Browsing Category

ରାଜ୍ୟ

କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌

କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ । ଉଭୟ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଜୟପୁର ଏୟାରପୋର୍ଟରେ ପହଞ୍ଚି ପ୍ରଥମେ ନବରଙ୍ଗପୁର ଅଭିମୁଖେ ଯାଇଛନ୍ତି ୫ଟି ସଚିବ । ସାଙ୍ଗରେ ଅଛନ୍ତି ସିଏସ୍‌ ସୁରେଶ ମହାପାତ୍ର, ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର…

ଆଜି ବିଶ୍ୱ ହେପାଟାଇଟସ୍‌ ଡେ’ରେ ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ବାଲୁକାକଳା: ଚଳିତ ବର୍ଷର ଥିମ୍‌ ରହିଛି…

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ହେପାଟାଇଟସ୍‌ ଡେ । ଚଳିତ ବର୍ଷର ଥିମ୍‌ ରହିଛି 'HEPATITIES CAN NOT WAIT'। ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ବାଲୁକା କଳା ମାଧ୍ୟମରେ ସେ ବାର୍ତ୍ତା ଦେଇଛନ୍ତି ଆମ ଫୁସଫୁସ ଓ…

ବଡ ଅପରେସନ୍‌ ପାଇଁ ସଜବାଜ: ମେଳି ହେଉଛନ୍ତି ନକ୍ସଲ, ଦମନ ପାଇଁ ପ୍ରସ୍ତୁତି ଆରମ୍ଭ 

କନ୍ଧମାଳ(କେନ୍ଯୁଜ୍): ଥରେ କି ଦୁଇ ଥର ନୁହେଁ ଜୁନ୍‌-ଜୁଲାଇରେ ତିନି ତିନି ଥର ମୁହାଁମୁହିଁ ହୋଇଛନ୍ତି ନକ୍ସଲ-ଯବାନ । ଦୁଇ ଦିନ ଧରି ଉଭୟଙ୍କ ମଧ୍ୟରେ ଛକାପଂଝା ଚାଳିଲା, ଗୁଳି ବିନିମୟ ବି ହେଲା । ସୂଚନା ମିଳିଥିଲା ନକ୍ସଲ ନେତା ଦସ୍ରୁ ହିଁ ବାରମ୍ବାର ମେଳି କରୁଛି । ଏବେ ସୂଚନା ମିଳିଛି…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୭୦୩ ପଜିଟିଭ୍‌ ଚିହ୍ନଟ, ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୭୦୩ ପଜିଟିଭ୍‌ ଚିହ୍ନଟ । ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୧୬ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୫୯ ପ୍ରତିଶତ । ୨୪ ଘଣ୍ଟାରେ ୭୮ ହଜାର ୭୪୦ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…

୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଲଘୁଚାପ: ଆଜିଠୁ ୩୦ ଯାଏ ସାରା ରାଜ୍ୟରେ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ୱେଲ୍‌ ମାର୍କଡ ଲୋ-ପ୍ରେସରରେ ପରିଣତ ହେବ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଅତିକ୍ରମ କରିବାର…

ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ, ମୃତ ମାଓବାଦୀଙ୍କୁ ଦିଆଯାଇଥାଏ ଲାଲସଲାମ୍

ମାଲକାନଗିରି(କେନ୍ଯୁଜ୍): ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳିବେ ମାଓବାଦୀ । ଗାଁରେ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ମାଓବାଦୀଙ୍କୁ ଲାଲସଲାମ ଦେଇଥାନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ ଅନେକ…

ବିବାହ କରିବାକୁ ଜିଦ କରିବାକୁ ସ୍ପିରଟ୍‌ ଢାଳି ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ

ବ୍ରହ୍ମପୁର(କେନ୍ଯୁଜ୍): ଜଘନ୍ୟ। ବିବାହ କରିବାକୁ ଜିଦ୍‌ ଧରିବାରୁ ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ପୋଲସରା ଥାନା ଅନ୍ତର୍ଗତ ଜଳମ୍ବ ଗାଁର ପ୍ରସାନ୍ତ…

