Browsing Category

ରାଜ୍ୟ

ପିଲା ବିକ୍ରି ର‍୍ୟାକେଟ୍‌ରେ ସାମିଲ ଅଛନ୍ତି ଅନେକ ପ୍ରଭାବଶାଳୀ ବ୍ୟକ୍ତି !

ରାଉରକେଲା : କେମିତି ଚାଲିଥିଲା ରାଉରକେଲା ପିଲା ବିକ୍ରି ରାକେଟ । ଏ ସମ୍ପର୍କରେ ପର୍ଦ୍ଦାଫାସ୍‌ କରିଛି ପୋଲିସ୍‌ । ଗରିବ ପରିବାରର ଶିଶୁଙ୍କୁ କିଣିବା ପରେ ସେମାନଙ୍କୁ ମୋଟା ଅଙ୍କରେ ଛତିଶଗଡ଼, ଝାଡ଼ଖଣ୍ଡ, କାନପୁର, ଦିଲ୍ଲୀ ଆଦି ସ୍ଥାନରେ ବିକ୍ରି କରୁଥିଲେ। ଦରିଦ୍ର ପରିବାରର ଥିବା ଅଧିକ…

ଓଡିଶାର ୪ ହଜାର ପଡ଼ାକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୪ ହଜାର ପଡ଼ାକୁ ମିଳିବ ରାଜସ୍ୱ ଗାଁ ମାନ୍ୟତା । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ବିଭାଗ ସଚିବ ବିଷ୍ଣୁପଦ ସେଠୀ । ପଡ଼ାରୁ ଗାଁ ହେବା ପାଇଁ ନୀତି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ମୂଳ ରାଜସ୍ୱ ଗାଁଠୁ ଅଧ କିଲୋମିଟରରୁ ଅଧିକ ଦୂରରେ ଥିବା…

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଆସନ୍ତା ସପ୍ତାହରେ ହେବ ପରବର୍ତ୍ତୀ ଶୁଣାଣି

କେନ୍ୟୁଜ୍(ବ୍ୟୁରୋ): ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ହାଇକୋର୍ଟରେ ମାମଲାର ଶୁଣାଣି ଘୁଞ୍ଚିଲା । ଆସନ୍ତା ସପ୍ତାହରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ବର୍ଷା ତାଙ୍କ ପକ୍ଷ ରଖିନଥିବାରୁ ଶୁଣାଣି ଘୁଞ୍ଚିଛି। ଧାର୍ଯ୍ୟ ସମୟରେ ମାମଲାର ଶୁଣାଣି ଶେଷ କରିବାକୁ ଆବେଦନ ହୋଇଛି ।…

ଆଜିଠୁ ୩୦ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂଜାରି

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ୱେଲମାର୍କଡ ଲୋ-ପ୍ରେସରରେ ପରିଣତ ହେବ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଅତିକ୍ରମ କରିବାର ସମ୍ଭାବନା…

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର(କେନ୍ଯୁଜ୍): କୁଆଖାଇ ବ୍ରିଜ୍ ଉପରୁ ନଦୀକୁ ଡେଇଁ  ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌ ରେ ଦେଖିବାକୁ ମିଳିଥିଲା ଏହି ହାଇଡ୍ରାମା।  ହଠାତ୍‌ ଜଣେ ଯୁବତୀ ଦୌଡ଼ି ଦୌଡ଼ି  ଭୁବନେଶ୍ୱର ହଂସପାଳ ନିକଟ କୁଆଖାଇ ବ୍ରିଜ୍ ନିକଟକୁ ଯାଇଥିଲେ ଏବଂ ନଦୀକୁ…

