Browsing Category

କ୍ରୀଡା

କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ଅଧିନାୟକଙ୍କ ମିଳନ : ବିରାଟଙ୍କ କ୍ୟାମ୍ପରେ ସୁନୀଲ ଛେତ୍ରୀ

ଚେନ୍ନାଇ : ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମଙ୍ଗଳବାର ଦିନ ଏକ ନିଆରା ପରିବେଶ ଦେଖିବାକୁ ମିଳିଥିଲା । ଆଇପିଏଲ୍‌ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ର ଖେଳାଳିମାନେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଅଭ୍ୟାସ କରୁଥିବା ବେଳେ ସେଠାରେ ପହଞ୍ଚିଥିଲେ ଭାରତୀୟ ଫୁଟ୍‌ବଲ୍‌…

ଆଇପିଏଲ ପୂର୍ବରୁ ପୃଥ୍ବୀଙ୍କୁ ଘାରିଲା ଡ୍ୟାନ୍ସର ନିଶା, ଏପରି ଦେଖାଇଲେ ଟ୍ୟାଲେଣ୍ଟ

ନୂଆଦିଲ୍ଲୀ : ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ ଦିଲ୍ଲୀ କ୍ୟାପିଟାଲର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ପୃଥିବୀ ଶୋଙ୍କ ଉପରେ ଚଢ଼ିଛି ଡ୍ୟାନ୍ସ ମସ୍ତି। ନିକଟରେ ପୃଥ୍ବୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପପୁଲାର ଗୀତ ‘ବୋହତ ହାର୍ଡ’ ଗୀତରେ ନାଚୁଥିବା ଦେଖିବାକୁ…

କିଛି ଖବର ପଢ଼ିଲା ଭଳି : ମାୟାବତୀ ଦୈନିକ ଫେସିଆଲ କରନ୍ତି, ଅର୍ଥ ମନ୍ତ୍ରାଳୟ ସୁନା ବିସ୍କୁଟ୍‌ ନେଇ ନିରବ ମୋଦିକୁ…

-ବିଜେପି ବିଧାୟକ ନାରାୟଣ ସିଂହ ଟାର୍ଗେଟ୍‌ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାୟାବତୀ ‘ସୌଖୀନ’ ବୋଲି କହିଛନ୍ତି । ହେଲେ ନିଜେ ମାୟାବତୀ ବୟସ ଲୁଚାଇବା ପାଇଁ ଦୈନିକ ଫେସିଆଲ କରୁଛନ୍ତି ଓ ଚୁଟିରେ ରଙ୍ଗ ମାଖୁଛନ୍ତି । -ଉତ୍ତର…

IPL ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ, ଯାହାଙ୍କ ସହ ଖେଳିବାକୁ ଭୟ କରନ୍ତି ବୋଲର୍

୨୩ ମାର୍ଚ୍ଚରେ ଆରମ୍ଭ ହେବ ଆଇପିଏଲ୍ ସିଜନ୍ ୧୨ । ପୁଣି ଥରେ ଦେଖିବାକୁ ମିଳିବ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଘମାସାନ ଲଢେଇ । ତେବେ ବିଜୟ ସ୍ବାଦ ଚାଖିବା ପାଇଁ କେବଳ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବୋଲରଙ୍କର ମଧ୍ୟ ରହଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା । ଆସନ୍ତୁ ଜାଣିବା ୧୧ ଟି ଯାକ ସିଜନରେ ଅରେଞ୍ଜ…

କଣ ବିଶ୍ବ କପ୍ ପରେ ଭାରତୀୟ କ୍ରିକେଟ ଟିମର କୋଚ୍ ରହିବେ ନାହିଁ ରବି ଶାସ୍ତ୍ରୀ ?

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଚୁକ୍ତି ଆସନ୍ତା ବିଶ୍ୱ କପ୍‌ ପରେ ଶେଷ ହୋଇଯିବ । ତାଙ୍କୁ ପୁଣି କୋଚ୍‌ ପଦବିରେ ରଖାଯିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ତେବେ ବରିଷ୍ଠ ଅଧିକାରୀଙ୍କ ଭିତରେ ହୋଇଥିବା ଆଲୋଚନା ଅନୁଯାୟୀ…

ଚୁକ୍ତି କରିଛନ୍ତି, ତେଣୁ ଭାରତ ଓ ପାକିସ୍ତାନ ପରସ୍ପର ସହିତ ବିଶ୍ୱ କପ୍‌ରେ ଖେଳିବାକୁ ବାଧ୍ୟ : ଆଇସିସି

ନୂଆଦିଲ୍ଲୀ : ବିଶ୍ୱ କପ୍‌ରେ ଭାରତ ଓ ପାକିସ୍ତାନକୁ ପରସ୍ପର ସହ ଖେଳିବାରେ କୌଣସି ସମସ୍ୟା ନାହିଁ । କାରଣ ଉଭୟ ଖେଳିବା ପାଇଁ ଆଇିସିସି ସହ ଚୁକ୍ତିରେ ବନ୍ଧା ହୋଇଛନ୍ତି । ଏହା କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭ୍‌ ରିଚାର୍ଡ଼ସନ୍‌ । ଫୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ…

ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼କୁ ଲାଗିଲା ୨୨ ଲକ୍ଷ ଡଲାର୍‌ର ଝଟ୍‌କା, ବିସିସିଆଇ ବିରୋଧରେ କେସ୍‌ କରି ନିଜେ ଦଣ୍ଡିତ…

