Below header
Browsing Category

ରାଜ୍ୟ

ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା’, ମେକଅପ୍ ଆର୍ଟିଷ୍ଟ ଭାବେ ଥିଲେ ବେଶ୍…

ଯାଜପୁର(କେନ୍ଯୁଜ୍): ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଯଖପୁରା ରେଳ ଷ୍ଟେସନରେ ଏହି ଅଘଟଣ ଘଟିଥିଲା । ସୂଚନା ମୁତାବକ, ଗୁଡ୍ଡୁଙ୍କ ମା ଗୀତାଞ୍ଜଳୀ ଟ୍ରେନ୍ ରେ ଚଢୁଥିବା ସମୟରେ ଖସି ପଡ଼ିଥିଲେ । ଖୋର୍ଦ୍ଧା…

କିମ୍‌ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତ୍ୟାରୋପଣ

ଭୁବନେଶ୍ବର(କେନ୍ଯୁଜ୍): କିମ୍‌ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତ୍ୟାରୋପଣ । କିମ୍‌ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଯୁବକ ଜଣକ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ସେ କିଡ୍‌ନୀ ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ କିମ୍‌ସ ହସ୍ପିଟାଲରେ…

ବିପଦ ସଙ୍କେତ ଉପରେ ଜଳକା, ପାଣିଘେରରେ ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ଗାଁ

ଜଳେଶ୍ବର(କେନ୍ଯୁଜ୍): ବିପଦ ସଙ୍କେତ ଉପରେ ଜଳକା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ବର୍ତ୍ତମାନ ୬.୭୭ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବୃଦ୍ଧି ପାଇଛି ଜଳକାର ଜଳସ୍ତର । ପାଣିଘେରରେ ବସ୍ତା ଓ…

ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ମୈଦାନରେ ଲଢୁଛନ୍ତି ୧୦ ପ୍ରାର୍ଥୀ

ପିପିଲି(କେନ୍ଯୁଜ୍): ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । ମୈଦାନରେ ଅଛନ୍ତି ୧୦ ପ୍ରାର୍ଥୀ । ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୬ଟା ଯାଏ ମତାଦାନ ଚାଲିବ । ରୁଦ୍ର ପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ଅଛନ୍ତି। ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ…

ଯାଜପୁର: ବୈତରଣୀରେ ପୁଣି କୁମ୍ଭୀର ଆତଙ୍କ, ମଇଁଷିକୁ ଟାଣି ନେଇ ମାରିଦେଲା

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀ ତଟବର୍ତ୍ତି ଅଂଚଳରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ଚଳିତ ମାସ ୨୬ ତାରିଖ ଦିନ ଦତ୍ତପୁର ପଞ୍ଚାୟତ ନରଣପୁର ଠାରେ ଏକ ବିଶାଳକାୟ କୁମ୍ଭୀର ନଦୀ ପଠାରୁ ଗୋଟିଏ ଘୁଷୁରୀକୁ ଟାଣିନେଇଥିବା ଦୃଶ୍ୟ…

ଗଜପତି: ଲଭ ମ୍ୟାରଜକୁ ଆଲାର୍ଜି, ଥାନା ଭିତରୁ ଯୁବତୀଙ୍କୁ ଟାଣି ନେଲେ ପରିବାର ଲୋକେ

ମୋହନା(କେନ୍ୟୁଜ୍):ଗଜପତି ଜ଼ିଲ୍ଲା ମୋହନା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଦେଖଜିକୁ ମିଳିଛି। ଏକ ଘଟଣାକ୍ରମେ ଜଣେ ବିବାହିତ ଯୁବତୀକୁ ଥାନା ପରିସରରୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଟାଣି ଟାଣି ନେଇଯାଇଛନ୍ତି ଯୁବତୀର ପରିବାର ଲୋକେ।  ଘଟଣା ପ୍ରକାରେ ହିକିରିକୂପ୍ପା ଗ୍ରାମର ରୁନା ନାୟକ…

କଟକ: ବଇଚୁଆଁ ରିଲାଏନ୍ସ ପ୍ରେଟୋଲ ପମ୍ଫରୁ ବନ୍ଧୁକ ଦେଖାଇ ଲୁଟିନେଲେ ୩ ଲୁଟେରା, ସିସିଟିଭିକୁ କରିଦେଲେ ଗୁଣ୍ଡ

ଚୌଦ୍ବାର(କେନ୍ୟୁଜ୍):  କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ କଡରେ ଥିବା ବଇଚୁଆଁ ରିଲାଏନ୍ସ ପ୍ରେଟୋଲ ପମ୍ଫରୁ ବନ୍ଧୁକ ମୁନରେ ଲୁଟ କରିବା ସହ କର୍ମଚାରୀ ଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତିନି ଜଣ ଲୁଟେରା ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ଅଫିସ ରୁମରେ ପଶି…

ଦେବଗଡ଼: ବାଡ଼ ଯଦି କ୍ଷେତ ଖାଏ କହିବ କାହାକୁ, ମଦ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଅବକାରୀ…

ଦେବଗଡ଼ (କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ଅବକାରୀ ଏସ୍‌ପି । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର ମହାପାତ୍ର । ଅବକାରୀ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ଦେଢ଼ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ ।…

ମୁଣ୍ଡୁଳିରେ କିଭଳି ମଲା ଦନ୍ତା, ତଦନ୍ତ ହେବ ବୋଲି କହିଲେ ପିସିସିଏଫ

କେନ୍ୟୁଜ୍(ବ୍ୟୁରୋ): ମୁଣ୍ଡୁଳିରେ ହାତୀ ମୃତ୍ୟୁର ତଦନ୍ତ ହେବ । କେଉଁ ପରିସ୍ଥିତିରେ ହାତୀଟିର ଜୀବନ ଗଲା ତାର ତଦନ୍ତ ହେବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ଶଶୀ ପଲ୍‌ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି । ତଦନ୍ତ ପରେ କେହି ଦୋଷୀ ଜଣା ପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି…

ପ୍ରଥମର ଥର ପାଇଁ କିମ୍‍ସରେ ହେଲା ସଫଳ କିଡ୍‍ନୀ ପ୍ରତ୍ୟାରୋପଣ, ସୁସ୍ଥ ହୋଇ ଆଜି ଘରକୁ ଫେରିଲେ ଯୁବକ

ଭୁବନେଶ୍ୱର(୨୯।୯); ପ୍ରଥମର ଥର ଲାଗି କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍‍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି। ଯୁବକ ଜଣକ ସୁସ୍ଥ ହେବା ପରେ ଆଜି ଘରକୁ ଫେରିଛନ୍ତି । ଯୁବକ ଜଣକ କିଡ୍‍ନୀ ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ…

ପ୍ରକାଶ ପାଇଲା OJEE ରେଜଲ୍ଟ୍, ୪୯ ହଜାର ୨୭୯ ଜଣଙ୍କୁ ମିଳିଛି ରାଙ୍କ୍

କେନ୍ୟୁଜ୍(ବ୍ୟୁରୋ):ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ୍। ବୈଷୟିକ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକାଶ ପାଇଥିଲା ରେଜଲ୍ଟ୍। ଚଳିତବର୍ଷ ୬୫ ହଜାର ୭୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୪୯ ହଜାର ୩୬୦ ଜଣ ପରୀକ୍ଷା ଦେଇଥିଲେ। ୪୯ ହଜାର ୨୭୯ ଜଣଙ୍କୁ ମିଳିଛି…