Below header
Browsing Category

ରାଜ୍ୟ

ରାଜ୍ଯରେ ଆଜି ୪୦୭ କରୋନା ପଜିଟିଭ୍ ଚିହ୍ନଟ, ୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ଯରେ ଗତ ୨୪ ଘଣ୍ଟାରେ ୪୦୭ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୨୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ୧୮ ବର୍ଷରୁ କମ୍ ବୟସ୍କ ୭୪ ଜଣ କରୋନା ପଜିଟିଭ ରହିଛନ୍ତି। ସେହିପରି…

ଦୋକାନର କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ପାଟଣା ବଜାରର ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଦୋକାନର କାନ୍ଥ ଭାଙ୍ଗି ବହୁ ଦାମୀ ମୋବାଇଲ ଚୋରି କରିନେଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଆଜି ସକାଳେ ଦୋକାନ ମାଲିକ ଦୋକାନ ଖୋଲିବା ବେଳେ…

ନଡିଆ ଗଛରେ ଆଣ ଛିଟା ! କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ

କେନ୍ଦ୍ରାପଡା(କେନ୍ଯୁଜ୍): ଗତ ସନ୍ଧ୍ୟା ସମୟରୁ ଓଡ଼ିଶାର କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ ପଡିଛି। ନଡିଆ ଗଛର ପତ୍ରରେ ଧଳା ଧଳା ଦାଗ ଦେଖିବାକୁ ମିଳୁଛି। ଗୁରୁବାର ଓଷାରେ ଯେପରି ମହିଳା ମାନେ ଘର ଆଗରେ ଆଣରେ ଚିତା ଛିଟା ପକାଇଥାନ୍ତି, ସେହିପରି ଚିନ୍ନ ହୋଇଛି। ଏହା କେବଳ ନଡିଆ ଗଛ…

ଭାରସାମ୍ଯ ହରାଇ ମାଂସ ଦୋକାନ ଉପରକୁ ମାଡିଗଲା କାର, ୨ ଗୁରୁତର ୪ ଆହତ

କାମାକ୍ଷାନଗର(କେନ୍ଯୁଜ୍): ଦୋକାନ ଉପରକୁ ମାଡିଗଲା କାର । ଦୁର୍ଘଟଣାରେ ୨ ଗୁରୁତର ୪ ଆହତ। ଭୁବନ ଥାନା ନିଳକଣ୍ଠପୁର ଛକ ନିକଟରେ ଢେଙ୍କାନାଳ ରୁ ଭୁବନ ଆସୁଥିବା ଏକ କାର ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ଏକ ମାଂସ ଦୋକନ ଉପରେ ମାଡି ଯାଇଥିଲା। ଦୁର୍ଘଟଣାରେ କାର ଚାଳକ ସ୍ୱାଧିନ ବର୍ମା…

ଯାଜପୁର ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼, ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର

ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟ ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼। ଗୁରୁତର ଆହତ ହୋଇଥିବା ଯୁବକ ହେଲେ ସ୍ଥାନୀୟ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ। ସେ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ବନ୍ଧୁଙ୍କ ସହ ଛିଡା ହୋଇଥିବା ବେଳେ ୩ଜଣ ଦୁର୍ବୁତ୍ତ…

କାଲି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି, କଡ଼ା ସୁରକ୍ଷାରେ କାର୍ଯ୍ୟକ୍ରମ ସ୍ଥଳ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ । ମଞ୍ଚରୁ ଆରମ୍ଭ କରି ଅସ୍ଥାୟୀ ହେଲିପେଡେ ପ୍ରସ୍ତୁତ ହୋଇସାରିଲାନି । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଥିବା…

କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ । ଏହାସହ କନ୍ଧମାଳରେ ହେବ ଓଡ଼ଶାର ପ୍ରଥମ ରାଜ୍ୟ ଭଲିବଲ ଏକାଡେମୀ । କେବଳ ଏତିକି ନୁହଁ କନ୍ଧମାଳରେ ଅନୁଷ୍ଠିତ ହେବ ଷ୍ଟେଟ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌। କଟକ ବାରବାଟୀ ଷ୍ଟାଡିୟମ ଓସିଏ କନ୍‌ଫରେନ୍‌ସ ହଲରେ…

ଗଜପତି: ଗ୍ରାନାଇଟ ବୋଝେଇ ଟ୍ରକରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ  

ମୋହନା(କେନ୍ୟୁଜ୍): ଗଜପତି  ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସର ପେଟ୍ରୋଲିଙ୍ଗ ବେଳେ ମାନ୍ଦ୍ରାବାଜୁ ଛକ ନିକଟରେ ଏକ ଉତ୍ତରପ୍ରଦେଶ ରେଜିଷ୍ଟେସନ ଟ୍ରକଙ୍କୁ ସନ୍ଦେହ କରି ଅଟକାଇଥିଲା । ପୋଲିସ ଟ୍ରକଟିକୁ ଯାଞ୍ଚ କରିବାବେଳେ ସେଥିରୁ ୭୦ଟି ବସ୍ତାରେ ଗଞ୍ଜେଇ ଜରି…

ବିଜୟ ନେଇ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜୁ…

ଆସନ୍ତା ବର୍ଷରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଅଲିମ୍ପିକ ମ୍ୟାଚ,ଟ୍ଵିନ ସିଟିରେ ସମସ୍ତ ମ୍ୟାଚ ଖେଳାଯିବ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ବର୍ଷରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଅଲିମ୍ପିକ ମ୍ୟାଚ। ରାଜ୍ୟ ଅଲିମ୍ପିକ ସଂଘ ବାର୍ଷିକ ସାଧାରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାସହ ୨୦୨୧-୨୨ ବର୍ଷ ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଉଭୟ ରାଜ୍ୟ ଅଲିମ୍ପିକ ସଙ୍ଘ ଓ ରାଜ୍ୟ କ୍ରୀଡା ବିଭାଗର ମିଳିତ…

କାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଜିଲ୍ଲା ଗସ୍ତ, କାଲି ଯିବେ ଗଜପତି ଜିଲ୍ଲା

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ଜିଲ୍ଲା ଗସ୍ତ । କାଲି ଗଜପତି ଜିଲ୍ଲା ଯିବେ । ଏଥିପାଇଁ ମଞ୍ଚରୁ ଆରମ୍ଭ କରି ହେଲିପ୍ୟାଡ ସବୁ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତାକାଲି ଦିନ ୧୧ଟାରେ ହେଲିକପ୍ଟର ଯୋଗେ ଯାଇ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ…

ଅଭେଦ୍ୟ ଗଡ଼କୁ କେହି ଭେଦିପାରିଲେନି, ପିପିଲିରେ ବିଜୟ ବାନା ଉଡ଼ାଇଲେ ଜୁନିୟର ମହାରଥୀ

କେନ୍ୟୁଜ୍(ବ୍ୟୁରୋ):  ପିପିଲିରେ ପୁଣି ବିଜେଡି । ବିଜୟ ବାନା ଉଡ଼ାଇଛନ୍ତି ଜୁନିୟର ମହାରଥୀ । ବାପାଙ୍କ ପରେ ପୁଅ । ପ୍ରଦୀପ ମହାରଥୀଙ୍କ ପରେ ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ ବାଜିମାତ କରିଛନ୍ତି । ବାପା ସାତ ଥର ବିଧାୟକ ଥିଲେ । ପୁଅ ଆରମ୍ଭ କଲେ ନୂଆ ଇନିଂସ । ଏଥିସହ ପିପିଲି…