Below header
Browsing Category

କ୍ରୀଡା

ଧୋନିଙ୍କ ଝିଅ ଏବଂ ଡ୍ବେନ୍ ବ୍ରାଭୋଙ୍କର ଏହି ମନମୁଗ୍ଧକର ଭିଡିଓ ହେଉଛି ଭାଇରାଲ

ଏମଏସ ଧୋନି ଏବଂ ତାଙ୍କର ସିଏସକେ ଟିମ ଆଇପିଏଲ ୨୦୧୯ରେ ନିଜର ଅନ-ଫିଲ୍ଡ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ସିଏସକେ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ସହିତ ଫ୍ୟାନ୍ସ ମାନଙ୍କର ପସନ୍ଦ ମଧ୍ୟ…

ବାଙ୍ଗାଲୁରୁ ଜର୍ସିରେ ବିଚ୍ ମୈଦାନରେ ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ପ୍ରପୋଜ୍ , ଏବେ ଦେଖା ମିଳୁନି ଏହି ଖେଳାଳିଙ୍କର

ଇଣ୍ଡିଆନ୍ ଟି-୨୦ ଲିଗରେ ବହୁ ଖେଳାଳିମାନଙ୍କୁ ପରିଚୟ ମିଳିଛି ତ ବହୁ ଖେଳାଳିଙ୍କ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ସରିଯାଇଛି। ଏମିତି ଏକ ଷ୍ଟାର ଖିଲାଡି ଯିଏ ଇଣ୍ଡିଆନ୍ ଟି-୨୦ ଲିଗରେ ବାଙ୍ଗାଲୁରୁ ରୁ ଡେବ୍ୟୁ କରିଥିଲେ ଏବଂ ହଠାତ୍ ଗାଏବ୍ ହୋଇଯାଇଥିଲେ। ଆମେ କଥା ହେଉଛେ ୩୦ବର୍ଷିୟ ବୋଲର୍…

ଅଷ୍ଟ୍ରେଲିଆ କଲା ଓ୍ଵାଲ୍ଡ କପ ଟିମର ଘୋଷଣା, ପୁଣି ଦଳକୁ ଫେରିଲେ ଓ୍ଵାର୍ଣ୍ଣର ଏବଂ ସ୍ମିଥ୍‌

ଆଇସିସି ବିଶ୍ୱ କପ୍‌ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଦଳର ଅଧିନାୟକ ଏରୋନ ଫିଞ୍ଚ ରହିଥିବା ବେଳେ ବର୍ଷକ ବ୍ୟାନ ପରେ ପୁଣି ଦଳକୁ ଫେରିଛନ୍ତି ଡେଭିଡ୍‌ ଓ୍ଵାର୍ଣ୍ଣର ଏବଂ ଷ୍ଟିଭେନ୍‌ ସ୍ମିଥ୍‌ । ଆଗାମୀ ବିଶ୍ୱକପ୍‌ ଇଂଲଣ୍ଡରେ ଆୟୋଜିତ ହେବ । ଆସନ୍ତା ମେ ୩୦ରୁ ଜୁଲାଇ ୧୪…

ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ବଳରେ ଏସୀୟ ଟିକେଟ

ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ସହଯୋଗରେ ଭାରତୀୟ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ‌କାତାରର ‌ଦୋହାରେ ଆୟୋଜିତ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିନେଇଛି। ରାଜସ୍ଥାନର ହୀନା‌, ତାମିଲନାଡୁର ଅର୍ଚନା ଶଶିନ୍ଦ୍ରନ୍, କେରଳର କେ ରଙ୍ଗା ଓ ଦୂତିଙ୍କୁ ନେଇ…

ଆଇପିଏଲ୍‌ : ପୁଣି ଚେନ୍ନାଇର ସୁପର ପର୍ଫମାନ୍ସ, ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ମାତ୍‌ ଦେଲା

କୋଲକାତା : କୋଲକାତା ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ହରାଇ ଚଳିତ ଆଇପିଏଲ୍‌ରେ ସପ୍ତମ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ଏଠାରେ ଖେଳା ଯାଇଥିବା ୨୯ତମ ମ୍ୟାଚ୍‌ରେ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ବିଜୟୀ ହୋଇଛି । ଏହା ସହିତ ମୋଟ୍‌ ୧୪ ପଏଣ୍ଟ ହାସଲ କରି…

ଏହି ୫ ମହିଳା ଉପସ୍ଥାପିକାଙ୍କ ବିନା ଅଧୁରା ଆଇପିଏଲ୍

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କ୍ରିକେଟ ଏବଂ ମନୋରଞ୍ଜର ମିଳିତ ସମାରୋହ। ଗୋଟିଏ ପଟେ ପୁରୁଷ କ୍ରିକେଟ ଖେଳାଳି ମାନେ ଖେଳପଡିଆର ଶୋଭା ବଢ଼ାଇଥିବା ବେଳେ ତାହାକୁ ବର୍ଣ୍ଣନା କରି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି ମହିଳା ଉପସ୍ଥାପିକା। ଆଇପିଏଲକୁ ଖୁବ ମନୋରଞ୍ଜକ ଭାବେ ଦର୍ଶନଙ୍କ ନିକଟରେ…

