Browsing Category

ରାଜ୍ୟ

ପୋଲିସ ହାତରେ ଧରା ପଡିଲେ ବ୍ରାଉନ୍ସୁଗାର ବେପାରୀ, ଜବତ ହେଲା ୭୦ ହଜାରରୁ ଉର୍ଦ୍ଧ୍ବ ମୂଲ୍ୟର ଧଳାଜହର

ନୟାଗଡ(କେ ନ୍ୟୁଜ): ଦୀର୍ଘଦିନ ଧରି ବେଧଡ଼କ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ବ୍ରାଉନ ସୁଗାର ବିକ୍ରି ଚାଲୁଥିଲା । ଯାହା ଫଳରେ ପ୍ରତିଦିନ ଚାନ୍ଦପୁର ଅଞ୍ଚଳରେ କିଛିନା କିଛି ଅଘଟଣ ଘଟୁଥିଲା । କେତେବେଳେ ଦିବାଲୋକରେ ବଜାର ମଧ୍ୟରେ ଝାମ୍ପି ନେଉଥିଲେ ଟଙ୍କା ବ୍ୟାଗ ତ କେତେବେଳେ କାହାକୁ…

ଗାଧୋଇବା ବେଳେ ପୋଖରୀରେ ବୁଡ଼ି ୪ ବର୍ଷର ଶିଶୁପୁତ୍ର ସମେତ ବାପା ମୃତ

ଅନୁଗୁଳ(କେ ନ୍ୟୁଜ): ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୪ ବର୍ଷର ଶିଶୁପୁତ୍ର ସମେତ ବାପା ମୃତ । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅନ୍ତର୍ଗତ…

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ, ପାଣି ଘେରରେ ୩୦ରୁ ଅଧିକ ଗାଁ

ଜଳେଶ୍ୱର(କେ ନ୍ୟୁଜ): ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୬୪ ମିଟରରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଜଳେଶ୍ୱର,ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି…

ନାବାର୍ଡ ସହାୟତାରେ ଗୋପାଳପୁର ବୁଣାକାରଙ୍କୁ ନେଇ ଅଣ କୃଷି ଉତ୍ପାଦ ସଂଗଠନର ଶୁଭାରମ୍ଭ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚକଗୋପାଳପୁର ଠାରେ ବୁଣାକାରଙ୍କୁ ନେଇ ଆଜି ଅଣ କୃଷି ଉତ୍ପାଦ ସଂଗଠନର ଶୁଭାରମ୍ଭ କରାଯାଇଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡର ଚେୟାରମ୍ୟାନ ଜି.ଆର ଚିନ୍ତାଲା, ନାବକିଶାନର ଏମ.ଡି ତଥା ସିଇଓ ସୁଶୀଲା…

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ, କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ବଲାଙ୍ଗିର(କେ ନ୍ୟୁଜ): ବଲାଙ୍ଗିର-ସୋନପୁର ରାସ୍ତାର ସାତମାଇଲ ଛକରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଏହି ଦୁର୍ଘଟଣାରେ ମୃତ ବାଇକ ଆରୋହୀ ହେଲେ କେଲେର ବାହାଲୀ ଗାଁର ଭୂତୀ ବାଘ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବଲାଙ୍ଗିର…

ଗାଧୋଇବା ବେଳେ ନଦୀରେ ବୁଡି ଦୁଇ ଭାଇ ମୃତ

ପିପିଲି(କେ ନ୍ୟୁଜ): ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧନକେରା ପଞ୍ଚାୟତ ନାଗଣ ଗ୍ରାମରେ ଦୁଇ ଭାଇ ସତ୍ୟଜିତ ଏବଂ ଶୁଭଜିତ ଲୁଣା ନଦୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ପାଣିରେ ବୁଡିଯାଇ ଥିଲେ । ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁ ଭବନକୁ ନିଆଯାଇଥିଲା ସେଠାରେ ଡାକ୍ତର…

ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ : ଏସଆରସି

ଭୁବନେଶ୍ୱର(କେ ନ୍ୟୁଜ): ମହାନଦୀରୁ ବିପଦ ନାହିଁ । ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି SRC ପ୍ରଦୀପ ଜେନା । ମହାନଦୀ ଅବବାହିକାରେ ବିଶେଷ କିଛି ସମସ୍ୟା ହେବନାହିଁ । ହୀରାକୁଦ ଜଳଭଣ୍ଡାରକୁ ପାଣି ପ୍ରବେଶ କମିଛି । ୪ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଗତକାଲି…

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ, ହାଇକୋର୍ଟରେ ଖାରଜ ହେଲା ଆବେଦନ

କଟକ(କେ ନ୍ୟୁଜ): ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ । କଟକ ବାଲୁବଜାର ପୂଜା କମିଟି ପିଟିସନ ଅଦାଲତରେ ଅଗ୍ରାହ୍ୟ । ରାଜ୍ୟ ସରକାରଙ୍କ ଅଗଷ୍ଟ ୯ ଗାଇଡଲାଇନରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ବାଲୁବଜାର ପୂଜା କମିଟି ମଧ୍ୟ ସରକାରଙ୍କ ଗାଇଡଲାଇନ…

ପ୍ରେମିକ ଛଡେଇନେଲା ପ୍ରେମିକା ମଥାର ସିନ୍ଦୁର, ଦିନ ଦ୍ବିପହରରେ ଛୁରୀ ଭୁସି କଲା ହତ୍ୟା

ପାରଳାଖେମୁଣ୍ଡି(କେ ନ୍ୟୁଜ): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମରେ ଦିବାଲୋକରେ ହୋଇଛି ହତ୍ୟା । ରାଶିବାଡ ଗ୍ରାମର ରଂଜିତ ଦଣ୍ଡିଆ ନିଜ ସ୍ତ୍ରୀ ଓ ବର୍ଷକର ଝିଅ ସହ ଜିରାଙ୍ଗ ଗ୍ରାମର ହାଟ ନିକଟରୁ ଅଟୋ ଯୋଗେ ଶାଶୁ ଘରକୁ ଯାଉଥିବା ବେଳେ ହଟାତ ମୋଟର ସାଇକଲରେ ଆସି ଗଂଜାମ…

ଆସୁଛି ଆଉ ଦୁଇଟି ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା; ବାତ୍ୟାର ନାହିଁ ସମ୍ଭାବନା: IMD

(କେନ୍ୟୁଜ ) :ଆଗକୁ ଆସୁଛି ଆଉ ଦୁଇଟି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପ ପୁଣି ରାଜ୍ୟରେ ବର୍ଷା କରାଇପାରେ । ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ । ୨୮-୩୦ ତାରିଖ ବେଳକୁ ଆଉ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ କରୋନା ପଜିଟିଭ୍ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ…