Below header
Browsing Category

ରାଜ୍ୟ

କୋରାପୁଟ: ସ୍ୱାମୀ ସହ ଝଗଡ଼ାକରି ଜଲାପୁଟ ଜଳଭଣ୍ଡାରକୁ ଡେଇଁପଡିଲା ସ୍ତ୍ରୀ,ଚାଲିଛି ଖୋଜାଖୋଜି

କୋରାପୁଟ(କେନ୍ୟୁଜ୍):  ଜଲାପୁଟ ଜଳ ଭଣ୍ଡାରକୁ  ଡେଇଁ  ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ଚମ୍ପାପୁଟ ପୋଲ ନିକଟରେ ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡିଥିବା ଅଭିଯୋଗ ହୋଇଛି। ପାଡୁଆ ପୋଲିସ ଓ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଚଲାଇଛନ୍ତି। ସ୍ୱାମୀ ସହ ବାଇକରେ…

ଓଡିଶାର ୪ଟି ଜିଲ୍ଲା ପରିଷଦ ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ, ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ

କେନ୍ୟୁଜ୍(ବ୍ୟୁରୋ):  ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ କଲେ ସରକାର। ୪ଟି ଜିଲ୍ଲା ପରିଷଦ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୪ଟି ଅନୁସୂଚିତ ଜାତି ଓ ୧୦ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ। ୧୨ଟି ଆସନ ରହିଛି ଅଣସଂରକ୍ଷିତ। ସେହିପରି…

ଗଞ୍ଜାମ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

କେନ୍ୟୁଜ୍(ବ୍ୟୁରୋ):ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆମ୍ବଡୋଳି ଗାଁ ନିକଟ ରାସ୍ତା କଡ଼ରେ ଛିଣ୍ଡିପଡିଥିଲା ୧୧ କେଭି ବିଦ୍ୟୁତ ତାର। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ହୋଇଥିଲା। ମୃତ ନାବାଳକ…

ବନ୍ଧୁ ସାଜିଲା ବଇରୀ, ସାଙ୍ଗମାନଙ୍କ ଆକ୍ରମଣରେ ହୋଇଛି ମନୀଷଙ୍କ ମୃତ୍ୟୁ: ଡିସିପି

ଭୁବନେଶ୍ବର(କେନ୍ଯୁଜ୍): ବନ୍ଧୁ ସାଜିଲା ବଇରୀ। ପ୍ରେସ୍‌ମିଟ୍‌ରେ ଡିସିପି ଉମାଶଙ୍କର ଦାଶଙ୍କ ସୂଚନା, ମନୀଷଙ୍କୁ ମାରିଛନ୍ତି ୩ ସାଙ୍ଗ। ମନୀଷ ୩ ସାଙ୍ଗଙ୍କ ସହ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳ ଯାଇଥିଲେ। ପରେ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲ୍‌କୁ ଯାଇଥିଲେ। ହୋଟେଲ୍‌ରେ ବିଲ୍‌ ପେମେଣ୍ଟକୁ…

ରାଜ୍ୟରେ ବଢିଲା ବସ୍ ଭଡ଼ା, ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଢିଲା ବସ୍ ଭଡ଼ା। ସାଧାରଣ ବସ୍ ଭଡ଼ା କିମି ପିଛା ୪ପଇସା ବଢିଛି। ସାଧାରଣ ବସ୍ ଭଡ଼ା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୩ପଇସା ବୃଦ୍ଧି କରାଯାଇଛି। ଏକ୍ସପ୍ରେସ ବସରେ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସାକୁ…

ବିଧବା ଭାଇବୋହୂକୁ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ଦେଢଶୁର, ଶେଷରେ ନଦୀରେ ଭସାଇ ଦେଲା

ଆନନ୍ଦପୁର(କେନ୍ଯୁଜ୍): ଦିନ କୁ ଦିନ ଘରୋଇ କଳହ ବଢିବାକୁ ଲାଗିଥିବା ବେଳେ ଉଗ୍ର ହେଉଛି ମଣିଷର ସ୍ବଭାବ। କ୍ଷଣିକ ରାଗ ନିମନ୍ତେ ଆଗ ପଛ ନବିଚାରି ନିର୍ମମ ହତ୍ୟା କରିବାକୁ ବି ପଛାଉ ନାହାନ୍ତି ଲୋକେ। ଏମିତି ଏକ ଘରୋଇ କଳହ କୁ କେନ୍ଦ୍ର କରି ଜଣେ ବିଧବା ମହିଳାଙ୍କୁ ଦୁଇ ଖଣ୍ଡ କରି କାଟି ନଦୀରେ…

ପିପିଲି ନିର୍ମଳା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ପିପିଲି(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ଗଳାକାଟି ସ୍ୱାମୀର ଆତ୍ମହତ୍ୟା। ପିପିଲି ତେଇଶପୁର ପଞ୍ଚାୟତ ନିର୍ମଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା…

ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ବିମାନ ସେବା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱ (କେନ୍ୟୁଜ): ଟେମ୍ପଲ ସିଟିରୁ ପିଙ୍କ୍‌ ସିଟି । ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ଉଡିବ ବିମାନ । ନଭେମ୍ବର ୨ ରୁ ଉଡିବ ବିମାନ । ଏନେଇ ଚିଠି ଲେଖି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୫୮ କରୋନା ପଜିଟିଭ ଚିହ୍ନଟ, ୩ମୃତ

ଭୁବନେଶ୍ୱର (କେନ୍ଯୁଜ୍): ରାଜ୍ୟରେ କୁମୁଛି କରୋନା ସଂକ୍ରମଣ। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦୯ ଜଣ କ୍ୱାରେଣ୍ଟାଇନ୍‌ର ହୋଇଥିବା ବେଳେ ୧୪୯ଟି ଲୋକାଲ କେସ୍‌ ରହିଛି।  ଚିହ୍ନଟ ହୋଇଥିବା…

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତ ଗିରଫ । ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ପ୍ରେସମିଟ୍‌ରେ ଭୁବନେଶ୍ୱର…

ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ, CRPFର ୪ଜଣ ଯବାନ୍‌ ଗୁରୁତର

ମାଲକାନଗିରି(କେନ୍ଯୁଜ୍): ବଡ଼ ଧରଣର ବିସ୍ଫୋରଣ । ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ। ଡିଟୋନେଟର ସ୍ଥାନାନ୍ତର ବେଳେ ବଗି ଭିତରେ ବିସ୍ଫୋରଣ। ଏଥିରେ CRPFର ୪ଜଣ ଯବାନ୍‌ ଗୁରୁତର ଆହତ ହୋଇଛନ୍ତି। ୨ ନମ୍ବର ଫ୍ଲାଟଫର୍ମରେ ଥିବା ସ୍ପେଶାଲ୍‌ ଟ୍ରେନ୍‌ରେ ବିସ୍ଫୋରଣ ହୋଇଛି। ଗୁରୁତର…

ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି, ମାସେ ଧରି ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶରେ ସଜ୍ଜିତ ହେବେ…

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି। ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ଏହି ୧ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ…