Browsing Category

ରାଜ୍ୟ

ଖୋର୍ଦ୍ଧା: ପିକଅପ୍ ଭ୍ୟାନରୁ ୩୭୫୦ ବୋତଲ ଚୋରା ଆସ୍କା-୪୦ ଜବତ କଲା ଟାଙ୍ଗୀ ପୋଲିସ, ବେପାରୀ ମରିଲେ ଚମ୍ପଟ

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସକୁ ବଡ଼ ସଫଳତା । ଅତର୍କିତ ଚଢ଼ାଉ କରି ୧୨୫ ପେଟି ଚୋରା ଆସ୍କା-୪୦ ମଦ ସହ ଏକ ମାଲବାହୀ  ପିକଅପ ଭ୍ୟାନକୁ  ଜବତ କରିଛି । ଜବତ ଚୋରା ମଦର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି । ଚିଲିକାରୁ ବେଆଇନ…

ଢେଙ୍କାନାଳ ଟାଉନ ଥାନାର ପୋଲିସ ଭ୍ୟାନ୍ ଧରି ଛୁ ମାରିଲା ଯୁବକ:ପୋଲିସ ଆଖି ଜଳକା, କସରତ ପରେ ଧରିଲା

ଢେଙ୍କାନାଳ/କଟକ(କେନ୍ୟୁଜ୍):  ଢେଙ୍କାନାଳ ଟାଉନ ଥାନାରୁ ପୋଲିସ ଗାଡ଼ି ଧରି ଛୁ। ଜେରା ହେବାକୁ ଆସିଥିବା ଜଣେ ବ୍ୟକ୍ତି ଢେଙ୍କାନାଳ ଟାଉନ୍ ଥାନା ପରିସରରୁ ଥାନା ଗାଡ଼ି ଧରି ଫେରାର। କୌଣସି ଏକ ମାମଲାରେ ଗଁଦିଆ ବାଇଁଶିଆ ଗାଁର ଧର୍ମେନ୍ଦ୍ର ସ୍ୱାଇଁଙ୍କୁ ଟାଉନ ଥାନା ପୋଲିସ ଜେରା ପାଇଁ…

ରାଜଧାନୀରେ ଆତତାୟୀର ଆତଙ୍କ ରାଜ୍, ତମାଣ୍ଡୋ ଥାନା ନିକଟରେ କଲା ଛୁରାମାଡ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋ ଥାନା ନିକଟରେ ଛୁରାମାଡ । ଏଥିରେ ବାଲିଆପଡାର ଭରତ ସାହୁ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଆହତଙ୍କ ଠାରୁ ଦୁର୍ବୃତ୍ତ ମାନେ ମୋବାଇଲ ଓ ଟଙ୍କା ଛଡାଇନେଇଥିବା…

ଡିଆର୍‌ଡିଓର ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା: ସତ ଓଗାରିବ କ୍ରାଇମବ୍ରାଞ୍ଚ

ବାଲେଶ୍ବର(କେନ୍ୟୁଜ୍):କ୍ରାଇମ୍‌ବ୍ରାଞ୍ଚ ହାତରେ ଚାନ୍ଦିପୁରରେ ଡିଆର୍‌ଡିଓର ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା। ଜାତୀୟ ସୁରକ୍ଷା ସହ ଜଡ଼ିତ ଏ କେସ୍‌। ତେଣୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ଏହି ମାମଲା। କ୍ରାଇମ୍‌ବ୍ରାଞ୍ଚ ଗଠନ କରିଛି ୪ ଜଣିଆ ଟିମ୍‌। ନେତୃତ୍ୱ ନେଉଛନ୍ତି…

ଯାଜପୁର: ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ଭାସିଗଲେ ବାପା ଓ ପୁଅ, ଉଦ୍ଧାରରେ ଲାଗିଛି ଓଡ୍ରାଫ ଟିମ୍

