Below header
Browsing Category

କ୍ରୀଡା

ଭାରତ କ୍ରିକେଟରଙ୍କ ‘ସେନା କ୍ୟାପ୍’ ପରେ ପାକିସ୍ତାନ ଖେଳାଳୀଙ୍କ ‘କଳା ବ୍ୟାଣ୍ଡ’ ଧମକ ..

ପୁଲୱାମା ଆକ୍ରମଣରେ ସହିଦ ପରିବାରଙ୍କୁ ସମ୍ମାନ ଜଣାଇବାକୁ ଯାଇ ସାରା ଦେଶର ନାଗରିକ ଯେପରି ନିଜ ନିଜ ପ୍ରକାରର ପ୍ରୟାସ କରି ଚାଲିଛନ୍ତି । ଏବେ ଏଥିରେ ସାମିଲ ହୋଇଥିଲେ ଭାରତୀୟ କ୍ରିକେଟ ଖେଳାଳିମାନେ । ଦେଶର ବୀର ଜବାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ଯାଇ ରାଞ୍ଚିରେ ଅନୁଷ୍ଠିତ ତୃତୀୟ…

ଋଷଭ ପନ୍ଥ ହେଲେ ମାଲାମାଲ, ଜାଣନ୍ତୁ ବିସିସିଆଇ କେଉଁ କ୍ରିକେଟରଙ୍କୁ ବର୍ଷକୁ କେତେ ଦେବେ ଟଙ୍କା

ଭାରତୀୟ କ୍ରିକେଟ ଟିମର ବଲ୍ଲେବାଜ୍ ଶିଖର ଧୱନ ଏବଂ ଭୁବନେଶ୍ବର କୁମାରଙ୍କୁ ବିସିସିଆଇ ଏ ପ୍ଲସ ଶ୍ରେଣୀରୁ ବାହାର କରିଦେଇଛି। ସେହିଭଳି ଋଷଭ ପନ୍ଥ ଏହି ଶ୍ରେଣୀରେ ପ୍ରବେଶ କରିଥିବା ନୂଆ ଖେଳାଳୀ ଅଟନ୍ତି। ବିସିସିଆଇ ଗୁରୁବାର ଦିନ ରାତିରେ ଟିମ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ଷିକ ଅନୁବନ୍ଧ…

ବେକାର ଗଲା ବିରାଟଙ୍କ ୪୧ ତମ ଦିନିକିଆ ଶତକ, ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ

ରାଞ୍ଚି : ବିରାଟ୍‌ ଦ ଫାଇଟର୍‌ । ଖୁବ୍‌ ଲଢ଼ିଲେ ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆର ୩୧୩ ରନ୍‌ ସ୍କୋରକୁ ଜବାବ ଦେବା ଲାଗି ୪୧ତମ ଦିନିକିଆ ଶତକ କଲେ । ହେଲେ ପ୍ରାରମ୍ଭିକ ବିପର୍ଯ୍ୟୟ ଯୋଗୁଁ ଭାରତ ତୃତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତ ୩୨ ରନ୍‌ରେ ହାରିଗଲା । ମ୍ୟାଚ୍‌ ଜିତି…

ସାବାସ୍ ଟିମ ଇଣ୍ଡିଆ : ପଡ଼ିଆ ଭିତରେ ଏମିତି କିଛି କଲା ଗର୍ବ ଗୌରବରେ ମଥା ଉଚ୍ଚା ହୋଇଗଲା

ପୁଲୱାମା ଆକ୍ରମଣରେ ସହିଦ ପରିବାରଙ୍କୁ ସମ୍ମାନ ଜଣାଇବାକୁ ଯାଇ ସାରା ଦେଶର ନାଗରିକ ଯେପରି ନିଜ ନିଜ ତରିକାରେ ପ୍ରୟାସ କରି ଆର୍ଥିକ ସହାୟତା ଯୋଗାଇ ଦେଛନ୍ତି । ଯାହା ବିଶ୍ବ ସମୁଦାୟଠାରୁ ଭାରି ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଖେଳାଳିମାନେ ।…

ତୃତୀୟ ଦିନିକିଆରେ ଖ୍ଵାଜାଙ୍କ ଶତକ, ଆଷ୍ଟ୍ରେଲିଆ ଦେଲା ୩୧୪ ରନ୍‌ର ଟାର୍ଗେଟ୍‌

ରାଞ୍ଚି : ରାଞ୍ଚି ଷ୍ଟାଡିୟମ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ । ହେଲେ ଭାବି ନଥିଲେ ତାଙ୍କ ବୋଲର୍‌ଙ୍କୁ ଏମିତି ଧୁଲେଇ କରିବେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ । ଦୁଇ ଓପ୍ନର ଚମତ୍କାର ବ୍ୟାଟିଂ କରି ୩୨ ଓଭର ଭିତରେ ୧୯୩ ରନ୍‌ ସଂଗ୍ରହ କରିଥିଲେ…

