Browsing Category

ରାଜ୍ୟ

ମହାନଦୀରେ ଛୋଟ ବନ୍ୟା ଆସିବ କିନ୍ତୁ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ: SRC

କେନ୍ୟୁଜ୍(ବ୍ୟୁରୋ):ଉପରମୁଣ୍ଡରେ ବର୍ଷା । ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା । ବନ୍ୟା ପ୍ରଭାବରେ ମହାନଦୀ ଅବବାହିକାରେ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ…

ରାଉରକେଲା ଜିତେନ୍ଦ୍ର ସାଏ ହତ୍ୟାକାଣ୍ଡ ଘଟଣା , ଆଉ ୪ ଅଭିଯୁକ୍ତ ଗିରଫ

ରାଉରକେଲା (କେନ୍ୟୁଜ): ରାଉରକେଲାରେ ଜିତେନ୍ଦ୍ର ସାଏ ହତ୍ୟା ମାମଲାରେ ଆଉ ୪ ଗିରଫ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଭୁଜାଲି ଓ ଦୁଇଟି ସ୍କୁଟି ଜବତ ହୋଇଛି । ପୂର୍ବରୁ ଏହି ମାମଲାରେ ଗିରଫ ମାଷ୍ଟରମାଇଣ୍ଡ ଅମୀର ଖାଁଙ୍କ ସହ ଏମଡି ସେହେବାଜକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା, ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ବର(କେନ୍ଯୁଜ୍):ବିଜେଡିରେ ଯୋଗ ଦେଲେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରାପୁଟର ପୂର୍ବତନ କଂଗ୍ରେସ ବିଧାୟକ ବିଜେଡିରେ ଯୋଗ ଦେଲେ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।…

ପାଇଖାନା ପ୍ୟାନରେ ୪ଫୁଟ ଲମ୍ବର ନାଗ !

ବାଙ୍କୀ(କେନ୍ଯୁଜ୍): ପାଇଖାନା ପ୍ୟାନରେ ନାଗ। କଟକ ଜିଲ୍ଲା ବାଙ୍କୀ ଥାନା ଚର୍ଚ୍ଚିକା ଗାଁର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିଲା। ଖବର ପାଇ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ ପ୍ୟାନକୁ ଭାଙ୍ଗି ସାପକୁ ଉଦ୍ଧାର କରିଥିଲେ। ୪ଫୁଟ ଲମ୍ବର ସାପକୁ ପାଇଖାନା ପ୍ୟାନରୁ…

ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ଜଳକ୍ରୀଡା

କେନ୍ଦୁଝର(କେନ୍ଯୁଜ୍):ପାଣିରେ ଖେଳୁଛନ୍ତି ହାତୀ ପଲ । ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ମନୋରମ ଜଳକ୍ରୀଡା ଦୃଶ୍ୟକୁ ଉପଭୋଗ କରୁଛନ୍ତି ଲାକେ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍‌ ଅଞ୍ଚଳରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି…

ଇଞ୍ଜିିନିୟରିଂ ପାଠ ନପଢି ବି ତିଆରି କଲେ ଫୋର୍ଡ ମଡେଲର ୪ ଚକିଆ ଗାଡି

କରଞ୍ଜିଆ(କେନ୍ଯୁଜ୍): କିଛି କରି ଦେଖାବାର ଇଚ୍ଛା ଥିଲେ ମଣିଷ ଅସମ୍ଭବ କାର୍ଯ୍ଯ କୁ ବି ସମ୍ଭବ କରି ଦେଖାଇଥାଏ । ଏଥିପାଇଁ କୌଣସି ସ୍ବତନ୍ତ୍ର ଶିକ୍ଷା କିମ୍ବା ପ୍ରଶିକ୍ଷଣର ଆବଶ୍ଯକ ଦରକାର ପଡିନଥାଏ। ଜଣେ ନିଜ ବୁଦ୍ଧି ବଳରେ ବି ସଫଳତା ପାଇପାରିବ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି…

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍, ମୋଟ ୧୨ଟି ଗେଟ୍‌ ଖୋଲିବା ପରେ ସ୍ଥିତି ଉପରେ…

ସମ୍ବଲପୁର (କେନ୍ୟୁଜ): ହୀରାକୁଦର ଆଉ ୬ ଗେଟ୍‌ ଖୋଲିଲା । ପର୍ଯ୍ୟାୟକ୍ରମେ ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୬ ଗେଟ୍‌। ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଉ ୬ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ସୂଚନା ଦେଲେ ହୀରାକୁଦ ଡ୍ୟାମ୍‌ ମୁଖ୍ୟ ଯନ୍ତ୍ରୀ। ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ…

ପଶ୍ଚିମବଙ୍ଗକୁ ଓଡ଼ିଶାର ଜବାବ, ସୀମାନ୍ତ ଉଦୟପୁର ବେଳାଭୂମିରେ ୧୪୪ ଧାରା ଜାରି

ବାଲେଶ୍ୱର(କେନ୍ଯୁଜ୍): ଓଡିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ୧୪୪ ଧାରା ଜାରି। ନାଲି ପତାକା ମାରି ଦୀର୍ଘ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ଭୋଗରାଇ ବ୍ଲକରେ ଅଛି ଓଡ଼ିଶାର ଅନ୍ୟତମ ମନୋରମ ବେଳାଭୂମି ଉଦୟପୁର। ଗତ ୭ ତାରିଖ ଦିନ ଓଡ଼ିଶା…

ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଜଳେଶ୍ୱର(କେନ୍ଯୁଜ୍): ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର । ଜଳେଶ୍ୱର ଥାନା ମହମ୍ମଦନଗର ପାଟଣା ରାସ୍ତାରୁ ୧୦୫ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ପୋଲିସ ଚଢାଉ କରିଥିଲା। ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍‌…

ରାସ୍ତା ଉପରେ ପାଣି ସୁଅ, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌

ବଣାଇ(କେନ୍ଯୁଜ୍): ରାସ୍ତା ଉପରେ ପାଣି, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌ । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ମନ୍ଦିର ନିକଟ ରାସ୍ତା ଉପରେ ପାଣି ଜମି ରାସ୍ତା ଜାମ୍‌ ହୋଇଥିଲା । ଲଗାଣ ବର୍ଷାରେ ପାହାଡ଼ ପାଣି ତଳକୁ ଖସି ରାସ୍ତା ଜାମ୍‌ ହୋଇଥିଲା । ଫଳରେ ରାସ୍ତାରେ ଯାତାୟାତ…

ରାଜ୍ୟରେ ଆଉ ୪୫୭ କରୋନା ପଜିଟିଭ୍‌ ଚିହ୍ନଟ, ୬ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୪୫୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୦.୮୭ପ୍ରତିଶତ । ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷ ବର୍ଗୀୟ । ୪୫୭ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୩ ଜଣ ।…

ନୂଆପଡା ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଜଳସ୍ତର ବୃଦ୍ଧି, ଖୋଲିଲା ୬ଟି ଗେଟ୍‌

ନୂଆପଡା (କେନ୍ଯୁଜ୍): ଲଘୁଚାପ ଜନିତ ବର୍ଷାରେ ନୂଆପଡା ଜିଲ୍ଲା ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଜଳସ୍ତର ବୃଦ୍ଧି । ନୂଆପଡା ଜିଲ୍ଲାରେ ମୋଟ ୯୮.୨୦ ମିମି ବର୍ଷା ହୋଇଛି । ବର୍ଷା ଯୋଗୁଁ ଉପରମୁଣ୍ଡରୁ ବନ୍ୟାଜଳ ଡ୍ୟାମରେ ପ୍ରବେଶ କରିଛି । ଡ୍ୟାମର ସୁରକ୍ଷା ଦୃଷ୍ଟି କୋଣରୁ…