Browsing Category
କ୍ରୀଡା
ଷ୍ଟାଡିୟମରେ କ୍ରିକେଟ୍ ଖେଳ ଦେଖିବା ବେଳେ ମୋବାଇଲରେ ବେଶି କଥା ହୁଅନ୍ତୁ ନାହିଁ, ନହେଲେ…
କଲମ୍ବୋ : ଷ୍ଟାଡିୟମରେ ବସି କ୍ରିକେଟ୍ ମ୍ୟାଚ୍ ଦେଖିବା ବେଳେ ମୋବାଇଲ ଫୋନରେ ବେଶି କଥା ହୁଅନ୍ତୁ ନାହିଁ । ନହେଲେ ପୋଲିସ୍ ନଜରକୁ ଆସି ପାରନ୍ତି । ଏମିତି ଘଟଣା ଘଟିଛି ଶ୍ରୀଲଙ୍କାରେ । ଗତ ୧୬ ତାରିଖ ଦିନ ଖେଳା ଯାଇଥିବା ଭାରତ-ଶ୍ରୀଲଙ୍କା ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚକୁ…
ବିନା କୋହଲିରେ ବିରାଟ ଅଭିଯାନରେ ଟିମ୍ ଇଣ୍ଡିଆ, ଏସିଆ କପ୍ରେ ଆଜି ଭାରତର ଅଭିଯାନ ଆରମ୍ଭ
ଭୁବନେଶ୍ୱର(କେନ୍ଯୁଜ୍) : ଏସିଆ କପ୍ରେ ଆଜି ଅଭିଯାନ ଆରମ୍ଭ କରିବ ଭାରତ । ହଂକଂ ସହ ହେବ ମୁକାବିଲା । ବିନା କୋହଲିରେ ବିରାଟ ଅଭିଯାନରେ ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ଶିଖର ଧଓ୍ଵନ, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର…
ଏସିଆ କପ୍ : ଶ୍ରୀଲଙ୍କା ଆଗରେ ଆଫଗାନିସ୍ତାନ ରଖିଲା ୨୫୦ ରନର ବିଜୟଲକ୍ଷ୍ୟ
ଦୁବାଇ : ଏସିଆ କପରେ ତାର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ଟିମ୍ ଦେଇଛି ବଡ଼ ଚ୍ୟାଲେଞ୍ଜ । ଜିତିବା ପାଇଁ ରଖିଛି ୨୫୦ ରନର ଲକ୍ଷ୍ୟ । ବାଂଲାଦେଶ ଠାରୁ ପରାସ୍ତ ହେବା ପରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ଜିତିବା ଜରୁରୀ ।
ଆବୁଧାବି ଷ୍ଟାଡିୟମରେ ଆଫଗାନିସ୍ତାନ ଟିମ୍ ବଢ଼ିଆ…
ହକି ବିଶ୍ୱକପକୁ ଜଗିବ ଡ୍ରୋନ୍ କ୍ୟାମେରା, ଆଉ ରହିଲା ମାତ୍ର ୭୨ ଦିନ
ଭୁବନେଶ୍ବର (କେନ୍ଯୁଜ୍) : ହକି ବିଶ୍ୱକପ୍କୁ ଆଉ ରହିଲା ୭୨ ଦିନ । ସୁରକ୍ଷା ପ୍ରସଙ୍ଗରେ ଓଡିଶା ପୋଲିସ ବାରମ୍ବାର ବୈଠକ କରୁଛି। ବିଶ୍ୱକପ୍ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍ କ୍ୟାମେରା । ଖୁବ୍ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍ କ୍ୟାମେରା କିଣିବ ପୋଲିସ ।…
କୋହଲିଙ୍କୁ ବିରାଟ ପୁରସ୍କାର, ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଯୁଗ୍ମ ଭାବେ ନାମ ସୁପାରିଶ
ନୂଆଦିଲ୍ଲୀ : ରାଜୀବ ଖେଳରତ୍ନ ପୁରସ୍କାର ପାଇଁ ବିରାଟ କୋହଲି ଓ ମୀରାବାଇ ଚାନୁଙ୍କ ନାମ ସୁପାରିଶ । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଜଣେ ବ୍ୟାଟ୍ସମ୍ୟାନ ଭାବେ ବର୍ତ୍ତମାନ ଆଇସିସି ମାନ୍ୟତାର ୧ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ଅଧୀନରେ ଟିମ୍ ଇଣ୍ଡିଆ ଘରୋଇ ସିରିଜ୍…
ଏସିଆ କପ୍ କ୍ରିକେଟ୍ : ଆଜି ଶ୍ରୀଲଙ୍କା ଭେଟିବ ଆଫଗାନିସ୍ତାନକୁ
ଦୁବାଇ : ଆଜି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚ୍ ଖେଳାଯିବ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ । ଶ୍ରୀଲଙ୍କା ତାର ପ୍ରଥମ କ୍ୟାଚରେ ବାଂଲାଦେଶ ଠାରୁ ୧୩୭ ରନରେ ହାରି ସାରିଛି । ତେଣୁ ତାଠାରୁ ଅପେକ୍ଷାକୃତ ଦୁର୍ବଳ ଦଳ ଆଫଗାନିସ୍ତାନ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରି…
