମହିଳାଙ୍କ sexual health ବହୁତ ଦୁର୍ବଳ, ଜାଣନ୍ତୁ କ’ଣ ହୋଇପାରେ କାରଣ

ଯଦି ଆପଣ ଭାବୁଥିବେ, ସନ୍ତୁଳିତ ଆହାର, ବ୍ୟାୟାମ ସାଙ୍ଗକୁ ବର୍ଷକୁ ଥରେ ବଡି ଚେକ୍‌ଅପ୍‌ କରେଇ ନେଲେ ଆପଣ ଫିଟ୍‌ ଆଉ ହେଲ୍‌ଦି ରହିବେ, ତା’ହେଲେ ଏଭଳି ଭାବିବା ପୂରାପୂରି ଭୁଲ୍‌। କାରଣ, ସେମିତି କିଛି ହୋଇ ନ ଥାଏ। ଗୋଟିଏ ଜିନିଷ, ଯାହା ଉପରେ ଅଧିକରୁ ଅଧିକ ଲୋକ ଧ୍ୟାନ ଦେଇ ନ ଥାଆନ୍ତି,…

ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା କେତେକ ଦୂର ଠିକ୍‌, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ବିବାହ ପରେ ସବୁ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବାରେ ଶାରୀରିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦୈହିକ ସମ୍ବନ୍ଧ ପରେ ସମ୍ପର୍କ ଅଧିକ ଗଭୀର ହୁଏ। କ୍ରମେ ସଂସାରକୁ ଆଗକୁ ବଢ଼ାଇବାକୁ ମହିଳାମାନେ ଗର୍ଭଧାରଣ କରିଥାନ୍ତି। ଏ ସମୟରେ ପ୍ରାୟ ୯-୧୦ ମାସ…

ବେଡ୍‌ରୁମ୍‌ ଲାଇଫ୍‌କୁ ଅଧିକ ରଙ୍ଗୀନ କରିବାରେ ସାହାଯ୍ୟ କରେ ଯୋଗ, ଜାଣନ୍ତୁ ଶରୀର ଉପରେ ଏହାର ପ୍ରଭାବ

ଯୋଗ କରିବା ଦ୍ୱାରା ଶରୀରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ସଠିକ୍‌ ଉପାୟରେ ଯୋଗ ପ୍ରାଣାୟାମ କଲେ ଏହାର କୌଣସି ସାଇଡ୍‌ ଇଫେକ୍ଟ ପଡ଼ିନଥାଏ। ଶରୀରକୁ ଫିଟ୍‌ ରଖିବା ସହ ହେଲଦି ରଖିବାରେ ଯୋଗ ସାହାଯ୍ୟ କରେ। କେବଳ ଶରୀର ପାଇଁ ନୁହେଁ ବେଡ୍‌ରୁମ୍‌ ଲାଇଫ୍‌ ପାଇଁ ମଧ୍ୟ ଯୋଗର ଆବଶ୍ୟକତା ରହିଛି।…