Browsing Category

ରାଜ୍ୟ

ଛେଳି ଚୋରି କରିବା ପଡିବା ମହଙ୍ଗା: ବାଡେଇ ବାଡେଇ ଜଣଙ୍କୁ ମାରିଦେଲେ, ଆଉ ଜଣେ ଫେରାର୍

ବରଗଡ(କେନ୍ଯୁଜ୍): ଛେଳି ଚୋରକୁ ନିର୍ଦ୍ଧୁମ ମାଡ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ବରଗଡ ଜିଲ୍ଲା ଗୁରୁଆଁ ଗାଁରେ ଛେଳି ଚୋରି କରିବାକୁ ୨ ଯୁବକ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନିର୍ଦ୍ଧୁମ ମାଡ ମାରିଥିଲେ ଗ୍ରାମବାସୀ। ଶେଷରେ ଯୁବକର ମୃତ୍ୟୁ…

ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ଝୁଲନ୍ତା ମୃତ ଦେହ ଉଦ୍ଧାର। ଗଛରେ ଦୌଡ଼ିରେ ଝୁଲୁଥିବା ଅବସ୍ଥାରେ ମୃତଦେହଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ ସ୍ଥାନୀୟ କିଛି ଲୋକେ।  ଏହାପରେ ପୋଲିସକୁ ଖବର ଦେଖିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବର୍ତ୍ତମାନ ଶବକୁ…

ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ, ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ

ଭୁବନେଶ୍ବର(କେନ୍ଯୁଜ୍): ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ। ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ। ଲାଇଭ୍‌ ଟେଲିକାଷ୍ଟ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । ହାଇକୋର୍ଟରେ କେଉଁ ମାମଲାର କ’ଣ ଶୁଣାଣି ହେଉଛି ତାହା ଘରେ ବସି ଦେଖିପାରିବେ। ଏନେଇ ହାଇକୋର୍ଟ ପକ୍ଷରୁ ଏକ…

ଆଉ ୨ ଦିନ ପରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌, ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା କାୟା । ତଥାପି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଆଉ ୨ ଦିନ ପରେ ଅଗଷ୍ଟ ୧ରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌ । ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର ରହିଛି । ଏବେ କାଟାଗୋରୀ-Bରେ ୧୦ଟି ଜିଲ୍ଲା ରହିଛି । ୧…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୧୫ ପଜିଟିଭ୍‌ ଚିହ୍ନଟ, ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୧୫ ପଜିଟିଭ୍‌ ଚିହ୍ନଟ । ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୦୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୧୬ ପ୍ରତିଶତ । ୨୪ ଘଣ୍ଟାରେ ୭୬ ହଜାର ୯୪୬ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…

 ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୬୯୯ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ  ୧୬୯୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରୁ  କଟକ ଜିଲ୍ଲାରୁ ସର୍ବାଧିକ ୨୩୪ ଜଣ ସୁସ୍ଥ ହୋଇଛନ୍ତି।  । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା  ଦିଆଯାଇଛି । ଆଜିର ସୁସ୍ଥମାନଙ୍କୁ…

ଗଜପତି: ଅଟୋରେ ଚାଳଣ ହେଉଥିଲା ଗଞ୍ଜେଇ, ପୋଲିସ ପିଚ୍ଛା କରିବାରୁ ଗାଡ଼ି ଛାଡ଼ି ଫେରାର ହୋଇଗଲା ଚାଳକ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ବୁଧୁବାର ରାଇପଙ୍କା ଅଞ୍ଚଳରେ ପାଟ୍ରୋଲିଂ କଲା ବେଳେ ଏକ ଅଟୋ ନଂ- AP -୩୫ X - ୧୫୦୭ ସହ ୬୬କେଜି ୭୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଗଜପତି - ରାୟଗଡା ସୀମାନ୍ତ ରେ ପୋଲିସ ର ପାଟ୍ରୋଲିଂ ଚାଲିଥିବା ବେଳେ ଅଟୋଟି ଦ୍ରୁତ ଗତିରେ ପଦ୍ମପୁର ଆଡକୁ…

ପିପିପି ମୋଡରେ ହେବ ଭୁବନେଶ୍ୱର ବିମାନବନ୍ଦର ବିକାଶ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ୧୯୦ତମ ବୈଠକରେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ପିପିପି ମୋଡରେ ଭୁବନେଶ୍ୱର ବିମାନବନ୍ଦର ବିକାଶ ହେବ। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ୨୦୧୯ରେ ଅନୁଷ୍ଠିତ ୧୯୦ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ଭୁବନେଶ୍ୱର, ବାରାଣାସୀ, ଅମୃତସର, ରାୟପୁର, ଇନ୍ଦୋର ଏବଂ ତ୍ରିଚି ଏୟାରପୋର୍ଟକୁ ପିପିପି ମୋଡରେ ବିକାଶ କରିବା…

ଓଡ଼ିଶାରେ ଏକ ସ୍ପାଇସ ପାର୍କ ନିର୍ମାଣ ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି କି ? ସଂସଦରେ ପ୍ରଶ୍ନ କଲେ କନ୍ଧମାଳ…

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ସ୍ପାଇସ ପାର୍କ ସମ୍ବନ୍ଧରେ ସଂସଦରେ ପ୍ରଶ୍ନ ପଚାରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଅଣତାରକା ପ୍ରଶ୍ନରେ ପଚାରିଥିଲେ, ଦେଶରେ ଓଡ଼ିଶା ସର୍ବାଧିକ ମସଲା ଉତ୍ପାଦନ କରୁଥିବା ରାଜ୍ୟ। ଏପରିକି କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମଧ୍ୟ ମିଳିଛି। ଏଭଳି…

ରାଉରକେଲା ଜେଲରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି, ଖୁବ ଶୀଘ୍ର ଜେଲ୍‌ କର୍ମଚାରୀଙ୍କ ପାଖରେ ଲଗାଯିବ ବଡ଼ି କ୍ଯାମେରା

ରାଉରକେଲା(କେନ୍ୟୁଜ୍): ରାଉରକେଲା ସ୍ୱତନ୍ତ୍ର କାରାଗାର ରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି। ଗୋଟିଏ ପ୍ଲାଟୁନ ଓଏସଏପି ଜେଲର ଓ୍ଵାଚ ଟାଓ୍ଵାରରେ ମୃତୟନ କରାଯାଇଛି। ଏହା ବ୍ଯତୀତ ସିସିଟିଭି, ମୋବାଇଲ ଜାମର, ବ୍ଯାଗେଜ ସ୍କାନର ଓ  ମେଟାଲ ଡିଟେକଟର ବ୍ଯବସ୍ଥା ରହିଛି । ବଡ଼ି କ୍ଯାମେରା…

ଡ. ରାମଚନ୍ଦ୍ର ବେହେରା ପାଇଲେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି । ଡ. ବେହେରାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ଚେକ୍‌ ଆକାରରେ ଦିଆଯାଇଛି । ଏଥିସହିତ…