ଏସିଆ କପ୍ : ବହୁ କଷ୍ଟରେ ୧୦୦ ରନ୍ ଟପିଲା ହଂକଂ
ଦୁବାଇ : ପାକିସ୍ତାନ ବୋଲରଙ୍କ ଆଗରେ ଅତି ସହଜରେ ହାର ମାନିଗଲେ ହଂକଂ ବ୍ୟାଟ୍ସମ୍ୟାନ୍ । ବହୁ କଷ୍ଟରେ ଗୋଟିଏ ଭଲ ଭାଗିଦାରୀ ଯୋଗୁଁ ୧୦୦ ରନ୍ ଟପି ପାରିଛି । ୩୭.୧ ଓଭରରେ ସମସ୍ତ ୱିକେଟ୍ ହରାଇ କରିଛି ୧୧୬ ରନ୍ । ଦୁବାଇରେ ଆୟୋଜିତ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ…
ଭୁବନେଶ୍ୱରରେ ପହଞ୍ଚିଲା ୨୫ ଜଣିଆ ଭାରତୀୟ ପୁରୁଷ ହକି ଟିମ୍
ଭୁବନେଶ୍ୱର : ଆସନ୍ତା ନଭେମ୍ବରରେ ପୁରୁଷ ହକି ବିଶ୍ୱକପ୍ । ତାପୂର୍ବରୁ ଅକ୍ଟୋବର ମାସରେ ଓମାନ୍ରେ ରହିଛି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି । ଏଥିପାଇଁ ଖେଳାଳି ଚୟନ କରାଯିବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରଶିକ୍ଷଣ ଶିବିର । ଏଥିପାଇଁ ଭୁବନେଶ୍ୱରରେ…
ସିନିୟର ଭଲ ନଖେଳିଲେ ଜୁନିୟରଙ୍କୁ ଟାର୍ଗେଟ୍ କରିବୁ : ଚୟନକର୍ତ୍ତା
ମୁମ୍ବାଇ : ଯଦି ବର୍ତ୍ତମାନ ଦଳରେ ଥିବା ଖେଳାଳି ଭଲ ଖେଳିବେ ନାହିଁ ତେବେ ଆମେ ଜୁନିୟର ଖେଳାଳିଙ୍କୁ ଟାର୍ଗେଟ୍ କରିବୁ। ଭାରତୀୟ ‘ଏ‘ ଦଳରେ ଭଲ ଖେଳୁଥିବା ଖେଳାଳିଙ୍କୁ ସିନିୟର ଦଳରେ ନେବୁ । ଏଇ ଚେତାବନୀ ଦେଇଛନ୍ତି ବିସିସି ଚୟନକର୍ତ୍ତା ଏମଏସକେ ପ୍ରସାଦ । ସେ କହିଛନ୍ତି ଇଂଲଣ୍ଡ ଠାରୁ…
କାହାରି ମନେ ପଡ଼ିଲାନି ଋଷଭ ପନ୍ତଙ୍କ ରେକର୍ଡ଼
ମୁମ୍ବାଇ : ଓଭାଲରେ ଭାରତୀୟ ଦଳ ଘରୋଇ ଇଂଲଣ୍ଡ ଠାରୁ ପଞ୍ଚମ ତଥା ଶେଷ ଟେଷ୍ଟ ୧୧୮ ରନରେ ହାରିଗଲା । ତେବେ ଦଳ ୧-୪ରେ ସିରିଜ୍ ପରାଜୟ ଭିତରେ ସମସ୍ତେ ଭୁଲି ଗଲେ ୱିକେଟ କିପର ଋଷଭ ପନ୍ତ ଗୋଟିଏ ବିରଳ ରେକର୍ଡ଼ କରିଛନ୍ତି ବୋଲି । ପନ୍ତ ସିରିଜ୍ର ଶେଷ ଇନିଂସରେ ଶତକ କରିଥିଲେ । ଚତୁର୍ଥ ଇନିଂସରେ…
ହଂକଂ କ୍ରିକେଟ୍ ଟିମ୍ ଅଧିନାୟକ ଜଣେ ଓଡ଼ିଆ, କିଏ ଆସନ୍ତୁ ଜାଣିବା
ଭୁବନେଶ୍ବର (କେନ୍ୟୁଜ୍) : ହଂକଂ କ୍ରିକେଟ୍ ଟିମର ଅଧିନାୟକ ଦାୟିତ୍ବରେ ଅଛନ୍ତି ଜଣେ ଓଡ଼ିଆ । ସେ ହେଉଛନ୍ତି ଅଂଶୁମାନ ରଥ । ଦଳରେ ସେ ଅଂଶୀ ଭାବେ ପରିଚିତ । ଅଂଶୁମାନ ଜଣେ ୱିକେଟ୍ କିପର/ବ୍ୟାଟସମ୍ୟାନ୍ । ୨୦ ବର୍ଷ ବୟସ୍କ ଅଂଶୁମାନ ୨୦୧୪ ନଭେମ୍ବର ୮ ତାରିଖରେ ତାଙ୍କ ଦିନିକିଆ ଆନ୍ତର୍ଜାତିକ…
ଏସିଆ କପ୍ କ୍ରିକେଟ୍ : ଆଜି ପାକିସ୍ତାନର ମୁକାବିଲା ହଂକଂ ସହ
ଦୁବାଇ : ଏସିଆ କପ୍ କ୍ରିକେଟରେ ଆଜି ହଂକଂକୁ ଭେଟିବ ଶକ୍ତିଶାଳୀ ପାକିସ୍ତାନ ଦଳ । ୨୦୦୮ ପରେ ହଂକଂ ପୁଣି ଏସିଆ କପ୍ ଖେଳୁଛି । ପାକିସ୍ତାନ ସହ ମୁକାବିଲା ନେଇ ଦଳର ଖେଳାଳିମାନେ ଉତ୍ସାହିତ ଥିଲେ ମଧ୍ୟ ସମକକ୍ଷ ଟକ୍କର ଦେବା ନେଇ ସନ୍ଦେହରେ ଅଛନ୍ତି । ତେବେ ପଡ଼ିଆକୁ ଓହ୍ଲାଇ ଶତପ୍ରତିଶତ…