Below header
Browsing Category

ରାଜ୍ୟ

ରାଜଧାନୀରେ ବଡ ଧରଣର ଲୁଟ୍‌: ଘରେ ପଶି କଳାକନା ବୁଲାଇଲେ ଚୋର, ୫୦ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବଡ ଧରଣର ଲୁଟ୍‌ । ଘରେ ପଶି କଳାକନା ବୁଲାଇଲେ ଚୋର । ଭୁବନେଶ୍ୱର ଲକ୍ଷ୍ମୀସାଗର ବୈରାଗୀ ନଗର ଅଂଚଳରୁ ୫୦ ହଜାର ଟଙ୍କା ସମେତ ୪୦ ଗ୍ରାମ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ । ମାଲିକ ଘରେ ନଥିବା ବେଳେ ଚୋରି ହୋଇଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା…

ବରଗଡ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ବରଗଡ(କେନ୍ଯୁଜ୍): ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା । ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ବରଗଡ ରେଞ୍ଜ ବନ ବିଭାଗ ଗାଁର ଏକ କ୍ଳବ ଘରେ ଚଢଉ କରି ବଜ୍ରକପ୍ତାକୁ ଉଦ୍ଧାର କରିଛନ୍ତି । ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ପରେ…

ଆଦିବାସୀ ଇଲାକାରେ ଆଇପିଏଲ ବେଟିଂ: ମାଲକାନଗିରି ପୋଲିସର ଚଢ଼ାଉ, ୨୭ଲକ୍ଷ ଟଙ୍କା ସହ ୪ଗିରଫ

ମାଲକାନଗିରି(କେନ୍ଯୁଜ୍): ଛୋଟ ସହରରେ ବଡ଼ ଜୁଆ। ଆଦିବାସୀ ଇଲାକାରେ ଡିଜିଟାଲ ଜୁଆ। ପୁଣିଥରେ କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂ ମାମଲା ସାମ୍ନାକୁ ଆସିଛି।  ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ। ସୂଚନା ପାଇ ମାଲକାନଗିରି ପୋଲିସର ଚଢ଼ାଉ। ପୋଲିସ ଚଉକାରୀ ୪ ଜଣଙ୍କୁ ଗିରଫ କରିବା ସହ…

ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ନବରଙ୍ଗପୁର(କେନ୍ଯୁଜ୍): ପୁଣି ଲଜ୍ଜା। ପୋଲିସ୍ ପ୍ରଶାସନ ଯେତେ କଠୋର ନିତି ଅବଲମ୍ବନ କଲେ ବି ଅପରାଧିଙ୍କ କାର୍ଯ୍ଯକଳାପ ଥମିବାର ନା ଧରୁନି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ।  ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ…

ପୁଅ ନଥିଲେ କଣ ହେଲା, ବାପାଙ୍କ ଶବ ସଂସ୍କାର କଲେ ୪ ଦିବ୍ଯାଙ୍ଗ ଝିଅ

ବାଲେଶ୍ବର(କେନ୍ଯୁଜ୍): ସଂସାରରେ ଜନ୍ମ ହେଇଛ ତ ମୃତ୍ୟୁ ସୁନିଶ୍ଚିତ। କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ତେଣୁ ଦୁନିଆଁରେ କିଛି ବି ମିଛ ହୋଇ ପାରେ ହେଲେ ମୃତ୍ୟୁ ନୁହେଁ । ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ନୁହେଁ ମୃତ୍ୟୁ ପରର କଥା କହିବାକୁ ଯାଉଛୁ । ଯେଉଁଠି…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା, ୭ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଚି ଲଘୁଚାପ ସକ୍ରିୟ ରହିଛି । ଲଘୁଚାପ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି। ଏହାସହ ଉତ୍ତର ଆଣ୍ଡାମାନ ସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ…

ମନିଷ ଅନୁରାଗଙ୍କ ସୈତାନ ସାଙ୍ଗଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ,ଏସଡିଜେଏମ କୋର୍ଟରେ ଆଜି ଅଛି ଶୁଣାଣି

କେନ୍ୟୁଜ୍(ବ୍ୟୁରୋ):ମନିଷ ଅନୁରାଗ ମୃତ୍ୟୁ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମିଶନରେଟ ପୋଲିସ କରିଥିବା ଆବେଦନର ଆଜି ଶୁଣାଣି ଅଛି । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି । କୋର୍ଟ କେତେ ଦିନ ଅନୁମତି ଦେବେ ତାଉପରେ…

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବରୁ OFDC ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ । ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ତାଙ୍କୁ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ୍‌ ବା OFDC ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି । ଏହି ଦାୟିତ୍ୱରେ ଥିବା ପ୍ରଶାସନିତ…

ମନିଷ ଅନୁରାଗଙ୍କ ସୈତାନ ସାଙ୍ଗ ଗଲେ ଜେଲ, ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ମନିଷ ଅନୁରାଗ ମୃତ୍ୟୁ ମାମଲାରେ ଜେଲ୍‌ ଗଲେ ୩ ଅଭିଯୁକ୍ତ । ଜାମିନ ଆବେଦନ ଖାରଜ ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ଆସନ୍ତାକାଲି ରିମାଣ୍ଡ…

କିସ୍‌ରେ ପାଳିତ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ,ମନ୍ଦିରରେ ଦୀପ ଲଗାଇ କଲେ ଦୀର୍ଘାୟୁ କାମନା

କେନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର ସ୍ଥିତ କିସ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । କରୋନା ଯୋଗୁଁ କିସ୍‌ରେ ସମସ୍ତ ୩୦ ହଜାର ପିଲା ନଥିଲେ ମଧ୍ୟ କ୍ରୀଡାଭ୍ୟାସ ପାଇଁ ରହିଥିବା ଅଳ୍ପ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଥିଲେ । ଓଡିଶାର ଲୋକପ୍ରିୟ…

ପେଟରୁ କାଟି ସନ୍ତାନକୁ ଖାଇବାକୁ ଦେଇଥିଲା କିନ୍ତୁ ଆଜି ଦିମୁଠା ଖାଇବାକୁ ବାରଦୁଆର ଏହି ମା’

ଉମରକୋଟ(କେନ୍ୟୁଜ୍): ହକ୍‌ ପାଇବାକୁ ଜଣେ ମା'ର ସଂଘର୍ଷ । ଖାଇବାକୁ ନପାଇ ରାସ୍ତା କଡ଼ରେ ଧାରଣାରେ ବସିଛନ୍ତି ଜଣେ ମହିଳା । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର DNK ଛକରେ। ପୁଅ ବୋହୂ ତାଙ୍କୁ ଖାଇବାକୁ ନଦେବା ସହ ଠିକ୍‌ରେ ରଖୁ ନଥିବା ଅଭିଯୋଗ…