Below header
Browsing Category

କ୍ରୀଡା

ଆଜଲାନ୍‌ ଶାହା କପ୍‌ ହକି ଫାଇନାଲ୍‌ରେ କାଲି ଭାରତ ଓ କୋରିଆ ମୁକାବିଲା

ଇପୋ (ମାଲେସିୟା) : ଏଠାରେ ଚାଲିଥିବା ସୁଲତାନ ଆଜଲାନ୍‌ ଶାହ କପ୍‌ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଭାରତର ମୁକାବିଲା ହେବ କୋରିଆ ସହିତ । ଆସନ୍ତାକାଲି ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଗତକାଲି ରାଉଣ୍ଡ ରବିନ୍‌ ଲିଗ୍‌ର ଶେଷ ମ୍ୟାଚ୍‌ରେ ଭାରତ ଶୋଚନୀୟ ଭାବେ ୧୦-୦ ଗୋଲ୍‌ରେ ପୋଲାଣ୍ଡକୁ…

ପ୍ରଥମେ ଭାଙ୍ଗିଲେ ଜନ୍ ସିନାଙ୍କ ସହିତ ବିବାହ, ଏବେ ଭାଙ୍ଗିବାକୁ ଯାଉଛନ୍ତି ସାରା ଦୁନିଆର ହୃଦୟ

ଡବ୍ଲ୍ୟୁଡବ୍ଲ୍ୟୁଇ ମହିଳା ସୁପରଷ୍ଟାର ରେସଲର ନିକ୍କି ବେଲା ଏବେ ରିଂ ଦୁନିଆରୁ ସନ୍ୟାସ ନେବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସେ ନିଜେ ଏହାର ଘୋଷଣା କରିଛନ୍ତି। ନିକ୍କି ବେଲା କିଛି ନୂଆ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଡବ୍ଲ୍ୟୁଡବ୍ଲ୍ୟୁଇ ରୁ ସନ୍ୟାସ ନେଉଛନ୍ତି। ନିକ୍କି ବେଲା…

ମାଲେସିଆ ଗସ୍ତରେ ଯିବ ଭାରତୀୟ ମହିଳା ହକି ଦଳ, ୧୮ ଜଣଙ୍କ ଭିତରେ ୪ ଜଣ ଓଡ଼ିଆ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାରତୀୟ ମହିଳା ହକି ଦଳ ମାଲେସିୟା ଯାଇ ସେଠାରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ । ଏଥିପାଇଁ ଘୋଷଣା କରାଯାଇଥିବା ୧୮ ଜଣିଆ ଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ,…

ଆଜଲାନ୍‌ ଶାହ କପ୍‌ ହକି : ମନଦୀପଙ୍କ ‘ହ୍ୟାଟ୍ରିକ୍‌’ରେ ତୃତୀୟ ବିଜୟ ହାସଲ କଲା ଭାରତୀୟ ଦଳ

ଇପୋ (ମାଲେସିୟା) : ଏଠାରେ ଚାଲିଥିବା ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ବିଜୟ ଅଭିଯାନ ଜାରି ରଖିଛି । ଗତକାଲି ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୭-୩ ଗୋଲ୍‌ରେ କାନାଡ଼ାକୁ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତୀୟ ଦଳ ମୋଟ୍‌ ୧୦ ପଏଣ୍ଟ ଲାଭ କରି ଗ୍ରୁପ୍‌ ଶୀର୍ଷରେ…

ଫ୍ୟାଟ୍ ରୁ ଫିଟ୍ : ମାତ୍ର ୫ ମାସରେ ୨୨ କିଲୋ କମ୍ କଲେ ସାନିଆ ମିର୍ଜା

ମୁମ୍ବାଇ : ଆପଣ ଜଣେ ସାଧାରଣ ବ୍ୟକ୍ତି ହୁଅନ୍ତୁ ବା ସେଲିବ୍ରେଟି ରାତିରାତି କାହାର ଓଜନ କମ କରିବା। ଏନେଇ କଠିନ ପରିଶ୍ରମ ଏବଂ ନିଷ୍ଠାର ଆବଶ୍ୟକତା ପଡିଥାଏ। ସେହିଭଳି ଏବେ ଲୋକଙ୍କ ନିକଟରେ ଉଦାହରଣ ପାଲଟିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା। ସେ ମା ବନିଲା ପରେ ମାତ୍ର ୫ ମାସରେ କମ…