ଆଜି ରାଞ୍ଚିରେ ତୃତୀୟ ଦିନିକିଆ , ହୋମ୍‌ ଗ୍ରାଉଣ୍ଡରେ ଶେଷ ମ୍ୟାଚ୍‌ ଖେଳିବେ ମାହି

ରାଞ୍ଚି : ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ । ରାଞ୍ଚିରେ ଅପରାହ୍ନ ୧ଟା ୩୦ ମିନିଟରେ ଉଭୟ ଦଳ ମୁହାଁମୁହିଁ ହେବେ । ଗୋଟିଏ ପଟେ ସିରିଜକୁ ଆଗୁଆ କବଜା କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ । ଏହି ମ୍ୟାଚ ଧୋନୀଙ୍କ ଶେଷ ମ୍ୟାଚ ବୋଲି କୁହାଯାଉଛି । ତେଣୁ ହୋମଗ୍ରାଉଣ୍ଡରେ ବିଜୟ ଉପହାର…

ଦିନିକିଆ କ୍ରିକେଟରେ କିଏ କିଙ୍ଗ? ସଚିନ ନା ବିରାଟ , ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ

କେନ୍ୟୁଜ୍ : ଦିନିକିଆ କ୍ରିକେଟରେ କିଏ କିଙ୍ଗ? ସଚିନ ତେନ୍ଦୁଲକର ନା ବିରାଟ କୋହଲି? ବର୍ତ୍ତମାନ ସମୟରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ବର୍ତ୍ତମାନ କୋହଲି ସଚିନଙ୍କ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅନେକ ରେକର୍ଡର ସମକକ୍ଷ ହୋଇଛନ୍ତି। ଏପର‌୍ୟ୍ୟନ୍ତ ବିରାଟ କୋହଲି ଖେଳିଥିବା ୨୨୪ଟି…

ସାନିଆ ମିର୍ଜାଙ୍କ ଉଉଣୀଙ୍କୁ ବିବାହ କରିବେ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ଆଝାରୁଦ୍ଦିନଙ୍କ ପୁଅ

ଟେନିସ୍ ସୁନ୍ଦରୀ ସାନିଆ ମିର୍ଜାଙ୍କ ଉଉଣୀ ଆନମ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅସଦ ଓ ଆନମ ଦୀର୍ଘ ଦିନ ହେବ ପରସ୍ପରକୁ ପ୍ରେମ କରୁଥିବାବେଳେ ଉଭୟ ପରସ୍ପରକୁ ବିବାହର କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୫…

ଆଜଲାନ୍‌ ଶାହ ହକି ପାଇଁ ଭାରତୀୟ ଦଳରେ ସାମିଲ ହେଲେ ବୀରେନ୍ଦ୍ର ଲାକ୍ରାଙ୍କ ସହ ୩ ଓଡ଼ିଆ

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ମାଲେସିଆର ଇପୋଠାରେ ଆରମ୍ଭ ହେବ ସୁଲତାନ ଆଜଲାନ୍‌ ଶାହା ହକି ଟୁର୍ଣ୍ଣାମେଣ୍ଟ । ଏଥିରେ ଭାଗ ନେବାକୁ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ତିନି ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ସ୍ଥାନ…

ପ୍ରଥମେ ଦୌଡାଇଲେ ପରେ ଆଲିଙ୍ଗନ କଲେ , ଫ୍ୟାନଙ୍କ ସହ ମଜାକ୍ କରୁଥବା ମାହିଙ୍କ ଭିଡିଓ ହେଲା ଭାଇରାଲ୍

ଆଗେ ଆଗେ ଧୋନୀ ଆଉ ପଛେ ପଛେ ଫ୍ୟାନ୍ । ପ୍ରଥମେ ଦୌଡାଇଲେ ଆଉ ପରେ ଆଲିଙ୍ଗନ କଲେ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ନାଗପୁରରେ । ଏହି ଦୃଶ୍ୟ ଆପଣ ବି ଦେଖିଲେ କହିବେ ନିଜ ଫ୍ୟାନଙ୍କ ମନ କେମିତି ଜିଣା ଯାଏ ତାହା ମାହିଙ୍କଠୁ ଅଧିକ କିଏ ବା ଜାଣେ । ଫିଲ୍ଡିଂ ପାଇଁ ଯେତେବେଳେ…

ଭାରତର ୫୦୦ତମ ବିଜୟ, କୋହଲିଙ୍କ ଆଉ କିଛି ରେକର୍ଡ଼

ଗତକାଲି ନାଗପୁର ଠାରେ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ହରାଇ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍‌ର ଦିନିକିଆ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ତାଙ୍କର ୪୦ତମ ଦିନିକିଆ ଶତକ ହାସଲ କରିଥିଲେ । ଏହା ସହିତ ପୁଣି କିଛି ରେକର୍ଡ଼ ମଧ୍ୟ ନିଜ ନାଁରେ କରିଛନ୍ତି ବିରାଟ ।…

ସର୍ବଭାରତୀୟ ପୋଲିସ୍‌ କ୍ରୀଡ଼ାରେ ଭାରୋତ୍ତଳକ କେ. ରବି କୁମାରଙ୍କୁ ୩ଟି ସ୍ୱର୍ଣ୍ଣପଦକ

ବ୍ରହ୍ମପୁର (କେନ୍ୟୁଜ୍) : ଭାରୋତ୍ତଳକ କେ. ରବି କୁମାରଙ୍କୁ ୩ଟି ସ୍ୱର୍ଣ୍ଣପଦକ। ୬୭ତମ ସର୍ବଭାରତୀୟ ପୋଲିସ୍‌ କ୍ରୀଡ଼ାରେ ରବି କୁମାରଙ୍କୁ ଏହି ସଫଳତା ମିଳିଛି। ଫେବୃୟାରୀ ୨୭ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପୂର୍ବରୁ…