Browsing Category

ରିଲେସନସିପ

ପ୍ରଥମ ଦେଖାରେ ପାର୍ଟନରଙ୍କ ସହ କ’ଣ କଥା ହେବେ ଭାବି ଦ୍ୱନ୍ଦ୍ୱରେ ଅଛନ୍ତି କି? ଟ୍ରାଏ କରନ୍ତୁ ଏହି ଟିପ୍ସ୍‍

ଯେତେବେଳେ ପ୍ରେମୀଯୁଗଳ ପ୍ରଥମ ଥର ପାଇଁ ପରସ୍ପର ସହ ଦେଖା ହେବା କଥା ଭାବିଥାନ୍ତି, ସେତେବେଳେ ସେମାନେ ଦେଖାହେଲେ କ’ଣ କଥା ହେବେ ଭାବି ଦ୍ୱନ୍ଦ୍ୱରେ ରହିଥାନ୍ତି। ସମ୍ପର୍କ ଉପରେ କିଛି ଖରାପ ପ୍ରଭାବ ପଡ଼ିବ ଭାବି ସେମାନେ ଗୁଡ଼େ ଏଣୁ ତେଣୁ ଗପିବାକୁ ବି ସାହସ କରି ପାରନ୍ତିନି। ତେଣୁ କେବଳ…

ସହବାସ ପାଇଁ ବର୍ଷର ଶେଷ ମାସ ହେଉଛି ସବୁଠାରୁ ଉତ୍ତମ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ବର୍ଷର ଅନ୍ୟ ମାସ ତୁଳନାରେ ଶେଷ ମାସ ଡିସେମ୍ବରରେ କିିଛି ନା କିଛି ଭିନ୍ନତା ରହିଛି। ବଢ଼ିଆ ପାଗ ଓ ପରିବେଶ ଏବଂ ଛୁଟି ସବୁ କିଛି ଏହି ଡିସେମ୍ବର ମାସରେ ଥାଏ । ତେଣୁ ଏହି ମାସରେ ଲୋକମାନେ ଅଧିକ ରୋମାଣ୍ଟିକ୍‌ ଅନୁଭବ କରିଥାନ୍ତି। କିନ୍ତୁ ଏହା ପଛରେ କ’ଣ ପ୍ରକୃତ କାରଣ ତାହା ବୋଧେ ହୁଏ କେହି…

ରାଶି ଅନୁସାରେ ଜାଣନ୍ତୁ କାହାକୁ କେଉଁ ପ୍ରକାରର ଶାରୀରିକ ସମ୍ପର୍କ ପସନ୍ଦ

କୌଣସି ବ୍ୟକ୍ତିଙ୍କ ସହ ନିବିଡ଼ ହେବାରୁ ପୂର୍ବରୁ ଆଜିକାଲି ପ୍ରାୟ ଲୋକ ସେମାନଙ୍କ ରାଶି ବିଷୟରେ ପଚାରି ବୁଝୁଛନ୍ତି। କାରଣ ରାଶିରୁ ହିଁ ବ୍ୟକ୍ତିର ପର୍ସନାଲିଟି, ପସନ୍ଦ ନାପସନ୍ଦ ଜାଣିବା ସହଜ ହୋଇଥାଏ। ଏଭଳି ସ୍ଥିତିରେ ପାର୍ଟନରଙ୍କ ସହ ଅନ୍ତରଙ୍ଗ ହେବା ପୂର୍ବରୁ ବା ସହବାସ କରିବା ପୂର୍ବରୁ…

ଶାରୀରିକ ସମ୍ପର୍କ ବିନା ମଧ୍ୟ ହୋଇପାରନ୍ତି ଗର୍ଭବତୀ! ତେଣୁ ଭୁଲରେ ବି କରନ୍ତୁନି ଏସବୁ କାମ

ଉଭୟ ପତିପତ୍ନୀ ଓ ପ୍ରେମୀଯୁଗଳଙ୍କ ପାଇଁ ଶାରୀରିକ ସମ୍ପର୍କ ଏକ ନୂତନ ଅନୁଭବ। ପରସ୍ପର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଏହା ସାହାଯ୍ୟ କରେ। ଉଭୟେ ଉଭୟଙ୍କୁ ଅଧିକ ଚିହ୍ନିବା ବା ଜାଣିବାରେ ମଧ୍ୟ ସହବାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ବେଳେବେଳେ ବିନା ପ୍ରୋଟେକ୍ସନ୍‌ରେ…

ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କଠାରେ ଦେଖାଦିଏନି ଏସବୁ ରୋଗ…

ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଆଜିକାଲିର ଯୁବପିଢ଼ିଙ୍କ ଶାରୀରିକ ସମ୍ପର୍କ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବା ବେଳେ ଏହା ଦ୍ୱାରା ବେଡ୍‌ରୁମ୍‌ ଲାଇଫ୍‌ ମଧ୍ୟ ପ୍ରଭାବିତ ହେଉଛି। ଏକ ସୁସ୍ଥ ଜୀବନ ପାଇଁ ଶାରୀରିକ ସମ୍ପର୍କ…

ସଂପର୍କରେ ମଧୁରତା ଆଣିବା ପାଇଁ ବେଳେ ବେଳେ ଦୂରତାର ପଡିଥାଏ ଆବଶ୍ୟକତା, ଜାଣନ୍ତୁ କାହିଁକି

ଏକାଠି ରହିଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼େ ବୋଲି ଏକ ଧାରଣା ରହିଛି। କିନ୍ତୁ ରିଲେସନ୍‌ସିପ୍‌ ଏକ୍ସପର୍ଟଙ୍କ କହିବାନୁସାରେ ପରସ୍ପରଠାରୁ କିଛି ଦିନ ଦୂରରେ ରହିଲେ ସମ୍ପର୍କରେ ମଧୁରତା ଆସିଥାଏ ଓ ପ୍ରେମ ବଢ଼େ। ଦୂରରେ ରହିବା ଦ୍ୱାରା ଦମ୍ପତି ପରସ୍ପରର ଆବଶ୍ୟକତାକୁ…

ପାର୍ଟନରଙ୍କ ପୂର୍ବ ଶାରୀରିକ ସମ୍ପର୍କକୁ ଗ୍ରହଣ କରିପାରୁନାହାନ୍ତି କି? ଏହି ଉପାୟରେ ଦୂର କରନ୍ତୁ ମନର ଦ୍ୱିଧା

ବର୍ତ୍ତମାନର ଆଧୁନିକ ଦୁନିଆରେ ସବୁ ପିଲା ସମୟ ସହ ତାଳ ଦେଇ ଆଗକୁ ବଢ଼ିବାକୁ ପସନ୍ଦ କରୁଛନ୍ତି। ଖାସ୍‌ କରି ସ୍କୁଲ କଲେଜର କିଶୋର କିଶୋରୀଙ୍କଠାରେ ଏବେ ଅଧିକ ଆଧୁନିକତାର ଛାପ ଦେଖିବାକୁ ମିଳୁଛି। ଏଣୁ କମ୍‌ ବୟସରୁ ପ୍ରେମ ସମ୍ପର୍କ ରଖିବା ଏବେ ଏକ ସାଧାରଣ କଥା ପାଲଟିଛି। କଲେଜ ପିଲାମାନେ ଏବେ…

ଆପଣ ସାପିୟୋସେକ୍ସୁଆଲ କି? ଏମିତି ନିଜକୁ ପରଖନ୍ତୁ

ସାପିୟୋସେକ୍ସୁଆଲ ଶବ୍ଦ ସହ ଲୋକମାନେ ଏତେମାତ୍ରାରେ ଜଡ଼ିତ ନୁହେଁ। କିନ୍ତୁ ସେମାନଙ୍କ ମନ ଭିତରେ ଏଭଳି ଭାବନା ରହିଥାଏ, ଯାହାର ନାଁ ସ୍ପଷ୍ଟ ଭାବେ ସେମାନଙ୍କୁ ଜଣାନଥାଏ। ନିକଟରେ ଏକ ଇଣ୍ଟରଭ୍ୟୁରେ ଫ୍ରାନ୍ସର ଲିଙ୍ଗଗତ ସମାନତା ମନ୍ତ୍ରୀ ମାର୍ଲେନେ ସିଆପା ନିଜକୁ ଜଣେ ସାପିୟୋସେକ୍ସୁଆଲ ବୋଲି…

