Browsing Category

ରାଜ୍ୟ

ମହାନଦୀ ସିଷ୍ଟମରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଏବେ କୌଣସି ବିପଦ ନାହିଁ

ଭୁବନେଶ୍ବର(କେନ୍ଯୁଜ୍) : ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା। ଛୋଟ ଧରଣର ବନ୍ୟା ହୋଇଛି। କୌଣସି ବିପଦ ନାହିଁ। ମୁଣ୍ଡଳୀଠାରେ ୬ଲକ୍ଷ ୬୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି।…

କେନାଲରେ ଭାସୁଛି ନବଜାତ ଶିଶୁର ମୃତଦେହ 

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପାରିନୂଆ ଗାଁ କେନାଲରେ ଆଜି ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଆଜି କେନାଲକୁ ଶୌଚ ହେବା ପାଇଁ ଯାଇଥିବାବେଳେ କିଛି ସ୍ଥାନୀୟ ଲୋକ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ଶିଶୁଟିକୁ…

DRDO ମାମଲା: ୭ ଦିନିଆ ରିମାଣ୍ଡରେ ଆସିବେ ୫ ଅଭିଯୁକ୍ତ

ବାଲେଶ୍ୱର (କେନ୍ୟୁଜ) : ବାଲେଶ୍ୱର DRDO ତଥ୍ୟ ଲିକ୍‌ ଘଟଣା । ୭ ଦିନିଆ ରିମାଣ୍ଡରେ ଆସିବେ ଗିରଫ ୫ ଅଭିଯୁକ୍ତ। ବାଲେଶ୍ୱର କୋର୍ଟ ଦେଲେ ମଞ୍ଜୁରୀ । ବାଲେଶ୍ୱର କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ ।…

କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍): କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ । କଣ୍ଟାଘୋଟା ଗାଁ ନିକଟରେ ଗଳିତ ମୃତଦେହ ଉଦ୍ଧାର । ଅଚିହ୍ନା ମୃତଦେହକୁ ଦେଖି ଗାଁ ଲୋକ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଯୋଡା(କେନ୍ଯୁଜ୍): ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ସ୍ୱାମୀ ଥାନାରେ ଅଟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ରୂପା ସାହିରେ । ଗ୍ରାମର ସୁରୁ କାରୁଆଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ…

ରକ୍ତବୀର ଶରତ ପାତ୍ର: ୧୨୦ଥର ରକ୍ତଦାନ କରି ଅନ୍ଯ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଆନନ୍ଦପୁର(କେନ୍ଯୁଜ୍): ରକ୍ତର ବିକଳ୍ପ ନାହିଁ, ତେଣୁ ରକ୍ତଦାନକୁ ମହାପୁଣ୍ଯ ବୋଲି ଅଭିହିତ କରାଯାଏ। ଯାହାକୁ ଅକ୍ଷରେ ଅକ୍ଷରେ ପ୍ରତିପାଦିତ କରିଛନ୍ତି ଆନନ୍ଦପୁର ଉପଖଣ୍ଡର ଶରତ । ନିପଟ ମଫସଲର ଚାଷୀ ଶରତ ରକ୍ତଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛିନ୍ତି । ଶହେରୁ ଅଧିକ ଥର ରକ୍ତଦାନ କରି…

ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଜଣେ ମହିଳାଙ୍କ ସମେତ ୪ ଅଟକ

ଜଳେଶ୍ବର (କେନ୍ୟୁଜ) : ଜଳେଶ୍ବରରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ୩୫୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଜଣେ ମହିଳାଙ୍କ ସମେତ ଏହି କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଅଟକ ରଖାଯାଇଛି । ଏହା ସହିତ କୁଖ୍ଯାତ ବ୍ରାଉନସୁଗାର ମାଫିଆ ଶେଖ ମନତାଜଙ୍କ ସମେତ ଅନ୍ଯ ୪ ଜଣ…

ହୁଳୁହୁଳା ପୋଲ ଉପରେ ୪ ଫୁଟର ପାଣି: ବାଙ୍କୀ ବ୍ଲକର ୫ଟି ଓ ତିଗିରିଆର ୪ଟି ପଞ୍ଚାୟତବାସୀଙ୍କ ଯାତାୟାତ ଠପ୍‌

ବାଙ୍କୀ (କେନ୍ଯୁଜ୍): ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ରଣନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ହୁଳୁହୁଳା ପୋଲ ଉପରେ ପ୍ରବାହିତ ହେଉଛି ୪ ଫୁଟର ପାଣି । ବାଙ୍କୀ ବ୍ଲକର ୫ଟି ପଞ୍ଚାୟତ ଓ ତିଗିରିଆ ବ୍ଲକର ୪ଟି ପଞ୍ଚାୟତବାସୀଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଏନେଇ…

ଯାଜପୁର ଦେବୀଗଡା ଘାଟ ନିକଟରୁ ୭ଫୁଟ ଲମ୍ବର ବିଶାଳକାୟ ଅଜଗର ସାପ ଉଦ୍ଧାର

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁରରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ସହରର ଦେବୀଗଡା ଘାଟ ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି। ସହର ଅଂଚଳରେ ସାଧାରଣତ ଅଜଗର ସାପ ଦେଖାଦେଇନଥିବା ବେଳେ ଏହି ସାପ ବୈତରଣୀ ବନ୍ୟା ରେ ଚାଲି ଆସିଥିବା ଅନୁମାନ କରାଯାଉଛି। ତେବେ ସାପଟି ନଦୀରୁ…

ରାଜ୍ୟରେ ଆଉ ୬୯୫ କରୋନା ପଜିଟିଭ୍‌ ଚିହ୍ନଟ, ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୮୩ ଜଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୬୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୧.୦୬ ପ୍ରତିଶତ । ୬୯୫ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୮୩ ଜଣ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା…

ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଳି ମାରିଦେଲା ଦନ୍ତା

କାମାକ୍ଷାନଗର (କେନ୍ୟୁଜ) : ଦଳି ଦେଲା ଦନ୍ତା । ଧାନ ଜଗିବାକୁ ଯାଇଥିବା ଚାଷୀଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଖଣ୍ଡୁଆଳ ମୁଣ୍ଡା ଗାଁରେ ଅଘଟଣ ଘଟିଛି। ମୃତ ଚାଷୀଙ୍କ ନାଁ ଉପେନ୍ଦ୍ର ଅମାତ । ଗତକାଲି ରାତିରେ ସେ ଧାନ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର…

ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଜି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି…