Below header
Browsing Category

କ୍ରୀଡା

ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ସିଏସକେ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହୋଇଛି ଆଇପିଏଲର ଦ୍ୱାଦଶ ସଂସ୍କରଣ। ପ୍ରଥମ ମ୍ୟାଚ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନାଇ ସୁପର କିଙ୍ଗସ ଦଳ। ଗତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଟିମ ସିଏସକେ…

କ୍ରିକେଟର ରୁ ରାଜନେତା : ଜାଣନ୍ତୁ କିଏ ପାଲଟିଛନ୍ତି ବିଶିଷ୍ଟ ଖେଳାଳିରୁ ରାଜନୀତିଜ୍ଞ

ନୂଆଦିଲ୍ଲୀ: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କର ବିଜେପି ଟିକେଟରେ ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଦେଶ ସେବାର ଏପରି ମଉକା ମିଳିଥିବା ନେଇ ଗମ୍ଭୀର ଖୁସି ହୋଇଥିବା କହିଛନ୍ତି। ତେବେ ସେ ନରେନ୍ଦ୍ର ମୋଦିଙ୍କ…

IPL 2019 : ଆଜିଠାରୁ ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ ଆରମ୍ଭ

ଆଜିଠାରୁ ଆରମ୍ଭ ହେବ କ୍ରିକେଟର ପର୍ବ ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ। ୫୧ଦିନ ଧରି ଚାଲିବାକୁ ଥିବା କ୍ରିକେଟ ଯୁଦ୍ଧରେ ଦେଶୀ ଓ ବିଦେଶୀ କ୍ରିକେଟ ତାରକାଙ୍କ ଯାଦୁ ଦେଖିବାକୁ ମିଳିବ। ଉଦଘାଟନୀ ମ୍ୟାଚରୁ ହିଁ ଜୋରଦାର ଲଢେଇ ଦେଖିବାକୁ ମିଳିବ। ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ…

ଆଫ୍ରିଦିଙ୍କୁ ମାରିଥିଲେ କହୁଣୀ ପୁଣି ନେଇଥିଲେ କିନ୍ନରଙ୍କ ରୂପ, ପଢନ୍ତୁ ଗୌତମ ଗମ୍ଭୀରଙ୍କ ପାଂଚ ଚର୍ଚ୍ଚିତ ମାମଲା

ଆଜିଯାଏଁ ପୂର୍ବତନ କ୍ରିକେଟର ଭାବରେ ଲୋକପ୍ରିୟ ଥିଲେ । କିନ୍ତୁ ଆଜିଠାରୁ ବିଜେପି ନେତା ଭାବରେ ପରିଚିତ ହେବେ ଗୌତମ ଗମ୍ଭୀର । ୨୦୧୧ ବିଶ୍ବ କପ୍ ବିଜୟର ହିରୋ ଥିବା ଏହି ବ୍ୟାଟ୍ସବ୍ୟାନ୍ ଶେଷରେ ଧରିନେଲେ ବିଜେପିର ହାତ । ଏବେ ଚର୍ଚ୍ଚା ହେଉଛି ଯେ ଚଳିତ ବର୍ଷ ଦିଲ୍ଲୀରୁ ଲୋକସଭା ନିର୍ବାଚନ…

ଆସନ୍ତାକାଲିଠୁ ଫଟାଫଟ କ୍ରିକେଟ : ପ୍ରଥମ ମ୍ୟାଚର ଆୟ ପୁଲୱାମା ସହିଦଙ୍କ ନାଁରେ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ୍ । ୫୧ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦେଶୀ ଓ ବିଦେଶୀ ଖେଳାଳିଙ୍କ ଜଲଓ୍ଵା ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚ୍ରେ କ୍ରିକେଟର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲୀଙ୍କ ମଧ୍ୟରେ ମୁକାବିଲା ହେବ…

ମ୍ୟାଚରେ ଦର୍ଶକଙ୍କ ମନଙ୍କୁ ମନୋରଞ୍ଜନ କରୁଥିବା ଚିୟର ଗାର୍ଲ୍ସ କେତେ ନିଅନ୍ତି ପାରିଶ୍ରମିକ କଣ ଆପଣ ଜାଣନ୍ତି ?

ଆଇପିଏଲ ସିଜନ-୧୨ ଆସନ୍ତା ମାର୍ଚ୍ଚ ୨୩ରେ ହେବାକୁ ଯାଉଛି। ଏବେ ସବୁଆଡେ ଟିମ ଏବଂ ସେମାନଙ୍କ ଖେଳାଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିଭଳି ସବୁ ବର୍ଷ ନିଜ ଡ୍ୟାନ୍ସ ଏବଂ ମସ୍ତିରେ ଆଇପିଏଲକୁ ସୁପରହିଟ କରୁଥିବା ଚିୟରଗାର୍ଲ୍ସ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି। ତେବେ ଆସନ୍ତୁ ଏହି ଖବରରୁ…

