Below header
Browsing Category

ରାଜ୍ୟ

ବଡ଼ବିଲର ଏହି ହାର୍ଡୱେର ଦୋକାନ ଉପରକୁ କିଏ କଲା ବୋମା ମାଡ଼? ସିସିଟିଭିରେ କଏଦ ହେଲା ଦୃଶ୍ଯ

ଯୋଡା(କେନ୍ୟୁଜ୍): କେନ୍ଦୁଝର ବଡ଼ବିଲରେ ହାର୍ଡୱେର ଦୋକାନ ଉପରକୁ ବୋମା ମାଡ଼ ।  ବଡ଼ବିଲ ମେନ୍‌ ରୋଡରେ ଥିବା  ଓଡ଼ିଶା  ହାର୍ଡୱେର ଷ୍ଟୋର ଉପରକୁ  କେହି ଦୁର୍ବୃତ୍ତ ବୋମା ମାଡ଼କରି ଫେରାର୍‌ ହୋଇଯାଇଛି । ଆଜି ମଧ୍ୟାହ୍ନ ସମୟରେ ଏହି ବୋମା ମାଡ଼ ହୋଇଥିବା ବେଳେ, ଦୋକାନ ମାଲିକ ଓ କର୍ମଚାରୀ ଅଳ୍ପକେ…

ପିପିଲିରେ କିଏ ମାରିବ ବାଜି? ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନିଅର ମହାରଥୀ ଆଗରେ

କେନ୍ୟୁଜ୍(ବ୍ୟୁରୋ):  କାହା ଦଖଲକୁ ଯିବ ପିପିଲି ? କିଏ ମାରିବ ବାଜି ? ବିଜୟ ବ୍ୟବଧାନ କେତେ ରହିବ ? ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି ରହିଛି । ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୧୭ ହଜାର ୪୩୫ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର…

ପିପିପି ମୋଡ୍‌ରେ ହେବ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ: ରେଳବାଇ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ଵ ସ୍ତରୀୟ ଷ୍ଟେସନ କରିବା ପାଇଁ ପ୍ରକ୍ରିୟାକୁ ଜୋରଦାର କରାଯିବ। ପିପିପି ମୋଡ୍‌ରେ ହେବ ଷ୍ଟେସନର ବିକାଶ। ଏଥିଲାଗି କେତେ ଖର୍ଚ୍ଚ କରାଯିବ ତାର ବ୍ୟୟ ଅଟକଳ ଖୁବ୍‌ ଶୀଘ୍ର କରାଯିବ ବୋଲି ସୂଚନା ଦେଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ ସୁନୀତ…

ଭଗବାନ ଏମିତି ଦୁଃଖ କାହାକୁ ବି ଦିଅନାହିଁ, ମୋ ବାପାଙ୍କୁ ଭଲ କରିଦିଅ

ଦଶରଥପୁର ( କେନ୍ୟୁଜ) : ଭଗବାନ କେତେବେଳେ ଯେ କଣ କାହା ସହ କରିବେ ତାହା କେହି କହିପାରିବେ ନାହିଁ। ଏଇ ଯେମିତି ୟାଙ୍କ ପରିବାର। ଅଭାବ ଭିତରେ ବି ହସଖୁସିରେ ଚଳୁଥିଲା ପରିବାର। କିନ୍ତୁ ହଠାତ୍‌ ମାଡିଆସିଲା ଦୁଃଖର ପାହାଡ। ଯେଉଁ ଦୁଃଖ ଏତେ କଷ୍ଟଦାୟକ ଯେ ଏଭଳି ଦୁଃଖ ଆଉ କାହାକୁ ଯେମିତି…

ସୁନ୍ଦରଗଡ଼ : ନଦୀ କୂଳରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତଦେହ

ସୁନ୍ଦରଗଡ : ଗାଧୋଇବାକୁ ଯାଇ ଆଉ ଫେରିଲେନି ମହିଳା ଜଣକ । ପରେ ନଦୀ କୂଳରୁ ମିଳିଲା ତାଙ୍କର ଉଲଗ୍ନ ମୃତଦେହ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଡମକୁଡା ନଦୀ କୂଳରେ ଥିବା ଏକ ବୁଦାରୁ ଜଣେ ବିଧବା ମହିଳାଙ୍କ ଉଲଗ୍ନ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ସବଡେଗା…

