Below header
Browsing Category

ରିଲେସନସିପ

ପରୀକ୍ଷା ବେଳେ ପିଲାଙ୍କ ଉପରେ ଭୁଲରେ ବି ପକାନ୍ତୁନି ଚାପ, ଏହି ଉପାୟରେ ଛୁଆଙ୍କୁ କରନ୍ତୁ ପ୍ରସ୍ତୁତ…

ପିଲାଙ୍କ ପଢ଼ାକୁ ନେଇ ଆଜିକାଲି ପ୍ରାୟ ସବୁ ଅଭିଭାବକ ଚିନ୍ତାରେ ରହୁଛନ୍ତି। ଛୁଆ କେମିତି ଭଲ ପଢ଼ିବ, କ୍ଲାସ୍‌ରେ ଭଲ ମାର୍କ ରଖିବ ତାହା ଚିନ୍ତା କରି ଛୁଆଙ୍କ ଉପରେ ଅଧିକ ଚାପ ପକାଉଛନ୍ତି ମାତାପିତା। କିନ୍ତୁ ଯେତେ ଚାପ ପକାଇଲେ ମଧ୍ୟ ଯଦି ଛୁଆ ନିଜେ ପଢ଼ା ପ୍ରତି ଇଚ୍ଛା ପ୍ରକାଶ କରୁନାହିଁ,…

‘ସୁଗାର ରିଲେସନସିପ୍‌’ କ’ଣ? କାହିଁକି ଏହା ଲୋକପ୍ରିୟ ହେଉଛି ବିଦେଶରେ, ଜାଣନ୍ତୁ ଏହା ବିଷୟରେ

ପ୍ରେମ ବିନା ଜୀବନ ଅଧୁରା ଲାଗିଥାଏ। କିନ୍ତୁ ଧନୀ ଲାଇଫ୍‌ଷ୍ଟାଇଲରେ ଏହାଠାରୁ ଅଧିକ ବେଡ୍‌ରୁମ ରିଲେଶନ ଜରୁରୀ ହୋଇଥାଏ। ଏହି ସମ୍ପର୍କକୁ କୁହାଯାଏ ‘ସୁଗାର ରିଲେସନସିପ୍‌’। ଏହି ଟ୍ରେଣ୍ଡ ଅନେକ ଦେଶରେ ଚାଲିଛି। ଯଦି ଆପଣ ଏହି ରିଲେସନସିପ୍‌ ବିଷୟରେ ଜାଣିନାହାନ୍ତି, ତା’ହେଲେ ଆଜି ଆମେ…

‘ଋତୁସ୍ରାବ ବେଳେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭବତୀ ହୁଅନ୍ତିନି ମହିଳା’, ଜାଣନ୍ତୁ ଏହା କେତେ ଦୂର ଠିକ୍‌?

ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ଏକ ସାମାଜିକ ପ୍ରକ୍ରିୟା। ପରିବାରକୁ ଆଗକୁ ବଢ଼ାଇବାକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ସମ୍ପର୍କ ରଖିବା ଜରୁରୀ ହୋଇଥାଏ। ସବୁ ସମୟରେ ପତିପତ୍ନୀ ପରସ୍ପରର ସହମତିରେ ସମ୍ପର୍କ ସ୍ଥାପନ କରୁଥିଲେ ମଧ୍ୟ ମାସକରେ କିଛି ଦିନ ପାଇଁ ସେମାନେ ସମ୍ପର୍କ ସ୍ଥାପନ…

ଆଲିଙ୍ଗନ କରିବା ଦ୍ୱାରା ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ ହଗ୍‌ କରିବାର ଫାଇଦା

ଆମେ ଯେତେବେଳେ ଅଧିକ ଖୁସି ଥାଉ କିମ୍ବା ଦୁଃଖୀ ଥାଉ କିମ୍ବା ଯେତେବେଳେ ଅଧିକ ଉତ୍ତେଜିତ ହୋଇଯାଉ, ସେତେବେଳେ କାହାକୁ ଆଲିଙ୍ଗନ କରିଥାଉ। ଆଲିଙ୍ଗନ କରିବା ଦ୍ୱାରା ମାନସିକ ଭାବେ ଆରାମ ଲାଗେ। କେହି ଯେମିତି ଆମକୁ ସପୋର୍ଟ କରୁଛି ବା ଆମ ସହ ଅଛି ବୋଲି ଏହି ସମୟରେ ଅନୁଭବ ହୁଏ। ଏଣୁ ଏକୁଟିଆ…

ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବ୍ୟାପେ ହର୍ପିସ୍‌, ଜାଣନ୍ତୁ ଏହି ରୋଗ ହେଲେ ଶରୀରରେ ଦେଖାଯାଏ କି କି ଲକ୍ଷଣ

ଅସୁରକ୍ଷିତ ଯୌନ ସମ୍ପର୍କ ନିଜ ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆଣିଥାଏ। ସାଧାରଣତଃ ଲୋକଙ୍କର ଧାରଣା ରହିଛି ଯେ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ଏଡ୍‌ସ ହୋଇଥାଏ। କିନ୍ତୁ ତାହା ଅଧା ସତ। ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ଏଡ୍‌ସ ସହ ହର୍ପିସ୍‌ ନାମକ ରୋଗ ମଧ୍ୟ ହୋଇଥାଏ। ଏହା ଏକ ମାରାତ୍ମକ…

ଏହି ୫ଟି କାରଣରୁ ଶାରୀରିକ ସମ୍ପର୍କ ବେଳେ ମହିଳାମାନେ ହୋଇପାରନ୍ତିନି ସନ୍ତୁଷ୍ଟ

ଦାମ୍ପତ୍ୟ ଜୀବନରେ ଶାରୀରିକ ସମ୍ପର୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ କେତେକ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ସମ୍ବନ୍ଧ ବେଳେ ସନ୍ତୁଷ୍ଟ ହୋଇନଥାନ୍ତି। ଏନେଇ ସେମାନେ ଖୋଲାଖୋଲି କଥା ହୋଇପାରନ୍ତି ନାହିଁ ମାତ୍ର ଭିତରେ ଭିତରେ ଅସନ୍ତୋଷ ଜାହିର…

ଟିକ୍‌ଟକ୍‌ କରୁଥିବାରୁ ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ୱାମୀ, ଜାଣନ୍ତୁ ସୋସିଆଲ ମିଡିଆ ଯୋଗୁ କେମିତି ଭାଙ୍ଗୁଛି ଘର

ସୋସିଆଲ ମିଡିଆର ପ୍ରଭାବ ଧୀରେ ଧୀରେ ସାମାଜିକ ଜୀବନ ଉପରେ ପଡ଼ୁଛି। ଖାସ୍‌ କରି ଦାମ୍ପତ୍ୟ ଜୀବନ ଉପରେ ଏହାର ପ୍ରଭାବ ଟିକେ ଅଧିକ ପଡ଼ୁଛି। ବର୍ତ୍ତମାନ ଲୋକମାନେ ଲୋକପ୍ରିୟ ହେବା ପାଇଁ ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ବ୍ୟବହାର କରୁଛନ୍ତି। ଟିକ୍‌ଟକ୍‌ କିଛି ସମୟ ପାଇଁ ମନୋରଞ୍ଜନର ମାଧ୍ୟମ…

ମହିଳାଙ୍କ ବେଡରୁମ୍‌ ଲାଇଫକୁ ନଷ୍ଟ କରିଦିଏ ମଦ, କମାଏ ଯୌନ ସନ୍ତୁଷ୍ଟି

ଅଧିକ ମାତ୍ରାରେ ମଦ୍ୟପାନ କରିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। କିନ୍ତୁ ମହିଳାମାନେ ଅଧିକ ମଦ୍ୟପାନ କରିବା ସେକ୍ସ ଲାଇଫ୍‌କୁ ମଧ୍ୟ ପ୍ରଭାବିତ କରିଥାଏ। ମଦ୍ୟପାନ କରିବା ଦ୍ୱାରା ଏହା ଆମ ବୁଝି ବିଚାର କରିବା କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏମିତିରେ ଅଧିକ ମଦ୍ୟପାନ କରିବା…

କାହିଁକି ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି ପୁଅ-ଝିଅ? ଜାଣନ୍ତୁ, ସହବାସ ପଛରେ ରହିଛି କି କାରଣ

