Browsing Category

ରାଜ୍ୟ

ଗାଧୋଇବା ବେଳେ ନଦୀରେ ବୁଡି ଦୁଇ ଭାଇ ମୃତ

ପିପିଲି(କେ ନ୍ୟୁଜ): ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧନକେରା ପଞ୍ଚାୟତ ନାଗଣ ଗ୍ରାମରେ ଦୁଇ ଭାଇ ସତ୍ୟଜିତ ଏବଂ ଶୁଭଜିତ ଲୁଣା ନଦୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ପାଣିରେ ବୁଡିଯାଇ ଥିଲେ । ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁ ଭବନକୁ ନିଆଯାଇଥିଲା ସେଠାରେ ଡାକ୍ତର…

ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ : ଏସଆରସି

ଭୁବନେଶ୍ୱର(କେ ନ୍ୟୁଜ): ମହାନଦୀରୁ ବିପଦ ନାହିଁ । ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି SRC ପ୍ରଦୀପ ଜେନା । ମହାନଦୀ ଅବବାହିକାରେ ବିଶେଷ କିଛି ସମସ୍ୟା ହେବନାହିଁ । ହୀରାକୁଦ ଜଳଭଣ୍ଡାରକୁ ପାଣି ପ୍ରବେଶ କମିଛି । ୪ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଗତକାଲି…

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ, ହାଇକୋର୍ଟରେ ଖାରଜ ହେଲା ଆବେଦନ

କଟକ(କେ ନ୍ୟୁଜ): ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ । କଟକ ବାଲୁବଜାର ପୂଜା କମିଟି ପିଟିସନ ଅଦାଲତରେ ଅଗ୍ରାହ୍ୟ । ରାଜ୍ୟ ସରକାରଙ୍କ ଅଗଷ୍ଟ ୯ ଗାଇଡଲାଇନରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ବାଲୁବଜାର ପୂଜା କମିଟି ମଧ୍ୟ ସରକାରଙ୍କ ଗାଇଡଲାଇନ…

ପ୍ରେମିକ ଛଡେଇନେଲା ପ୍ରେମିକା ମଥାର ସିନ୍ଦୁର, ଦିନ ଦ୍ବିପହରରେ ଛୁରୀ ଭୁସି କଲା ହତ୍ୟା

ପାରଳାଖେମୁଣ୍ଡି(କେ ନ୍ୟୁଜ): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମରେ ଦିବାଲୋକରେ ହୋଇଛି ହତ୍ୟା । ରାଶିବାଡ ଗ୍ରାମର ରଂଜିତ ଦଣ୍ଡିଆ ନିଜ ସ୍ତ୍ରୀ ଓ ବର୍ଷକର ଝିଅ ସହ ଜିରାଙ୍ଗ ଗ୍ରାମର ହାଟ ନିକଟରୁ ଅଟୋ ଯୋଗେ ଶାଶୁ ଘରକୁ ଯାଉଥିବା ବେଳେ ହଟାତ ମୋଟର ସାଇକଲରେ ଆସି ଗଂଜାମ…

ଆସୁଛି ଆଉ ଦୁଇଟି ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା; ବାତ୍ୟାର ନାହିଁ ସମ୍ଭାବନା: IMD

(କେନ୍ୟୁଜ ) :ଆଗକୁ ଆସୁଛି ଆଉ ଦୁଇଟି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପ ପୁଣି ରାଜ୍ୟରେ ବର୍ଷା କରାଇପାରେ । ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ । ୨୮-୩୦ ତାରିଖ ବେଳକୁ ଆଉ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ କରୋନା ପଜିଟିଭ୍ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ…

ଗ୍ୟାସ୍ ଗାଡ଼ି ସହ ବାଇକ୍ ଧକ୍କା: ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍, ଦୁଇ ଗୁରୁତର

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ସହ ବାଇକ ଧକ୍କା, ଦୁଇ ଗୁରୁତର। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗ୍ୟାସ ଲିକ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଗାଡିଟି ଚଣ୍ଡିଖୋଲ ଅଭିମୁଖେ…

ବଢୁଛି ବୈତରଣୀ ପାଣି: ପାଣି ଘେରରେ ବୋଡକ ଗାଁ, ଡଙ୍ଗାରେ ପିଇବା ପାଣି ନେଉଛନ୍ତି ଲୋକେ

ଚାନ୍ଦବାଲି(କେନ୍ଯୁଜ୍): ବୈତରଣୀରେ ବନ୍ୟା । ଉପର ମୁଣ୍ଡରୁ ବନ୍ୟା ପାଣି ଖସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତଳିଆ ଅଂଚଳ ଆରଡି , ନାନ୍ଦପୁର , ସୁନ୍ଦରପୁର ଓଳଗ ପଂଚାୟତରେ ପ୍ରବେଶ କରିଛି । ବିଶେଷ କରି ଓଳଗ ପଂଚାୟତର ବୋଡକ ଗାଁ ୨ଦିନ ହେଲା ବନ୍ୟା ପାଣି ଘେରର ରହିଛି । ଗାଁକୁ ବନ୍ୟା…

ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସ ବନ୍ଦ, ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ BMCର ପଦକ୍ଷେପ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସ ବନ୍ଦ। ୫ ଦିନ ପାଇଁ ବନ୍ଦ ରଖାଯାଇଛି। ଆଜିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ଉଭୟ ଅଫିସ। ଉଭୟ ଅଫିସରୁ ଗୋଟିଏ ଦିନରେ ଏକାଧିକ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ସିଲ୍‌ କଲା BMC । ସବ କଲେକ୍ଟର ଅଫିସରୁ ୪ଜଣ ପଜିଟିଭ୍‌…

ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍‌ ନିକଟରେ ଟ୍ରକ୍ ପଛରେ ପିଟିଲା ଟ୍ରକ୍, ୨ ମୃତ

ସୁନ୍ଦରଗଡ(କେନ୍ଯୁଜ୍): ଟ୍ରକ୍ ପଛରେ ପିଟିହେଲା ଟ୍ରକ୍ । ଦୁର୍ଘଟଣାରେ ୨ ମୃତ। ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ାରୁ ପିଡିଏସ୍‌ ଚାଉଳ ବୋଝେଇ କରି ରାଉରକେଲା ଯାଉଥିବା ଏକ ଟ୍ରକର ଚକ ଫାଟି ଯାଇଥିଲା। ଫଳରେ ପଛରେ ଥିବା ଟ୍ରକ ଆଗ ଟ୍ରକକୁ ଧକ୍କା…

ଆଜି ଫେକ୍‌ କିଡନାପ ଘଟଣାର ଖଳନାୟକ ଚିକୁନକୁ କରାଯିବ କୋର୍ଟ ଚାଲାଣ

ଭୁବନେଶ୍ବର(କେନ୍ଯୁଜ୍): ଫେକ୍‌ କିଡନାପ ଘଟଣାର ଖଳନାୟକ ଗିରଫ । ବନ୍ଧା ହେଲେ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ । ଆଜି ଚିକୁନକୁ କୋର୍ଟ ଚାଲାଣ କରାଯିବ । ବନ୍ଧା ହେଲେ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ । ତେବେ ଅଧିକାରକୁ ନେଇ ଦୁଇ ଯୁବତୀଙ୍କ ଭିତରେ ଚାଲିଛି ଟଣାଓଟରା । ପତ୍ନୀ ଅହଲ୍ୟା…