Below header
Browsing Category

କ୍ରୀଡା

ଥ୍ୟାଙ୍କ ୟୁ ସଚିନ୍‌ ସାର, ମାଷ୍ଟର ବ୍ଲାଷ୍ଟରଙ୍କ ସହିତ ଡିନର୍‌ କରିବା ପରେ ଏମିତି ଧନ୍ୟବାଦ ଦେଲେ ପୃଥ୍ଵୀ ସ

ମୁମ୍ବାଇ : ଅନେକ କହୁଛନ୍ତି ୧୯ ବର୍ଷର ଯୁବ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ଵୀ ସ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଭଳି ଖେଳୁଛନ୍ତି । େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଗତ ଟେଷ୍ଟ ସିରିଜ୍‌ରେ ଡେବ୍ୟୁ କରିଥିବା ପୃଥ୍ଵୀ ସଚିନ୍‌ଙ୍କର ମଧ୍ୟ ଭାରି ପ୍ରିୟ । ତାଙ୍କ ଖେଳ ଏବଂ ବ୍ୟବହାର ସମସ୍ତଙ୍କୁ…

ବିଶ୍ୱ କପ୍‌ ପାଇଁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା, ଜାଣନ୍ତୁ କିଏ ରହିଲେ କିଏ ବାଦ୍‌ ପଡ଼ିଲେ

ପାକିସ୍ତାନ ବିଶ୍ୱ କପ୍‌ ଦଳରେ ସୋଏବ ମଲ୍ଲିକ, ବାଦ୍‌ ପଡ଼ିଲେ ମହମ୍ମଦ ଅମୀର ଲାହୋର : ଆଇସିସି ବିଶ୍ୱ କପ୍‌ ପାଇଁ ପାକିସ୍ତାନ ମଧ୍ୟ ତାର ଦଳ ଘୋଷଣା କରିଛି । ଦଳରେ ଭେଟେରାନ୍‌ ବ୍ୟାଟ୍‌ସମ୍ୟାନ୍‌ ସୋଏବ ମଲ୍ଲିକ ସ୍ଥାନ ପାଇଥିବା ବେଳେ ମହମ୍ମଦ ଅମୀର ବାଦ୍‌ ପଡ଼ିଛନ୍ତି । ସର୍ଫରାଜ ଅହମଦଙ୍କ…

ଚାରି ବର୍ଷ ହେଲା ଖେଳି ନଥିବା ତଥା ବିବାଦରେ ଛନ୍ଦି ହୋଇଥିବା କରୁଣାରେତ୍ନ ହେଲେ ଶ୍ରୀଲଙ୍କା ବିଶ୍ୱ କପ୍‌ ଦଳର ଅଧିନାୟକ

ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଶ୍ରୀଲଙ୍କା ତାର ୧୫ ଜଣିଆ ଦଳ ଘୋଷଣା କରିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦଳର ଅଧିନାୟକ ଦାୟିତ୍ୱ ଯାହାକୁ ମିଳିଛି ସେ ଚାରି ବର୍ଷ ଭିତରେ ଗୋଟିଏ ବି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ନାହାନ୍ତି । ସେ ହେଉଛନ୍ତି ଦିମୁଥ କରୁଣାରତ୍ନେ । ତାଙ୍କୁ…

ଜାଣିଛନ୍ତି କି ଦୈନିକ କଣ ଖାଆନ୍ତି ଧୋନି, ଦିନକୁ ଖର୍ଚ୍ଚ କେତେ ?

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଏବଂ ବର୍ତ୍ତମାନର ୱିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ ଆପଣ ଅନେକ କିଛି ଜାଣିଥିବେ । କିନ୍ତୁ ତାଙ୍କର ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମହେନ୍ଦ୍ର ସିଂହ ଧୋନି ଏବେ ଆଇପିଏଲରେ ଚେନାଇ ସୁପର କିଙ୍ଗସ୍‌ର…

ବିରାଟ କୋହଲୀଙ୍କ ନୂଆ ଲୁକ ହେଉଛି ଭାଇରାଲ, ପଗଡି ପିନ୍ଧି କହୁଛନ୍ତି- ‘ସତ ଶ୍ରୀ ଅକାଳ’

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ଟ୍ବିଟରରେ ନିଜର ନୂଆ ଲୁକ ସେୟାର କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଞ୍ଜାବୀ ଲୁକରେ ଦେଖିବାକୁ ମିଳୁଛି। ବିରାଟ ମୁଣ୍ଡରେ ପଗଡି, ମୁସଲିମ ସୁଟ ଏବଂ ଡାହାଣ ହାତରେ କଡା ମଧ୍ୟ ପିନ୍ଧିଥିବାର ନଜର ଆସିଥିଲେ। ଗୋଲାପୀ ପଗଡି…

ବିଶ୍ୱ କପ୍‌ ଟିମ୍‌ ଷ୍ଟାଣ୍ଡବାଇରେ ରହିଲେ ତିନି ଖେଳାଳି, କିଏ ଜାଣନ୍ତୁ

ମୁମ୍ବାଇ : ସେମାନଙ୍କ ପାଇଁ ଅନ୍ତତଃ ଟିକେ ସାନ୍ତ୍ୱନା । ଓ୍ଵିକେଟ୍‌ କିପର/ବ୍ୟାଟ୍‌ସମ୍ୟାନ୍‌ ୠଷଭ ପନ୍ତ ଏବଂ ଅମ୍ବାତି ରାୟୁଡୁଙ୍କୁ ବିସିସିଆଇ ବିଶ୍ୱ କପ୍‌ ଦଳର ଷ୍ଟାଣ୍ଡବାଇ ଖେଳାଳି ଭାବେ ମନୋନୀତ କଲା । ଗତ ୧୫ ତାରିଖ ଦିନ ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ଏମାନଙ୍କୁ ଜାଗା ମିଳି ନଥିଲା ।…

