Browsing Category

ରିଲେସନସିପ

ଚାକିରିଆ ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁନି ତ ୱାର୍କ ଫ୍ରମ ହୋମ୍‌! ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ପ୍ରାୟ ସବୁ ପରିବାରରେ ଉଭୟ ସ୍ୱାମୀ ସ୍ତ୍ରୀ ଚାକିରିଆ। କରୋନା ଲକଡାଉନ ଯୋଗୁ ଏବେ ଦୁଇ ଜଣ ଯାକ ଘରେ ରହି କାମ କରୁଛନ୍ତି। ତେବେ ୱାର୍କ ଫ୍ରମ ହୋମ ବେଳେ ଚାକିରିଆ ଦମ୍ପତିଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ ଅଫିସ ଯିବା ବେଳେ ଉଭୟେ ନିଜ କାମକୁ ଟାଇମ…

କରୋନା ଭାଇରସ ସ୍ଥିତିରେ ଶାରୀରିକ ସମ୍ପର୍କ ରଖୁଥିଲେ ଏସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସ୍ଥିତି ଲାଗି ରହିଛି। ଏଣୁ ଲୋକମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଘରେ ଥିବା ଲୋକଙ୍କ ମଧ୍ୟରେ କାହାକୁ କରୋନା ହୋଇଛି ସେ ନେଇ ଠିକ ଭାବେ ଜଣାପଡୁନାହିଁ। ଏଣୁ ଡାକ୍ତର ଘର ମଧ୍ୟ ପରସ୍ପର ଠାରୁ ଦୂରତା ଅବଲମ୍ବନ କରିବାକୁ…

ଚାଣକ୍ୟ ନୀତି: ବିବାହ ପୂର୍ବରୁ ସାଥୀଙ୍କ ବିଷୟରେ ଜାଣି ନିଅନ୍ତୁ ଏ ସମସ୍ତ କଥା, ଜୀବନ ସାରା ମିଳିବ ଆନନ୍ଦ

ବିବାହ କିମ୍ବା ପ୍ରେମ ସମ୍ପର୍କରେ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରହିବା ନିହାତି ଆବଶ୍ୟକ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ଜୀବନ ଭଲରେ କଟିଥାଏ। ବେଳେ ବେଳେ ଲୋକମାନେ ଆକର୍ଷଣ ପାଇଁ ଅନ୍ୟ ସମସ୍ତ ଜିନିଷକୁ ଅଣଦେଖା କରିଦେଇଥାନ୍ତି, ଯାହାର ପରିଣାମ ସ୍ୱରୂପ ଜୀବନ ନଷ୍ଟ ହୋଇଯାଏ।…

ତ୍ୱଚାରେ ଚମକ ଆଣେ ଶାରୀରିକ ସମ୍ପର୍କ, ଦୂର କରେ ଦାଗ ଓ କଳାପଣ

ସମ୍ପର୍କକୁ ମଜଭୁତ କରିବାରେ ଶାରୀରିକ ସମ୍ବନ୍ଧର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ୱାମୀ-ସ୍ତ୍ରୀର ସମ୍ପର୍କକୁ ଯୌନ ସମ୍ପର୍କ ଅଧିକ ଦୃଢ଼ କରିଥାଏ। ଏଥିସହ ପରିବାରକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ। ମାତ୍ର ନିକଟରେ ହୋଇଥିବା କେତେକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା…

ପାର୍ଟନରଙ୍କ ସହ ଶୋଇବା ଦ୍ୱାରା ଦୂର ହୁଏ ଏସବୁ ରୋଗ

ନିଦ ଆମ ପାଇଁ ଖୁବ ଜରୁରୀ ହୋଇଥାଏ। ଏଣୁ ପ୍ରତିଦିନ ୭ ଘଣ୍ଟା ଲେଖାଏଁ ଶୋଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏକୁଟିଆ ଶୋଇବା ତୁଳନାରେ ପାର୍ଟନରଙ୍କ ସହ ଶୋଇବା ଅଧିକ ଲାଭଦାୟକ ହୋଇଥାଏ। ଏକ ରିସର୍ଚ୍ଚ ମୁତାବକ ସ୍ଵାମୀଙ୍କ ସହ କିମ୍ବା ଯାହାକୁ ଭଲ ପାଉଛୁ ତାଙ୍କ…

ରାଶି ହିସାବରେ ଜାଣନ୍ତୁ କେମିତିକା ଝିଅ ହୋଇଥାନ୍ତି ବହୁତ ଭଲ ଗାର୍ଲଫ୍ରେଣ୍ଡ

ସମସ୍ତେ ଚାହାଁନ୍ତି ତାଙ୍କ ପ୍ରେମିକା ତାଙ୍କ ପ୍ରତି ବିଶ୍ୱସ୍ଥ ରୁହନ୍ତୁ ଏବଂ ତାଙ୍କ ସହିତ ଭଲ ବ୍ୟବହାର କରନ୍ତୁ, ସମ୍ମାନ ଦିଅନ୍ତୁ। କୌଣସି ବି ସମ୍ପର୍କ ପାଇଁ ଏହା ବହୁତ ଜରୁରୀ ହୋଇଥାଏ ଯେ ଆପଣଙ୍କ ପାର୍ଟନର ଆପଣଙ୍କ ଭାବନାକୁ ବୁଝନ୍ତୁ ଏବଂ ଆପଣଙ୍କ ଭଲ ପାଇବାକୁ ଅନୁଭବ କରନ୍ତୁ। ଯଦି ଆପଣ…

