Browsing Category

ରାଜ୍ୟ

ଡିଏଫଓଙ୍କ ପରେ ଏବେ ବିଦ୍ୟାଙ୍କ ପାଳି, ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକସନ୍‌ ଟେଷ୍ଟ

ଗଜପତି (କେନ୍ୟୁଜ) : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଥରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ହେବ । ଏଥିପାଇଁ ବିଦ୍ୟାଭାରତୀଙ୍କୁ ଭୁବନେଶ୍ୱର ଅଣାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ…

ବିଶିଷ୍ଟ ସାହିତ୍ୟିକା, ପୂର୍ବତନ ‘ସମାଜ’ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟକା ଓ ଶିକ୍ଷାବିତ୍‌ ମନୋରମା ମହାପାତ୍ରଙ୍କ ବିୟୋଗ । ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ହୋଇଛି ।  ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଛାତିରେ ଯନ୍ତ୍ରଣା…

ଦେବଦୂତ ସାଜିଲେ ସରପଞ୍ଚ, ଦୁର୍ଘଟଣାଗ୍ରସ୍ତଙ୍କୁ ଯଥା ସମୟରେ ମେଡ଼ିକାଲରେ ପହଞ୍ଚାଇ ପ୍ରଶଂସା ସାଉଁଟିଲେ

ଚାନ୍ଦବାଲି(କେ ନ୍ୟୁଜ): ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡିଥିବା ୨ଜଣଙ୍କୁ ମେଡିକାଲ ନେଇ ଚିକିତ୍ସିତ କରାଇ ମଣିଷ ପଣିଆ ଦେଖେଇଲେ ସରପଞ୍ଚ । ଏମିତି ଏକ କାମ କରି ପ୍ରଶଂସା ସାଉଁଟିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତର ସରପଞ୍ଚ ପ୍ରଭାସ ନାୟକ । ସରପଞ୍ଚ ପ୍ରଭାସ ନାୟକ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଡ଼ିଏଫଓ ଓ ରୋଷେୟାଙ୍କର ହେଲା ଲାଏ ଡ଼ିଟେକ୍ସନ ଟେଷ୍ଟ

ପାରଳାଖେମୁଣ୍ଡି(କେ ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ଲାଏ ଡିଟେକସନ୍‌ ଟେଷ୍ଟ । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ ହୋଇଛି । ଭୁବନେଶ୍ୱର ଫରେନସିକ୍‌ ଲାବରେ ଲାଏ…

ବରୀ ପୋଲିସର ମାନବିକତା, ବନ୍ୟାରେ ଭାସି ଆସିଥିବା ଶବକୁ ୨କିମି ଟ୍ରଲିରେ ବୋହିଲେ

ଯାଜପୁର(କେ ନ୍ୟୁଜ): ମାନବିକତା ଦେଖେଇଲା ବରୀ ପୋଲିସ । ଟ୍ରଲିରେ ଶବକୁ ବୋହିଲା ପୋଲିସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ସୂଚନା ମୁତାବକ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ବରୀ ବ୍ଳକରେ ପ୍ରଭୁତ କ୍ଷତି ଘଟାଇଛି । ଗତ ଦୁଇଦିନ ତଳେ ବରୀ ବ୍ଲକ ଶଙ୍କରାକୂଳ ଗ୍ରାମର…

ମହାନଦୀ ସିଷ୍ଟମରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଏବେ କୌଣସି ବିପଦ ନାହିଁ

ଭୁବନେଶ୍ବର(କେନ୍ଯୁଜ୍) : ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା। ଛୋଟ ଧରଣର ବନ୍ୟା ହୋଇଛି। କୌଣସି ବିପଦ ନାହିଁ। ମୁଣ୍ଡଳୀଠାରେ ୬ଲକ୍ଷ ୬୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି।…

କେନାଲରେ ଭାସୁଛି ନବଜାତ ଶିଶୁର ମୃତଦେହ 

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପାରିନୂଆ ଗାଁ କେନାଲରେ ଆଜି ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଆଜି କେନାଲକୁ ଶୌଚ ହେବା ପାଇଁ ଯାଇଥିବାବେଳେ କିଛି ସ୍ଥାନୀୟ ଲୋକ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ଶିଶୁଟିକୁ…

DRDO ମାମଲା: ୭ ଦିନିଆ ରିମାଣ୍ଡରେ ଆସିବେ ୫ ଅଭିଯୁକ୍ତ

ବାଲେଶ୍ୱର (କେନ୍ୟୁଜ) : ବାଲେଶ୍ୱର DRDO ତଥ୍ୟ ଲିକ୍‌ ଘଟଣା । ୭ ଦିନିଆ ରିମାଣ୍ଡରେ ଆସିବେ ଗିରଫ ୫ ଅଭିଯୁକ୍ତ। ବାଲେଶ୍ୱର କୋର୍ଟ ଦେଲେ ମଞ୍ଜୁରୀ । ବାଲେଶ୍ୱର କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ ।…

କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍): କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ । କଣ୍ଟାଘୋଟା ଗାଁ ନିକଟରେ ଗଳିତ ମୃତଦେହ ଉଦ୍ଧାର । ଅଚିହ୍ନା ମୃତଦେହକୁ ଦେଖି ଗାଁ ଲୋକ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଯୋଡା(କେନ୍ଯୁଜ୍): ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ସ୍ୱାମୀ ଥାନାରେ ଅଟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ରୂପା ସାହିରେ । ଗ୍ରାମର ସୁରୁ କାରୁଆଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ…

ରକ୍ତବୀର ଶରତ ପାତ୍ର: ୧୨୦ଥର ରକ୍ତଦାନ କରି ଅନ୍ଯ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଆନନ୍ଦପୁର(କେନ୍ଯୁଜ୍): ରକ୍ତର ବିକଳ୍ପ ନାହିଁ, ତେଣୁ ରକ୍ତଦାନକୁ ମହାପୁଣ୍ଯ ବୋଲି ଅଭିହିତ କରାଯାଏ। ଯାହାକୁ ଅକ୍ଷରେ ଅକ୍ଷରେ ପ୍ରତିପାଦିତ କରିଛନ୍ତି ଆନନ୍ଦପୁର ଉପଖଣ୍ଡର ଶରତ । ନିପଟ ମଫସଲର ଚାଷୀ ଶରତ ରକ୍ତଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛିନ୍ତି । ଶହେରୁ ଅଧିକ ଥର ରକ୍ତଦାନ କରି…

ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଜଣେ ମହିଳାଙ୍କ ସମେତ ୪ ଅଟକ

ଜଳେଶ୍ବର (କେନ୍ୟୁଜ) : ଜଳେଶ୍ବରରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ୩୫୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଜଣେ ମହିଳାଙ୍କ ସମେତ ଏହି କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଅଟକ ରଖାଯାଇଛି । ଏହା ସହିତ କୁଖ୍ଯାତ ବ୍ରାଉନସୁଗାର ମାଫିଆ ଶେଖ ମନତାଜଙ୍କ ସମେତ ଅନ୍ଯ ୪ ଜଣ…