ଅଷ୍ଟ୍ରେଲିଆର ପୂର୍ବତନ ଅଫ୍‌ସ୍ପିନର୍‌ ବ୍ରୁସ୍‌ ୟାର୍ଡଲୀଙ୍କ ଦେହାନ୍ତ

ଲଣ୍ଡନ୍‌ : ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍‌ ବୋଲର, କୋଚ୍‌ ତଥା ଭାଷ୍ୟକାର ବ୍ରୁସ୍‌ ୟାର୍ଡଲୀଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ୨୦୧୬ରୁ କର୍କଟ ରୋଗରେ ପୀଡ଼ିତ ଥିଲେ । ୧୯୭୮ରୁ ୧୯୮୩ ମଧ୍ୟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ୩୩ଟି ଟେଷ୍ଟ ୧୨୬ଟି ଓ୍ଵିକେଟ୍‌ ଦଖଲ…

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଧୋନି, ଅମ୍ରପାଲୀ ଗ୍ରୁପକୁ ମାଗିଲେ ୪୦ କୋଟି ଟଙ୍କା

ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ । ଆମ୍ରପାଲୀ ଗ୍ରୁପରୁ ନିଜର ବ୍ରୋଡିଂ ଏବଂ ମାର୍କେଟିଂ ପାଇଁ ବାକିଥିବା ୪୦ କୋଟି ଟଙ୍କା ଦାବି କରି କୋର୍ଟ ପହଂଚିଛନ୍ତି ଧୋନି । ଠକେଇର ଶିକାର ହୋଇଥିବା ହଜାର ହଜାର ବ୍ୟକ୍ତିଙ୍କ ପରେ ଏବେ ଧୋନି ନିଜ ବକେୟା…

ଆଇପିଏଲ ମହାସମର, ଦିଲ୍ଲୀକୁ ହରାଇ ଚେନ୍ନାଇର ଲଗାତାର ଦ୍ୱିତୀୟ ବିଜୟ

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଅଭିଯାନ ଜାରି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀକୁ ୬ ଓ୍ଵିକେଟରେ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି ଧୋନୀ ଆଣ୍ଡ କୋ । ଦିଲ୍ଲୀର ୧୪୮ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ୧୯ ଦଶମିକ ୪ ଓଭରରେ ୪ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା…

ଆଇପିଏଲ୍‌ : ଆଜି କୋଟଲାରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟକ୍କର, ମ୍ୟାଚ୍‌ ପୂର୍ବରୁ ଧୋନି କଣ କହିଲେ…

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଆଇପିଏଲ୍‌ ଟକ୍କରରେ ଓହ୍ଲାଇବେ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଦଳ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ…

ଝିଅ ଜିଭାଙ୍କ ସହିତ ୬ଟି ଭାଷାରେ କଥା ହେଉଛନ୍ତି ଏମଏସ ଧୋନି, ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ

ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନର ଆପିଏଲର ଆରମ୍ଭ ବିଜୟ ସହିତ କରିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚେନ୍ନାଇ ପ୍ରଥମ ମୁକାବିଲାରେ ଆରସିବିକୁ ହରାଇଲା। ଚେନ୍ନାଇର ଆଗାମୀ ମୁକାବିଲା ଦିଲ୍ଲୀ ସହିତ ମଙ୍ଗଳବାର ଫିରୋଜଶାସ କୋଟଲା ମୈଦାନାରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଧୋନି ନିଜ…

ଆଇପିଏଲ ମହାସମର : ଆଜି ରାଜସ୍ଥାନ-ପଞ୍ଜାବ ଟକ୍କର

ନୂଆଦିଲ୍ଲୀ : ଆଇପିଏଲର ଦ୍ୱିତୀୟ ଦିନରେ ଋଷଭ ପନ୍ତଙ୍କ କମାଲ । ମାତ୍ର ୨୭ ବଲ୍ରେ ଦମଦାର ୭୮ ରନ୍ କରିଛନ୍ତି ପନ୍ତ । ଏଥିରେ ରହିଛି ୭ଟି ଛକ୍କା ଓ ୭ଟି ଚୌକା । ଏହା ସହ ଇନଗ୍ରାମ୍ ୪୭ ଓ ଧାଓ୍ଵନ ୪୩ ରନ୍ କରିଥିଲେ । ୨୧୩ ରନର ବିଶାଳ ଲକ୍ଷକୁ ପିଛା କରି ମୁମ୍ବାଇ ମାତ୍ର ୧୭୬ ରନରେ ଅଲଆଉଟ୍…

ଆଇପିଏଲରେ ଚେନ୍ନାଇର ବିଜୟରୁ ଅଭିଯାନ ଆରମ୍ଭ, ଆଜି ଖେଳାଯିବ ଦୁଇଟି ମ୍ୟାଚ୍

କୋହଲିଙ୍କୁ ହରାଇଲେ ଧୋନି । ଆଇପିଏଲରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ଗତକାଲି ଚେନ୍ନାଇର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ୍ ଦ୍ୱାଦଶ ସଂସ୍କରଣର…