ଯାଜପୁର (କେନ୍ୟୁଜ): ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ଭାସିଗଲେ ବାପା ଏବଂ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ। ଭାସିଯାଇଥିବା ଦୁହେଁ ହେଲେ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର। ବାପା କିଶୋର ସିଂ ଆଜି ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଖସି…

ଭୁବନେଶ୍ବର: କୋଟିପତି ଦିଦିଙ୍କ ହାତରେ ହାତକଡ଼ି, ପିସି ଆକ୍ଟରେ ଗିରଫ ହେଲେ ଅଙ୍ଗନବାଡ଼ି କର୍ମୀ କବିତା ମଥାନ୍‌

କେନ୍ୟୁଜ୍(ବ୍ୟୁରୋ):କୋଟିପତି ଅଙ୍ଗନବାଡ଼ି କର୍ମୀ ଗିରଫ। ପିସି ଆକ୍ଟରେ ଭୁବନେଶ୍ୱର କୋରଡ଼ାକଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମଥାନ୍‌ଙ୍କୁ ଗିରଫ କରିଛି ଭିଜିଲାନ୍‌ସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ତାଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ ଟିମ । ତାଙ୍କର ସ୍ଥାବର ଓ…

ମହାନଦୀରେ ଛୋଟ ବନ୍ୟା ଆସିବ କିନ୍ତୁ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ: SRC

କେନ୍ୟୁଜ୍(ବ୍ୟୁରୋ):ଉପରମୁଣ୍ଡରେ ବର୍ଷା । ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା । ବନ୍ୟା ପ୍ରଭାବରେ ମହାନଦୀ ଅବବାହିକାରେ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ…

ରାଉରକେଲା ଜିତେନ୍ଦ୍ର ସାଏ ହତ୍ୟାକାଣ୍ଡ ଘଟଣା , ଆଉ ୪ ଅଭିଯୁକ୍ତ ଗିରଫ

ରାଉରକେଲା (କେନ୍ୟୁଜ): ରାଉରକେଲାରେ ଜିତେନ୍ଦ୍ର ସାଏ ହତ୍ୟା ମାମଲାରେ ଆଉ ୪ ଗିରଫ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଭୁଜାଲି ଓ ଦୁଇଟି ସ୍କୁଟି ଜବତ ହୋଇଛି । ପୂର୍ବରୁ ଏହି ମାମଲାରେ ଗିରଫ ମାଷ୍ଟରମାଇଣ୍ଡ ଅମୀର ଖାଁଙ୍କ ସହ ଏମଡି ସେହେବାଜକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା, ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ବର(କେନ୍ଯୁଜ୍):ବିଜେଡିରେ ଯୋଗ ଦେଲେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରାପୁଟର ପୂର୍ବତନ କଂଗ୍ରେସ ବିଧାୟକ ବିଜେଡିରେ ଯୋଗ ଦେଲେ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।…

ପାଇଖାନା ପ୍ୟାନରେ ୪ଫୁଟ ଲମ୍ବର ନାଗ !

ବାଙ୍କୀ(କେନ୍ଯୁଜ୍): ପାଇଖାନା ପ୍ୟାନରେ ନାଗ। କଟକ ଜିଲ୍ଲା ବାଙ୍କୀ ଥାନା ଚର୍ଚ୍ଚିକା ଗାଁର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିଲା। ଖବର ପାଇ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ ପ୍ୟାନକୁ ଭାଙ୍ଗି ସାପକୁ ଉଦ୍ଧାର କରିଥିଲେ। ୪ଫୁଟ ଲମ୍ବର ସାପକୁ ପାଇଖାନା ପ୍ୟାନରୁ…

ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ଜଳକ୍ରୀଡା

କେନ୍ଦୁଝର(କେନ୍ଯୁଜ୍):ପାଣିରେ ଖେଳୁଛନ୍ତି ହାତୀ ପଲ । ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ମନୋରମ ଜଳକ୍ରୀଡା ଦୃଶ୍ୟକୁ ଉପଭୋଗ କରୁଛନ୍ତି ଲାକେ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍‌ ଅଞ୍ଚଳରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି…