Below header
Browsing Category

କ୍ରୀଡା

ପରୀକ୍ଷା ନିରୀକ୍ଷା ହେଲା କାଳ, ଅଷ୍ଟ୍ରେଲିଆ ବିଜୟର ହକ୍‌ଦାର ଥିଲା : କୋହଲି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ୍‌ରେ କିଛି ପରୀକ୍ଷା ନିରୀକ୍ଷା ଦଳର ପରାଜୟର କାରଣ । ଏକଥା ମାନିଛନ୍ତି ଅଧିନାୟକ ବିରାଟ କୋହଲି । ତେବେ ସେ ସଫେଇ ଦେଇଛନ୍ତି ଯେ ଆଗାମୀ ବିଶ୍ୱକପ୍‌କୁ ନଜରରେ ରଖି ଆମେ ଖେଳାଳିମାନଙ୍କୁ ସୁଯୋଗ ଦେଇଥିଲୁ । ତେଣୁ ସମନ୍ଵୟ ଠିକ୍‌ ନରହିବାରୁ…

କୋଟଲାରେ କଙ୍ଗାରୁ ଦେଲ ମାତ୍‌ : ଖରାପ ଖେଳି ହାରିଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ ବିଜୟୀ

ନୂଆଦିଲ୍ଲୀ : ବିଶ୍ୱ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା । ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ଭାରତ ୩୫ ରନ୍‌ରେ ହାରି ସିରିଜ୍‌ ହାତଛଡ଼ା କରିଛି । ଭାରତୀୟ ବ୍ୟାଟଟ୍ସମ୍ୟାନ୍‌ଙ୍କ ଖରାପ ବ୍ୟାଟିଂ ଏବଂ ଆଡାମ୍‌ ଜମ୍ପା ଓ କମିନ୍ସଙ୍କ ବଢ଼ିଆ ବୋଲିଂ ଦେଖିବାକୁ ମିଳିଲା…

ଭାରତକୁ ଶେଷ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ପାଇଁ ଅଷ୍ଟ୍ରେଲିଆ ଦେଲା ୨୭୩ ରନ୍‌ର ଲକ୍ଷ୍ୟ

ନୂଆଦିଲ୍ଲୀ : ଲଗାତର ଚମତ୍କାର ବ୍ୟାଟିଂ କରି ଚାଲିଥିବା ଓପ୍ନର ଉସମାନ ଖ୍ଵାଜା ଏବଂ ପିଟର ହ୍ୟାଣ୍ଡସ୍କମ୍ବ ପୁଣି ଅଷ୍ଟ୍ରେଲିଆ ପାଇଁ ଭଲ ସ୍କୋର କରିଛନ୍ତି । ସେମାନଙ୍କ ଯୋଗୁଁ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୭୨ ରନ୍‌ କରିଛି । ଚଳିତ ସିରିଜ୍‌ରେ ଖ୍ଵାଜା…

କେବେ ଅଡିର ଏହି ଲଗଜୁରୀ କାର୍ ଚଲାଉଥିଲେ କୋହଲି, ହେଲେ ଆଜି ଏହାର ଦୁର୍ଗତି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଫ୍ୟାନ୍ସ

କ୍ରିକେଟ୍ ବ୍ୟତୀତ ନିଜ ଷ୍ଟାଇଲ୍ ଏବଂ ଗ୍ଲାମର୍ ପାଇଁ ବେଶ୍ ପରିଚିତ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ଷ୍ଟାର୍ ଖେଳାଳୀ ବିରାଟ୍ କୋହଲି । କ୍ରିକେଟରେ ସଫଳତାର ଶୀର୍ଷରେ ପହଂଚିବା ସହ ଷ୍ଟାଇଲ୍ ମାମଲାରେ ମଧ୍ୟ ବେଶ୍ ଆଗରେ କୋହଲି । ଖାଦ୍ୟ,ପାନୀୟ, ଘର ଏବଂ ଗାଡିକୁ କୋହଲିଙ୍କ ବିରାଟ ପସନ୍ଦ…

ଦିନ ଗୋଟାଏରେ ପଡ଼ିବ ଟସ୍‌, କଣ ହେବ ବିରାଟ ବାହିନୀର ଭାଗ୍ୟ ?

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ପଡ଼ିବ ଟସ୍‌ । ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ । ଉଭୟ ଦଳ ଜିତିବା ଲକ୍ଷ୍ୟରେ ଅଛନ୍ତି । କାରଣ ସିରିଜ୍‌ ହାତେଇବେ । ଏହା ସହିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଡ଼ିତ…

ଦର୍ଶକ ହେଲେ ଭାବପ୍ରବଣ , ଯେବେ ଶେଷ ଥର ପାଇଁ WWE ରିଂଗରେ ନଜର ଆସିଲେ ‘The Shield’

ନିକଟରେ ହୋଇଥିବା ଫାଷ୍ଟଲେନ ପିପିବି କାଫିରେ ସମସ୍ତ ଦର୍ଶକ ଭାବପ୍ରବଣ ହୋଇଯାଇଥିଲେ ଯେତେବେଳେ WWE ଇତିହାସର ସବୁଠାରୁ ସଫଳ ଟ୍ୟାଗ ଟିମ୍‌ ଏକା ସାଙ୍ଗରେ ଶେଷ ଥର ପାଇଁ ରିଂଗରେ ନଜର ଆସିଥିଲେ। ରୋମାନ ରେଞ୍ଜଙ୍କ କ୍ୟାନ୍ସର ଆକ୍ରାନ୍ତ ପରେ ରିଂଗକୁ ଫେରିବାକୁ ନେଇ ଦର୍ଶକ ତଥା ତାଙ୍କ…

କାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମୁକାବିଲା, ଜାଣନ୍ତୁ କେବେ, କେଉଁଠି, କେତେବେଳେ

ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବେ ୨-୨ ସ୍ଥିତିରେ ରହିଛି । ଆସନ୍ତାକାଲି ହେବ ଫାଇନାଲ୍‌ ମୁକାବିଲା । ଯିଏ ଜିତିବ ସିଏ ହେବ ସିରିଜ୍‌ ବିଜେତା । ଉଭୟ ଦଳ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ତେବେ ଅଷ୍ଟ୍ରେଲିଆ ତୁଳନାରେ ଭାରତ ପାଇଁ ଏହି…

ଭାରତୀୟ କ୍ରିକେଟର ସେନା ଟୋପି ପିନ୍ଧିବା ପ୍ରସଙ୍ଗ , ପାକିସ୍ତାନକୁ ଆଇସିସିର କଡ଼ା ଜବାବ

କେନ୍ୟୁଜ୍ : ପାକିସ୍ତାନର କ୍ଷତରେ ଲୁଣ ପକାଇଲା ଆଇସିସି । ରାଞ୍ଚିରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଖେଳାଳିଙ୍କୁ ସେନାର ଟୋପି ପିନ୍ଧିବାକୁ ଆମେ ଅନୁମତି ଦେଇଥିଲୁ । ଏକଥା ସ୍ପଷ୍ଟ କରିଛି ଆଇସିସି । ଏଥିପାଇଁ ବିସିସିଆଇ ପ୍ରଥମେ ଅନୁମିତ ଲୋଡ଼ିଥିଲା । ଆଇସିସି ପକ୍ଷରୁ…

ଚତୁର୍ଥ ଦିନିକିଆରେ ଧୋନି ନଥିଲେ ବୋଲି ବାରି ହୋଇପଡ଼ିଲା

ଗତକାଲି ମୋହାଲିରେ ଭାରତ ବନାମ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ କଙ୍ଗାରୁ ଦଳ ଜିତିଲା । ଗୋଟିଏ ସମୟରେ ଭାରତ ଜିତିବ ବୋଲି ଲାଗୁଥିଲା । ହେଲେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଆଷ୍ଟନ୍‌ ଟର୍ଣ୍ଣର ଜୋରଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ । ଆହୁରି ୧୩ଟି ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆ…

ଧୋନି କହିଲେ ବହୁତ ବଡ଼ କଥା; ହତ୍ୟା ଠାରୁ ଆହୁରି ବଡ଼ ଅପରାଧ ମ୍ୟାଚ୍‌ଫିକ୍ସିଂ

ନିଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ସମସ୍ତଙ୍କର ପ୍ରିୟ ମାହି ଓରଫ ମହେନ୍ଦ୍ର ସିଂହ ଧୋନି କହିଛନ୍ତି ମ୍ୟାଚ୍‌ ଫିକ୍ସିଂ ହେଉଛି ସବୁଠାରୁ ବଡ଼ ଅପରାଧ । ଏହା ମଣିଷ ମାରିବା ଠାରୁ ମଧ୍ୟ ଆହୁରି ବଡ଼ ଅପରାଧ । ଆଇପିଏଲ୍‌ ଦଳ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏକ…

ମୋହାଲିରେ ମାତ୍‌ ଦେଲା ଅଷ୍ଟ୍ରେଲିଆ, ଭାରତ ୪ ଓ୍ଵିକେଟ୍‌ରେ ପରାସ୍ତ ସିରିଜ୍‌ ଏବେ ୨-୨

ମୋହାଲି : ହ୍ୟାଣ୍ଡସ୍କମ୍ବଙ୍କ ଶତକ ଏବଂ ଖ୍ଵାଜା ଓ ଟର୍ଣ୍ଣରଙ୍କ ଜୋରଦାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଆଜି ଚତୁର୍ଥ ଦିନିକିଆକୁ ସହଜରେ ଜିତି ନେଇଛି । ଭାରତ ରଖିଥିବା ୩୫୯ ରନ୍‌ର ବିଶାଳ ଲକ୍ଷ୍ୟ ବି ମୋହାଲିରେ କମ୍‌ ପଡ଼ିଛି । ଆହୁରି ୧୩ଟି ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍‌ରେ…

ଚତୁର୍ଥ ଦିନିକିଆ : ମୋହାଲିରେ ରୋହିତ ଓ ଧବନ୍‌ଙ୍କ ସୁପର ସୋ, ଭାରତର ୩୫୮ ରନ୍‌

ମୋହାଲି : ଓପନିଂ ଯୋଡ଼ିରେ ୧୯୩ ରନ୍‌ର ଭାଗିଦାରୀ ଏବଂ ଶିଖର ଧବନ୍‌ଙ୍କ ୧୬ତମ ଶତକ ଜରିଆରେ ଭାରତ ୯ ଓ୍ଵିକେଟ୍‌ ହରାଇ କରିଛି ୩୫୮ ରନ୍‌ । ଅଷ୍ଟ୍ରେଲିଆ ପକ୍ଷରୁ ପେସ୍‌ ବୋଲର୍‌ ପ୍ୟାଟ୍‌ କମିନ୍ସ ୫ଟି ଏବଂ ରିଚାର୍ଡ଼ସ୍‌ ୩ଟି ଓ୍ଵିକେଟ୍‌ ନେଇଛନ୍ତି । ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ଭାରତୀୟ…