Browsing Category

ରିଲେସନସିପ

ଶାରୀରିକ ସମ୍ବନ୍ଧ ପାଇଁ ସାଥୀଙ୍କ ମୁଡ୍‌ ବନାଇବାକୁ ଫଲୋ କରନ୍ତୁ ଏହି ସବୁ ଟିପ୍ସ…

ପ୍ରେମ ଭଳି ଶାରୀରିକ ସମ୍ପର୍କ ମଧ୍ୟ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରଥମେ ପ୍ରଥମେ ସମ୍ବନ୍ଧ ବନାଇବାକୁ ଦମ୍ପତି ଏକ୍ସାଇଟେଡ୍‌ ଥାନ୍ତି। କିନ୍ତୁ କିଛିଦିନ ପରେ କାମ ଟେନସନ୍‌, ପରିବାର ଚିନ୍ତା ଯୋଗୁ ଏହି ସମ୍ପର୍କ ଧୀରେ ଧୀରେ ଶିଥିଳ ପଡ଼ିଯାଏ, ଯାହାର ସିଧାସଳଖ ପ୍ରଭାବ…

ବ୍ରେକ୍‌ଅପ୍‌ ପରେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ସମ୍ପର୍କ ଭାଙ୍ଗିବା ଦ୍ୱାରା ହୋଇଥାଏ ଏହି ୫ଟି ବଡ଼ ଫାଇଦା

ପ୍ରେମ ସମ୍ପର୍କରେ ସବୁଠାରୁ କଷ୍ଟ ମୁହୂର୍ତ୍ତ ହେଉଛି ବ୍ରେକ୍‌ଅପ୍‌ ବା ସମ୍ପର୍କ ଭାଙ୍ଗିବା। ଜୀବନଠୁ ଅଧିକ ଭଲ ପାଉଥିବା ବ୍ୟକ୍ତି ଯଦି ହଠାତ୍‌ ଦୂରେଇଯାଏ, ଯେ କେହି ବି ଭାଙ୍ଗିପଡ଼ିବା ସ୍ୱାଭାବିକ। ଏବେ ପ୍ରାୟ ପ୍ରେମୀଯୁଗଳ ଏହି ସମୟ ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। କିଛି ଲୋକ…

ଶାରୀରିକ ସମ୍ପର୍କକୁ ନେଇ କଣ ଚିନ୍ତା କରନ୍ତି ଆଜିକାଲିର ଯୁବପିଢ଼ି, ପଢନ୍ତୁ ଏହି ସର୍ଭେ ରିପୋର୍ଟ

ଶାରୀରିକ ସମ୍ପର୍କ ସ୍ୱାମୀ ସ୍ତ୍ରୀଙ୍କ ପ୍ରେମରେ ଗଭୀରତା ଆଣିଥାଏ। ସମ୍ପର୍କକୁ ମଜଭୁତ କରିବାରେ ଏହା ସହାୟକ ହୋଇଥାଏ। ପରସ୍ପରକୁ ଆଉ ଟିକେ ଭଲ ଭାବେ ବୁଝିବା, ଜାଣିବାରେ ଏହା ସାହାଯ୍ୟ କରେ। କିନ୍ତୁ ଯଦି ଜଣେ ଶାରୀରିକ ସମ୍ପର୍କକୁ ଜୀବନର ସର୍ବସ୍ବ ଭାବିଦିଏ, ତେବେ ସେହି ସମୟରେ ଜୀବନ…

ଭାରତରେ ହତ୍ୟାକାଣ୍ଡର ଅନ୍ୟତମ ପ୍ରମୁଖ କାରଣ ହେଉଛି ପ୍ରେମ, ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ଶତାଧିକ ପ୍ରେମୀ

ଗତ କିଛି ଦିନ ମଧ୍ୟରେ ଭାରତରେ ହତ୍ୟାକାଣ୍ଡ ହାର ଅନ୍ୟ ଦେଶ ତୁଳନାରେ ହ୍ରାସ ପାଇଛି। ମାତ୍ର ପ୍ରେମଜନିତ ହତ୍ୟାକାଣ୍ଡର ହାର ବେଶ ବୃଦ୍ଧି ପାଇଛି। ନିକଟରେ ପ୍ରକାଶ ପାଇଥିବା NCRB ର ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ଏହି ରିପୋର୍ଟ ମୁତାବକ କୌଣସି ବ୍ୟକ୍ତିର ହତ୍ୟାକାଣ୍ଡର କାରଣ ମଧ୍ୟରେ…

ପୁରୁଷଙ୍କ ପାଇଁ ପ୍ରଥମ ଗର୍ଭନିରୋଧକ ଇଞ୍ଜେକସନ୍‌, ଥରେ ନେଲେ ୧୩ ବର୍ଷ ପର୍ଯ୍ୟନ୍ତ କରିବ କାମ

ଅନିଚ୍ଛାକୃତ ଗର୍ଭଧାରଣକୁ ରୋକିବା ପାଇଁ ସାଧାରଣତଃ ମହିଳାଙ୍କୁ ଗର୍ଭନିରୋଧକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ଏଥିପାଇଁ ବିଭିନ୍ନ ପ୍ରକାରର ବିକଳ୍ପ ମଧ୍ୟ ରହିଛି। କିନ୍ତୁ ପୁରୁଷଙ୍କ ପାଇଁ ଏକମାତ୍ର ବିକଳ୍ପ ରହିଛି କଣ୍ଡୋମ୍‌। ଏହା ବ୍ୟତୀତ ଅନ୍ୟ ଏକ ବିକଳ୍ପ ରହିଛି ପାରମ୍ପରିକ…

ବର୍ତ୍ତମାନ ପ୍ରେମରେ ଅଡୁଆ କରୁଛି କି ପୁରୁଣା ସମ୍ପର୍କ ? ତେବେ ଆଜି ହିଁ କରନ୍ତୁ ଏହି କାମ

ପାର୍ଟନରଙ୍କ ସହ ଜଣେ ସବୁ କଥା ସହଜରେ ସେୟାର କରିପାରେ। କିନ୍ତୁ ଯେତେବେଳେ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ କଥା ଉଠେ ସେ ବିଷୟରେ ପାର୍ଟନରଙ୍କୁ କହିବା ବେଳେ ଆମେ ପଛଘୁଞ୍ଚା ଦେଇଥାଉ। ଏକ୍ସଙ୍କ ବିଷୟରେ ଶୁଣିବାକୁ ତାଙ୍କ ଇଚ୍ଛା ଥିବ କି ନାହିଁ, ଶୁଣିବା ପରେ ତାଙ୍କ ବ୍ୟବହାର କିପରି…

ବେଡ୍‌ରୁମ୍‌କୁ ଯିବା ପୂର୍ବରୁ କରନ୍ତୁ ଏହି ପାଞ୍ଚଟି କାମ, ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଜିକାଲି ପ୍ରତି ଘରେ ଉଭୟେ ସ୍ୱାମୀ ସ୍ତ୍ରୀ କର୍ମଜୀବୀ ଥିବା ଦେଖିବାକୁ ମିଳୁଛି। ଏଣୁ ବ୍ୟସ୍ତବହୁଳ ଜୀବନରେ ସେମାନେ ପରସ୍ପର ସହ ଆଉ ସମୟ ବିତାଇବାକୁ ବେଳ ପାଉନାହାନ୍ତି। କେବଳ ଶୋଇବା ବେଳେ ହିଁ ସେମାନେ କିଛି ସମୟ ଏକାନ୍ତରେ ବିତାଇବାକୁ ପାଇଥାନ୍ତି। ମାତ୍ର କିଛି ଦମ୍ପତି ଏହି ସମୟରେ ନିଜ…

ଅଧିକ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ ବେଳ ହୁଁ ହୁଅନ୍ତୁ ସାବଧାନ, ନଚେତ ନଷ୍ଟ ହୋଇପାରେ ଆପଣଙ୍କ ଦାମ୍ପତ୍ୟ ଜୀବନ

ଶାରୀରିକ ସମ୍ପର୍କକୁ ଅନ୍ୟ ଉପାୟରେ ଉପଭୋଗ କରିବାକୁ ଲୋକମାନେ ସାଧାରଣତଃ ପର୍ଣ୍ଣ ବା ଅଶ୍ଳୀଳ ଫିଲ୍ମର ସାହାରା ନେଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପର୍ଣ୍ଣ ଫିଲ୍ମର କୁପ୍ରଭାବ ଆପଣଙ୍କ ପାରିବାରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ମନୋରଞ୍ଜନ ନିମନ୍ତେ ମାତ୍ର କିଛି ମୁହୂର୍ତ୍ତ…

ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଝଗଡ଼ା ଲାଗୁଛି କି ? ଏହି ଉପାୟରେ କରନ୍ତୁ ସମାଧାନ

ବୁଝାମଣା ଅଭାବରୁ ଦାମ୍ପତ୍ୟ ଜୀବନରେ ଝଡ଼ ଉଠେ । ଝଗଡ଼ା ବେଳେ ଉଭୟେ ଉଭୟଙ୍କୁ ଦୋଷାରୋପ କରିଥାନ୍ତି। ତେଣୁ ଝଗଡ଼ା ଥମିବା ବଦଳରେ ବଢ଼ିଯାଏ। ସମସ୍ତଙ୍କ କ୍ଷେତ୍ରରେ ଏହି ସମାନ ଜିନିଷ ହୋଇଥାଏ। ପ୍ରାୟତଃ ସବୁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଛୋଟ ମୋଟ ପାଟି ତୁଣ୍ଡ ହୋଇଥାଏ। ଯଦି…

ପାର୍ଟନର ଲୁଚି ଲୁଚି ଆପଣଙ୍କ ଫୋନ୍‌ ଚେକ୍‌ କରୁଛନ୍ତି କି? ଜାଣନ୍ତୁ ଏହା ପଛରେ ରହିଛି କେଉଁ କାରଣ

ବର୍ତ୍ତମାନ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରାଯାଉଛି। ମୋବାଇଲ୍‌ ଦ୍ୱାରା ଜଣେ ଦୂରରେ ଥିବା ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଭଲ ମନ୍ଦ ପଚାରି ବୁଝିପାରୁଛି। ତେବେ ସମ୍ପର୍କକୁ ମଜଭୁତ୍‌ କରିବା ପାଇଁ ବ୍ୟବହାର କରାଯାଉଥିବା ମୋବାଇଲ୍‌ ଏବେ ସମ୍ପର୍କରେ…

ଅନ୍‌ଲାଇନ୍‌ ଡେଟିଂ କରୁଥିଲେ ଏହି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ସହଜରେ ବଢ଼ିପାରିବ ସମ୍ପର୍କ

ଟେକ୍ନୋଲୋଜି ଯେତିକି ଉନ୍ନତି କରୁଛି, ସେହି ଅନୁପାତରେ ଲୋକମାନେ ମଧ୍ୟ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରୁଛନ୍ତି। ଆଗରୁ ବିବାହଯୋଗ୍ୟ ପୁଅ ବା ଝିଅଙ୍କ ପାଇଁ ପରିବାର ଲୋକ ଉପଯୁକ୍ତ ପାତ୍ର ଖୋଜୁଥିବା ବେଳେ ବର୍ତ୍ତମାନ ଲୋକମାନେ ନିଜ ପାଇଁ ନିଜେ ସାଥୀ ଯୋଗାଡ଼ କରିଦେଉଛନ୍ତି। ନିଜ ପାଇଁ…

ଏହି ରୋମାଣ୍ଟିକ୍‌ ଉପାୟରେ କ୍ୟାଲୋରୀ ହଟାଇ ବେଡ୍‌ରୁମ୍‌ରେ ହିଁ କମାନ୍ତୁ ଓଜନ

ଫିଟ୍‌ ରହିବାକୁ ଆଜିକାଲିର ଯୁବପିଢ଼ି ସବୁକିଛି କରିବାକୁ ପ୍ରସ୍ତୁତ। କିଏ ଡାଏଟିଂ କରୁଛି ତ ଆଉ କିଏ ଜିମ୍‌ ଯାଉଛି। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କେମିତି କମ୍‌ ସମୟ ମଧ୍ୟରେ ଅଧିକ କ୍ୟାଲୋରୀ ବର୍ନ କରି ଓଜନ କମାଇବେ। ମାତ୍ର ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ଓଜନ କମିବାରୁ ନାଁ ଧରୁନି। ଯଦି…