ଲକଡାଉନ୍ ସ୍ଥିତିରେ ଏମିତି କେତେକ ଛୋଟ ଛୋଟ କାମ କରି ନିଜ ସମ୍ପର୍କକୁ କରନ୍ତୁ ଆହୁରି ମଜଭୁତ…

ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ଅଧିକାଂଶ ଦେଶକୁ ଲକଡାଉନ କରିଦିଆଯାଇଛି। କରୋନା ଭାଇରସର ମୁକାବିଲା କରିବାକୁ ଆଉ ଅନ୍ୟ କୌଣସି ବାଟ ନ ଥିବାରୁ ବାଧ୍ୟ ହୋଇ ସରକାର ଏହି ପନ୍ଥା ଆପଣାଇଛନ୍ତି। ତେବେ କରୋନା ଭାଇରସ ଯୋଗୁ ଆମ କାର୍ଯ୍ୟଶୈଳୀ ସମେତ ବ୍ୟକ୍ତିଗତ ଜୀବନ ମଧ୍ୟ…

ଆପଣଙ୍କ ପାର୍ଟନର ଆପଣଙ୍କୁ ସତରେ ପ୍ରେମ କରୁଛନ୍ତି ନା ନାହିଁ ଏହି ୫ ସଂକେତରୁ ଜାଣନ୍ତୁ 

ବହୁତ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କ ମନରେ ତାଙ୍କ ସାଥୀଙ୍କୁ ନେଇ ବହୁତ ପ୍ରକାର ପ୍ରଶ୍ନ ଥାଏ। ସେମାନଙ୍କ ମନରେ ବାରମ୍ବାର ଏହି ପ୍ରଶ୍ନ ଉଙ୍କି ମାରୁଥାଏ ଯେ କଣ ସତରେ ତାଙ୍କ ପାର୍ଟନର ତାଙ୍କ ପାଇଁ ଲୋୟଲ ଅଛନ୍ତି ? ବେଳେବେଳେ ଏମିତି ବି ମନରେ ଭାବନା ଆସେ ଯେ ଆପଣ ଯେତେ ମାତ୍ରାରେ ତାଙ୍କୁ…

ଲକଡାଉନ୍ ଯୋଗୁ ନିକଟତର ହେଉଛନ୍ତି ପ୍ରେମୀଯୁଗଳ, ବଢୁଛି ଅନଲାଇନ୍ କଣ୍ଡୋମ୍ ବିକ୍ରି

କରୋନା ଭାଇରସ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିଲେ ମଧ୍ୟ କିଛି ଲୋକଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି। ଗୋଟେ ପଟେ କରୋନା ଯୋଗୁ ଲୋକେ ଘରୁ ବାହାରିପାରୁନଥିବା ନେଇ ଅଭିଯୋଗ କରୁଥିବା ବେଳେ ଅନ୍ୟପଟେ ଦମ୍ପତିଙ୍କ ପାଇଁ ଏହି ସମୟ ବେଶ ଉପଭୋଗ୍ୟ ପ୍ରମାଣିତ ହୋଇଛି। ଘରେ ରହୁଥିବାରୁ…

ସମ୍ପର୍କରେ ତିକ୍ତତା ଆଣେ ଆବଶ୍ୟକତାଠାରୁ ଅଧିକ ଆଶା, ଜାଣନ୍ତୁ ଏହାକୁ କମ୍‌ କରିବେ କେମିତି

ଯେକୌଣସି ସମ୍ପର୍କ ତୁଳନାରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଅଧିକ ମଜଭୁତ ହୋଇଥାଏ। ଏହି ସମ୍ପର୍କରେ ଜଣଙ୍କର ଆଉ ଜଣଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ରହିଥାଏ, ଯାହା ସମ୍ପର୍କର ମୂଳଦୁଆକୁ ଦୃଢ଼ କରେ। ସମସ୍ତେ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ସମସ୍ତଙ୍କ ଠାରୁ ଅଧିକ ଭଲ ପାଉ, ବିଶ୍ୱାସ କରୁ ଓ…

ବିବାହ ପୂର୍ବରୁ କପଲ କାଉନ୍‌ସେଲିଂ ଆବଶ୍ୟକ କି! ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ। ସବୁ ପୁଅଙ୍କ ସ୍ୱପ୍ନ ଥାଏ ପତ୍ନୀ ଭାବେ ତାଙ୍କୁ ଜଣେ ଉତ୍ତମ ଜୀବନସାଥୀ ମିଳୁ, ଯିଏ ସବୁ ସୁଖଦୁଃଖରେ ତାଙ୍କ ସାଥ୍‌ ଦେଉଥିବ। ସେହିଭଳି ସବୁ ଝିଅ ମଧ୍ୟ ସ୍ୱାମୀ ଭାବେ ଜଣେ ଭଲ ପୁଅକୁ ଚାହିଁଥାନ୍ତି, ଯିଏ ତାଙ୍କୁ ଆଜୀବନ ଭଲ ପାଇବ, ସବୁ…

ଅଧିକ ପାର୍ଟି କରୁଥିବା ପୁରୁଷମାନେ ଶାରୀରିକ ସମ୍ପର୍କ ବେଳେ କରିଥାନ୍ତି ଏଭଳି ବ୍ୟବହାର, ରିସର୍ଚ୍ଚରେ ହେଲା ଖୁଲାସା

ପ୍ରାୟତଃ ପାର୍ଟିକୁ ଯାଉଥିବା ମହିଳା ଓ ପୁରୁଷ ଶାରୀରିକ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ଆକ୍ରମଣାତ୍ମକ ମନୋଭାବ ରଖିଥାନ୍ତି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିସର୍ଚ୍ଚ ମୁତାବକ ଯେଉଁ ମହିଳା ବା ପୁରୁଷ ଅଧିକାଂଶ ସମୟ ପାର୍ଟିକୁ ଯାଇଥାନ୍ତି ବା ମଦ ପାନ…