Browsing Category

ରାଜ୍ୟ

ମୂର୍ତ୍ତି ଉଚ୍ଚତା  ପ୍ରସଙ୍ଗ ନେଇ ପୁଣି ହାଇକୋର୍ଟରେ ମାମଲା: ବିଭିନ୍ନ ସଙ୍ଗଠନ କଲେ ପିଆଇଏଲ ଫାଇଲ୍

କଟକ(କେନ୍ୟୁଜ୍): ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କଟକ ବାଲୁବଜାର ଦୁର୍ଗାପୂଜା କମିଟିର ଆବେଦନ ଖାରଜ ହୋଇଯାଇଥିବା ବେଳେ ଏବେ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜୁ । ସରୋଜ କୁମାର ସିଂ ଓ ଅନ୍ୟ ୩୪ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ…

ବ୍ରଜରାଜନଗର : ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣାର ନୂଆ ମୋଡ଼, ଆଜି କୂଅରୁ ସ୍ୱାମୀଙ୍କ ମୃତଦେହ ଠାବ

ଝାରୁସୁଗୁଡ଼ା(କେନ୍ଯୁଜ୍): ଝାରୁସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣାର ନୂଆ ମୋଡ଼ । ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଠାବ ହୋଇଛି । ଗଙ୍ଗାନଗର ଫାଟକ ପଦାରେ ଏକ କୂଅରୁ ମୃତଦେହ ଠାବ କରିଛି ବ୍ରଜରାଜନଗର ପୋଲିସ । ମୃତକ ହେଲେ ନାରାୟଣ ପୋଦାର । ଗତକାଲି…

ମୋହନା: ବଜ୍ରାଘାତରେ ଟଳିପଡିଲେ ୧୦ଟି ବଳଦ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ଉପର ପାଲ୍ଡା ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ବଜ୍ରାଘାତରେ ୧୦ଟି ବଳଦ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟାରେ ହଠାତ ବର୍ଷା ହେବାସହ ବଜ୍ରପାତ ହୋଇଥିଲା। ସେହି ସମୟରେ ପାହାଡ଼…

ରାଜଧାନୀରେ କଙ୍ଗାରୁ କୋର୍ଟ: ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌, ୫ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ କଙ୍ଗାରୁ କୋର୍ଟ । ଦୁଇ ଜଣ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌ କରୁଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଥିଲେ । ଏହି ଅଭିଯୋଗରେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା…

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ, ୪ଟି ବନ୍ଧୁକ ଜବତ

ସମ୍ବଲପୁର(କେନ୍ଯୁଜ୍): ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ପୋଲିସ । ଗିରଫ ବ୍ୟକ୍ତି ହେଲେ ହିରୋ ଗାଁର ଅଶୋକ ପ୍ରଧାନ, ଘୁଡାପାଲ ଗାଁର ସୁଶାନ୍ତ ସାହୁ ଓ ବସୁପାଲି ଗାଁର ତରଣୀ ପ୍ରଧାନ ।…

ଗାଁ ଦାଣ୍ଡରେ ମା’ ଝିଅଙ୍କୁ ବାନ୍ଧି ମାଡ, ଦର୍ଶକ ସାଜିଲେ ଦେଖଣାହାରୀ

ମାହାଙ୍ଗା(କେନ୍ଯୁଜ୍): କଥାରେ ଅଛି ଜୋର ଯାର୍ ମୁଲକ ତାର।  ଗାଁ ଦାଣ୍ଡରେ ଇଲେକ୍ଟ୍ରିକ ପୋଲରେ ମା ଝିଅଙ୍କୁ ବାନ୍ଧି ମାଡ ମାରିଲେ କିଛି ଗାଁ ଲୋକେ ।  ଆଉ ସବୁ ଘଟୁଥିବା ସମୟରେ କିଏ ଅଟକାଇବ କଣ ଓଲଟି ଦର୍ଶକ ସାଜିଲେ ଦେଖଣାହାରୀ। ପାରିବାରିକ କଳହକୁ ନେଇ ଏପରି ଆଇନ୍ କୁ ହାତକୁ ନେଲେ…

ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌: ୭ ଗୁରୁତର, ୪୦ ଆହତ

ସୋରଡା(କେନ୍ଯୁଜ୍): ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ବସ୍‌ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ବସ୍‌ଟି ୫୦ଜଣ ଚାଷୀଙ୍କୁ ନେଇ ଗୌଡଗୋଠରୁ ଭଞ୍ଜନଗର ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ମାନଙ୍କୁ ଭଞ୍ଜନଗର…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୪୪ କରୋନା ପଜିଟିଭ୍‌ ଚିହ୍ନଟ, ୭ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧ ପ୍ରତିଶତ ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬୪୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ହାର ରହିଛି ୦.୮୯ ପ୍ରତିଶତ । ୬୪୪ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୨…

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ହୀରାକୁଦର ୧୨ଟି ଗେଟ୍‌ ଖୋଲା। ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ବାମରୁ ୮ଟି ଓ ଡାହାଣରୁ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୫୦ହଜାର ୪୧୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି…

ଏଥର ପଞ୍ଚାୟତ ନିର୍ବାଚନରେ ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି: ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି। ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ବୁଥ୍‌ରେ ନୁହେଁ ବରଂ ବ୍ଲକ କାର୍ଯ୍ୟାଳୟରେ କରାଯିବ। ଏ ସଂକ୍ରାନ୍ତରେ ଆଇନରେ ସଂଶୋଧନ ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କାର୍ଯ୍ଯନୁଷ୍ଠାନ: ଚିଲିକାରେ ଚାଲିଛି ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ

ବ୍ରହ୍ମଗିରି(କେନ୍ଯୁଜ୍): ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ । ବ୍ରହ୍ମଗିରି ତହସିଲ ଅଧିନ ସୁନାମୁହଁ ଆରଆଇ ଅଞ୍ଚଳରେ ଗଢ଼ି ଉଠିଛି ଚିଙ୍ଗୁଡି ଘେରି । ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମଗିରି ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ରହ୍ମଗିରି ଥାନା…