Browsing Category

ରାଜ୍ୟ

ଗଞ୍ଜାମ: ବିଲ୍‌ ପାସ୍‌ କରାଇଦେବା ପାଇଁ ସହକାରୀ ଯନ୍ତ୍ରୀ ନେଉଥିଲେ ୫୦ ହଜାର ଟଙ୍କା, ମାଡି ବସିଲା ଭିଜିଲାନ୍ସ

ଭଞ୍ଜନଗର(କେନ୍ୟୁଜ୍):  ୫୦ ହଜାର ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା  ଧରାପଡିଲେ ସହକାରୀ ଯନ୍ତ୍ରୀ । ଗଂଜାମ ଜିଲ୍ଲା ଆସିକା ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଶ୍ବର ଦାସ । ଏକ କନଷ୍ଟ୍ରକସନ୍‌ କାର୍ଯ୍ଯର ବିଲ୍‌ ପାସ୍‌ କରାଇଦେବା ପାଇଁ , ଜଗମୋହନ ପଣ୍ଡା ନାମକ ଜଣେ…

ଏଏସଆଇଙ୍କୁ ମିଳିବ କ୍ଷମତା, ସ୍ୱତନ୍ତ୍ର ଟ୍ରେନିଂପ୍ରାପ୍ତ ଏଏସଆଇ ହୋଇପାରିବେ ତଦନ୍ତକାରୀ ଅଧିକାରୀ

କେନ୍ୟୁଜ୍(ବ୍ୟୁରୋ):ଏଏସଆଇ ହେବେ ତଦନ୍ତକାରୀ ଅଧିକାରୀ । ସ୍ୱତନ୍ତ୍ର ଟ୍ରେନିଂପ୍ରାପ୍ତ ୧୦୧୬ ଜଣ ପୋଲିସ ଏଏସଆଇ ବିଭିନ୍ନ ଅପରାଧ ମାମଲାର ତଦନ୍ତ ଓ ଅନୁସନ୍ଧାନ କରିପାରିବେ। ଏହି ଏଏସଆଇମାନେ ପୋଲିସର ବିଭିନ୍ନ ଟ୍ରେନିଂ ସେଣ୍ଟରରେ ୪ ମାସ ପ୍ରଶିକ୍ଷଣ ନେଇଥିବା ବେଳେ ଥାନାରେ ୨ ମାସ ଧରି…

ଚାନ୍ଦିପୁର DRDO ଗୁପ୍ତଚର ମାମଲା: ତଦନ୍ତ ପାଇଁ ବାଲେଶ୍ୱରରେ ପହଞ୍ଚିଛି NIA ଟିମ୍

କେନ୍ୟୁଜ୍(ବ୍ୟୁରୋ):  ଚାନ୍ଦିପୁର ଗୁପ୍ତଚର ମାମଲାରେ ଖୋଳତାଡ ଜାରି ରହିଛି । ଅଧିକ ତଦନ୍ତ ପାଇଁ ବାଲେଶ୍ୱରରେ ପହଞ୍ଚିଛି ନ୍ୟାସନାଲ୍‌ ଇନଭେଷ୍ଟିଗେଟିଭ୍‌ ଏଜେନ୍ସୀ ବା ଏନଆଇର ଦୁଇ ଜଣିଆ ଟିମ୍‌ । କୋଲକାତାରୁ ଦୁଇ ଜଣିଆ ଟିମ୍‌ ପହଞ୍ଚିଛନ୍ତି । ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ମିଶାଇ ମୋଟ୍‌ ୫…

ଦୁର୍ଘଟଣା ରୋକିବା ପାଇଁ ନିଆରା ଢ଼ଙ୍ଗରେ ପ୍ରତିବାଦ କଲେ ଗ୍ରାମବାସୀ, ରାସ୍ତାରେ ଛିଡା ହୋଇ ମାଗିଲେ ଭିକ୍ଷା

ଚାନ୍ଦବାଲି (କେନ୍ୟୁଜ) : ନିଆରା ଢଙ୍ଗରେ ରାଜରାସ୍ତାରେ ଭିକ୍ଷାବୃତ୍ତି କରି ପ୍ରତିବାଦ କଲା ସଂଗଠନ। ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର କାନପୁର ଘୋଷରାକୁ ପ୍ରଶାସନ ଦୁର୍ଘଟଣା ପ୍ରବଣ ଅଂଚଳ ଘୋଷଣା କରିଥିଲା । ହେଲେ ଦୁର୍ଘଟଣା ରୋକିବା ପାଇଁ ସୁବ୍ୟବସ୍ଥା କଲାନାହିଁ ପ୍ରଶାସନ । ତେବେ ଏହାକୁ…

ଖୋର୍ଦ୍ଧା: ବାଇକ ଉପରେ ଚଢିଗଲା ହାଇଓ୍ୱା, ଚାଲିଗଲା ଟାଙ୍ଗୀ ଥାନାର ଗ୍ରାମରକ୍ଷୀଙ୍କ ଜୀବନ

ଟଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ମୃତ ଓ ୨ ଗୁରୁତର । ମୃତକ ଜଣକ ହେଉଛନ୍ତି ଗଣେଶ ବାରିକ । ଗଣେଶ ଟାଙ୍ଗୀ  ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ । ଗଣେଶ ଏକ ବାଇକରେ ନିଜ ବଡ…

ମଣଦା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସହାୟତାରେ ଚାଷୀଙ୍କୁ ପାଣି ସିଞ୍ଚନ ଯନ୍ତ୍ର ପ୍ରଦାନ

ରାଇରଙ୍ଗପୁର(କେନ୍ୟୁଜ୍‌) : ମଣଦା ବନାଞ୍ଚଳ ଅଧୀନ ଦୁଇଟି ଗ୍ରାମ କେଶାମ ଏବଂ କିତାବେଡାର ୫ ଜଣ ଚାଷୀଙ୍କୁ ପାଣି ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯାଇଛି । ଉଦ୍ୟାନ ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY) ଦ୍ୱାରା ସଂଯୋଗୀକରଣ ମାଧ୍ୟମରେ ଚାଷୀଙ୍କୁ ଏହି ଯନ୍ତ୍ର ପ୍ରଦାନ…

ଶନିବାର ସଂଧ୍ୟାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ହେଉଛି: SRC

କେନ୍ୟୁଜ୍(ବ୍ୟୁରୋ):  ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଛି । ପର୍ଯ୍ୟାୟକ୍ରମେ ହୀରାକୁଦ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସିତ ହେଉଛି । ଏହାଦ୍ୱାର ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା…

ଚାନ୍ଦିପୁର DRDO ଗୁପ୍ତଚର ମାମଲା: ଆଇଟିଆରର ଡ୍ରାଇଭର ବି ସାମିଲ, ୫କୁ ବଢିଲା ଗିରଫ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ଚାନ୍ଦିପୁର ଗୁପ୍ତଚର ମାମଲାରେ ଆଉ ଜଣେ ଗିରଫ । ଆଇଟିଆରରେ ଡ୍ରାଇଭର ଭାବେ କାର୍ଯ୍ୟରତ ସଚ୍ଚିନ କୁମାର ଛେତା ଗିରଫ କଲା ପୋଲିସ । ସେ ଆଇଟିଆରର ନିୟମିତ ଡ୍ରାଇଭର ଥିଲେ । ସଚ୍ଚିନ ଛେତାଙ୍କ ଘର ଉତ୍ତରପ୍ରଦେଶରେ । ସଚ୍ଚିନ ଛେତାଙ୍କୁ ଗିରଫ ପରେ ବାଲେଶ୍ୱର ଏସଡିଜେଏମ…

ଭଲ ଅଭିନୟର ପୁରସ୍କାର: ଗିରଫ ହେଲେ ସ୍ବିଗି ଡେଲିଭରୀ ବୟ ପତିତପାବନ

କେନ୍ୟୁଜ୍(ବ୍ୟୁରୋ):ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ ଗିରଫ।ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ସେ ଭୟର ବାତାବରଣ ସୃଷ୍ଟି କରିଥିଲେ । ପୋଲିସ, ପରିବାର ଲୋକ ଓ ଜନସାଧାରଣଙ୍କୁ ଭ୍ରମିତ କରିଥିଲେ । ଏହି ଅପରାଧ ପାଇଁ ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ତାଙ୍କୁ…

ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ହାଇବ୍ରିଡ ରୋଡ଼ ଟନେଲ

ଭୁବନେଶ୍ୱର (କେ ନିଉଜ) : ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ହାଇବ୍ରିଡ ରୋଡ଼ ଟନେଲ । ପ୍ରଥମ ଥର ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଦକ୍ଷିଣ ଓଡ଼ିଶାରେ ନିର୍ମାଣ କରୁଛି ଏହି ଦୁଇଟି ରୋଡ଼ ଟନେଲ । ଯାହାର ଲମ୍ବା ୪୬୫ କି.ମି । ରାୟପୁର-ବିଶାଖାପାଟଣା ଇକୋନୋମିକ କରିଡରର ଏକ ଅଂଶ ବିଶେଷ ହେଉଛି ଏହି…

ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ: ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ । କାଲି ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଦର୍ଶନ ବନ୍ଦ ରହିବ । କୋଭିଡ ନିୟନ୍ତ୍ରଣ ପାଇଁ ବିଶେଷ ଦିନ ଗୁଡିକରେ ଦର୍ଶନ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…