ଆଇପିଏଲ ପ୍ରଥମ ମ୍ୟାଚର ସମସ୍ତ ଟିକେଟ ଟଙ୍କା ପୁଲୱାମା ସହିଦଙ୍କୁ ଦାନ କରିବ CSK

ନୂଆଦିଲ୍ଳୀ : କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାକୁମ୍ଭ। ଏନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍ସାହ। ଏହି ଉତ୍ସାହକୁ ଦ୍ବିଗୁଣିତ କରିଛି ଦ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ତରଫରୁ କରାଯାଇଥିବା ଏକ ଘୋଷଣା। ସିଏସକେ ଏହାର ପ୍ରଥମ ମ୍ୟାଚ ଚେନ୍ନାଇ ଅର୍ଥାତ୍ ତାହାର ହୋମ୍…

ଓ୍ଵିକେଟ୍‌ ପଛରେ ଧୋନି ଥିଲେ ବୋଲରଙ୍କର ଚିନ୍ତା ନାହିଁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ କାହିଁକି ସମସ୍ତେ ପ୍ରଶଂସା କରନ୍ତି । ତାଙ୍କ ଗୁଣ ଯୋଗୁଁ ନା ଆଉ କିଛି । ଭାରତର ଏହି ସଫଳ ଅଧିନାୟକଙ୍କର ପଡ଼ିଆ ଭିତରେ କିମ୍ବା ପଡ଼ିଆ ବାହାରେ ତ ଅନେକ ଭଲ ଗୁଣ ଦେଖିବାକୁ ମିଳିଛି । ହେଲେ ତାଙ୍କ କ୍ରିକେଟ୍‌…

କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ଅଧିନାୟକଙ୍କ ମିଳନ : ବିରାଟଙ୍କ କ୍ୟାମ୍ପରେ ସୁନୀଲ ଛେତ୍ରୀ

ଚେନ୍ନାଇ : ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମଙ୍ଗଳବାର ଦିନ ଏକ ନିଆରା ପରିବେଶ ଦେଖିବାକୁ ମିଳିଥିଲା । ଆଇପିଏଲ୍‌ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ର ଖେଳାଳିମାନେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଅଭ୍ୟାସ କରୁଥିବା ବେଳେ ସେଠାରେ ପହଞ୍ଚିଥିଲେ ଭାରତୀୟ ଫୁଟ୍‌ବଲ୍‌…

ଆଇପିଏଲ ପୂର୍ବରୁ ପୃଥ୍ବୀଙ୍କୁ ଘାରିଲା ଡ୍ୟାନ୍ସର ନିଶା, ଏପରି ଦେଖାଇଲେ ଟ୍ୟାଲେଣ୍ଟ

ନୂଆଦିଲ୍ଲୀ : ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ ଦିଲ୍ଲୀ କ୍ୟାପିଟାଲର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ପୃଥିବୀ ଶୋଙ୍କ ଉପରେ ଚଢ଼ିଛି ଡ୍ୟାନ୍ସ ମସ୍ତି। ନିକଟରେ ପୃଥ୍ବୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପପୁଲାର ଗୀତ ‘ବୋହତ ହାର୍ଡ’ ଗୀତରେ ନାଚୁଥିବା ଦେଖିବାକୁ…

କିଛି ଖବର ପଢ଼ିଲା ଭଳି : ମାୟାବତୀ ଦୈନିକ ଫେସିଆଲ କରନ୍ତି, ଅର୍ଥ ମନ୍ତ୍ରାଳୟ ସୁନା ବିସ୍କୁଟ୍‌ ନେଇ ନିରବ ମୋଦିକୁ…

-ବିଜେପି ବିଧାୟକ ନାରାୟଣ ସିଂହ ଟାର୍ଗେଟ୍‌ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାୟାବତୀ ‘ସୌଖୀନ’ ବୋଲି କହିଛନ୍ତି । ହେଲେ ନିଜେ ମାୟାବତୀ ବୟସ ଲୁଚାଇବା ପାଇଁ ଦୈନିକ ଫେସିଆଲ କରୁଛନ୍ତି ଓ ଚୁଟିରେ ରଙ୍ଗ ମାଖୁଛନ୍ତି । -ଉତ୍ତର…

IPL ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ, ଯାହାଙ୍କ ସହ ଖେଳିବାକୁ ଭୟ କରନ୍ତି ବୋଲର୍

୨୩ ମାର୍ଚ୍ଚରେ ଆରମ୍ଭ ହେବ ଆଇପିଏଲ୍ ସିଜନ୍ ୧୨ । ପୁଣି ଥରେ ଦେଖିବାକୁ ମିଳିବ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଘମାସାନ ଲଢେଇ । ତେବେ ବିଜୟ ସ୍ବାଦ ଚାଖିବା ପାଇଁ କେବଳ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବୋଲରଙ୍କର ମଧ୍ୟ ରହଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା । ଆସନ୍ତୁ ଜାଣିବା ୧୧ ଟି ଯାକ ସିଜନରେ ଅରେଞ୍ଜ…