ହିରୋ ନଂ ଓ୍ଵାନ୍‌ ଗୋବିନ୍ଦା ଗାଇଲେ ଗୀତ, ମ୍ୟୁଜିକ୍‌ ଦେଲେ ଗୁଡଲୀ ରଥ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡିଶା ଆସି ହିନ୍ଦୀ ଗୀତ ଗାଇଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନାରେ ଗୋବିନ୍ଦା ଆଜି ଗୋଟିଏ ଗାଇଛନ୍ତି ହିନ୍ଦୀ ଗୀତ ଭୁବନେଶ୍ୱର ସ୍ଥିତ ଏକ ଷ୍ଟୁଡିଓରେ। ନିଜେ ଗୋବିନ୍ଦା ଗୀତ ଲେଖିଛନ୍ତି ଓ ଏବେ ନିଜେ…

ରାଉରକେଲାରେ ଶିଶୁ ବିକ୍ରି ରାକେଟ ପର୍ଦ୍ଦାଫାଶ, ମାମଲାରେ ସମ୍ପୃକ୍ତ ଥିଲେ ୭ ଜଣ

ରାଉରକେଲା(କେ ନ୍ୟୁଜ):  ପୁତ୍ର ସନ୍ତାନ ପାଇଁ ଲକ୍ଷେ ଓ କନ୍ୟା ସନ୍ତାନ ପାଇଁ ୩୦ରୁ ୪୦ ହଜାର ଟଙ୍କା ଦେବା ପାଇଁ ଚୁକ୍ତି କରିଥିଲେ ସଙ୍ଗୀତା ଓ ନୀତା ଅଗ୍ରୱାଲ । ଏହାପରେ ସୀମା ନିଜ ଦେଢ଼ ବର୍ଷର ନାତୁଣୀକୁ ସେମାନଙ୍କୁ ଦେଇଥିଲେ ମଧ୍ୟ ଟଙ୍କା ପାଇନଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ…

ଅନଲାଇନ ଠକେଇର ଶିକାର ହେଲେ ଯୁବକ

ଯାଜପୁର (କେନ୍ୟୁଜ): ପୁଣି ଅନଲାଇନ ଠକେଇ ଘଟଣା ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଜଣେ ଯୁବକ ଅନ ଲାଇନ ଠକେଇର ଶିକାର ହୋଇଛନ୍ତି। ଧର୍ମଶାଳା ଥାନା ଅଧୀନ ପାଟପୁର ପଂଚାୟତର ଯୁବକ ଦୀପକ ରାଉତ ଉତ୍ତରପ୍ରଦେଶର ଏକ ଫାଇନାନ୍ସ କମ୍ପାନୀରେ ଅନଲାଇନ ମାଧ୍ୟମରେ ଏଜେଣ୍ଟ ଭାବେ କାମ…

ଭୁବନେଶ୍ୱର ଚାଲାଣ ହେଉଥିବା ୧୧୦ କିଲୋ ଗଞ୍ଜେଇ ଜବତ କଲା ବାଲିଗୁଡ଼ା କାମ୍ପଡା ପୋଲିସ

ବାଲିଗୁଡ଼ା(କେନ୍ୟୁଜ୍‌) : ବାଲିଗୁଡ଼ା କାମ୍ପଡା ପୋଲିସ ଆଜି ୧୧୦ କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ସବୁ ବାଲିଗୁଡାରୁ ଭୁବନେଶ୍ୱର ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା କାମ୍ପଡା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ଠାରୁ ୧୧୦ କେଜି ୬୦୦ ଗ୍ରାମ…

ଗଛକୁ ପିଟିଲା କାର୍‌, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ଧର୍ମଗଡ଼(କେନ୍ୟୁଜ୍‌) : ଗଛରେ କାର୍‌ ପିଟି ହେବାରୁ ଗୋଟିଏ ପରିବାରର ୩ ଜୀବନ ଅକାଳରେ ଚାଲିଯାଇଛି । ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେର ନିକଟରେ । କାରରେ ଗୋଟିଏ ପରିବାରୁ ବାପା, ମା’ ଓ ଦୁଇଝିଅ ଯାଉଥିବା ବେଳେ କାରଟି ଭାସାମ୍ୟ ହରାଇ ଏକ ତାଳ ଗଛରେ ପିଟି…