ଆଇପିଏଲ୍‌ ଅଧିନାୟକଙ୍କ ବେଳା ଭଲ ନାହିଁ, ଏବେ କୋହଲି ଗଣିବେ ୧୨ ଲକ୍ଷ ଟଙ୍କା ଜରିମାନା

ମୋହାଲି : ଚଡ଼କ ପଡ଼ିଛି ଆଇପିଏଲ୍‌ ଅଧିନାୟକମାନଙ୍କ ଉପରେ । ଏପର୍ଯ୍ୟନ୍ତ ପ୍ରାୟ ୪ଟି ଦଳର ମୁଖିଆଙ୍କୁ ମିଳି ସାରିଲାଣି ବଡ଼ ଧରଣର ଅର୍ଥଦଣ୍ଡ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଏବେ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି…

ଆଇପିଏଲ୍‌ : ରାଜସ୍ଥାନ ଠାରୁ ହାରିଗଲା ମୁମ୍ବାଇ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ଆଜି ରାଜସ୍ଥାନ ରୟାଲ୍ସ ତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିଥିଲା । ଜବାବରେ ବଟଲରଙ୍କ ୮୯ ରନ୍‌…

କାହିଁକି ପଡିଆ ମଝିରେ ଜାଡେଜାଙ୍କ ମୁଣ୍ଡକୁ ବ୍ୟାଟରେ ମାରିଲେ ଧୋନି, ଜାଣନ୍ତୁ କାରଣ

ଗୁରୁବାର ଦିନ ରାଜସ୍ଥାନ ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିଲା ଚଳିତ ଆଇପିଏଲ୍‌ ଟି-୨୦ ଲିଗ୍‌ର ୨୫ତମ ମୁକାବିଲା ଖେଳାଗଲା। ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳା ଯାଇଥିବା ରୋମାଞ୍ଚକର ମୁକାବିଲାରେ ଚେନ୍ନାଇ ଶେଷ ବଲରେ ମ୍ୟାଚ୍‌ ଜିତିଲା। ରୋମାଞ୍ଚରେ…

ଆଇପିଏଲ୍‌ : ଆଜି ଖେଳାଯିବ ୨ଟି ମ୍ୟାଚ୍‌, କୋହଲିଙ୍କ ଟିମ୍‌ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ/ଚଣ୍ଡିଗଡ଼ : ଆଇପିଏଲ୍‌ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ଅପରାହ୍ନ ୪ଟାରେ ମୁମ୍ବାଇରେ ମୁକାବିଲା କରିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ସେହିପରି ରାତି ୮ଟାରେ ଚଣ୍ଡିଗଡ଼ରେ ଲଢ଼େଇ ହେବ କିଙ୍ଗସ ଇଲେଭେନ୍‌ ପଞ୍ଜାବ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ।…

ତାତିଗଲେ କ୍ୟାପଟେନ୍‌ କୁଲ୍‌, ପଡ଼ିଆ ଭିତରେ ପଶି ଅମ୍ପାୟାରଙ୍କୁ ଛାଡ଼ିଲେ ନାହିଁ; ସୋସିଆଲ ମିଡିଆରେ ଧୋନିଙ୍କୁ ପଡ଼ିଲା…

ଜୟପୁର : ଖୁବ୍‌ ରାଗି ଗଲେ କ୍ୟାପଟେନ୍‌ କୁଲ୍‌ । ନିଜ ଉପରେ ନିୟନ୍ତ୍ରଣ ହରାଇଲେ । ମ୍ୟାଚ୍‌ ବେଳେ ପଡ଼ି ଭିତରେ ଧୋନି ରାଗିବା କ୍ୱଚିତ ଦେଖାଯାଏ । ତେବେ ଗତକାଲି ଜୟପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଅଚାନକ ରାଗି ଗଲେ । ଏମିତିକି ଅମ୍ପାୟାରଙ୍କ ସହ ଗରମା…

ଏୟାରପୋର୍ଟରେ ତଳେ ଶୋଇଗଲେ ଧୋନି ଏବଂ ସାକ୍ଷୀ, କାହିଁକି ଜାଣନ୍ତୁ

ଇଣ୍ଡିଆନ ଟି-୨୦ ଲିଗର ଦ୍ବାଦଶ ସିଜନରେ ଚେନ୍ନାଇ ୬ଟିରୁ ୫ ମୁକାବିଲାରେ ଜିତି ନମ୍ବର ୱାନ ତାଲିକାରେ ରହିଛି। ମଙ୍ଗଳବାର ଖେଳାଯାଇଥିବା ୨୩ତମ ମୁକାବିଲାରେ ଧୋନୀଙ୍କର ଚେନ୍ନାଇ କୋଲକାତାକୁ ହରାଇଦେଲା। ଏହି ମ୍ୟାଚ ପରେ ଚେନ୍ନାଇ ଟିମ ସକାଳୁ ଜୟପୁର ଯିବାକୁ ବାହାରିଲେ। ଏହି ସମୟରେ ଧୋନିଙ୍କ…