କରାଚି : ଏବେ ପାକିସ୍ତାନର ଦଶା ଭଲ ନାହିଁ । ସେ ଯୁଦ୍ଧକ୍ଷେତ୍ର ହେଉ କି ରାଜନୀତି ସବୁଠି ଭାରତ ପାଖରେ ମୁଣ୍ଡ ନୁଆଁଉଛି । ଲଜ୍ଜିତ ହେଉଛି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଠାରୁ ପ୍ରତି କ୍ଷେତ୍ରରେ ପରାସ୍ତ ହେଉଛି । ସେହିଭଳି କ୍ରୀଡ଼ା ମଇଦାନର ମଧ୍ୟ ଭାରତ ଠାରୁ ମାତ୍‌ ଖାଇଛି…

ଫେଡେରେସନ୍‌ କପ୍‌ରେ ଦୂତୀଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପଞ୍ଜାବ ପାତିଆଲା ଠାରେ ଆୟୋଜିତ ଜାତୀୟ ସିନିୟର ଫେଡେରେସନ୍‌ କପ୍‌ ଆଥଲେଟିକ୍ସରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଜିତିଲେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଦୂତୀ ଆଜି ମହିଳା ୧୦୦ ମିଟର ଦୌଡ଼ରେ ଚାମ୍ପିଅନ୍‌ ହୋଇଛି । ସେ ୧୧.୪୫ ସେକେଣ୍ଡ ନେଇ ପ୍ରଥମ ହୋଇଛନ୍ତି । ପୂର୍ବରୁ…

ଚିପକ୍‌ ଷ୍ଟାଡିୟମ୍‌ରେ ଫ୍ୟାନ୍‌ଙ୍କ ସହ ଧୋନିଙ୍କ ଗୋଡ଼ାଗୋଡ଼ି ଖେଳ, ଦେଖନ୍ତୁ ଭିଡିଓ

ଚେନ୍ନାଇ : ନିଜ କ୍ରିକେଟ୍‌ କ୍ୟାରିୟରର ଶେଷ ଭାଗରେ ଥିବା ମହେନ୍ଦ୍ର ସିଂହ ଧୋନି ଏବେ ପଡ଼ିଆ ହେଉ କି ପଡ଼ିଆ ବାହାରେ ବେଶ୍‌ ମଜା କରୁଛନ୍ତି । ସମସ୍ତେ ଜାଣନ୍ତି ନିକଟରେ ନ୍ୟୁଜିଲାଣ୍ଡ ଗସ୍ତ ବେଳେ କିଭଳି ପଡ଼ିଆରେ ଜଣେ ଫ୍ୟାନ୍‌ଙ୍କ ସହ କିଭଳି ମୋତେ ଛୁଁ.. ଖେଳ ଖେଳିଥିଲେ । ଏବେ ଠିକ୍‌…

ତିନି ସେମିଫାଇନାଲ୍‌ ଓ ତିନି ଫାଇନାଲ୍‌, ତଥାପି ଆଇପିଏଲ୍‌ ଟାଇଟଲ୍‌ ସ୍ୱପ୍ନ ପୂରଣ ହୋଇନି ଆର୍‌ସିବିର; କାରଣ କହିଲେ…

ବେଙ୍ଗାଲୁରୁ : ତିନି ଥର ଫାଇନାଲ୍‌ ଓ ତିନି ଥର ସେମିଫାଇନାଲ୍‌ ଖେଳିଛି ଆଇପିଏଲ୍‌ର ଅନ୍ୟତମ ଶକ୍ତିଶାଳୀ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହେଲେ ତରେ ବି ଟାଇଟଲ୍‌ ଜିତିବାକୁ ସମର୍ଥ ହୋଇନାହିଁ । ପୁଣି ଏହି ଟିମ୍‌ର ଅଧିନାୟକ ଅଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ତେବେ…

ରଶ୍ମିତା ମହାନ୍ତିଙ୍କୁ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର

ଭୁବନେଶ୍ବର : ସହିଦ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର । ରାଜ୍ୟର ସମର୍ପିତ କୋଚ୍ ଏବଂ କ୍ରୀଡା ପ୍ରଶାସକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାର କ୍ରିକେଟ୍ କୋଚ୍ ରଶ୍ମିତା ମହାନ୍ତିଙ୍କୁ ଦିଆଯାଇଛି । ସେହିପରି ଲାଇଫ୍ ଟାଇମ୍…

ଆଇପିଏଲ୍‌ରେ କିଏ ହେବ ପ୍ରଥମ ଭାରତୀୟ, ଯିଏ ୨୦୦ ଛକା ମାରିବ ?

ମୁମ୍ବାଇ : ତିନି ଜଣଙ୍କ ଭିତରେ ହେବ ଜୋରଦାର କମ୍ପିଟିସନ୍‌ । କିଏ ହେବ ପ୍ରଥମ ଭାରତୀୟ ଯିଏ ଆଇପିଏଲ୍‌ରେ ମାରିବ ୨୦୦ ଛକା । ଏହି ତିନିଜଣ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଏବଂ ରୋହିତ ଶର୍ମା । ତିନି ଜଣ ଯାକ ବ୍ୟାଟ୍‌ସମ୍ୟାନ୍‌ ଗୋଟିଏ ଲେଖାଏଁ ସ୍ଥାନ ଆଗ ପଛରେ ଅଛନ୍ତି ।…