ଶାରୀରିକ ସମ୍ପର୍କକୁ ନେଇ ପୁରୁଷଙ୍କ ମନରେ ଆସୁଥିବା ଏହି ସବୁ ଭୟ ବେଡ଼ରୁମ ଲାଇଫ ଓ ବୈବାହିକ ଜୀବନକୁ କରିପାରେ ନଷ୍ଟ

ଯେତେ ସୁସ୍ଥ ଓ ଫିଟ୍‌ ରହିଲେ ମଧ୍ୟ ପୁରୁଷମାନେ ଶାରୀରିକ ସମ୍ପର୍କକୁ ନେଇ ବେଳେବେଳେ ଚିନ୍ତିତ ହୋଇପଡ଼ନ୍ତି। ଫଳସ୍ୱରୂପ ଏହାର ପ୍ରଭାବ ତାଙ୍କ ସମ୍ପର୍କ ଉପର ପଡ଼ିଥାଏ ଓ ବେଡ୍‌ରୁମ୍‌ ଲାଇଫ୍‌ ପ୍ରଭାବିତ ହୋଇଥାଏ। ପୁରୁଷଙ୍କ ମନରେ ସମ୍ଭୋଗକୁ ନେଇ ଅନେକ ଭୁଲ ଧାରଣା ଥାଏ, ଯାହା ପାର୍ଟନରଙ୍କ ସହ…

ଆସିଲା ଏମିତି ଟେକ୍ନୋଲୋଜି, ଦୂରରେ ଥିବା ପାର୍ଟନରଙ୍କ ସହ ମଧ୍ୟ ରଖି ହେବ ଶାରୀରିକ ସମ୍ପର୍କ

ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ୱାମୀ-ସ୍ତ୍ରୀ, ପାର୍ଟନରଙ୍କ ଠାରୁ ଦୂରରେ ରହିବା ଏକ ପ୍ରକାରର କଷ୍ଟକର ହୋଇପଡ଼େ । ବେଳେବେଳେ କାମ ଯୋଗୁ ପରସ୍ପରକୁ ଦୂରରେ ରହିବାକୁ ପଡ଼ିଥାଏ। ଦୂରରେ ଥିବା ବେଳେ ଉଭୟେ ଫୋନ୍‌, ମେସେଜ୍‌ ଅବା ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ତ ହୋଇପାରନ୍ତି କିନ୍ତୁ ଦୁହେଁ…

ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଖାସ ଧ୍ୟାନ

ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ବେଳେ ଉଭୟ ମହିଳା ଓ ପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି କୁହାଯାଏ। ଉଭୟ ପୁରୁଷ ଓ ମହିଳା କୁମାରତ୍ୱ ହରାଇନଥିବାରୁ ସମ୍ପର୍କ ସ୍ଥାପନ ସମୟରେ ବେଳେବେଳେ ରକ୍ତସ୍ରାବ ମଧ୍ୟ ହୋଇଥାଏ। ପ୍ରଥମେ ପ୍ରଥମେ କଷ୍ଟ ହେଉଥିବା ବେଳେ କିଛି ସମୟ ପରେ ତାହା…

ବେଡ୍‌ରେ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରୁନାହାନ୍ତି କି? ପୁରୁଷତ୍ୱ ବଢ଼ାଇବାକୁ ସେବନ କରନ୍ତୁ ଏହି ୫ଟି ଫଳ

ବର୍ତ୍ତମାନର ଟେନ୍ସନ୍‌ ଓ ଷ୍ଟ୍ରେସ୍‌ଭରା ଜୀବନରେ ଆରାମ କରିବା ତଥା ଶରୀର ଉପରେ ଧ୍ୟାନ ଦେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ଏହି ଅସନ୍ତୁଳିତ ଲାଇଫ୍‌ ଷ୍ଟାଇଲ୍‌ର ପ୍ରଭାବ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ଖାସ୍‌ କରି ପୁରୁଷମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥାଏ। ବେଳେ ବେଳେ…