କୋରାପୁଟରେ ଡିଜିପି, ଆତ୍ମସମର୍ପଣ କଲେ ୨ ହାର୍ଡକୋର ମହିଳା ମାଓବାଦୀ

କୋରାପୁଟ(କେନ୍ଯୁଜ୍): ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ। ତାଙ୍କ ସହ ଆଇ ଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇ ଜି ଏସ ଡବ୍ଲୁ ଅନିରୁଦ୍ଧ ସିଂହ ମଧ୍ଯ ଆସିଛନ୍ତି। ଡ଼ିଆଇଜି ଏସ ଡବ୍ଲୁ ଆର ରାଜେଶ ପଣ୍ଡିତ, କୋରାପୁଟ ଏସପି ବରୁଣ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ଗଲା ୫ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୩୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୩ ଜଣ ଶିଶୁ ଓ କିଶୋର…

ମହାନଦୀ ସେତୁ ଉପରେ ବାଇକକୁ ପିଟିଲା କାର୍: ସ୍ୱାମୀ ମୃତ ଓ ସ୍ତ୍ରୀ ନଦୀରେ ପଡ଼ି ନିଖୋଜ

ବୌଦ୍ଧ(କେନ୍ଯୁଜ୍): ମହାନଦୀ ସେତୁ ଉପରେ ବାଇକକୁ ପିଟିଲା କାର। ନଦୀରେ ପଡିଗଲେ ମହିଳା। ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ମହିଳା ନିଖୋଜ ହୋଇ ଯାଇଛନ୍ତି। ସେ ଛିଟ୍‌କି ପଡି ନଦୀରେ ଖସି ପଡିଥିବା ସୂଚନା…

ଆଜି ପିପିଲି ରେଜଲ୍ଟ : ଆରମ୍ଭ ହୋଇଯାଇଛି ଭୋଟ ଗଣତି, ବଢୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା

ପିପିଲି(କେନ୍ଯୁଜ୍): କିଏ ଜିତିବ ପିପିଲି ବାଜି ? କାହା ସପକ୍ଷରେ ଯିବ ଜନାଦେଶ ? ପ୍ରାର୍ଥୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଆଜି ଆସିବ ପିପିଲି ରେଜଲ୍ଟ । ଆରମ୍ଭ ହୋଇଯାଇଛି ଭୋଟ ଗଣତି ।  ବାହାରିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟଫଳ । ପୁରୀ ପେଣ୍ଠକଟା ଷ୍ଟ୍ରଙ୍ଗରୁମ୍‌ରେ ୨ଟି ରୁମରେ ୧୪ଟି…

ଖୋର୍ଦ୍ଧା ରାସ୍ତାରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍: ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଖୋର୍ଦ୍ଧା(କେନ୍ଯୁଜ୍): ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ର ଖୋର୍ଦ୍ଧା ରାସ୍ତାରେ। ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ସନାତନ ଦାସ ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ଦାସ ସ୍କୁଟି ଯୋଗେ ଭୁବନେଶ୍ୱରରୁ ନିଜ ଗ୍ରାମକୁ…

ଭଞ୍ଜନଗର ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା: ପୁଅଠାରୁ ଧକ୍କା ଖାଇ ବାପା ମୃତ

ଭଞ୍ଜନଗର(କେନ୍ଯୁଜ୍):ପୁଅଠାରୁ ଧକ୍କା ଖାଇ ଗୁରୁତର ହୋଇପଡିଥିବା ବାପା ମୃତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ମୃତକ ହାଡୁବନ୍ଧୁ ନାୟକ । ସାହିର କିଛି ଯୁବକଙ୍କ ସହ ହାଡୁବନ୍ଧୁଙ୍କ ପୁଅର ମାଡପିଟ୍‌ ଚାଲିଥିଲା । ଅଟକାଇବାକୁ ଯାଇଥିବା ବେଳେ ପୁଅ…

ମାଲକାନଗିରି ଗସ୍ତରେ ଡିଜିପି ଅଭୟ, ମାଓଗଡ଼ ଜୋଡାମ୍ବ ଓ କାଲିମେଳାରେ ଉଦଘାଟନ କରିବେ ମଡେଲ ଥାନା ବିଲ୍ଡିଂ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଗସ୍ତରେ ଡିଜିପି ଅଭୟ। ଏହି ଗସ୍ତରେ ସ୍ୱାଭିମାନ ଅଞ୍ଚଳର ମାଓ ଗଡ଼ ଭାବେ ପରିଚିତ ଜୋଡାମ୍ବ ଓ କାଲିମେଳାରେ ମଡେଲ ଥାନା ବିଲ୍ଡିଂ ଉଦଘାଟନ କରିବେ ଡିଜିପି ଅଭୟ। ଦିନ ୧୧ଟାରେ ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବରେ ହେଲିକପ୍ଟର ଯୋଗେ ଓହ୍ଲାଇବେ।…