ସବୁ ପୁଅ-ଝିଅଙ୍କ ମନରେ ସମ୍ଭୋଗ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଆଗ୍ରହ ରହିଥାଏ। ମହିଳାଙ୍କ ଶରୀରର ଲୁକ୍କାୟିତ ଅଙ୍ଗ ବିଷୟରେ ଜାଣିବାକୁ ସବୁ ପୁରୁଷ ଇଚ୍ଛୁକ ଥାନ୍ତି। ଖାସ୍‌ କରି କିଶୋର ବୟସ ଉପନୀତ ହେଲେ ଏହି ଇଚ୍ଛା ଅଧିକରୁ ଅଧିକ ବଢ଼ିଯାଏ, ଯାହାକୁ କାମୋଚ୍ଛା ମଧ୍ୟ କୁହାଯାଏ। କିନ୍ତୁ…

ପୁଣି ଥରେ ଫେରୁଛି ପ୍ରେମକୁ ପରିପ୍ରକାଶ କରିବାର ପୁରୁଣା ଫର୍ମୁଲା, ଆପଣ ବି ଥରେ ଟ୍ରାଏ କରନ୍ତୁ ନା’

ଆଜିର ଫେସ୍‌ବୁକ୍‌ ହ୍ଵାଟ୍ସଆପ୍‌ ଯୁଗରେ ଯଦି ଆପଣଙ୍କୁ କେହି କହେ ଚିଠି ଲେଖି ସାଥୀଙ୍କୁ ନିଜ ମନ କଥା କୁହ, ତେବେ ଅଜବ ଲାଗି ସ୍ୱାଭାବିକ। କାରଣ ଏବେ ଫୋନ୍‌ରେ ଟାଇପ୍‌ କରି ମାତ୍ର କିଛି ସେକେଣ୍ଡ ମଧ୍ୟରେ ମେସେଜ୍‌ ପଠାଯାଇପାରୁଥିବା ବେଳେ କିଏ କାଗଜ କଲମରେ ପରିଶ୍ରମ କରି ଚିଠି ଲେଖି ପୁଣି…

ମାଟ୍ରିମୋନିଆଲ ସାଇଟ୍‌ରେ ପ୍ରୋଫାଇଲ୍‌ ଅସଲି ନା ନକଲି ଜାଣିବାକୁ ଅବଲମ୍ବନ କରନ୍ତୁ ଏହି ଉପାୟ

ଆଜିର ଯୁବପିଢ଼ି ପ୍ରେମ ବିବାହ କରିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କିଛି ଲୋକଙ୍କୁ ଲାଗୁଛି ଯେ ବାପା ମା’ ତାଙ୍କ ପାଇଁ ସଠିକ୍‌ ପାର୍ଟନର ବାଛିପାରିବେ। ପୂର୍ବରୁ ବିବାହ ସ୍ଥିର କରିବାରେ ସମ୍ପର୍କୀୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି।…

କେମିତି ଭଲ ସମ୍ପର୍କ ରହିବ ମା, ପୁଅ ଓ ବୋହୂ ଭିତରେ ? ଜାଣନ୍ତୁ ପରିବାରକୁ ମଜଭୁତ କରିବାର ଉପାୟ

ବର୍ତ୍ତମାନର ଦୁନିଆରେ ଲୋକଙ୍କୁ ପରିବାର ସହ ସମୟ ବିତାଇବାକୁ ଫୁରସତ୍‌ ମିଳୁନାହିଁ। ଆଉ କିଛି ଲୋକଙ୍କୁ ସମୟ ମିଳୁଥିଲେ ମଧ୍ୟ ଚିନ୍ତାଧାରା ମିଶୁନଥିବାରୁ ସେମାନେ ପରିବାରର ବୟୋଜ୍ୟେଷ୍ଠଙ୍କ ସମୟ ବିତାଇବାକୁ ପସନ୍ଦ କରୁନାହାନ୍ତି। ଏହି କାରଣରୁ କେତେକ ପରିବାରରେ ବଡ଼ମାନଙ୍କ ସହ ସାନମାନଙ୍କର…