ଆଇପିଏଲ୍‌ : ଜିତିବା ପରେ ଖୁବ୍‌ ଜମିଲା ଅଶ୍ୱିନ୍‌ଙ୍କ ଭାଙ୍ଗଡ଼ା ନାଚ

ଚଣ୍ଡିଗଡ଼: ଗତକାଲି ଆଇପିଏଲ୍‌ ମ୍ୟାଚ୍‌ରେ କିଙ୍ଗସ ଏକାଦଶ ପଞ୍ଜାବ ୧୨ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । ୯ଟି ମ୍ୟାଚ୍‌ରେ ଦଳର ଏହା ହେଉଛି ପଞ୍ଚମ ବିଜୟ । ମୋଟ୍‌ ୧୦ ପଏଣ୍ଟ ସହ ପଞ୍ଜାବ ଏବେ ପଏଣ୍ଟ ତଲିକାର ଚତୁର୍ଥ ସ୍ଥାନରେ ରହିଛି । ଗତକାଲି ବିଜୟ ପରେ ଖୁସିରେ ଝୁମି ଉଠିଥିଲେ…

ରାୟୁଡୁଙ୍କ ଟ୍ଵିଟ୍‌ : ବିଶ୍ୱ କପ୍‌ ଦେଖିବା ଲାଗି ଥ୍ରି-ଡି ଚଷମା ମଗାଇଛି

ନୂଆଦିଲ୍ଲୀ : ଗତକାଲି ବିଶ୍ୱ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ତେବେ ଏଥିରେ ଅମ୍ବାତି ରାୟୁଡୁଙ୍କୁ ସ୍ଥାନ ମିଳି ନାହିଁ । ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ ତାଙ୍କ ସ୍ଥାନରେ ତାମିଲନାଡୁ ଅଲରାଣ୍ଡର ବିଜୟ ଶଙ୍କରଙ୍କୁ ନିଆଯାଇଛି । ଗତକାଲି ଦଳ ଘୋଷଣା ବେଳେ ଚୟନକର୍ତ୍ତା…

ମେରି କମଙ୍କ ଏହି ଗୀତ ଲୋକଙ୍କ ହୃଦୟକୁ ଜିତି ନେଇଛି, ଦେଖନ୍ତୁ ଭିଡିଓ

ନିକଟରେ ମହିଳା ବକ୍ସର ମେରି କମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଯେଉଁଥିରେ ମେରିକମ୍ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା। ମେରି ଭିଡିଓରେ ଲତା ମଙ୍ଗେସକରଙ୍କ ଗୀତ ଗାଉଛନ୍ତି। ‘ଅଜିବ ଦାସ୍ତା’ ଗୀତରେ ଗାଉଥିବା ମେରିଙ୍କୁ ଦେଖି ଫ୍ୟାନ୍ସଙ୍କୁ ଜଣାପଡି ଯାଉଛି ଯେ ସେ ଗଣେ…

କେଉଁଠି, କିପରି ଏବଂ କେମିତି ଦେଖିବେ ବିଶ୍ୱ କପ୍‌ ମ୍ୟାଚ୍‌, ଜାଣନ୍ତୁ ଓ୍ଵାଲ୍ଡ କପ୍‌ ବିଷୟରେ ସସସ୍ତ କଥା

କ୍ରିକେଟର ମହାକୁମ୍ଭ ଭାବେ ଜଣାଯାଉଥିବା ଆଇସିସି ବିଶ୍ୱ କପ୍‌ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଖେଳ ପ୍ରଶଂସକଙ୍କ ଠାରୁ କ୍ରିକେଟ ଦଳ ସମସ୍ତେ ଏନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଗତକାଲି ସକାଳେ ଅଷ୍ଟ୍ରେଲିଆର ୧୫ ଜଣିଆ କ୍ରିକେଟ ଦଳ ଘୋଷଣା ପରେ ସନ୍ଧ୍ୟା ସମୟରେ ଭାରତ ତାହାର ୧୫…

ତିନି ମାସର କ୍ୟାରିୟର, ୯ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ଏଇ ଖେଳାଳି ଏବେ ବିଶ୍ୱ କପ୍‌ ଦଳରେ, ଜାଣନ୍ତୁ…

ମାତ୍ର ତିନି ମାସର ଦିନିକିଆ ଆନ୍ତର୍ଜାତିକ କ୍ୟାରିୟରରେ ୯ଟି ମ୍ୟାଚ୍‌ ଖେଳିଛନ୍ତି । ସେଥିରୁ ୪ଟିରେ ବ୍ୟାଟିଂ କରିବାର ସୁଯୋଗ ପାଇ ନାହାନ୍ତି । ଏହାସତ୍ତ୍ୱେ ଅନ୍ୟ ଅଭିଜ୍ଞ ଖେଳାଳିମାନଙ୍କୁ ପଛରେ ପକାଇ ବିଶ୍ୱ କପ୍‌ ଦଳରେ ସ୍ଥାନ ପାଇଛନ୍ତି ବିଜୟ ଶଙ୍କର । ତାଙ୍କର ଆଭିମୁଖ୍ୟ ଏବଂ…

ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା, ଜାଣନ୍ତୁ କିଏ ପାଇଲେ ସୁଯୋଗ

ମୁମ୍ବାଇ : ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ଦ୍ୱିତୀୟ ଓ୍ଵିକେଟ୍‌ କିପର ଭାବେ କିଏ ଦଳରେ ସ୍ଥାନ ପାଇବ ସେହି କଳ୍ପନା ଜଳ୍ନାର ମଧ୍ୟ…