ନା ରହୁଛି ଅଫିସରଙ୍କ ଭୟ ନା ଫାଇନର, ରାତାରାତି ଟ୍ରାକ୍ଟର ଟ୍ରାକ୍ଟର ବାଲି ଚାଲିଯାଉଛି ଆନ୍ଧ୍ର 

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡାବା ପଞ୍ଚାୟତର ବଂଶଧାରା ନଦୀକୂଳରୁ ରାତି ଅଧିଆ ହେଉଛି ବାଲି ଚୋରା ଚାଲାଣ । ଟ୍ରାକ୍ଟର ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଛି ବିଳମ୍ବିତ ରାତ୍ରୀରେ । ପ୍ରତ୍ୟେକ ଟ୍ରାକ୍ଟର ପାଇଁ ରହୁଛନ୍ତି ସ୍ବତନ୍ତ୍ର ବାଲି ବୁହା ଶ୍ରମିକ…

ଯାଜପୁର ସୁକିନ୍ଦାରେ ଲଜ୍ଜା: ଦୁଇ ବର୍ଷ ୧୦ମାସର ଶିଶୁ କନ୍ୟାକୁ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ

ଯାଜପୁର ରୋଡ ( କେ ନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦାରେ ଲଜ୍ଜା । ସୁକିନ୍ଦା ଥାନା ଅଂଚଳ ରେ ଜଣେ ଦୁଇ ବର୍ଷ ୧୦ମାସ ର ଶିଶୁ କନ୍ୟାକୁ  ଦୁଷ୍କର୍ମ କରାଯାଇଥିବା ନେଇ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକ । ଖବର ମୁତାବକ ସୁକିନ୍ଦା ଥାନା ସଂସାଇଲ ପଂଚାୟତରେ…

ଭୁବନେଶ୍ୱର ସାଲିଆସାହିରୁ ଚୋରଣୀ କାମବାଲି ଗିରଫ: ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା, ଗହଣା ଧରି ମାରିଥିଲା ଛୁ

ଭୁବନେଶ୍ବର(କେନ୍ଯୁଜ୍): ଚୋରଣୀ କାମବାଲି। ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ଗିରଫ। କୋଟିଏ ଟଙ୍କାର ସୁନା, ଗହଣା ଚୋରୀ। ଭୁବନେଶ୍ୱର ସାଲିଆସାହିରୁ ଚୋରଣୀ କାମବାଲିକୁ କମିଶନରେଟ୍‌ ପୋଲିସ ସହାୟତାରେ ଗିରଫ କରିଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ୩ ଜଣିଆ ଟିମ୍‌ ଗତକାଲି ଭୁବନେଶ୍ୱର କ୍ୟାପିଟାଲ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଗୁପ୍ତନୀତି ସମ୍ପାଦନ କରିବେ ଦତ୍ତ ମହାପାତ୍ର ସେବକ

ପୂରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବାୟତ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକମାନେ…

ରାଜଧାନୀ ପାଇଁ ଡେଙ୍ଗୁ ବିପଦ: ଚିହ୍ନଟ ହେଲେଣି ୪୨୧ଜଣ ରୋଗୀ, ବିଭିନ୍ନ ଗଳି ଓ ବସ୍ତି ବୁଲି ସଚେତନ କରାଉଛି BMC

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀ ପାଇଁ ବଢ଼ିିଲା ବିପଦ । କରୋନା ମହାମାରୀ ନଯାଉଣୁ ଧସେଇ ପସିଛି ଡେଙ୍ଗୁ । ଡରିଡରି ବଞ୍ଚୁଛନ୍ତି ରାଜଧାନୀବାସୀ । ଗତକାଲି ଗୋଟିଏ ଦିନରେ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଯାଏ ୪୨୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀ ବିହାର,…

ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍‌ କଟକଣା: ସିବିକେ ମହାନ୍ତି, DMET

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍‌ କଟକଣା। ଲୋକମାନେ କରୋନା କଟକଣାକୁ ସଠିକ୍‌ ଭାବେ ପାଳନ କରୁନାହାଁନ୍ତି, ତେଣୁ ଆଉ କିଛି ଦିନ କଟକଣା ରହିବା ଦରକାର ବୋଲି କହିଛନ୍ତି DMET ସିବିକେ ମହାନ୍ତି। କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି। ଆଉ ୧୦ରୁ…